Breaking News

ଗୋଳାବନ୍ଧ ଆର୍ମି କଲେଜ ପାଖରେ ଯୁବକଙ୍କ ମୃତ ଦେହ ଗଛ ଡ଼ାଳ ରୁ ଉଦ୍ଧାର କଲା ପୋଲିସ |    (07-Oct-2026)       ||      ପାର୍ଷାଲି ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ରେ କ୍ଲଷ୍ଟର ସ୍ତରୀୟ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ |   (07-Oct-2026)       ||      ବଡ଼ ଦ୍ୱାର ସାହିରେ ଧୁମ ଧାମ ରେ ସରିଲା ଗଜାନନ ଭସାଣି ଉତ୍ସବ |   (07-Oct-2026)       ||      ପୋଲସରା ପଞ୍ଚାୟତ ସମିତି କାର୍ଯ୍ୟାଳୟ ରେ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ ଶିବିର ଅନୁଷ୍ଠିତ |    (07-Oct-2026)       ||      ସାର୍ଵ ଜନୀନ ଦୁର୍ଗାପୂଜା କମିଟିର ସାମ୍ବାଦିକ ସମ୍ମିଳନୀ |    (07-Oct-2026)       ||      ଘରେ କେହି ନଥିବା ବେଳେ ଝରକା ଭାଙ୍ଗି ଚୋରି କଲେ ଚୋର |    (06-Oct-2026)       ||      ପୀତବାସ ପଣ୍ଡା ହତ୍ୟା ସାକ୍ଷୀକୁ ଧମକ ଦେବା ଅଭିଯୋଗ ରେ ବିକ୍ରମ ପଣ୍ଡା ଥାନାରେହାଜର |    (06-Oct-2026)       ||      3156:ବୋତଲ କଫସିରଫ ଜବତ କଲା ବରଗଡ଼ ପୋଲିସ |    (06-Oct-2026)       ||      ବଡ଼ ଗଡ଼ ଜିଲ୍ଲା ପାଳଙ୍କ ମିଳିତ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ||   (06-Oct-2026)       ||      କ୍ଲଷ୍ଟର ସ୍ତରୀୟ ସୁରଭି କାର୍ଯ୍ୟକ୍ରମ କାଲିମେଘି ଓ ଜେ ରାମପାଲୀ ଠାରେ ଅନୁଷ୍ଠିତ |   (06-Oct-2026)       ||      ବ୍ରହ୍ମପୁର ରେ ଉପଖଣ୍ଡ ସ୍ତରୀୟ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ||   (06-Oct-2026)       ||      ଚଳିତ ବର୍ଷ ଗଞ୍ଜାମ ଜିଲ୍ଲା ରେ 50ହଜାର ଲୋକଙ୍କ ଘରେ ଲାଗିବ ସୋଲାର ପେନେଲ, ଜିଲ୍ଲପାଳ |    (06-Oct-2026)       ||      ବୁଡ଼ାଗୁଡାକ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ସୁରଭି -2026 କାର୍ଯ୍ୟକ୍ରମ ଅନୁଷ୍ଠିତ |    (06-Oct-2026)       ||      ପାଦୁଲୁଗୁଡ଼ା ପ୍ରାଥମିକ ବିଦ୍ୟାଳୟ ବିପର୍ଯ୍ୟସ୍ତ ଅବସ୍ଥାରେ |    (06-Oct-2026)       ||      ପଦ୍ମପୁର ତରଫରୁ ୟୁ ଏ ଇ ରେ ସମ୍ବଲପୁର ସଙ୍ଗୀତ ମହାବିଦ୍ୟାଳୟ ଟିମକୁ ସମ୍ବର୍ଦ୍ଧନା ||   (05-Oct-2026)       ||      ନୁଆଁଖାଇ ଭେଟ ଘାଟ ସହିତ କର୍ମଜୀବୀ ସାମ୍ବାଦିକ ସଙ୍ଘର 15ତମ ପ୍ରତିଷ୍ଠା ଦିବସ ପାଳିତ ||   (05-Oct-2026)       ||      କଲ୍ୟାଣ ସିଂହ ପୁର ରାମ ମନ୍ଦିର ଛକ ଠାରେ 21 ଦିନ ପରେ ହେଲା ଗଜାନନ ଙ୍କ ବିସର୍ଜନ |   (05-Oct-2026)       ||      ମାଆଙ୍କ ପାହାଡ଼ ଉପରେ ଥିବା 5,ଗୋଟି ଦାନ ହୁଣ୍ଡି ଖୋଲାଗଲା ||   (05-Oct-2026)       ||      ବିଜେଡିର ବରିଷ୍ଟ ପେନେଲ ସଦସ୍ୟ ମନୋନୀତ ହେଲେ ପୂର୍ବତନ ମନ୍ତ୍ରୀ ଶ୍ରୀକାନ୍ତ ସାହୁ ||   (05-Oct-2026)       ||      ଧରା ଧର ପୁର ପ୍ରାଥମିକ କୃଷି ସମବାୟ ସମିତି ଖୋଲିଲା ପୂର୍ଣ୍ଣ ହେଲା ଗ୍ରାମବାସୀ ଙ୍କ ଆଶା |   (05-Oct-2026)       ||     

ଜଟଣୀ ନିର୍ବାଚନ ମଣ୍ଡଳୀ ଉତ୍ତର ଖୋର୍ଦ୍ଧାରେ ବିଜେପିର ମିଶ୍ରଣ ପର୍ବ ଅନୁଷ୍ଠିତ |

04-May-2025

ଜଟଣୀ ନିର୍ବାଚନ ମଣ୍ଡଳୀ ଉତ୍ତର ଖୋର୍ଦ୍ଧା ରେ ବିଜେପି ର ମହା ମିଶ୍ରଣ ପର୍ବ,

(ପୂର୍ବତନ ବ୍ଲକ ଉପାଧ୍ୟକ୍ଷ ରାମଚନ୍ଦ୍ର ସାମନ୍ତରାୟ ଙ୍କ ସହିତ ସରପଞ୍ଚ, ସମିତି ସଭ୍ୟ ଓ ୩ ହଜାର କର୍ମୀ ଙ୍କ ବିଜେପି ଯୋଗଦାନ |

ଓଡିଶା ଜନମତ,ଖୋର୍ଦ୍ଧା, ଗୋପାଳକୃଷ୍ଣ ପ୍ରଧାନ, ତା --04/05/25:

ଖୋର୍ଦ୍ଧା(ନିପ୍ର)ଖୋର୍ଦ୍ଧା ଜିଲ୍ଲା ଜଟଣୀ ନିର୍ବାଚନ ମଣ୍ଡଳୀ  ଅନ୍ତର୍ଗତ ଉତ୍ତର ଖୋର୍ଦ୍ଧା ମଣ୍ଡଳ ବରସାହି ପଞ୍ଚାୟତ ଅଧିନ ଠାକୁରପଡା ଗ୍ରାମ ଠାରେ ଭାରତୀୟ ଜନତା ଦଳ ର ମହା ମିଶ୍ରଣ ପର୍ବ ନୂତନ ଭାବେ ନିଯୁକ୍ତ ହୋଇଥିବା ବିଜେପି ଖୋର୍ଦ୍ଧା ଜିଲ୍ଲା ସଭାପତି  ବିଶ୍ୱରଂଜନ ବଡ଼ଜେନା ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି।ଖୋର୍ଦ୍ଧା ଜିଲ୍ଲା ବିଜେପି ର ଉପ ସଭାପତି ରୋଜିନାରାଣୀ ଦାସ ଙ୍କ ସଂଯୋଜନା ରେ  ମୁଖ୍ୟ ଅତିଥି ରୂପେ ଭୁବନେଶ୍ୱର ସାଂସଦ  ଅପରାଜିତା ଷଡଙ୍ଗୀ ଯୋଗ ଦେଇ ଏହି ମିଶ୍ରଣ ପର୍ବ କୁ ଉଦଘାଟନ କରିଥିଲେ।ଏହି ଅବସରେ ସେ କହିଥିଲେ ରାଜ୍ୟ ଓ କେନ୍ଦ୍ର ରେ ଡବଲ ଇଞ୍ଜିନ ସରକାର ଗୋଟିଏ ଧାଡିରେ ଚାଲିଛି।ଏହି ସରକାର ସବକା ସାଥ ସବକା ବିକାଶ ଲକ୍ଷ ରେ ଆଗେଇ ଚାଲିଛି।ଶିକ୍ଷା, ସ୍ୱାସ୍ଥ୍ୟ,କୃଷି,ଓ ଅର୍ଥନୈତିକ ବିକାଶ ପାଇଁ ଆମ ସରକାର ପ୍ରତି ଗାଁ ରେ ପହଂଚିବ।ଆଜି ଖୁସି ଲାଗିଲା ଉତ୍ତର ଖୋର୍ଦ୍ଧା ର ଗଡ଼ ବିଜେଡିର ୩ ହଜାର ରୁ ଉର୍ଦ୍ଧ୍ବ କର୍ମୀ ଙ୍କ ସହିତ ଏକ ନମ୍ବର ଜୋନର ପୂର୍ବତନ ବିଜେଡି ଜିଲ୍ଲା ପରିଷଦ ସଭ୍ୟ,ତଥା ପୂର୍ବତନ ଖୋର୍ଦ୍ଧା  ବ୍ଲକ ଉପାଧ୍ୟକ୍ଷ ତଥା ବର୍ତ୍ତମାନର ବରସାହି ପଞ୍ଚାୟତ ସମିତି ସଭ୍ୟ ରାମଚନ୍ଦ୍ର ସାମନ୍ତରାୟ ବିଜେଡି ଛାଡି ବିଜେପି ରେ ଯୋଗ ଦେଇଛନ୍ତି।ଏଥିରୁ ଜଣା ପଡୁଛି ଉତ୍ତର ଖୋର୍ଦ୍ଧା ରେ ଆଉ ବିଜେଡି କର୍ମୀ ରହିବେନି।କେବଳ ଉତ୍ତର ଖୋର୍ଦ୍ଧା ରେ ଚାରିଆଡେ ପଦ୍ମ ଫୁଟିବ।ଖୋର୍ଦ୍ଧା ବିଧାୟକ ପ୍ରଶାନ୍ତ ଜଗଦେଵ ଯୋଗଦେଇ କହିଲେ ବିକଶିତ ଓଡିଶା,ବିକଶିତ ଭାରତ ଭିତରେ ବିକଶିତ ଖୋର୍ଦ୍ଧା ଜିଲ୍ଲା ସାମିଲ ଅଛି।ଆମର ନୂଆ ପୁରୁଣା କିଛି ନାହିଁ।କେବଳ ବିକାଶ କୁ ଆଧାର କରି ଆଗେଇ ଚାଲିବୁ।ଏହି ଅବସରେ ମିଶ୍ରଣ ପର୍ବ ଆରମ୍ଭ ହୋଇଥିଲା।ରାମଚନ୍ଦ୍ର ସାମନ୍ତରାୟ ଙ୍କୁ ପୁଷ୍ପ ଗୁଛ ଓ ବିଜେପି ପତାକା ଟୋପି ପିନ୍ଧାଇ ଦଳକୁ ସ୍ୱାଗତ କରିଥିଲେ ସାଂସଦ ଅପରାଜିତା ଙ୍କ ସହିତ ମଞ୍ଚ ରେ ଥିବା ଅତିଥି ମାନେ।ସେହିପରି ହଳଦିଆ ସରପଞ୍ଚ ,ସମିତି ସଭ୍ୟ,ମଲ୍ଲିପୁର ସରପଞ୍ଚ ସୁଦାମ ସେଠି,ସମିତି ସଭ୍ୟ ,ଟାଙ୍ଗିଆପଡା ସରପଞ୍ଚ, ସମିତି ସଭ୍ୟ,ଅର୍ଜୁନପୁର ସରପଞ୍ଚ, ସମିତି ସଭ୍ୟ,ପୁବୁସାହି ସରପଞ୍ଚ, ଙ୍କ ସହିତ ଶତାଧିକ ୱାର୍ଡ ସଭ୍ୟ ଓ ପଞ୍ଚାୟତ ନେତୃ ମଣ୍ଡଳୀ ସାମିଲ ହୋଇଥିଲେ।ଅନ୍ୟ ମାନଙ୍କ ମଧ୍ୟରେ ବିଜେପି ରାଜ୍ୟ ମୁଖପାତ୍ର ସୁଦୀପ୍ତ ରାୟ,ଖୋର୍ଦ୍ଧା ଜିଲ୍ଲା ନୂତନ ବିଜେପି ସଭାପତି ବିଶ୍ୱରଂଜନ ବଡ଼ଜେନା(ଲୁଲୁ)ଉପସଭାପତି ଡାକ୍ତର ବେହେରା,ପୂର୍ବତନ ଖୋର୍ଦ୍ଧା ଜିଲ୍ଲା ସଭାପତି ନିକୁଞ୍ଜ କିଶୋର ପଟ୍ଟନାୟକ, ରଶ୍ମି ରଞ୍ଜନ ମହାପାତ୍ର,ଉତ୍ତର ଖୋର୍ଦ୍ଧା ର ପୂର୍ବତନ ମଣ୍ଡଳ ସଭାପତି ସଂଗ୍ରାମ କେଶରୀ ସାମନ୍ତସିଂହାର,ବର୍ତ୍ତମାନର ସଭାପତି ମନୋରଞ୍ଜନ ବଡ଼ଜେନା,ଉତ୍ତର ଖୋର୍ଦ୍ଧା ସାଂସଦ ପ୍ରତିନିଧି ପ୍ରତାପ ମହାପାତ୍ର, ଉତ୍ତର ଖୋର୍ଦ୍ଧା ର ବିଜୁ ଜନତା ଦଳ ଜିଲ୍ଲା ପରିଷଦ ସଭ୍ୟ ପ୍ରଫୁଲ କୁମାର ଦଳାଇ, ଯୁବ ମୋର୍ଚ୍ଚା ସଭାପତି ପ୍ରଦୀପ କୁମାର ବଡ଼ଜେନା,ବିଜେପି ନେତ୍ରୀ ପ୍ରବୀଣା ଭଞ୍ଜ,ବିଷ୍ଣୁପ୍ରିୟା ସାହୁ, ଜ୍ୟୋଷ୍ନାମୟୀ ବଡ଼ଜେନା,ଜଟଣୀ ନଗର ବିଜେପି ନେତା ସତୀଶ ଶର୍ମା,ହାଡ଼ିବନ୍ଧୁ ମହାରଣା,ରମେଶ ଶ୍ରୀଚନ୍ଦନ ପ୍ରମୁଖ ଉପସ୍ଥିତ ଥିଲେ।ତେବେ ବିଜେପି ର ମିଶ୍ରଣ ପର୍ବ ଦେଖି ବିଜେଡି କର୍ମୀ ହତାଶ ହୋଇଥିବା ବେଳେ ସ୍ଥାନୀୟ ବିଜେଡି ବିଧାୟକ ଙ୍କ ଇଙ୍ଗିତ ରେ ବିଜେଡି କର୍ମୀ କିଭଳି ସଭାକୁ ନ ଆସିବେ ସେଥିପାଇଁ  ଚେଷ୍ଟା କରିଥିଲେ ମଧ୍ୟ ସଫଳ ହୋଇ ନ ଥିଲେ।

News Comment

You Might Also Like

BACK TO TOP