Breaking News

ଭୈରବ ବାଲିଯାତ୍ରା ରେ ଛୁରୀ ମାଡ଼ କରିଥିବା 2ଅଭିଯୁକ୍ତ କୁ କୋର୍ଟ ଚାଲାଣ |   (11-Oct-2026)       ||      ମୃତକ ଙ୍କ ପରିବାର କୁ ସମବେଦନା ଜଣାଇବା ସହ ଦଳୀୟ କର୍ମୀଙ୍କ ସ୍ୱାସ୍ଥ୍ୟ ବସ୍ଥା ବୁଝିଲେ ବିଷମ କଟକ ବିଧାୟକ |   (11-Oct-2026)       ||      ଅସୁର କ୍ଷିତ ପ୍ରାଥମିକ ବିଦ୍ୟାଳୟ ପାଲଟିଛି ଅସମାଜିକ ବ୍ୟକ୍ତିଙ୍କ ଆଡ୍ଡା ସ୍ଥଳୀ ||   (11-Oct-2026)       ||      ବଜ୍ର କାପ୍ତା ଖପୁରି ବିକ୍ରିବେଳେ ତିନି ଜଣଙ୍କୁ ଗିରଫ କଲା ବନ ଭିଭାଗ |   (11-Oct-2026)       ||      କୁମାରୀ ପାରିରେ ବିଜେପିର ମାଗଣା ସ୍ୱାସ୍ଥ୍ୟ ଶିବିର ରେ ବିଧାୟକ ନିଜ ସ୍ୱାସ୍ଥ୍ୟ ପରୀକ୍ଷା କଲେ |   (11-Oct-2026)       ||      ସାତନଳ ଠାରେ "ସ୍ୱଛତ୍ତ୍ୱ ରୁ ଦିବ୍ୟତ୍ବ ` ଏବଂ ଚକ୍ଷୁ ଚିକିତ୍ସା ଶିବିର ଅନୁଷ୍ଠିତ |    (11-Oct-2026)       ||      ଖୋର୍ଦ୍ଧା ଜିଲ୍ଲା ସାମ୍ବାଦିକ ୟୁନିୟନ ର ସାଧାରଣ ପରିଷଦ ବୈଠକ ଅନୁଷ୍ଠିତ ||   (11-Oct-2026)       ||      ରଙ୍ଗେଲ ଗୁଣ୍ଡା ମସ୍ତ୍ୟ ବିଜ୍ଞାନ ମହା ବିଦ୍ୟାଳୟ ରେ ଛାତ୍ର, ଛାତ୍ରୀ ଙ୍କ ନିମନ୍ତେ ସାମଗ୍ରୀକ ବିକାଶ କାର୍ଯ୍ୟକ୍ରମ |   (11-Oct-2026)       ||      ଦୁର୍ଗା ପୂଜାରେ ନୁଆଁ ଚମକ, ପଦ୍ମପୁର ରାଜବାଟି ରେ ସାଢ଼େ 6କେଜି ରୁପାରେ ତିଆରି ମୁକୁଟ ପିନ୍ଧିବେ ଦେବୀ |   (11-Oct-2026)       ||      ଲଉଡ଼ିଦର୍ହା କୁମାର ପୂର୍ଣ୍ଣିମା ପାଇଁ ସମନ୍ୱୟ ବୈଠକ ଅନୁଷ୍ଠିତ |   (10-Oct-2026)       ||      ଖଲ୍ଲିକୋଟ ପୋଲିସ ଦ୍ୱାରା ଖୋଜାପଲ୍ଲୀ ଚିତ୍ରସେନ ଜେନା ହତ୍ୟାକାଣ୍ଡ ର ଜଣେ ଆସମୀ ଗିରଫ |   (10-Oct-2026)       ||      ପାଇକମାଳ ମାଉସୀ ମା ମନ୍ଦିର ଠାରେ ଗାୟତ୍ରୀ ଯଜ୍ଞ ପାଇଁ ପ୍ରସ୍ତୁତି ବୈଠକ ||   (10-Oct-2026)       ||      ଉତ୍କଳ ମଣୀ ଗୋପବନ୍ଧୁ ଦାଶ ଙ୍କ ଜୟନ୍ତୀ କରୁଣା କାନ୍ତି ଉଚ୍ଚମାଧ୍ୟମିକ ବିଦ୍ୟାଳୟ ରେ ପାଳିତ ||   (10-Oct-2026)       ||      2026-ମଥୁରା କ୍ଲଷ୍ଟର ସ୍ତରୀୟ ସୁରଭି ଅନୁଷ୍ଠିତ ||   (10-Oct-2026)       ||      NGO ବର୍ଗରେଗ୍ଲୋବାଲ ସଷ୍ଟେନେବିଲିଟି ଆୱାର୍ଡ ପାଇଁ ISRD ଜାତୀୟ ସ୍ତର ରେ ପୁରସ୍କୃତ ||   (10-Oct-2026)       ||      NGO ବର୍ଗରେଗ୍ଲୋବାଲ ସଷ୍ଟେନେବିଲିଟି ଆୱାର୍ଡ ପାଇଁ ISRD ଜାତୀୟ ସ୍ତର ରେ ପୁରସ୍କୃତ ||   (10-Oct-2026)       ||      କଂଗ୍ରେସ ପକ୍ଷରୁ ଗଣତନ୍ତ୍ର ବଞ୍ଚାଅ ନ୍ୟୟ ପଥେ ପଦଯାତ୍ରା ରଘୁନାଥ ପୁର ବ୍ଲକରେ ଅନୁଷ୍ଠିତ |   (10-Oct-2026)       ||      ଗଞ୍ଜାମ ଜିଲ୍ଲା ପାଳ ଛତ୍ରପୁର ବ୍ଳକର 5ଟି ପଞ୍ଚାୟତ କୁ ଟିବି ମୁକ୍ତ ଘୋଷଣା କଲେ |   (10-Oct-2026)       ||      ଗଞ୍ଜାମ ଜିଲ୍ଳାରେ ଧାନ ଫସଲ ରେ ରୋଗ ପୋକ ଲାଗି ବ୍ୟାପକ କ୍ଷତି |    (10-Oct-2026)       ||      ଶ୍ରୀମତୀ ସାଢ଼ି ଶାରଦା ରେଡ୍ଡୀ ଛତ୍ରପୁର ବ୍ଳକ ଅଧକ୍ଷା ଦାୟିତ୍ୱରେ ରହିଲେ |    (10-Oct-2026)       ||     

ଗଞ୍ଜାମ ଜିଲ୍ଳାର ଋଷିକୁଲ୍ୟା ନଦୀର ବିଭିନ୍ନ ସ୍ଥାନରେ ବାରୁଣୀ ବୁଡ଼ ପକାଇଲେ ଭକ୍ତ ମାନେ |

27-Mar-2025

ଗଞ୍ଜାମ ଜିଲ୍ଲା ଋଷିକୁଲ୍ୟା ନଦୀର  ବିଭିନ୍ନ ସ୍ଥାନରେ  ବାରୁଣୀ ବୁଢା ପକାଇଲେ ଶ୍ରଦ୍ଧାଳୁମାନେ |

             ଓଡିଶା ଜନମତ  ବ୍ୟୁରୋ,

ଗଞ୍ଜାମ ଜିଲ୍ଲା ରେ ପ୍ରବାହିତ ପୁରୁଷୋତ୍ତମପୁର  ବ୍ଲକ ଅନ୍ତର୍ଗତ  ଋଷିକୁଲ୍ୟା ନଦୀ ଉତ୍ତର ବାଙ୍କ ହୋଇ ପ୍ରବାହିତ ହେଉଥିବା ଜାମୁନି ଓ ପାଣ୍ଡିଆ, ଏବଂ ପ୍ରତାପୁର  ତୁମ୍ବେଶ୍ୱର ପୀଠ ସମ୍ମୁଖରେ  ଆଜି ବାରୁଣୀ ବୁଡ଼ ପଡୁଥିବାରୁ  ହଜାର, ହଜାର ଶ୍ରଦ୍ଧାଳୁ  ପିତୃ ପୁରୁଷ ଙ୍କ ଅସ୍ତି ବିସର୍ଜନ, ପିଣ୍ଡ ଦାନ, ସ୍ନାନ ସଂକଳ୍ପ, ଶ୍ରାଦ୍ଧ  କାର୍ଯ୍ୟ କରିଛନ୍ତି | ସେହିପରି ଆସ୍କା ବ୍ଲକ ର ଋଷିକୁଲ୍ୟା ନଦୀ ରେ  ବୁଡ଼ ପକାଇ ଛନ୍ତି | କାରଣ ଋଷିକୁଲ୍ୟା ଗଙ୍ଗା ନଦୀ ଠାରୁ ହଜାରେ ବର୍ଷ ରେ ବଡ଼ ଏହି ସ୍ଥାନ ଗୁଡିକ ଉତ୍ତର ବାଙ୍କ ହୋଇଥିବାରୁ  ଏଠାରେ ପିତୃ ପୁରୁଷଙ୍କ କାର୍ଯ୍ୟ କଲେ  ମୋକ୍ଷ ପ୍ରାପ୍ତି ହେବାର  କିମ୍ବଦନ୍ତୀ ଓ ଲୋକ କଥା ରହିଛି |  କାରଣ ଏହି ନଦୀ କୂଳ ରେ ପ୍ରଭୁରାମଚନ୍ଦ୍ର ଲାଉ ତୁମ୍ବା କୁ ପୂଜକରି ତାହା  ନଦୀରେ ଭସେଇଦେବାକୁ ଯିବାବେଳେ  ତାହା ଉଠି ନଥିଲା  | ତେଣୁ ସେହି ଲାଉ ତୁମ୍ବାକୁ ପ୍ରଭୁ ତୁମ୍ବେଶ୍ୱର ନାମ ଦେଇ  ପିତୃ ପୁରୁଷ ଙ୍କୁ ଜଳ ତର୍ପଣ ଦେଇଥିଲେ  | 
ଏହି କିମ୍ବଦନ୍ତୀପୂର୍ଣ ପ୍ରତାପୁର ଗ୍ରାମ ଋଷିକୁଲ୍ୟା ନଦୀ ଉତ୍ତରବାଙ୍କ ତୁମ୍ବେଶ୍ବର ଘାଟରେ ବାରୁଣୀ ସ୍ନାନ ଅବସରରେ ଗୁରୁବାର ହଜାର ହଜାର ସଂଖ୍ୟାରେ ଭକ୍ତ ବୁଡ଼ ପକାଇଛନ୍ତି। ଏହା ସହ ପିତୃପୁରୁଷଙ୍କ  ଶ୍ରାଦ୍ଧ କରିବା ସହ ମୃତବ୍ୟକ୍ତିଙ୍କ ଅସ୍ଥି ବିସର୍ଜନ କରିଛନ୍ତି। ବୁଡ଼ ପକାଇବା ଲାଗି ବୁଧବାର ସନ୍ଧ୍ୟାରୁ ଭକ୍ତଙ୍କ ଭିଡ଼ ଜମିଥୂଲା। ସମଗ୍ର ପ୍ରତାପୁର ଗ୍ରାମ ଓ ଋଷିକୁଲ୍ୟା ନଦୀ, ଓ ଆସ୍କା ନଦୀରେ ଲୋକାରଣ୍ୟ ହୋଇପଡ଼ିଛି। ଦୀର୍ଘବର୍ଷହେଲା ଚୈତ୍ରମାସର ତ୍ରୟୋଦଶି ତିଥ୍‌ ଓ ମଘା ନକ୍ଷତ୍ର ରେ  ବାରୁଣୀସ୍ନାନ କଲେ ମୋକ୍ଷ ପ୍ରାପ୍ତି ହେବାର ବିଶ୍ୱାସ ରହିଛି |  ଭକ୍ତଙ୍କ ସୁବିଧା ଲାଗି ତୁମ୍ବେଶ୍ବର ମନ୍ଦିର ପ୍ରଶାସନ ଓ ପ୍ରତାପୁର ପଞ୍ଚାୟତ କାର୍ଯ୍ୟାଳୟ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଥିବା ବେଳେ ପୁରୁଷୋତ୍ତମପୁର ଏସ୍‌ଡିପିଓ ଡ.ଦୀପକ କୁମାର ମିଶ୍ର ଓ ଆଇଆଇସି ରାଜେଶ କୁମାର ନାୟକଙ୍କ ସମେତ ପୋଲିସ ଫୋର୍ସ ମୁତୟନ ରହି ଆଇନଶୃଙ୍ଖଳା ଓ ଟ୍ରାଫିକ୍ ସମସ୍ୟାକୁ ନିୟନ୍ତ୍ରଣ କରିବାରେ ଲାଗିଛନ୍ତି।   ସେହିପରି ଆସ୍କା  ବ୍ଲକ ର  ପୋଲିସ ତରଫରୁ ମଧ୍ୟ ସବୁ ପ୍ରକାର ବ୍ୟବସ୍ତା କରାଯାଇଛି |  ସେହିପରି ଲୋକଙ୍କ ଭିଡ଼କୁ ଦେଖି ବ୍ୟବସ୍ୟାୟୀ ମାନେ  ବିଭିନ୍ନ ପସରା ଖୋଲି ବ୍ୟବସାୟ କରିଛନ୍ତି  |

News Comment

You Might Also Like

BACK TO TOP