Breaking News

ଭୈରବ ବାଲିଯାତ୍ରା ରେ ଛୁରୀ ମାଡ଼ କରିଥିବା 2ଅଭିଯୁକ୍ତ କୁ କୋର୍ଟ ଚାଲାଣ |   (11-Oct-2026)       ||      ମୃତକ ଙ୍କ ପରିବାର କୁ ସମବେଦନା ଜଣାଇବା ସହ ଦଳୀୟ କର୍ମୀଙ୍କ ସ୍ୱାସ୍ଥ୍ୟ ବସ୍ଥା ବୁଝିଲେ ବିଷମ କଟକ ବିଧାୟକ |   (11-Oct-2026)       ||      ଅସୁର କ୍ଷିତ ପ୍ରାଥମିକ ବିଦ୍ୟାଳୟ ପାଲଟିଛି ଅସମାଜିକ ବ୍ୟକ୍ତିଙ୍କ ଆଡ୍ଡା ସ୍ଥଳୀ ||   (11-Oct-2026)       ||      ବଜ୍ର କାପ୍ତା ଖପୁରି ବିକ୍ରିବେଳେ ତିନି ଜଣଙ୍କୁ ଗିରଫ କଲା ବନ ଭିଭାଗ |   (11-Oct-2026)       ||      କୁମାରୀ ପାରିରେ ବିଜେପିର ମାଗଣା ସ୍ୱାସ୍ଥ୍ୟ ଶିବିର ରେ ବିଧାୟକ ନିଜ ସ୍ୱାସ୍ଥ୍ୟ ପରୀକ୍ଷା କଲେ |   (11-Oct-2026)       ||      ସାତନଳ ଠାରେ "ସ୍ୱଛତ୍ତ୍ୱ ରୁ ଦିବ୍ୟତ୍ବ ` ଏବଂ ଚକ୍ଷୁ ଚିକିତ୍ସା ଶିବିର ଅନୁଷ୍ଠିତ |    (11-Oct-2026)       ||      ଖୋର୍ଦ୍ଧା ଜିଲ୍ଲା ସାମ୍ବାଦିକ ୟୁନିୟନ ର ସାଧାରଣ ପରିଷଦ ବୈଠକ ଅନୁଷ୍ଠିତ ||   (11-Oct-2026)       ||      ରଙ୍ଗେଲ ଗୁଣ୍ଡା ମସ୍ତ୍ୟ ବିଜ୍ଞାନ ମହା ବିଦ୍ୟାଳୟ ରେ ଛାତ୍ର, ଛାତ୍ରୀ ଙ୍କ ନିମନ୍ତେ ସାମଗ୍ରୀକ ବିକାଶ କାର୍ଯ୍ୟକ୍ରମ |   (11-Oct-2026)       ||      ଦୁର୍ଗା ପୂଜାରେ ନୁଆଁ ଚମକ, ପଦ୍ମପୁର ରାଜବାଟି ରେ ସାଢ଼େ 6କେଜି ରୁପାରେ ତିଆରି ମୁକୁଟ ପିନ୍ଧିବେ ଦେବୀ |   (11-Oct-2026)       ||      ଲଉଡ଼ିଦର୍ହା କୁମାର ପୂର୍ଣ୍ଣିମା ପାଇଁ ସମନ୍ୱୟ ବୈଠକ ଅନୁଷ୍ଠିତ |   (10-Oct-2026)       ||      ଖଲ୍ଲିକୋଟ ପୋଲିସ ଦ୍ୱାରା ଖୋଜାପଲ୍ଲୀ ଚିତ୍ରସେନ ଜେନା ହତ୍ୟାକାଣ୍ଡ ର ଜଣେ ଆସମୀ ଗିରଫ |   (10-Oct-2026)       ||      ପାଇକମାଳ ମାଉସୀ ମା ମନ୍ଦିର ଠାରେ ଗାୟତ୍ରୀ ଯଜ୍ଞ ପାଇଁ ପ୍ରସ୍ତୁତି ବୈଠକ ||   (10-Oct-2026)       ||      ଉତ୍କଳ ମଣୀ ଗୋପବନ୍ଧୁ ଦାଶ ଙ୍କ ଜୟନ୍ତୀ କରୁଣା କାନ୍ତି ଉଚ୍ଚମାଧ୍ୟମିକ ବିଦ୍ୟାଳୟ ରେ ପାଳିତ ||   (10-Oct-2026)       ||      2026-ମଥୁରା କ୍ଲଷ୍ଟର ସ୍ତରୀୟ ସୁରଭି ଅନୁଷ୍ଠିତ ||   (10-Oct-2026)       ||      NGO ବର୍ଗରେଗ୍ଲୋବାଲ ସଷ୍ଟେନେବିଲିଟି ଆୱାର୍ଡ ପାଇଁ ISRD ଜାତୀୟ ସ୍ତର ରେ ପୁରସ୍କୃତ ||   (10-Oct-2026)       ||      NGO ବର୍ଗରେଗ୍ଲୋବାଲ ସଷ୍ଟେନେବିଲିଟି ଆୱାର୍ଡ ପାଇଁ ISRD ଜାତୀୟ ସ୍ତର ରେ ପୁରସ୍କୃତ ||   (10-Oct-2026)       ||      କଂଗ୍ରେସ ପକ୍ଷରୁ ଗଣତନ୍ତ୍ର ବଞ୍ଚାଅ ନ୍ୟୟ ପଥେ ପଦଯାତ୍ରା ରଘୁନାଥ ପୁର ବ୍ଲକରେ ଅନୁଷ୍ଠିତ |   (10-Oct-2026)       ||      ଗଞ୍ଜାମ ଜିଲ୍ଲା ପାଳ ଛତ୍ରପୁର ବ୍ଳକର 5ଟି ପଞ୍ଚାୟତ କୁ ଟିବି ମୁକ୍ତ ଘୋଷଣା କଲେ |   (10-Oct-2026)       ||      ଗଞ୍ଜାମ ଜିଲ୍ଳାରେ ଧାନ ଫସଲ ରେ ରୋଗ ପୋକ ଲାଗି ବ୍ୟାପକ କ୍ଷତି |    (10-Oct-2026)       ||      ଶ୍ରୀମତୀ ସାଢ଼ି ଶାରଦା ରେଡ୍ଡୀ ଛତ୍ରପୁର ବ୍ଳକ ଅଧକ୍ଷା ଦାୟିତ୍ୱରେ ରହିଲେ |    (10-Oct-2026)       ||     

ପୁରୁଷୋତ୍ତମପୁର ସହର ରେ ତିନିଗୋଟି ପୁଞ୍ଜାର ଦଣ୍ଡ ଯାତ୍ରା ଆରମ୍ଭ |

25-Mar-2025

ପୁରୁଷୋତ୍ତମପୁର ସହର ରେ  ତିନିଗୋଟିପୁଞ୍ଜା ଦଣ୍ଡକାଳୀଙ୍କ ୨୧ ଦିନିଆ ଦଣ୍ଡଯାତ୍ରା ଆରମ୍ଭ,  

              ଓଡିଶା ଜନମତ ବ୍ୟୁରୋ,

ପୁରୁଷୋତ୍ତମପୁର 25/03/25:
ପୁରୁଷୋତ୍ତମପୁର ସହର ସମେତ ସମଗ୍ର ଗଞ୍ଜାମ ଜିଲ୍ଲାରେ ଗଣପର୍ବ ଭାବେ ପରିଚିତ ଦଣ୍ଡ ଯାତ୍ରା ଆରମ୍ଭ ହୋଇଛି |  ଗତକାଲି ଠାରୁ  ମାନସିକ ଧାରୀ ଭକ୍ତ ମାନେ ବିଭିନ୍ନ ପୁଞ୍ଜାକୁ ଯାଇ ଦଣ୍ଡ କାଳୀଙ୍କ ସେବାରେ ନିୟୋଜିତ ହୋଇ ଯାଇଛନ୍ତି | 
ଆଜି ସକାଳେ ଢୋଲ, ଘଣ୍ଟ, ବଜାଇ  ନଗର ପରିଭ୍ରମଣକରି ପ୍ରତେକ ସାହିକୁ ଯାଇ ଲୋକଙ୍କ କୁମ୍ଭ ଡ଼ାକି ଥିଲେ | ଏହା ସହିତ କଳାରୁଦ୍ରମଣିଙ୍କୁ ଭଜହେ ଧ୍ବନି ଦେଇ ଏକ ଭକ୍ତି ଭାବାବେଗ ପରିବେଶ   ସୃଷ୍ଟି କରିଥିଲେ | ରେ ସମଗ୍ର ଗାଁଠୁ ସହର ପ୍ରକମ୍ପିତ ହେଉଛି।   ଏହି ଦଣ୍ଡ ଯାତ୍ରାରେ  ଶିବ ଓ କାଳୀଙ୍କୁ ଏକତ୍ର ପୂଜା କରାଯାଇଥାଏ। ଏହି ବ୍ରତ ପାଳନ କରିବାରେ ଅନେକ କଷ୍ଟ କରିବାକୁ ପଡ଼ିଥାଏ। ଏହାଦ୍ୱାରା ଏନେକ ମାନସିକ କାର୍ଯ୍ୟ ପୁର୍ଣ ହୋଇଥାଏ ବୋଲି  ଭକ୍ତ ମାନେ କହୁଥବାର  ଶୁଣିବାକୁ ମିଳୁଛି | ତେଣୁ ମାନସିକ ଧାରୀ ମାନେ ଏହି 21 ଦିନ, 18 ଦିନ ଏବଂ 13 ଦିନିଆ ଏହି ଦଣ୍ଡ ଯାତ୍ରା ରେ  ରହି ନିଜ ସହିତ ଜଗତ ର ମଙ୍ଗଳ ପାଇଁ ସବୁକଷ୍ଟ ସହି ଥାଆନ୍ତି  ପୁରୁଷୋତ୍ତମଗପୁର ସହରେ  ତିନି ଗୋଟି ଦଣ୍ଡ ଯାତ୍ରାଦଳ ରହିଛନ୍ତି  | ସେମାନେ ହେଲେ ଧୋବା ପୁଞ୍ଜା,ବିପତ୍ତାହାରିଣୀ ତେଲି ପୁଞ୍ଜା ଓ ଗୌଡ ପୁଞ୍ଜା | ଏହି ପୁଞ୍ଜା ମାନଙ୍କରେ ବହୁଭକ୍ତ ମାନସିକ କରି ଏହି ଦଳ ମାନଙ୍କ ରେ ସାମିଲ ହୋଉ ଥାନ୍ତି |  ଏହି ମାନସିକ ଧାରୀ ମାନେ ଗଞ୍ଜାମ ଜିଲ୍ଳାର ବିଭିନ୍ନ ପ୍ରାନ୍ତକୁ ଖାଲିପାଦରେ ଚାଲି, ଚାଲି ଯାଇ  ଭକ୍ତଙ୍କ ମାନସିକ ପୂରଣ କରିଥାନ୍ତି |
ତେବେ ଦଣ୍ଡ  ତିନି ପ୍ରକାର ଅଟେ | ମଧ୍ୟାହ୍ନ ର ଉତ୍ତପ୍ତ ଖରାରେ ଧୂଳି ଦଣ୍ଡକରନ୍ତି | ତାପରେ ଅପରାହ୍ନରେ ନଦୀ କିମ୍ବା ପୋଖରୀରେ ଜଳଦଣ୍ଡକରନ୍ତି | ଏବଂ ଅର୍ଦ୍ଧରାତ୍ରରେ ଅଗ୍ନିଦଣ୍ଡକୁ ପରିବେଷଣକରିଥାନ୍ତି  | ଏମାନେ ଦିନକୁ ଗୋଟିଥରଢୋଲ ଶବ୍ଦ ର ତାଳେ ତାଳେ  ଅକଟା, ଅବଟା , ଅଫୁଟା ଖାଦ୍ୟ ଗ୍ରହଣ କରି ଥାନ୍ତି | ଏବଂ ସେହି ରାତ୍ରରେ ଅଗ୍ନିଦଣ୍ଡ ନିମନ୍ତେ ଆସିଥାନ୍ତି | ତାହାପରେ ଲୋକଙ୍କ ମନୋରଞ୍ଜନ ସକାଶେ ନାଟକ ପରିବେଷଣ କରିଥାନ୍ତି | ଏହା ମେଷ ସଂକ୍ରାନ୍ତି କିମ୍ବା ତା ପୂର୍ବଦିନ ମାସନ୍ତ ପର୍ଯ୍ୟନ୍ତ କାର୍ଯ୍ୟ କରି  ତାପର ଦିନ ସୁଦ୍ଧହୋଇ ଭୋଜିଭାତ କରି ନିଜ, ନିଜର  ଗୃହ କୁ ପ୍ରତ୍ୟାବର୍ତନ କରନ୍ତି |

News Comment

You Might Also Like

BACK TO TOP