Breaking News

ଭୈରବ ବାଲିଯାତ୍ରା ରେ ଛୁରୀ ମାଡ଼ କରିଥିବା 2ଅଭିଯୁକ୍ତ କୁ କୋର୍ଟ ଚାଲାଣ |   (11-Oct-2026)       ||      ମୃତକ ଙ୍କ ପରିବାର କୁ ସମବେଦନା ଜଣାଇବା ସହ ଦଳୀୟ କର୍ମୀଙ୍କ ସ୍ୱାସ୍ଥ୍ୟ ବସ୍ଥା ବୁଝିଲେ ବିଷମ କଟକ ବିଧାୟକ |   (11-Oct-2026)       ||      ଅସୁର କ୍ଷିତ ପ୍ରାଥମିକ ବିଦ୍ୟାଳୟ ପାଲଟିଛି ଅସମାଜିକ ବ୍ୟକ୍ତିଙ୍କ ଆଡ୍ଡା ସ୍ଥଳୀ ||   (11-Oct-2026)       ||      ବଜ୍ର କାପ୍ତା ଖପୁରି ବିକ୍ରିବେଳେ ତିନି ଜଣଙ୍କୁ ଗିରଫ କଲା ବନ ଭିଭାଗ |   (11-Oct-2026)       ||      କୁମାରୀ ପାରିରେ ବିଜେପିର ମାଗଣା ସ୍ୱାସ୍ଥ୍ୟ ଶିବିର ରେ ବିଧାୟକ ନିଜ ସ୍ୱାସ୍ଥ୍ୟ ପରୀକ୍ଷା କଲେ |   (11-Oct-2026)       ||      ସାତନଳ ଠାରେ "ସ୍ୱଛତ୍ତ୍ୱ ରୁ ଦିବ୍ୟତ୍ବ ` ଏବଂ ଚକ୍ଷୁ ଚିକିତ୍ସା ଶିବିର ଅନୁଷ୍ଠିତ |    (11-Oct-2026)       ||      ଖୋର୍ଦ୍ଧା ଜିଲ୍ଲା ସାମ୍ବାଦିକ ୟୁନିୟନ ର ସାଧାରଣ ପରିଷଦ ବୈଠକ ଅନୁଷ୍ଠିତ ||   (11-Oct-2026)       ||      ରଙ୍ଗେଲ ଗୁଣ୍ଡା ମସ୍ତ୍ୟ ବିଜ୍ଞାନ ମହା ବିଦ୍ୟାଳୟ ରେ ଛାତ୍ର, ଛାତ୍ରୀ ଙ୍କ ନିମନ୍ତେ ସାମଗ୍ରୀକ ବିକାଶ କାର୍ଯ୍ୟକ୍ରମ |   (11-Oct-2026)       ||      ଦୁର୍ଗା ପୂଜାରେ ନୁଆଁ ଚମକ, ପଦ୍ମପୁର ରାଜବାଟି ରେ ସାଢ଼େ 6କେଜି ରୁପାରେ ତିଆରି ମୁକୁଟ ପିନ୍ଧିବେ ଦେବୀ |   (11-Oct-2026)       ||      ଲଉଡ଼ିଦର୍ହା କୁମାର ପୂର୍ଣ୍ଣିମା ପାଇଁ ସମନ୍ୱୟ ବୈଠକ ଅନୁଷ୍ଠିତ |   (10-Oct-2026)       ||      ଖଲ୍ଲିକୋଟ ପୋଲିସ ଦ୍ୱାରା ଖୋଜାପଲ୍ଲୀ ଚିତ୍ରସେନ ଜେନା ହତ୍ୟାକାଣ୍ଡ ର ଜଣେ ଆସମୀ ଗିରଫ |   (10-Oct-2026)       ||      ପାଇକମାଳ ମାଉସୀ ମା ମନ୍ଦିର ଠାରେ ଗାୟତ୍ରୀ ଯଜ୍ଞ ପାଇଁ ପ୍ରସ୍ତୁତି ବୈଠକ ||   (10-Oct-2026)       ||      ଉତ୍କଳ ମଣୀ ଗୋପବନ୍ଧୁ ଦାଶ ଙ୍କ ଜୟନ୍ତୀ କରୁଣା କାନ୍ତି ଉଚ୍ଚମାଧ୍ୟମିକ ବିଦ୍ୟାଳୟ ରେ ପାଳିତ ||   (10-Oct-2026)       ||      2026-ମଥୁରା କ୍ଲଷ୍ଟର ସ୍ତରୀୟ ସୁରଭି ଅନୁଷ୍ଠିତ ||   (10-Oct-2026)       ||      NGO ବର୍ଗରେଗ୍ଲୋବାଲ ସଷ୍ଟେନେବିଲିଟି ଆୱାର୍ଡ ପାଇଁ ISRD ଜାତୀୟ ସ୍ତର ରେ ପୁରସ୍କୃତ ||   (10-Oct-2026)       ||      NGO ବର୍ଗରେଗ୍ଲୋବାଲ ସଷ୍ଟେନେବିଲିଟି ଆୱାର୍ଡ ପାଇଁ ISRD ଜାତୀୟ ସ୍ତର ରେ ପୁରସ୍କୃତ ||   (10-Oct-2026)       ||      କଂଗ୍ରେସ ପକ୍ଷରୁ ଗଣତନ୍ତ୍ର ବଞ୍ଚାଅ ନ୍ୟୟ ପଥେ ପଦଯାତ୍ରା ରଘୁନାଥ ପୁର ବ୍ଲକରେ ଅନୁଷ୍ଠିତ |   (10-Oct-2026)       ||      ଗଞ୍ଜାମ ଜିଲ୍ଲା ପାଳ ଛତ୍ରପୁର ବ୍ଳକର 5ଟି ପଞ୍ଚାୟତ କୁ ଟିବି ମୁକ୍ତ ଘୋଷଣା କଲେ |   (10-Oct-2026)       ||      ଗଞ୍ଜାମ ଜିଲ୍ଳାରେ ଧାନ ଫସଲ ରେ ରୋଗ ପୋକ ଲାଗି ବ୍ୟାପକ କ୍ଷତି |    (10-Oct-2026)       ||      ଶ୍ରୀମତୀ ସାଢ଼ି ଶାରଦା ରେଡ୍ଡୀ ଛତ୍ରପୁର ବ୍ଳକ ଅଧକ୍ଷା ଦାୟିତ୍ୱରେ ରହିଲେ |    (10-Oct-2026)       ||     

ଷୋଳଘରଏକ୍ସ ବୋର୍ଡ ପ୍ରାଥମିକ ସ୍କୁଲ ରେ କ୍ଲଷ୍ଟର ସ୍ତରୀୟ ଟି ଏଲ ଏମ କାର୍ଯ୍ୟକ୍ରମ ଅନୁଷ୍ଠିତ |

27-Mar-2025

ଷୋଳ ଘର ଏକ୍ସ ବୋର୍ଡପ୍ରାଥମିକ ସ୍କୁଲରେ କ୍ଲଷ୍ଟର ସ୍ତରୀୟ ଶିକ୍ଷାଦାନ ଶିକ୍ଷଣ ସାମଗ୍ରୀ ବିକଶିତ କର୍ମଶାଳା,

             ଓଡିଶା  ଜନ ମତ ବ୍ୟୁରୋ,

 ପୁରୁଷୋତ୍ତମପୁରବ୍ଲକଅନ୍ତର୍ଗତ ଷୋଳଘରଏକ୍ସବୋର୍ଡପ୍ରାଥମିକ୍ ସ୍କୁଲ ଷ୍ଟର ରେ ଶିକ୍ଷାଦାନ ଶିକ୍ଷଣ ସାମଗ୍ରୀ ପ୍ରସ୍ତୁତି କର୍ମଶାଳା  ସ୍ଥାନୀୟ ସ୍କୁଲ ର ପ୍ରଧାନ ଶିକ୍ଷକ ବିଜୟ କୁମାର ବେହେରା ଓ ଷୋଳ ଘର କ୍ଲଷ୍ଟର ସିଆର ସିସି ପ୍ରତାପ କୁମାର ପଣ୍ଡା ଙ୍କ ମିଳିତ ସଂଯୋଜନା ରେ  ଆରମ୍ଭ କରାଯାଇଥିଲା | ଏହି କର୍ମଶାଳା ରେ ମୁଖ୍ୟ ଅତିଥି ଭାବେ ପୁରୁଷୋତ୍ତମପୁର ବିଇଓ  ଏସ ଗିରିଧର ଯୋଗ ଦେଇଥିଲା ବେଳେ  ସମ୍ମାନିତ ଅତିଥି ଭାବେ  ଏବିଓ କିଶୋର ଚନ୍ଦ୍ର ସାହୁ, ଗଞ୍ଜାମ ଜିଲ୍ଲା ଓୟୁଜେ ର ସଭାପତି ସଦାଶିବ ପଣ୍ଡା,  ବରିଷ୍ଟ ଗଣ ମାଧ୍ୟମ ସାମ୍ବାଦିକ ପ୍ରସନ୍ନ କୁମାର ଦାଶ, ପୁରୁଷୋତ୍ତମ ପୁର  କୋର୍ଟ ର ସରକାରୀ ପ୍ରଶକ୍ୟୁଟର କୃଷ୍ଣ ଚନ୍ଦ୍ର ଗୌଡ଼, ଷୋଳ ଘର ଯୁବ ସମିତି ସଭ୍ୟ ପ୍ରମୋଦ କୁମାର ମହାନ୍ତି, ହିଣ୍ଡୁଳା ପ୍ରାଥମିକ ସ୍କୁଲ ର ପ୍ରଧାନ ଶିକ୍ଷକ  ସଦାନନ୍ଦ ବସନ୍ତିଆ, ସେହି ସ୍କୁଲ ର ସମ୍ବଳ ଶିକ୍ଷକ ଟପୁ ସିଂ, ଓ ଗୋଷ୍ଟି ଶିକ୍ଷା ଅଫିସ ର   ଏକାଉଣ୍ଟେଟ ଲିଚୁ ପାତ୍ର,ଏବଂ ଭାଟ କୁମରଡ଼ା କ୍ଲଷ୍ଟର ର ସିଅରସି ସି ଏସ ଲକ୍ଷ୍ମୀ ନାରାୟଣ ପାତ୍ର, ସାମ୍ବାଦିକ ଅନନ୍ତ ଦାଶ ମଞ୍ଚାସିନ ଥିଲେ | ଉପସ୍ଥିତ ସମସ୍ତ ଅତିଥି ପ୍ରଭୁ ଜଗତ ର ନାଥ ଶ୍ରୀଜଗନ୍ନାଥ ଙ୍କ  ପାଦପଦ୍ମତଳେ ପ୍ରଣିପାତ କରି ପୁଷ୍ପ ମାଲ୍ୟ ପ୍ରଦାନ କରି ପ୍ରଦୀପ ପ୍ରଜ୍ବଳନ କରିଥିଲେ | ସିଆରସିସି  ପ୍ରତାପ କୁମାର ପଣ୍ଡା ସମସ୍ତ ଅତିଥିଙ୍କ ପରିଚୟ ପ୍ରଦାନ କରିବା ସହ ଶିକ୍ଷକ ଶିକ୍ଷୟତ୍ରୀ ମାନଙ୍କ ଦ୍ୱାରା  ଅତିଥି ମାନଙ୍କୁ ଉତ୍ତରୀୟ ଓ ପୁଷ୍ପ ଗୁଚ୍ଛ ଦେଇ  ସମ୍ବର୍ଦ୍ଧିତ କରିଥିଲେ | କ୍ଲଷ୍ଟର୍ ର ପ୍ରତ୍ୟେକ ବିଦ୍ୟାଳୟ ରୁ ଜଣେ ଶିକ୍ଷକ, ଶିକ୍ଷୟିତ୍ରୀ ଯୋଗଦେଇଥିବା ବେଳେ ପାଞ୍ଚଜଣ ଦକ୍ଷ ସାଧନ କର୍ମୀ ଯୋଗଦେଇ ବିଭିନ୍ନ ସାମଗ୍ରୀ ପ୍ରସ୍ତୁତ କରିବା ସହ ଶିକ୍ଷକ ମାନଙ୍କୁ ତାଲିମ ଦେଇଥିଲେ।ମୁଖ୍ୟ ଅତିଥି ଏସ ଗିରିଧାର ତାଙ୍କ ବକ୍ତବ୍ୟ ରେ ଶ୍ରେଣୀ ଭିତ୍ତିକ ଓ ବିଷୟ ଭିତ୍ତିକ ଉପକରଣଶିକ୍ଷକ, ଶିକ୍ଷୟତ୍ରୀ ମାନେ ପ୍ରସ୍ତୁତ କରି ନିଜ ବିଦ୍ୟାଳୟ ରେ ପିଲାଙ୍କୁ ଶିକ୍ଷାଦାନ କରି ଶିକ୍ଷାର ମାନ ବୃଦ୍ଧି କରିପାରିବା ସହିତ ସବୁ ପିଲାଙ୍କୁ ଗୁଣାତ୍ମକ ଶିକ୍ଷାପ୍ରଦାନ ପାଇଁ ମତ ଦେଇଥିଲେ |  ଅନ୍ୟ ଅତିଥି ମାନେ ଏହି ଟିଏଲ ଏମ କାର୍ଯ୍ୟକ୍ରମ ଯୋଗୁଁ ଛାତ୍ର, ଛାତ୍ରୀଙ୍କ ନିମନ୍ତେପାଠ ପଢା ରେ ବହୁତ ସୁବିଧା ହୋଇ ପାରିବ ବୋଲି କହିଥିଲେ |  ବୈଠକ ଶେଷରେ ଅତିଥି ମାନେ  ଶିକ୍ଷକ, ଶିକ୍ଷୟତ୍ରୀ ମାନଙ୍କ ଦ୍ୱାରା ପ୍ରସ୍ତୁତ ବହୁ ଜିନିଷ କୁବୁଲି ଦେଖିଥିଲେ  | ଏହି କାର୍ଯ୍ୟକ୍ରମ ରେ ଷୋଳଘର ସ୍କୁଲ ସହିତ ଅନ୍ୟ ସ୍କୁଲ ର ଶିକ୍ଷକ, ଶିକ୍ଷୟତ୍ରୀ ମାନେ ସହଯୋଗ କରିଥିଲେ | ସମସ୍ତ ଅତିଥି ମାନଙ୍କୁ  ପ୍ରଧାନ ଶିକ୍ଷକ ବିଜୟ କୁମାର ବେହେରା ଧନ୍ୟବାଦ ପ୍ରଦାନ କରି କାର୍ଯ୍ୟକ୍ରମ କୁ ସାଙ୍ଗ କରିଥିଲେ |

News Comment

You Might Also Like

BACK TO TOP