Breaking News

ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଗୋଷ୍ଟି ସଂଘର୍ଷ, ଦୁଇ ପକ୍ଷରୁ ଚାରି ଜଣ ଗିରଫ |    (23-Apr-2026)       ||      ରୁକ୍ମୁଣୀ ନଗର ବାସିନ୍ଦା ବୁଦ୍ଧିମନ୍ତ ପାଢ଼ୀଙ୍କର ଦେହାନ୍ତ |   (22-Apr-2026)       ||      ଶ୍ରଦ୍ଧା ଫାଉଣ୍ଡେସନ ର ବାର୍ଷିକ ଉତ୍ସବ ଅନୁଷ୍ଠିତ |    (21-Apr-2026)       ||      ଏଡସ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ||   (21-Apr-2026)       ||      19 ଥର ରକ୍ତ ଦେଈ ଉଦାହରଣ ସାଜିଲେ ଦିବ୍ୟଙ୍ଗ ଶିକ୍ଷକ ରବୀନ୍ଦ୍ର ସେଠୀ |   (21-Apr-2026)       ||      ନୂତନ ଗୁରୁଣ୍ଠି ଠାରେ ମାଆ ମଙ୍ଗଳ ଙ୍କ ମନ୍ଦିର ଓ ବିଗ୍ରହ ପ୍ରତିଷ୍ଠା ପାଈଁ ଜଳ ଯାତ୍ରା ଅନୁଷ୍ଠିତ |    (21-Apr-2026)       ||      କଞ୍ଚଣା ଛକରେ ସ୍କୁଟି କାର ଧକ୍କା ଜଣେ ଯୁବକ ଗୁରୁତର |    (21-Apr-2026)       ||      ବିଗୁଡା ମେଡିକାଲ ରେ ଅଗ୍ନିଶମ ବିଭାଗ ତରଫରୁ ଆସୁ ବିପଦ ରୁ ରକ୍ଷା ପାଈଁ ମକ ଡ୍ରିଲ!   (21-Apr-2026)       ||      ଗଞ୍ଜାମ ଜିଲ୍ଲା ର ଲୋକ ମାନଙ୍କ ଲୁକାୟିତ ସଙ୍ଗୀତ ପ୍ରତିଭା କୁ ବିକଶିତ କରିବା ପାଈଁ ସିଙ୍ଗିଙ୍ଗ କଣ୍ଟେଷ୍ଟ ସିଜନ 2ର ଆରମ୍ଭ ନିମନ୍ତେ ସାମ୍ବାଦିକ ସମ୍ମିଳନୀ |    (21-Apr-2026)       ||      ପୁରୁଷୋତ୍ତମପୁର ବ୍ଳକର ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ସଙ୍ଘର ନୂତନ କର୍ମ କର୍ତ୍ତା ନିର୍ବାଚନ |    (21-Apr-2026)       ||      "କଟିବ୍ୟଥା ସଚେତନତା ଓ ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ |    (21-Apr-2026)       ||      କାର ଧକ୍କାରେ ମହିଳା ମୃତ |    (21-Apr-2026)       ||      ଭଞ୍ଜନଗର ଜଳ ଭଣ୍ଡାର ରେ ବୁଡି ଦୁଇ ଛାତ୍ର ମୃତ ||   (20-Apr-2026)       ||      ଦୁଇ ବେଆଇନ ଗୋ ଚାଲାଣ କାରୀ ଗାଈ ଗାଡି ଜବତ କଲା ବୁଗୁଡ଼ା ପୋଲିସ |   (20-Apr-2026)       ||      ଭରସାମ୍ୟ ହରାଇ ଓଲଟିଲା ମାଛ ବୋଝେଇ ଅଟୋ |    (20-Apr-2026)       ||      ଦାନ ପୁର ଉଚ୍ଛ ପ୍ରାଥମିକ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଙ୍କୁ ବିଦାୟ ସମ୍ବର୍ଦ୍ଧନା |   (19-Apr-2026)       ||      କନ୍ଧ ମାଳ ଜିଲ୍ଲରେ ମାଳ, ମାଳ ସାମ୍ବାଦିକ, କିଏ ଅସଲି ଆଉ କିଏ ନକଲି |   (19-Apr-2026)       ||      ଦୁଇ ପଡୋଶୀଙ୍କ ଗଣ୍ଡଗୋଳ ରେବଳୀ ପଡିଲେ ଯୁବକ |    (19-Apr-2026)       ||      ପୋଲସରା ମାଳ ତେନ୍ତୁଳିଆ ରେ ଯୁବକ ଙ୍କୁ ଅପହରଣ ପରେ ହତ୍ୟା ଅଭିଯୁକ୍ତ ଗିରଫ |    (19-Apr-2026)       ||      ବେଲ ଘର ରେ ପୁଣି ଏକ ଦନ୍ତା ହାତୀର ମୃତ୍ୟୁ, ବର୍ତମାନ ସୁଦ୍ଧା ମଲେଣି 3ହାତୀ |   (19-Apr-2026)       ||     

ମାଆ ତାରାତାରିଣୀ ଙ୍କ ପୀଠରେ ରାଇପୁର ପଂଚାୟତ ଦ୍ୱାରା ବିଶ୍ୱ ଯୋଗ ଦିବସ ପାଳିତ |

21-Jun-2025

ପୁରୁଷୋତ୍ତମପୁର ବ୍ଳକ  ରାଇପୁର  ପାହାଡ଼ ଉପରେବିଶ୍ୱ ଯୋଗ ଦିବସ  ପାଳିତ |

ପୁରୁଷୋତ୍ତମପୁର ବ୍ଳକ ଅବ୍ତର୍ଗତ  ରାଇପୁର ପଞ୍ଚାୟତ  ତରଫରୁ ସରପଞ୍ଚ ନମିତା ବେହେରା ଓ ସମିତି ସଭ୍ୟା  ଉଷାରାଣି ବେହେରା ଙ୍କ ସଂଯୋଜନା ରେ ବିଶ୍ୱ ଯୋଗ ଦିବସ  ପାହାଡ଼ ଉପରେ ମାଆ ତାରାତାରିଣୀ ଙ୍କ ପୀଠରେ  ଅନୁଷ୍ଠିତ ହୋଇ  ଯାଇଛି | ଏହି ଯୋଗ ଦିବସ ରେ  ଯୋଗ ଗୁରୁ ଙ୍କ ସହ ମୁଖ୍ୟ ଅତିଥି  ଭାବେ  ପୁରୁଷୋତ୍ତମପୁର ତହସିଲଦାର ବିନୋଦକୁମାର ବେହେରା ଯୋଗ ଦେଇଥିଲା ବେଳେ  ପଞ୍ଚାୟତ  ପିଇଊ  କେଶବ ଗୌଡ଼,ଏବଂ ସରପଞ୍ଚ ପ୍ରତିନିଧି ବିଚିତ୍ର ବେହେରା,  ପଞ୍ଚାୟତ ସିଏଚ ଓ, ଗୀତାଞ୍ଜଳି ଵାଲା, ସମସ୍ତ ଅଙ୍ଗନ ୱାଡି କର୍ମୀ, ସହାୟିକା କର୍ମୀ,  ମା ତାରା ତାରିଣୀ ସରକାରୀ  ଉଚ୍ଚ ବିଦ୍ୟଳୟ ର ପ୍ରଧାନ ଶିକ୍ଷକ, ଶିକ୍ଷୟତ୍ରୀ  ଙ୍କ ସହ ଛାତ୍ର, ଛାତ୍ରୀ  ଯୋଗ ଅଭ୍ୟାସ କରିଥିଲେ |  ଯୋଗ ଦ୍ୱାରା ମନୁଷ୍ୟ ସୁସ୍ଥ ସବଳ,  ରହି ପାରିବେ, ଏବଂ ପୂରା ଫିଟ ରହି ସବୁ ଦୁରାଗ୍ୟ ରୋଗରୁ ମୁକ୍ତ ହୋଇ ପାରିବେ, ଆନ୍ତର୍ଜାତୀୟ ଯୋଗ ଦିବସ  ଜାତୀୟ ସେବା ଯୋଜନା ଆନୁକୂଲ୍ୟରେ   ଏହା ପାଳିତ ହୋଇଯାଇଛି | ଯୋଗ ଓ ବ୍ୟାୟାମ ର ଉପଯୋଗୀତା ସମ୍ପର୍କରେ ଛାତ୍ରଛାତ୍ରୀଙ୍କୁ ଯୋଗଗୁରୁ ବୁଝାଇ ଥିଲେ | ପଞ୍ଚାୟତ ର ସବୁ କର୍ମଚାରୀ, କିଛି ସେବାୟତ ଓ କର୍ମଚାରୀ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସୂଚାରୁରୂପେ ପରିଚାଳନା କରିଥିଲେ ।

News Comment

You Might Also Like

BACK TO TOP