Breaking News

ବୁଗୁଡ଼ା ଆଞ୍ଚଳିକ ବରିଷ୍ଟ ନାଗରିକ ମଞ୍ଚ ପକ୍ଷରୁ ପଣା ବଣ୍ଟନ |    (23-Apr-2026)       ||      ପ୍ଲଟ ବ୍ୟବସାୟୀଙ୍କୁ ଅପହରଣ ପରେ ହତ୍ୟା ରେ ସାମିଲ ଅଭିଯୁକ୍ତ କୁ ଗିରଫକଲା ପୋଲିସ |   (23-Apr-2026)       ||      ଟିକାବାଲି ଥାନା ରେ ପୂର୍ବରୁ ତିନୋଟି ଚୋରି ଘଟଣା ରେ ଫେରାର ହୋଇଥିବା ଅଭିଯୁକ୍ତ ଗିରଫ |    (23-Apr-2026)       ||      ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଗୋଷ୍ଟି ସଂଘର୍ଷ, ଦୁଇ ପକ୍ଷରୁ ଚାରି ଜଣ ଗିରଫ |    (23-Apr-2026)       ||      ରୁକ୍ମୁଣୀ ନଗର ବାସିନ୍ଦା ବୁଦ୍ଧିମନ୍ତ ପାଢ଼ୀଙ୍କର ଦେହାନ୍ତ |   (22-Apr-2026)       ||      ଶ୍ରଦ୍ଧା ଫାଉଣ୍ଡେସନ ର ବାର୍ଷିକ ଉତ୍ସବ ଅନୁଷ୍ଠିତ |    (21-Apr-2026)       ||      ଏଡସ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ||   (21-Apr-2026)       ||      19 ଥର ରକ୍ତ ଦେଈ ଉଦାହରଣ ସାଜିଲେ ଦିବ୍ୟଙ୍ଗ ଶିକ୍ଷକ ରବୀନ୍ଦ୍ର ସେଠୀ |   (21-Apr-2026)       ||      ନୂତନ ଗୁରୁଣ୍ଠି ଠାରେ ମାଆ ମଙ୍ଗଳ ଙ୍କ ମନ୍ଦିର ଓ ବିଗ୍ରହ ପ୍ରତିଷ୍ଠା ପାଈଁ ଜଳ ଯାତ୍ରା ଅନୁଷ୍ଠିତ |    (21-Apr-2026)       ||      କଞ୍ଚଣା ଛକରେ ସ୍କୁଟି କାର ଧକ୍କା ଜଣେ ଯୁବକ ଗୁରୁତର |    (21-Apr-2026)       ||      ବିଗୁଡା ମେଡିକାଲ ରେ ଅଗ୍ନିଶମ ବିଭାଗ ତରଫରୁ ଆସୁ ବିପଦ ରୁ ରକ୍ଷା ପାଈଁ ମକ ଡ୍ରିଲ!   (21-Apr-2026)       ||      ଗଞ୍ଜାମ ଜିଲ୍ଲା ର ଲୋକ ମାନଙ୍କ ଲୁକାୟିତ ସଙ୍ଗୀତ ପ୍ରତିଭା କୁ ବିକଶିତ କରିବା ପାଈଁ ସିଙ୍ଗିଙ୍ଗ କଣ୍ଟେଷ୍ଟ ସିଜନ 2ର ଆରମ୍ଭ ନିମନ୍ତେ ସାମ୍ବାଦିକ ସମ୍ମିଳନୀ |    (21-Apr-2026)       ||      ପୁରୁଷୋତ୍ତମପୁର ବ୍ଳକର ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ସଙ୍ଘର ନୂତନ କର୍ମ କର୍ତ୍ତା ନିର୍ବାଚନ |    (21-Apr-2026)       ||      "କଟିବ୍ୟଥା ସଚେତନତା ଓ ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ |    (21-Apr-2026)       ||      କାର ଧକ୍କାରେ ମହିଳା ମୃତ |    (21-Apr-2026)       ||      ଭଞ୍ଜନଗର ଜଳ ଭଣ୍ଡାର ରେ ବୁଡି ଦୁଇ ଛାତ୍ର ମୃତ ||   (20-Apr-2026)       ||      ଦୁଇ ବେଆଇନ ଗୋ ଚାଲାଣ କାରୀ ଗାଈ ଗାଡି ଜବତ କଲା ବୁଗୁଡ଼ା ପୋଲିସ |   (20-Apr-2026)       ||      ଭରସାମ୍ୟ ହରାଇ ଓଲଟିଲା ମାଛ ବୋଝେଇ ଅଟୋ |    (20-Apr-2026)       ||      ଦାନ ପୁର ଉଚ୍ଛ ପ୍ରାଥମିକ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଙ୍କୁ ବିଦାୟ ସମ୍ବର୍ଦ୍ଧନା |   (19-Apr-2026)       ||      କନ୍ଧ ମାଳ ଜିଲ୍ଲରେ ମାଳ, ମାଳ ସାମ୍ବାଦିକ, କିଏ ଅସଲି ଆଉ କିଏ ନକଲି |   (19-Apr-2026)       ||     

ବାରାହା ଶିକାର ଜାଲରେ ଲାଗି ଶିକାରୀ ମୃତ |

19-Jun-2025

ବାରାହା ଶିକାର  ଜାଲରେ ଶିକାରୀ ମୃତ

ଓଡିଶା ଜନମତ, ଭଞ୍ଜନଗର ସପନ କୁମାର ସେଠୀ

ଗତ କାଲି ବିଳମ୍ବିତ ରାତିରେ ତିନି ଜଣ ଶିକାରୀ ନିକଟସ୍ଥ ଜଙ୍ଗଲରେ ବିଦ୍ୟୁତ୍ ତାର ବିଛାଇ ବାରାହା ଶିକାର କରିବା ପାଇଁ ଯୋଜନା କରିଥିବା ବେଳେ ବିଦ୍ୟୁତ ସଂସ୍ପର୍ଶରେ ଆସି ଜଣେ ମୃତ ଘଟିଥିବା ସୂଚନା ମିଳୁଛି । ମୃତକ ଜଣକ ହେଲେ ଗେରେଡା ପଞ୍ଚାୟତ ବଦୁଆ ଗ୍ରାମର  ସୁର ନାୟକ ତେବେ ଘଟଣା ସ୍ଥଳରୁ ଅନ୍ୟ ଦୁଇ ଜଣ ଫେରାର ରହିଥିବା ଜଣା ପଡ଼ୁଛି । ନିକଟସ୍ଥ ଫରେଷ୍ଟର ସୂଚନା ଦେଇଛନ୍ତି ଯେ ମୃତକ ଜଣକ ଆଗରୁ ଜଙ୍ଗଲ ବନ୍ୟ ଜନ୍ତୁକୁ ବିଦ୍ୟୁତ ତାର ବିଛାଇ ଶିକାର କରୁଥିଲେ।କିନ୍ତୁ ଏ ବିଷୟରେ ଜଙ୍ଗଲ ବିଭାଗ କିମ୍ବା ବିଦ୍ୟୁତ ବିଭାଗ କୌଣସି ଟେର ପାଉ ନ ଥିଲେ।କିନ୍ତୁ ଆଜିର ଏହି ଘଟଣା ଘଟିବା ପରେ ଜଙ୍ଗଲ ବିଭାଗ ର ନିଦ ଭାଙ୍ଗିଛି।ବର୍ତ୍ତମାନ ସୂଚନା ମିଳିବା ଅନୁଯାଇ ବିଦ୍ୟୁତ ବିଭାଗ ଓ ଜଙ୍ଗଲ ବିଭାଗ କର୍ମଚାରୀ ଘଟଣା ସ୍ଥଳରେ ପହଞ୍ଚି ଛାନଭିନ କରିବା ସହ ଶବକୁ ଜବତ କରିବା ସହ ଘଟଣା ସ୍ଥଳରୁ ବିଦ୍ୟୁତ ତାର ଜବତ କରିଛି।ଆହୁରି ମଧ୍ୟ ଖବର ମିଳିଛି ଯେ  ଫରେଷ୍ଟ ବିଭାଗ ର ଅଜାଣତରେ ବହୁ ସମୟରେ ଜଙ୍ଗଲୀ ଜନ୍ତୁଙ୍କ ଅବାଧରେ ଶିକାର ହେଉଛି କିନ୍ତୁ ଜଙ୍ଗଲ ବିଭାଗ କୌଣସି ପଦକ୍ଷେପ ନେଉ ନାହିଁ।ତେଣୁ ଏଠି ଦେଖିବାକୁ ବାକି ରହିଲା କେବେ ଓ କେମିତି ଜଙ୍ଗଲ ବିଭାଗ ବନ୍ୟ ଜନ୍ତୁଙ୍କ ଶିକାର ରୋକି ପାରିବ

News Comment

You Might Also Like

BACK TO TOP