Breaking News

ଗଞ୍ଜାମ ଜିଲ୍ଲା ପାଳ ଛତ୍ରପୁର ବ୍ଳକର 5ଟି ପଞ୍ଚାୟତ କୁ ଟିବି ମୁକ୍ତ ଘୋଷଣା କଲେ |   (10-Oct-2026)       ||      ଗଞ୍ଜାମ ଜିଲ୍ଳାରେ ଧାନ ଫସଲ ରେ ରୋଗ ପୋକ ଲାଗି ବ୍ୟାପକ କ୍ଷତି |    (10-Oct-2026)       ||      ଶ୍ରୀମତୀ ସାଢ଼ି ଶାରଦା ରେଡ୍ଡୀ ଛତ୍ରପୁର ବ୍ଳକ ଅଧକ୍ଷା ଦାୟିତ୍ୱରେ ରହିଲେ |    (10-Oct-2026)       ||      ଶିକର ପାଇରେ ଭୈରବ ବାଲିଯାତ୍ରା, ନିଆଁ ମାଡି ମାନସିକ ପୁର୍ଣ କଲେ ଶ୍ରଦ୍ଧାଳୁ |   (09-Oct-2026)       ||      ତାରା ତାରିଣୀ କଲେଜ ରେ 24ଜଣଙ୍କ ନାମାଙ୍କନ ମଧ୍ୟରୁ ଜଣଙ୍କ ନାକଚ ||   (09-Oct-2026)       ||      ଅଙ୍ଗନ ୱାଡି କେନ୍ଦ୍ର ର ଅବ୍ୟବସ୍ଥା ସାମ୍ନାକୁ ଆଣିଲେ ସାମ୍ବାଦିକ ଙ୍କୁ ଧମକ ||   (09-Oct-2026)       ||      ଦୁଇ ଯୁବକଙ୍କ ମଧ୍ୟରେ ବଚସା ରୁ ଚୁରାମାଡ଼ ଜଣେ ମୃତ, ଜଣେ ଗୁରୁତର |    (09-Oct-2026)       ||      ସଭାପତି ଭାବେ ନିର୍ଦ୍ୱନ୍ଦ୍ୱ ରେ ବିଜୟୀ ହେଲେ ଖୋର୍ଦ୍ଧା ମହିଳା ମହାବିଦ୍ୟାଳୟ ର ସରସ୍ବତୀ ସାହୁ |   (09-Oct-2026)       ||      ବେଲଗୁଣ୍ଠା ରେ ବେଆଇନ ବନ୍ଧୁକ ଜବତ, ଜଣେ ଗିରଫ |    (09-Oct-2026)       ||      ଗଞ୍ଜାମରେ ମାଷ୍ଟର ଟ୍ରେନର ପାଇଁ, ଜିଲ୍ଲା ସ୍ତରୀୟ ତାଲିମ ଶିବିର |   (09-Oct-2026)       ||      ସେବା ସଂକଳ୍ପ ଅଭିଯାନ -2026 ଅନୁଷ୍ଠିତ ||   (09-Oct-2026)       ||      ଚିକିଲି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଠାରେ କ୍ଲଷ୍ଟର ସ୍ତରୀୟ ସୁରଭି -2026 ଅନୁଷ୍ଠିତ ||   (09-Oct-2026)       ||      କୋଦଳା ଲକ୍ଷ୍ମୀ ନାରାୟଣ ସ୍ନାତକ ମହାବିଦ୍ୟାଳୟ ରେ ନିର୍ବାଚନ ପାଇଁ 17ଜଣଙ୍କ ନାମାଙ୍କନ ପତ୍ର ଦାଖଲ |    (09-Oct-2026)       ||      ବିପୁଳ ପରିମାଣ ର ଗଞ୍ଜେଇ ଜବତ, ଦୁଇ ଅଭିଯୁକ୍ତ ଗିରଫ |   (09-Oct-2026)       ||      ଟାଟାବେଞ୍ଜ ଛକ ସ୍ଥିତ ଏକ ଲଜରୁ ସେକ୍ସ ରାକେଟ କୁ ଠାବ କଲା ବୈଦ୍ୟନାଥ ପୁର ପୋଲିସ |   (09-Oct-2026)       ||      ଅବକାରୀ ବିଭାଗ ଗନ୍ଧ ମର୍ଦ୍ଦନ ରେ ଚଢ଼ାଉ କରି ମଦ ସହ 4000ଲିଟର ମହୁଲ ପୋଚ ଜବତ |    (09-Oct-2026)       ||      କଂଗ୍ରେସ ର ଓଡିଶା ବନ୍ଦର ଡାକରା ରଘୁନାଥ ପୁର ବ୍ଲକରେ ପ୍ରଭାବ ପଡିଲା ||   (09-Oct-2026)       ||      ପୋଲସରା ରେ ବିଜେଡିର" ଜନ ସମ୍ପର୍କ ପଦଯାତ୍ରା " ଆରମ୍ଭ |   (08-Oct-2026)       ||      ସିଂହପୁର ରେ ନୁଆଁ ମଲ୍ଟି କେୟାର ପ୍ଲସ କ୍ଲିନିକ ଉଦଘାଟିତ |   (08-Oct-2026)       ||      ଆଇନ ଶୃଙ୍ଖଳା ସ୍ଥିତି ପାଇଁ ଉପଜିଲ୍ଲାପାଳ ଙ୍କ ଖରସ୍ରୋତା ମହାବିଦ୍ୟାଳୟ ପରିଦର୍ଶନ ||    (08-Oct-2026)       ||     

ପୋଲସରା ର 26 ଗୋଟି ପଞ୍ଚାୟତ ରେ ଆୟୁଷ୍ମାନ ଯୋଜନା ର ଶୁଭାରମ୍ଭ

11-Apr-2025

ପୋଲସରା ୨୬ ଗୋଟି ପଞ୍ଚାୟତରେ ଏବି୍ପିଏମଜେଏୱାଇ, ଜିଜେଏୱାଇ, ଏଭିଭିୱାଇ (ଆୟୁଷ୍ମାନ) ଯୋଜନା ର ଶୁଭାରମ୍ଭ।

ଓଡିଶା ଜନମତ,ପୋଲସରା, ସନ୍ତୋଷ କୁମାର ପଣ୍ଡା,
ତା.୧୧/୦୪/୨୫:
ଆଜି ସମଗ୍ର ରାଜ୍ୟରେ କେନ୍ଦ୍ର ସରକାରଙ୍କ "ଆୟୁଷ୍ମାନ" ଯୋଜନା ପ୍ରଣୟନ ହୋଇଯାଇଛି। ଏହିକ୍ରମରେ ଗଂଜାମ ଜିଲ୍ଲାର ପୋଲସରା ବ୍ଲକର ୨୬ ଗୋଟି  ଗ୍ରାମପଞ୍ଚାୟତରେ ଏହି ଯୋଜନା ଆରମ୍ଭ ହୋଇଯାଇଛି। ପୋଲସରା ଗୋଷ୍ଠୀସ୍ବାସ୍ଥ୍ୟ କେନ୍ଦ୍ର ଅଧୀନରେ ପରିଚାଳିତ ତୁଙ୍କାପଡା, ହାତୀଓଟ, ଚିରିକୀପଡାଶାସନ ଓ ପାଣ୍ଡିରିପଡା ଏହି ୪ ଗୋଟି ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର 
ଗୁଡିକରେ ସ୍ବାସ୍ଥ୍ୟ ଚିକିତ୍ସାଧିକାରୀଙ୍କ ଉପସ୍ଥିତିରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ପାଣ୍ଡିରିପଡା ପଞ୍ଚାୟତର ଆୟୁଷ୍ମାନ ଆରୋଗ୍ୟ ମନ୍ଦିରରେ ଆୟୋଜିତ  କାର୍ଯ୍ୟକ୍ରମଟିକୁ ସରପଞ୍ଚ  ରଘୁନାଥଭୂୟା ସଭାପତିତ୍ବ କରିଥିଲେ। ଏଥିରେ ମୁଖ୍ୟ ଅତିଥିଭାବେ ବିଡ଼ିଓ ଶଶିଭୂଷଣ ମହାପାତ୍ର ଯୋଗଦେଇ କାର୍ଯ୍ୟକ୍ରମର ଶୁଭ ଉଦଘାଟନ କରିବା ସହ "ଆୟୁଷ୍ମାନ" କାର୍ଡର ଉପଯୋଗୀତା ଉପରେ ବୁଝାଇଥିବାବେଳେ ସ୍ବାସ୍ଥ୍ୟକେନ୍ଦ୍ରର ଚିକିତ୍ସାଧିକାରୀ ଗୋପବନ୍ଧୁ ବେହେରା ପ୍ରାଞ୍ଜଳଭାବେ ଆଲୋକପାତ କରିଥିବାବେଳେ ଆସ୍କା ସାଂସଦ ଅନିତା ଶୁଭ ଦର୍ଶନୀ ପଟ୍ଟନାୟକ ରୁପେଲି ପରଦା ମାଧ୍ୟମରେ ପୋଲସରା ଅଞ୍ଚଳର ଆୟୁଷ୍ମାନ କାର୍ଡଧାରି ମାନଙ୍କୁ ଶୁଭକାମନା ଜଣାଇବାସହ ସମସ୍ତଙ୍କ ନିରାମୟ ଜୀବନ କାମନା କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଆସ୍କା ସାଂସଦ ପ୍ରତିନିଧିଭାବେ ପୂର୍ବତନ ଜିଲ୍ଲା ପରିଷଦ ପ୍ରାର୍ଥୀ କୃଷ୍ଣ ଚରଣ ପଟ୍ଟନାୟକ, ମଥୁରା ମଣ୍ଡଳ ସଭାପତି ମହେଶ୍ୱର ପରିଡ଼ା,  ଜିଆରଏସ ଗୌରାଙ୍ଗ ଦଳେଇ, ଜେ.ଇ. ରାମ କୃଷ୍ଣ ଶବର, ବିପିଏମ୍ ସୁନିଲ କୁମାର ସାବତ, ବିଜୟ କୁମାର ଭୂୟାଁ ଓ ସ୍ବାସ୍ଥ୍ୟ ସଂଯୋଜକ କୃଷ୍ଣଚନ୍ଦ୍ର ପଲାଇ ପ୍ରମୁଖଙ୍କ ସମେତ ସ୍ବାସ୍ଥ୍ୟସେବିକା, ସ୍ବାସ୍ଥ୍ୟକର୍ମୀ ଏଵଂ ଆଶାକର୍ମୀମାନେ ଉପସ୍ଥିତ ରହି ସହଯୋଗ କରିଥିଲେ। ଏହି ଅବସରରେ ବିଡ଼ିଓ ମହୋଦୟ "ଆୟୁଷ୍ମାନ" ଭାରତ କାର୍ଡ୍ ବଣ୍ଟନ କରିବାସହ ସମସ୍ତଙ୍କ ସୁସ୍ଥ ଓ ନିରାମୟ ଜୀବନର ପ୍ରଭୁଙ୍କ ନିକଟରେ ଶୁଭକାମନା କରିଥିଲେ। କାର୍ଯ୍ୟକ୍ରମଟିକୁ ସମାଜସେବୀ ପିତବାସ ପ୍ରଧାନ ପରିଚାଳନା କରିଥିଲେ।

News Comment

You Might Also Like

BACK TO TOP