Breaking
News
Breaking
News
14-Jun-2025
ପୋଲସରାବିଜ୍ଞାନମହାବିଦ୍ୟାଳୟ ରେ ଏନସିସି କ୍ୟାଡେଟଙ୍କ ଦ୍ଦ୍ୱାରା ରକ୍ତ ଦାନସହ ବିରାଟରାଲି ର ଆୟୋଜନ|
ଓଡ଼ିଶା ଜନମତ, ପୋଲସରା, ସନ୍ତୋଷ କୁମାର ପଣ୍ଡା) ତା-14/06/25:
ବିଜ୍ଞାନ ମହାବିଦ୍ୟାଳୟର ଏନ୍.ସି.ସି. କ୍ୟାଡେଟ ମାନଙ୍କ ଦ୍ଵାରା 2(O) ଗାର୍ଲ୍ସ୍ ବଟାଲିୟନ ରାୟଗଡ଼ା ତରଫରୁ ବିଶ୍ଵ ରକ୍ତଦାନ ଦିବସରେ ଏକ ବିରାଟ ରାଲିର ଆୟୋଜନ କରାଯାଇଛି । ଏହି ରାଲିରେ ପୋଲସରା ବିଜ୍ଞାନ ମହାବିଦ୍ୟାଳୟର ପ୍ରିନ୍ସିପାଲ୍ ପ୍ରଫେସର ରବୀନ୍ଦ୍ରନାଥ ପାଳ ଉଦଘାଟନ କରି ଏନ୍.ସି.ସି. କ୍ୟାଡେଟ ମାନଙ୍କୁ ଉତ୍ସାହିତ କରାଇଥିଲେ । ଏନ୍.ସି.ସି. ଲେଫ୍ଟନାଣ୍ଟ ବିନତା କୁମାରୀ ଦାସ୍ ଛାତ୍ରୀମାନଙ୍କ ସହିତ ଏହି ରାଲିରେ ଯୋଗ ଦେଇ ବ୍ଲକଠାରୁ ଏନ.ଏ.ସି କାର୍ଯ୍ୟାଳୟ ପର୍ଯ୍ୟନ୍ତ ବିଶ୍ଵ ରକ୍ତଦାନ ଦିବସ ରେ ସ୍ଲୋଗାନ ଦେଇ କ୍ୟାଡେଟ୍ ଏବଂ ଜନସାଧାରଣ ମାନଙ୍କୁ ସଚେତନ କରାଇଥିଲେ ।
BACK TO TOP