Breaking News

ଭୈରବ ବାଲିଯାତ୍ରା ରେ ଛୁରୀ ମାଡ଼ କରିଥିବା 2ଅଭିଯୁକ୍ତ କୁ କୋର୍ଟ ଚାଲାଣ |   (11-Oct-2026)       ||      ମୃତକ ଙ୍କ ପରିବାର କୁ ସମବେଦନା ଜଣାଇବା ସହ ଦଳୀୟ କର୍ମୀଙ୍କ ସ୍ୱାସ୍ଥ୍ୟ ବସ୍ଥା ବୁଝିଲେ ବିଷମ କଟକ ବିଧାୟକ |   (11-Oct-2026)       ||      ଅସୁର କ୍ଷିତ ପ୍ରାଥମିକ ବିଦ୍ୟାଳୟ ପାଲଟିଛି ଅସମାଜିକ ବ୍ୟକ୍ତିଙ୍କ ଆଡ୍ଡା ସ୍ଥଳୀ ||   (11-Oct-2026)       ||      ବଜ୍ର କାପ୍ତା ଖପୁରି ବିକ୍ରିବେଳେ ତିନି ଜଣଙ୍କୁ ଗିରଫ କଲା ବନ ଭିଭାଗ |   (11-Oct-2026)       ||      କୁମାରୀ ପାରିରେ ବିଜେପିର ମାଗଣା ସ୍ୱାସ୍ଥ୍ୟ ଶିବିର ରେ ବିଧାୟକ ନିଜ ସ୍ୱାସ୍ଥ୍ୟ ପରୀକ୍ଷା କଲେ |   (11-Oct-2026)       ||      ସାତନଳ ଠାରେ "ସ୍ୱଛତ୍ତ୍ୱ ରୁ ଦିବ୍ୟତ୍ବ ` ଏବଂ ଚକ୍ଷୁ ଚିକିତ୍ସା ଶିବିର ଅନୁଷ୍ଠିତ |    (11-Oct-2026)       ||      ଖୋର୍ଦ୍ଧା ଜିଲ୍ଲା ସାମ୍ବାଦିକ ୟୁନିୟନ ର ସାଧାରଣ ପରିଷଦ ବୈଠକ ଅନୁଷ୍ଠିତ ||   (11-Oct-2026)       ||      ରଙ୍ଗେଲ ଗୁଣ୍ଡା ମସ୍ତ୍ୟ ବିଜ୍ଞାନ ମହା ବିଦ୍ୟାଳୟ ରେ ଛାତ୍ର, ଛାତ୍ରୀ ଙ୍କ ନିମନ୍ତେ ସାମଗ୍ରୀକ ବିକାଶ କାର୍ଯ୍ୟକ୍ରମ |   (11-Oct-2026)       ||      ଦୁର୍ଗା ପୂଜାରେ ନୁଆଁ ଚମକ, ପଦ୍ମପୁର ରାଜବାଟି ରେ ସାଢ଼େ 6କେଜି ରୁପାରେ ତିଆରି ମୁକୁଟ ପିନ୍ଧିବେ ଦେବୀ |   (11-Oct-2026)       ||      ଲଉଡ଼ିଦର୍ହା କୁମାର ପୂର୍ଣ୍ଣିମା ପାଇଁ ସମନ୍ୱୟ ବୈଠକ ଅନୁଷ୍ଠିତ |   (10-Oct-2026)       ||      ଖଲ୍ଲିକୋଟ ପୋଲିସ ଦ୍ୱାରା ଖୋଜାପଲ୍ଲୀ ଚିତ୍ରସେନ ଜେନା ହତ୍ୟାକାଣ୍ଡ ର ଜଣେ ଆସମୀ ଗିରଫ |   (10-Oct-2026)       ||      ପାଇକମାଳ ମାଉସୀ ମା ମନ୍ଦିର ଠାରେ ଗାୟତ୍ରୀ ଯଜ୍ଞ ପାଇଁ ପ୍ରସ୍ତୁତି ବୈଠକ ||   (10-Oct-2026)       ||      ଉତ୍କଳ ମଣୀ ଗୋପବନ୍ଧୁ ଦାଶ ଙ୍କ ଜୟନ୍ତୀ କରୁଣା କାନ୍ତି ଉଚ୍ଚମାଧ୍ୟମିକ ବିଦ୍ୟାଳୟ ରେ ପାଳିତ ||   (10-Oct-2026)       ||      2026-ମଥୁରା କ୍ଲଷ୍ଟର ସ୍ତରୀୟ ସୁରଭି ଅନୁଷ୍ଠିତ ||   (10-Oct-2026)       ||      NGO ବର୍ଗରେଗ୍ଲୋବାଲ ସଷ୍ଟେନେବିଲିଟି ଆୱାର୍ଡ ପାଇଁ ISRD ଜାତୀୟ ସ୍ତର ରେ ପୁରସ୍କୃତ ||   (10-Oct-2026)       ||      NGO ବର୍ଗରେଗ୍ଲୋବାଲ ସଷ୍ଟେନେବିଲିଟି ଆୱାର୍ଡ ପାଇଁ ISRD ଜାତୀୟ ସ୍ତର ରେ ପୁରସ୍କୃତ ||   (10-Oct-2026)       ||      କଂଗ୍ରେସ ପକ୍ଷରୁ ଗଣତନ୍ତ୍ର ବଞ୍ଚାଅ ନ୍ୟୟ ପଥେ ପଦଯାତ୍ରା ରଘୁନାଥ ପୁର ବ୍ଲକରେ ଅନୁଷ୍ଠିତ |   (10-Oct-2026)       ||      ଗଞ୍ଜାମ ଜିଲ୍ଲା ପାଳ ଛତ୍ରପୁର ବ୍ଳକର 5ଟି ପଞ୍ଚାୟତ କୁ ଟିବି ମୁକ୍ତ ଘୋଷଣା କଲେ |   (10-Oct-2026)       ||      ଗଞ୍ଜାମ ଜିଲ୍ଳାରେ ଧାନ ଫସଲ ରେ ରୋଗ ପୋକ ଲାଗି ବ୍ୟାପକ କ୍ଷତି |    (10-Oct-2026)       ||      ଶ୍ରୀମତୀ ସାଢ଼ି ଶାରଦା ରେଡ୍ଡୀ ଛତ୍ରପୁର ବ୍ଳକ ଅଧକ୍ଷା ଦାୟିତ୍ୱରେ ରହିଲେ |    (10-Oct-2026)       ||     

ମାଆ ତାରା ତାରିଣୀ ଙ୍କ ଦ୍ୱତୀୟ ପାଳି ଚୈତ୍ର ମାସ ମଙ୍ଗଳ ବାର ଯାତ୍ରା

25-Mar-2025

ମା ତାରାତାରିଣୀ ଙ୍କ 2ୟ ପାଳି ଚୈତ୍ର ମାସ ମଙ୍ଗଳ ବାର ଯାତ୍ରା  ଆରମ୍ଭ |

               ଓଡିଶା ଜନ ମତ  ବ୍ୟୁରୋ,

ଗଞ୍ଜାମ ଜିଲାର ପ୍ରସିଦ୍ଧ ଇଷ୍ଟଦେବୀ ମା` ତାରାତାରିଣୀ ଙ୍କ ଦ୍ଵିତୀୟ ପାଳି ଚୈତ୍ର ମଙ୍ଗଳବାର ଯାତ୍ରାରେ  ଦୁଇ ଲକ୍ଷପର୍ଯ୍ୟନ୍ତ ଭକ୍ତଙ୍କ ସମାଗମ ହୋଇଛି | ପାହାଡ ଚତୁପାର୍ଶ୍ବ  ସୁସଜ୍ଜିତପୁଷ୍ପ ମାଳରେ ମଣ୍ଡିତ ହୋଇ ଥିଲାବେଳେ,  ତାହା ଭକ୍ତଙ୍କୁ ବେଶ ଆକର୍ଷିତ କରିଥିଲା | ଭକ୍ତ ଙ୍କ ଗହଳି ଦେଖି ମାଆ ମଧ ବେଶ ଖୁସି ହୋଇ ଥିବାର ଅନୁମାନ କରାଯାଉଥିଲା |  ଗତକାଲି ରାତ୍ର ତିନି ଘଣ୍ଟ ସମୟରେ ମାଆଙ୍କ ସବୁ ନୀତିକାନ୍ତି ଆଳତି ପରେ ପହୁଡ଼ ଖୋଲା ଯାଇଥିଲା |  ପରେ ମା` ତାରାତାରିଣୀ ଦୁଇ ଭଉଣୀଙ୍କୁ ମହାଲକ୍ଷ୍ମୀ ବେଶରେ ସଜ୍ଜିତ କରାଯାଇଥିଲା। ଭୋର ୪ ଟାରେ ସାହାଣ ମେଲା ହୋଇଥିଲା। ମା ` ମହାଲକ୍ଷ୍ମୀ ବେଶରେ ଭକ୍ତଙ୍କୁ ଦର୍ଶନ ଦେଇଥିଲେ |  ମୁଣ୍ଡନ କାର୍ଯ୍ୟରାତ୍ର ଏକ ଘଣ୍ଟରୁ ଆରମ୍ଭ ହୋଇଥିଲା | ଏହି କାର୍ଯ୍ୟକୁ ଗଞ୍ଜାମ ଜିଲ୍ଲା ପାଳ ଦିବ୍ୟଜ୍ୟୋତି ପରିଡା , ଏସପି ଶୁଭେନ୍ଦୁ କୁମାର ପାତ୍ର, ଅତିରିକ୍ତ ଜିଲ୍ଲା ପାଳ, ଛତ୍ରପୁର ଉପଜିଲ୍ଲାପାଳ ସୁଭାଶିଷ ବରାଳ, ଜିଲ୍ଲା କ୍ରୀଡା ଅଧିକାରୀ ସନ୍ତୋଷ କୁମାର ସାହୁ,  ଛତ୍ରପୁର ଅତିରିକ୍ତ ଦୁଇ ଏସପି ରଞ୍ଜନ କୁମାର ପୃଷ୍ଟି, ପ୍ରଶାନ୍ତ କୁମାର ଦାଶ,ପୁରୁଷୋତ୍ତମପୁର ଏସ୍‌ଡିପିଓ ଡ.ଦୀପକକୁମାର ମିଶ୍ର, ଆଇଆଇସି ରାଜେଶକୁମାର ନାୟକ, ଦେବୋତ୍ତର ବିଭାଗିୟ ଛତ୍ରପୁର ସର୍କିଲବିଭାଗୀୟ ଇନ୍ସପେକ୍ଟର ପୁଷ୍ପିତା ବେହେରା, ବିଡିଓ ଶରତକୁମାର ପାତ୍ର, ତହସିଲଦାର ତଥା ଏନଏସି ନିର୍ବାହୀ ଅଧୂକାରୀ ଗୋବିନ୍ଦ ଡନସେନା,ମନ୍ଦିର କାର୍ଯ୍ୟ ନିର୍ବାହୀ ଅଧୂକାରୀ ଟିକେ ରେଡି ଓ ପ୍ରଶାନିକଅଧିକାରୀ ମାନେ ଉପସ୍ଥିତ ରହି ଯାତ୍ରା ପରିଚାଳନା କରିଥିଲେ | ଏହା ସହ 14 ପ୍ଲାଟୁନ ପୋଲିସ ଅଗ୍ନିଶମ ବାହିନୀର ଅଧିକାରୀ, ଭାଟ କୁମରଡ଼ା  ଓ ପୁରୁଷୋତ୍ତମପୁର ମେଡିକାଲ ଷ୍ଟାଫ, ବ୍ଲକ ନିର୍ବାହୀ ଜନ୍ତ୍ରୀ ସରୋଜ କୁମାର ସାବତ, ମୁଖ୍ୟ ଜନ୍ତ୍ରୀ ନାଗ ଭୂଷଣ ଯାଦବ, ବିଭିନ୍ନ ସ୍ଥାନରୁ ଆସିଥିବା  ସ୍ଵେଛା ସେଵୀ ସଙ୍ଘ, ବ୍ଲକ ଷ୍ଟାଫ,  ତହସିଲ ଷ୍ଟାଫ,  ପୁରୁଷୋତ୍ତମପୁର ଏନଏସି ଷ୍ଟାଫ, ମୁଖ୍ୟ ସେବାୟତ ବାପୁଜୀ ରଣା, ସେବାୟତ ସଙ୍ଘ ସଭାପତି ତପନ କୁମାର ରଣା, ଏବଂ ସମସ୍ତ ସେବାୟତ ବେଙ୍କ ଷ୍ଟାଫ, ଥାନା ଷ୍ଟାଫ ମାନଙ୍କ ସହଯୋଗ ରେ ଯାତ୍ରା ଶାନ୍ତି ଶୃଙ୍ଖଳା ରେ ହୋଇଥିଲା |

News Comment

You Might Also Like

BACK TO TOP