Breaking News

ପାର୍ଷାଲି ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ରେ କ୍ଲଷ୍ଟର ସ୍ତରୀୟ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ |   (07-Oct-2026)       ||      ବଡ଼ ଦ୍ୱାର ସାହିରେ ଧୁମ ଧାମ ରେ ସରିଲା ଗଜାନନ ଭସାଣି ଉତ୍ସବ |   (07-Oct-2026)       ||      ପୋଲସରା ପଞ୍ଚାୟତ ସମିତି କାର୍ଯ୍ୟାଳୟ ରେ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ ଶିବିର ଅନୁଷ୍ଠିତ |    (07-Oct-2026)       ||      ସାର୍ଵ ଜନୀନ ଦୁର୍ଗାପୂଜା କମିଟିର ସାମ୍ବାଦିକ ସମ୍ମିଳନୀ |    (07-Oct-2026)       ||      ଘରେ କେହି ନଥିବା ବେଳେ ଝରକା ଭାଙ୍ଗି ଚୋରି କଲେ ଚୋର |    (06-Oct-2026)       ||      ପୀତବାସ ପଣ୍ଡା ହତ୍ୟା ସାକ୍ଷୀକୁ ଧମକ ଦେବା ଅଭିଯୋଗ ରେ ବିକ୍ରମ ପଣ୍ଡା ଥାନାରେହାଜର |    (06-Oct-2026)       ||      3156:ବୋତଲ କଫସିରଫ ଜବତ କଲା ବରଗଡ଼ ପୋଲିସ |    (06-Oct-2026)       ||      ବଡ଼ ଗଡ଼ ଜିଲ୍ଲା ପାଳଙ୍କ ମିଳିତ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ||   (06-Oct-2026)       ||      କ୍ଲଷ୍ଟର ସ୍ତରୀୟ ସୁରଭି କାର୍ଯ୍ୟକ୍ରମ କାଲିମେଘି ଓ ଜେ ରାମପାଲୀ ଠାରେ ଅନୁଷ୍ଠିତ |   (06-Oct-2026)       ||      ବ୍ରହ୍ମପୁର ରେ ଉପଖଣ୍ଡ ସ୍ତରୀୟ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ||   (06-Oct-2026)       ||      ଚଳିତ ବର୍ଷ ଗଞ୍ଜାମ ଜିଲ୍ଲା ରେ 50ହଜାର ଲୋକଙ୍କ ଘରେ ଲାଗିବ ସୋଲାର ପେନେଲ, ଜିଲ୍ଲପାଳ |    (06-Oct-2026)       ||      ବୁଡ଼ାଗୁଡାକ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ସୁରଭି -2026 କାର୍ଯ୍ୟକ୍ରମ ଅନୁଷ୍ଠିତ |    (06-Oct-2026)       ||      ପାଦୁଲୁଗୁଡ଼ା ପ୍ରାଥମିକ ବିଦ୍ୟାଳୟ ବିପର୍ଯ୍ୟସ୍ତ ଅବସ୍ଥାରେ |    (06-Oct-2026)       ||      ପଦ୍ମପୁର ତରଫରୁ ୟୁ ଏ ଇ ରେ ସମ୍ବଲପୁର ସଙ୍ଗୀତ ମହାବିଦ୍ୟାଳୟ ଟିମକୁ ସମ୍ବର୍ଦ୍ଧନା ||   (05-Oct-2026)       ||      ନୁଆଁଖାଇ ଭେଟ ଘାଟ ସହିତ କର୍ମଜୀବୀ ସାମ୍ବାଦିକ ସଙ୍ଘର 15ତମ ପ୍ରତିଷ୍ଠା ଦିବସ ପାଳିତ ||   (05-Oct-2026)       ||      କଲ୍ୟାଣ ସିଂହ ପୁର ରାମ ମନ୍ଦିର ଛକ ଠାରେ 21 ଦିନ ପରେ ହେଲା ଗଜାନନ ଙ୍କ ବିସର୍ଜନ |   (05-Oct-2026)       ||      ମାଆଙ୍କ ପାହାଡ଼ ଉପରେ ଥିବା 5,ଗୋଟି ଦାନ ହୁଣ୍ଡି ଖୋଲାଗଲା ||   (05-Oct-2026)       ||      ବିଜେଡିର ବରିଷ୍ଟ ପେନେଲ ସଦସ୍ୟ ମନୋନୀତ ହେଲେ ପୂର୍ବତନ ମନ୍ତ୍ରୀ ଶ୍ରୀକାନ୍ତ ସାହୁ ||   (05-Oct-2026)       ||      ଧରା ଧର ପୁର ପ୍ରାଥମିକ କୃଷି ସମବାୟ ସମିତି ଖୋଲିଲା ପୂର୍ଣ୍ଣ ହେଲା ଗ୍ରାମବାସୀ ଙ୍କ ଆଶା |   (05-Oct-2026)       ||      ଗଞ୍ଜାମ ଜିଲ୍ଲା ର ଯୋଜନା ବୋର୍ଡ ର ସଦସ୍ୟ ଭାବେ ମନୋନୀତ ହେଲେ ସୁଧୀର ସାବତ |   (05-Oct-2026)       ||     

ଖୋର୍ଦ୍ଧା କଂଗ୍ରେସ ର ବିଜୟ ଉତ୍ସବ, ଆସନ୍ତା 10 ତାରିଖ ରେ ସମ୍ବିଧାନ ବଞ୍ଚାଅ ରାଲି |

05-May-2025

ଖୋର୍ଦ୍ଧା କଂଗ୍ରେସର ବିଜୟ ଉତ୍ସବ:୧୦ ରେ ସମ୍ବିଧାନ ବଞ୍ଚାଅ ରାଲି,

ଓଡିଶା ଜନମତ ,ଖୋର୍ଦ୍ଧା, ଗୋପାଳକୃଷ୍ଣ ପ୍ରଧାନ, ତା --05/05/25:

 ଖୋର୍ଦ୍ଧା ଜିଲ୍ଲା କଂଗ୍ରେସ କମିଟି ତରଫରୁ ଖୋର୍ଦ୍ଧାସ୍ଥିତ ପୂର୍ତ୍ତ ବିଭାଗ ଡାକ ବଙ୍ଗଳାରେ ଏକ ବୈଠକ ଅନୁଷ୍ଠିତ ହେବା ସହିତ ବିରୋଧୀ ଦଳ ନେତା ଶ୍ରୀ ରାହୁଲ ଗାନ୍ଧୀ ଦୀର୍ଘଦିନ ଧରି ଯେଉଁ ଜାତି ଜନଗଣନା ପାଇଁ ସାମାଜିକ ନ୍ୟାୟ ଯାତ୍ରା ମାଧ୍ୟମରେ ସରକାରଙ୍କ ଉପରେ ଚାପ ପ୍ରୟୋଗ କରି ଆସୁଥିଲେ , ଶେଷରେ ବିଜେପି ଶାସିତ କେନ୍ଦ୍ର ସରକାର ବାଧ୍ୟହୋଇ ଜାତି ଜନଗଣନା ପାଇଁ କ୍ୟାବିନେଟ ନିଷ୍ପତ୍ତି ନେଇଛନ୍ତି ।ସାରା ଦେଶ ଏଥିପାଇଁ ରାହୁଲ ଗାନ୍ଧୀଙ୍କୁ ପ୍ରଶଂସା କରି ଶ୍ରେୟ ଦେଇ ବିଜୟ ଉତ୍ସବ କରୁଥିବାବେଳେ ଖୋର୍ଦ୍ଧା ଜିଲ୍ଲା କଂଗ୍ରେସ କମିଟି ତରଫରୁ ମଧ୍ୟ ବିଜୟ ଉତ୍ସବ ପାଳନ ହୋଇ ଯାଇଛି .
  ସାରା ଦେଶରେ ଦଳିତ , ଆଦିବାସୀ , ପଛୁଆ ବର୍ଗ ଓ ଅତି ପଛୁଆ ବର୍ଗଙ୍କ ଅଧିକାରକୁ ସଙ୍କୁଚିତ କରିବା ପାଇଁ କେନ୍ଦ୍ରରେ ଥିବା ବିଜେପି ସରକାର ପ୍ରୟାସ କରୁଛି । ବାରମ୍ବାର ଦେଶର ଆତ୍ମା ଆମର ସମ୍ବିଧାନ ଉପରେ ପ୍ରହାର କରି ଚାଲିଛି . ସମ୍ବିଧାନକୁ ଶେଷ କରିଦେବାକୁ ବିଜେପି ଓ RSS ବଡ଼ ଷଡଯନ୍ତ୍ର ରଚିଛନ୍ତି ।ଏଥିରେ ସେମାନେ କେବେ ସଫଳ ହେବେନାହିଁ ବୋଲି ଖୋର୍ଦ୍ଧା ଜିଲ୍ଲା କଂଗ୍ରେସ ସଭାପତି ଶ୍ରୀ ରାଜୀବ ପଟ୍ଟନାୟକ କହିଛନ୍ତି ।
       ତେଣୁ ଦଳିତ , ଆଦିବାସୀ , ଶ୍ରମିକ , କୃଷକ , ମହିଳା , ଯୁବ , ଛାତ୍ର , ପଛୁଆ ଵର୍ଗ ଓ ଅତି ପଛୁଆ ବର୍ଗଙ୍କ ସାମାଜିକ , ଆର୍ଥିକ ସୁରକ୍ଷା ନିମନ୍ତେ ସମ୍ବିଧାନକୁ ବଞ୍ଚେଇ ରଖିବା ନିମନ୍ତେ ଓଡିଶା ପ୍ରଭାରୀ ଅଜୟ କୁମାର ଲଲ୍ଲୁ ଜୀ ଙ୍କ ନିର୍ଦେଶ କ୍ରମେ ପିସିସି ସଭାପତି ଶ୍ରୀ ଭକ୍ତ ଚରଣ ଦାସଙ୍କ ଆହ୍ୱାନରେ ଆସନ୍ତା ୧୦ ତାରିଖରେ ହେବାକୁ ଥିବା "ସମ୍ବିଧାନ ବଞ୍ଚାଅ " ରାଲିର ପ୍ରସ୍ତୁତି ବୈଠକ ଖୋର୍ଦ୍ଧାସ୍ଥିତ ପୂର୍ତ୍ତବିଭାଗ ଡାକବଙ୍ଗଳାରେ ଅନୁଷ୍ଠିତ ହୋଇ ଯାଇଛି ।ଏହି ବୈଠକରେ ଜିଲ୍ଲା ପର୍ଯ୍ୟବେକ୍ଷକ ପୂର୍ବତନ ବିଧାୟକ ସୁଜିତ ପାଢ଼ୀ , ପୂର୍ବତନ ମନ୍ତ୍ରୀ ସୁରେଶ ରାଉତରାୟ , ବାଙ୍କ ବେହେରା , ସୋନାଲି ସାହୁ , ବେଗୁନିଆ ବିଧାୟକ ପାର୍ଥି ପୃଥ୍ୱୀବଲ୍ଲଭ ପଟ୍ଟନାୟକ , ଜଟଣୀ ର ସନ୍ତୋଷ ଜେନା , ତାରା ପଟ୍ଟନାୟକ , ଜୟଶ୍ରୀ ପଟ୍ଟନାୟକ , ଅଶୋକ ମଙ୍ଗରାଜ , ଶିଶିର ପରିଡା , ସୋମ୍ୟ ବରାଳ , ସାଦିକ ଖାଁ , ଭୂଷଣ ଛୋଟରାୟ , ସିଲାଦିତ୍ୟ ପଟ୍ଟନାୟକ , ରମେଶ ପଟ୍ଟନାୟକ , ଟିନା ରଥ , ସଦାଶିବ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ।

News Comment

You Might Also Like

BACK TO TOP