Breaking News

ବାଲିଘାଇ ଆକାଶ ଜେନା ମୃତ୍ୟୁ ଘଟଣା ରେ ଆଉଜଣେ ଗିରଫ |   (28-Apr-2026)       ||      ମାଲତେନ୍ତୁଳିଆ ଗ୍ରାମର ରାଜଦୀପ ହତ୍ୟା ଘଟଣାରେ ଆଉଜଣେ ଗିରଫ |   (28-Apr-2026)       ||      ଓକିଲ ସଙ୍ଘ ପକ୍ଷରୁ ମଧୁବାବୁ ଙ୍କ ଜନ୍ମ ଜୟନ୍ତୀ ପାଳିତ |   (28-Apr-2026)       ||      ବିଦ୍ୟୁତ ଆଘାତ ରେ ମୃତ ପରିବାର କୁ ରେଡ଼କ୍ରସ ପାଣ୍ଠିରୁ ସହାୟତା ପ୍ରଦାନ |    (28-Apr-2026)       ||      ବ୍ରାହ୍ମଣୀ ଗାଁ ବନାଞ୍ଚଳ ରେ ହାତୀପଲ, ବନ ବିଭାଗ ପକ୍ଷରୁ ଏଥିପାଇଁ ସଚେତନତା ଜାରି |   (28-Apr-2026)       ||      ଖାଜିପଲି ଗ୍ରାମରେ ସମସ୍ତଙ୍କ ସହଯୋଗ ରେ ସ୍ୱଚ୍ଛ ସେବାକାର୍ଯ୍ୟ ଆରମ୍ଭ    (28-Apr-2026)       ||      ପୋଲସରା ର ବିଭିନ୍ନ ଶିକ୍ଷାନୁଷ୍ଠାନ ରେ ସ୍ୱାଭିମାନ ଦିବସ ପାଳିତ |   (28-Apr-2026)       ||      ବାଲିଗୁଡା ରେ ନେଟୱାର୍କ ଅସୁବିଧା ଯୋଗୁଁ, ଇଣ୍ଟେର ନେଟ ସେବା ବ୍ୟାହତ କାରଣରୁ ଲୋକେ ହନ୍ତସନ୍ତ |    (28-Apr-2026)       ||      କୋଦଳା ଗୋଷ୍ଟି ସ୍ୱାସ୍ଥ୍ୟ କେନ୍ଦ୍ର ରେ ସ୍ୱାସ୍ଥ୍ୟ ସେବା ବିପର୍ଯ୍ୟସ୍ତ |    (27-Apr-2026)       ||      ପୋଲସରା ବାଲିଘାଇ ରେ ବଡ଼ ଭାଇର ବାହାଘର ପ୍ରୋସେସନ ରେ ସାନଭାଇକି କିଛି ବଚଷା କୁନେଇ ସଙ୍ଘବଦ୍ଧ ଆକ୍ରମଣ ରେ ମୃତ୍ୟୁ ପରେ ରାସ୍ତା ରୋକ |    (26-Apr-2026)       ||      କାରକୁ ବଞ୍ଚେଇବାକୁ ଯାଇ ବସ ଦୁର୍ଘଟଣା, ଅଳ୍ପକେ ବର୍ତ୍ତିଲେ 40ରୁ ଉର୍ଦ୍ଧ ଯାତ୍ରୀ |   (26-Apr-2026)       ||      ପର୍ଯ୍ୟଟନ ସଚିବ ଙ୍କ ଜଉଗଡ଼ ଓ ତାରା ତାରିଣୀ ମନ୍ଦିର ଦର୍ଶନ |    (25-Apr-2026)       ||      ରୁଣ ଭାର ଯୋଗୁଁ ବେକରେ ରଶି ଲଗାଇ ବୃଦ୍ଧ ଦମ୍ପତି ଙ୍କ ଆତ୍ମ ହତ୍ୟା |   (25-Apr-2026)       ||      ନୂତନ ଗୁରୁଣ୍ଠି ରେ ମଙ୍ଗଳା ମାଆଙ୍କ ନୂତନ ମଦିର ଓ ବିଗ୍ରହ ପ୍ରତିଷ୍ଠା ଓ ପୂର୍ଣ୍ଣାହୁତି ଶେଷ |    (25-Apr-2026)       ||      ପ୍ରଥମ ଥର କରି ବାଲିଗୁଡା ବନ ଖଣ୍ଡ ରୁ ରଥ ତିଆରି ପାଈଁ ପୁରୀ କାଠ ଗଲା |    (25-Apr-2026)       ||      ବିଜ୍ଞାନ ମହା ବିଦ୍ୟାଳୟ ରେ ପାଳିତ ହେଲା ବିଶ୍ୱ ମେଲେରିଆ ଦିବସ |    (25-Apr-2026)       ||      ପୋଲସରା ବିଜ୍ଞାନ ମହାବିଦ୍ୟାଳୟ ରେ ଛାତ୍ରୀ ଆତ୍ମ ସୁରକ୍ଷା ତାଲିମ ଶିବିର ଉଦଯାପିତ |    (25-Apr-2026)       ||      ପୋଲସରା ରେ ଜାତୀୟ ପଞ୍ଚାୟତ ରାଜ ଦିବସ ପାଳିତ |    (24-Apr-2026)       ||      ପୁରୁଷୋତ୍ତମପୁର ବ୍ଲକରେ ପାଳନ ହେଲା ଜାତୀୟ ପଞ୍ଚାୟତ ରାଜ ଦିବସ    (24-Apr-2026)       ||      ପୁଞ୍ଜି କଁୟା ଛକଠା ରେ ଟଙ୍କା ଵ୍ୟଗ ଲୁଟିନେଲେ ଲୁଟେରା ||   (24-Apr-2026)       ||     

ପୋଲସରା ଏନଏସି ରୁ ଉର୍ଣ୍ଣିତ ହୋଇ ମୁନସି ପାଳିଟି କରିବାକୁ ପ୍ରକ୍ରିୟା ଆରମ୍ଭ | କଲେ ମନ୍ତ୍ରୀ |

27-May-2025

ପୋଲସରା ଏନଏସି ଉନ୍ନୀତ ହୋଇ ମ୍ୟୁନିସିପାଲିଟି ହେବାକୁ ପ୍ରକ୍ରିୟା ଆରମ୍ଭ

ପୋଲସରା, (ଓଡ଼ିଶା ଜନମତ, ପୋଲସରା, ସନ୍ତୋଷ କୁମାର ପଣ୍ଡା) ୨୭/୫/୨୫/: ଗଞ୍ଜାମ ଜିଲ୍ଲାର ପୋଲସରା ବିଜ୍ଞାପିତ ଅଞ୍ଚଳ ପରିଷଦ ଉନ୍ନୀତ ହୋଇ ମ୍ୟୁନିସିପାଲିଟିରେ ପରିଣତ କରିବା ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି। ପୋଲସରା ନିର୍ବାଚନ ମଣ୍ଡଳୀ ବିଧାୟକ ତଥା ମତ୍ସ୍ୟ ଓ ପଶୁ ସମ୍ପଦ ବିକାଶ ଏବଂ ସୁକ୍ଷ୍ମ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ବିଭାଗର ମାନ୍ୟବର ମନ୍ତ୍ରୀ ଗୋକୁଳାନନ୍ଦ ମଳିକ, ନିଜର ପତ୍ର ସଂଖ୍ୟା ୩୧୭, ତାରିଖ ୦୨/୦୪/୨୦୨୫ ପ୍ରକାରେ ମାନ୍ୟବାର ଗୃହ ନିର୍ମାଣ ଓ ନଗର ଉନ୍ନୟନ ଏବଂ ସରକାରୀ ଉଦ୍ୟୋଗ ମନ୍ତ୍ରୀଙ୍କ ନିକଟକୁ ପତ୍ର ଲେଖି ପୋଲସରା ଏନଏସିକୁ  ମ୍ୟୁନିସିପାଲିଟିରେ ପରିଣତ କରିବାକୁ ଅନୁରୋଧ କରିଥିଲେ। ଏହାକୁ ଗୁରୁତର ସହ ବିଚାର କରି ମାନ୍ୟବର ନଗର ଉନ୍ନୟନ ମନ୍ତ୍ରୀ ତୁରନ୍ତ ପଦକ୍ଷେପ ଗ୍ରହଣ କରିଥିଲେ। ଯାହାଦ୍ୱାରା ଗଞ୍ଜାମ ଜିଲ୍ଲା ନଗର ଉନ୍ନୟନ ସଂସ୍ଥା ର ପତ୍ର ସଂଖ୍ୟା ୯୩୭/ଡିୟୁଡିଏ, ତାରିଖ ୦୩/୦୪/୨୦୨୫ ପ୍ରକାରେ ଗଞ୍ଜାମ ଜିଲ୍ଲାପାଳ, ପୋଲସରା ଏନଏସି କାର୍ଯ୍ୟ ନିର୍ବାହୀ ଅଧିକାରୀଙ୍କ ନିକଟକୁ ପତ୍ର ପାଇବାର ସାତ ଦିନ ମଧ୍ୟରେ ବିବରଣୀ ପ୍ରଦାନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ବହୁ ଗ୍ରାମ ପୋଲସରା ଏନଏସି ସୀମା ସହ ଘର ଲାଗି ରହିଥିବା ବେଳେ ସେ ସମସ୍ତଙ୍କୁ ନେଇ ଏକ ମ୍ୟୁନିସିପାଲିଟି ହେବାକୁ ସମସ୍ତ ନିୟମ ପୁରଣ କରିପାରିବ। ମାନ୍ୟବର ମନ୍ତ୍ରୀ ଶ୍ରୀ ମଳିକଙ୍କ ଏହିପରି ଆନ୍ତରିକ ଉଦ୍ୟମ ପାଇଁ ପୋଲସରା ଏନଏସି ଜନସାଧାରଣ ଖୁସି ପ୍ରକଟ କରିଛନ୍ତି।
ରିପୋର୍ଟ:- ସନ୍ତୋଷ କୁମାର ପଣ୍ଡା

News Comment

You Might Also Like

BACK TO TOP