Breaking News

ଶ୍ରଦ୍ଧା ଫାଉଣ୍ଡେସନ ର ବାର୍ଷିକ ଉତ୍ସବ ଅନୁଷ୍ଠିତ |    (21-Apr-2026)       ||      ଏଡସ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ||   (21-Apr-2026)       ||      19 ଥର ରକ୍ତ ଦେଈ ଉଦାହରଣ ସାଜିଲେ ଦିବ୍ୟଙ୍ଗ ଶିକ୍ଷକ ରବୀନ୍ଦ୍ର ସେଠୀ |   (21-Apr-2026)       ||      ନୂତନ ଗୁରୁଣ୍ଠି ଠାରେ ମାଆ ମଙ୍ଗଳ ଙ୍କ ମନ୍ଦିର ଓ ବିଗ୍ରହ ପ୍ରତିଷ୍ଠା ପାଈଁ ଜଳ ଯାତ୍ରା ଅନୁଷ୍ଠିତ |    (21-Apr-2026)       ||      କଞ୍ଚଣା ଛକରେ ସ୍କୁଟି କାର ଧକ୍କା ଜଣେ ଯୁବକ ଗୁରୁତର |    (21-Apr-2026)       ||      ବିଗୁଡା ମେଡିକାଲ ରେ ଅଗ୍ନିଶମ ବିଭାଗ ତରଫରୁ ଆସୁ ବିପଦ ରୁ ରକ୍ଷା ପାଈଁ ମକ ଡ୍ରିଲ!   (21-Apr-2026)       ||      ଗଞ୍ଜାମ ଜିଲ୍ଲା ର ଲୋକ ମାନଙ୍କ ଲୁକାୟିତ ସଙ୍ଗୀତ ପ୍ରତିଭା କୁ ବିକଶିତ କରିବା ପାଈଁ ସିଙ୍ଗିଙ୍ଗ କଣ୍ଟେଷ୍ଟ ସିଜନ 2ର ଆରମ୍ଭ ନିମନ୍ତେ ସାମ୍ବାଦିକ ସମ୍ମିଳନୀ |    (21-Apr-2026)       ||      ପୁରୁଷୋତ୍ତମପୁର ବ୍ଳକର ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ସଙ୍ଘର ନୂତନ କର୍ମ କର୍ତ୍ତା ନିର୍ବାଚନ |    (21-Apr-2026)       ||      "କଟିବ୍ୟଥା ସଚେତନତା ଓ ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ |    (21-Apr-2026)       ||      କାର ଧକ୍କାରେ ମହିଳା ମୃତ |    (21-Apr-2026)       ||      ଭଞ୍ଜନଗର ଜଳ ଭଣ୍ଡାର ରେ ବୁଡି ଦୁଇ ଛାତ୍ର ମୃତ ||   (20-Apr-2026)       ||      ଦୁଇ ବେଆଇନ ଗୋ ଚାଲାଣ କାରୀ ଗାଈ ଗାଡି ଜବତ କଲା ବୁଗୁଡ଼ା ପୋଲିସ |   (20-Apr-2026)       ||      ଭରସାମ୍ୟ ହରାଇ ଓଲଟିଲା ମାଛ ବୋଝେଇ ଅଟୋ |    (20-Apr-2026)       ||      ଦାନ ପୁର ଉଚ୍ଛ ପ୍ରାଥମିକ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଙ୍କୁ ବିଦାୟ ସମ୍ବର୍ଦ୍ଧନା |   (19-Apr-2026)       ||      କନ୍ଧ ମାଳ ଜିଲ୍ଲରେ ମାଳ, ମାଳ ସାମ୍ବାଦିକ, କିଏ ଅସଲି ଆଉ କିଏ ନକଲି |   (19-Apr-2026)       ||      ଦୁଇ ପଡୋଶୀଙ୍କ ଗଣ୍ଡଗୋଳ ରେବଳୀ ପଡିଲେ ଯୁବକ |    (19-Apr-2026)       ||      ପୋଲସରା ମାଳ ତେନ୍ତୁଳିଆ ରେ ଯୁବକ ଙ୍କୁ ଅପହରଣ ପରେ ହତ୍ୟା ଅଭିଯୁକ୍ତ ଗିରଫ |    (19-Apr-2026)       ||      ବେଲ ଘର ରେ ପୁଣି ଏକ ଦନ୍ତା ହାତୀର ମୃତ୍ୟୁ, ବର୍ତମାନ ସୁଦ୍ଧା ମଲେଣି 3ହାତୀ |   (19-Apr-2026)       ||      ଜଗନ୍ନାଥ ପୁର ପଞ୍ଚାୟତ ରେ ବରିଷ୍ଟ ବ୍ୟକ୍ତି ଙ୍କୁ ଆକ୍ରମଣ , ଥାନାରେ ଏତଲା |    (18-Apr-2026)       ||      ଇତିହାସ ବିଭାଗ ରେ ଶେଷବର୍ଷ ର ଛାତ୍ରଛାତ୍ରୀ ଙ୍କ ବିଦାୟ କାଳୀନ ସମ୍ବର୍ଦ୍ଧନା ଅନୁଷ୍ଠିତ |   (18-Apr-2026)       ||     

ପୁରୁଷୋତ୍ତମପୁର ବ୍ଳକ ପରିସରରେ ଜିଲ୍ଲପାଳ ଓ ଏସପି ଙ୍କ ମିଳିତ ଯୁଗ୍ମ ଅଭିଯୋଗ ଶୁଣାଣି |

30-Jun-2025

ପୁରୁଷୋତ୍ତମପୁର ବ୍ଳକ ପରିସର ରେ  ଜିଲ୍ଲା ପାଳ ଓ ଏସପି ଙ୍କ ମିଳିତ ଯୁଗ୍ମ ଅଭିଯୋଗ ଶୁଣାଣି ଶେଷ  |

ପୁରୁଷୋତ୍ତମପୁର ବ୍ଳକ ପରିସର ରେ  ଗଞ୍ଜାମ ଜିଲ୍ଲା ପାଳ ଏବଂ ଏସପି ଙ୍କ ମିଳିତ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଅଧକ୍ଷା  ପିଙ୍କି ବେହେରା ଓ ବିଡ଼ିଓ ଶରତ ଚନ୍ଦ୍ର ପାତ୍  ଙ୍କ  ମିଳିତ ସଂଯୋଜନା  ରେ ଅନୁଷ୍ଠିତ ହୋଇ ଯାଇଛି |  ଏହି କାର୍ଯ୍ୟକ୍ରମ ରେ  ଜିଲ୍ଲପାଳ ଓ ଏସପିଙ୍କ ବିଶେଷ କାର୍ଯ୍ୟ ରହିଥିବା ଯୋଗୁଁ ଏଠାରେ ଉପସ୍ଥିତ ହୋଇ ପାରି ନଥିଲେ | ତେବେ ତାଙ୍କ ଅନୁପସ୍ଥିତି ରେ ଛତ୍ରପୁର  (ସାଧାରଣ ) ଅତିରିକ୍ତ ଜିଲ୍ଲା ପାଳ ପ୍ରମୋଦ କୁମାର ପୃଷ୍ଟି ,  ଅତିରିକ୍ତ ଜିଲ୍ଲା ନିର୍ବାହୀ ଅଧିକାରୀ ବିଜୟ କୁମାର ବେହେରା,   ସହକାରୀ ଜିଲ୍ଲପାଳ ଦୀପକ ଜେନା, ଏସଡ଼ି ପିଓ ଡ଼ଃ ଦୀପକ କୁମାର ମିଶ୍ର, ତହସିଲଦାର ବିନୋଦ କୁମାର ବେହେରା, ଉପସ୍ଥିତ ରହି  ଲୋକଙ୍କ ଅଭିଯୋଗ ଶୁଣି ତାର  ନିରାକାରଣ ପାଈଁ  ବିଭାଗୀୟ ଅଧିକାରୀ  ମାନଙ୍କୁ ତତକ୍ଷଣାତ ଏହାର ସମାଧାନ ପାଈଁ ଉପସ୍ଥିତ ଅଧିକାରୀ ଯଥା ରାଜସ୍ବ, ଯୋଗାଣ, ପାନୀୟ, ଜଳ ଯୋଗାଣ, ଗ୍ରାମ୍ୟ ଉର୍ନ୍ନୟନ, ପୂର୍ତ୍ତ ବିଭାଗ  ବିଦ୍ୟୁତ, ସ୍ୱାସ୍ଥ୍ୟ,ପ୍ରାଣୀ, ପଶୁ ସମ୍ପଦ,  ମଛ୍ୟ, ପ୍ରାଣୀ, ଓପଶୁ ସମ୍ପଦ, ଇନ୍ଦିରା ଆବାସ, ଭତ୍ତା, ସମନ୍ୱିତ ଶିଶୁ ବିକାଶ, ବନ ବିଭାଗ, ଅବକାରୀ, ଜଳ ସେଚନ, ଡ୍ରେନେଜ, ଇରିଗେସନ, ସହିତ ସବୁ ବିଭାଗର  ଅଧିକାରୀ ସହକାରୀ ଅଧିକାରୀ ମାନଙ୍କୁ ନିର୍ଦେଶ ଦେଇ ଥିଲେ | 
ଅନ୍ୟ ମାନଙ୍କ ମଧ୍ୟରେ ଏସିଏଫ ଦିବ୍ୟ ଶଙ୍କର ବେହେରା,  ଏନଏସି କାର୍ଯ୍ୟ ନିର୍ବାହୀ ଅଧିକାରୀ  ଗୋବିନ୍ଦ ଡନ ସେନା,  ଅତିରିକ୍ତ ବିଡ଼ିଓ ନିରାକାର ଜେନା, ଶିଶୁ ବିକାଶ ଅଧିକାରିଣୀ ଲଳିତା ମଲ୍ଲିକ,ଥାନା ଅଧିକାରୀ ରାଜେଶ ନାୟକ, ଏସ ଆଇ  ଆଦିତ୍ୟ ନାରାୟଣ ପାତ୍ର, ବ୍ଳକ ନିର୍ବାହୀ ଯନ୍ତ୍ରୀ ସରୋଜ କୁମାର ସାବତ, ମୁଖ୍ୟ ଯେଇ ନାଗ ଭୂଷଣ ଯାଦବ, ଙ୍କ ସହ ସମସ୍ତ ଯେଇ ମାନେ, ବ୍ଳକ ଜିପିଓ ମୀନ କେତନ ବେହେରା, ଡେଭଲପ ବିଭାଗ  ଅଧିକାରୀ  ମୀନ କେତନ ପାଢ଼ୀ,  ସିପି ବରୁଣ କୁମାର ପାତ୍ର, ମହିଳା ମୁଖ୍ୟ କିରାଣୀ, ବି ଏସ ଏସ ଓ  କାହ୍ନୁ ଚରଣ ସୋରେନ, ଙ୍କ ସହ ସବୁ ବ୍ଳକ ଷ୍ଟାଫ, ଏବଂ 26 ଗୋଟି ପଞ୍ଚାୟତ ର ସରପଞ୍ଚ, ସମିତି ସଭ୍ୟ, ସଭ୍ୟା, ଏମ୍ବିକେ, ସିଆରପି, ଅଙ୍ଗନବାଡି ସୁପର ଭାଇଜର,  ଅଙ୍ଗନ ବାଡ଼ି କର୍ମୀ ଷ୍ଟାଫ ମାନେ  ଖଲ୍ଲିକୋଟ ବିଧାୟକ ବ୍ଳକ ପ୍ରତିନିଧି କୋରନାଥ ସ୍ୱାଇଁ ଓ ବିଧାୟକ ଏନଏସି ପ୍ରତିନିଧି ସୁଦର୍ଶନ ବେହେରା ଉପସ୍ଥିତ ରହି   ସହଯୋଗ କରିଥିଲେ |  ଅନ୍ୟ ବ୍ଳକ ଓ ଏହି ବ୍ଳକ ର ତିନି ଜଣ ବ୍ୟକ୍ତିଙ୍କୁ ସେମାନଙ୍କ ଅସୁବିଧା ପାଈଁ 20 ହଜାର ଲେଖାଏଁ  60 ହଜାର ଟଙ୍କାର ଚେକ ଅତିରିକ୍ତ ଜିଲ୍ଲା ପାଳ ପ୍ରଦାନ କରିଥିଲେ | ଆଜିର ଏହି ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ରେ 318 ଗୋଟି ଶୁଣାଣି ହୋଇ ଥିଲା | କିଛି ବର୍ଷ ବ୍ୟବଧାନ ରେ ହେଉଥିବା  ଏହି ଅଭିଯୋଗ ପାଈଁ ବହୁତ ଲୋକ ଉପସ୍ଥିତ ରହିଥିଲେ | ତେବେ 318 ଗୋଟି ଅଭିଯୋଗ ମଧ୍ୟରୁ  ପ୍ରାୟ 70 ଭାଗ ଭତ୍ତା ସମନ୍ଧୀୟ ହୋଇଥିଲା | ଏବଂ ଅଭିଯୋଗ କାରୀମାନେ  ବିଏସଏସ ଙ୍କ ଉପରେ ବିରକ୍ତି ପ୍ରକାଶ କରି ଓ ଲୋକଙ୍କ ଠାରୁ ଅର୍ଥ ନେଇ ଭତ୍ତା କରୁନଥିବା ର  ଅତିରିକ୍ତ ଜିଲ୍ଲା ପାଳଙ୍କୁ ଜଣାଇ ଥିଲେ | ତେବେ କାର୍ଯ୍ୟ ଶେଷରେ ଅତିରିକ୍ତ ଜିଲ୍ଲା ପାଳ  ବିଡ଼ିଓ ଙ୍କୁ ଏହା ଉପରେ କାହିଁକି ଲିଖିତ ଅଭିଯୋଗ ତାଙ୍କୁ ଜଣାଇ ନଥିଲେ ବୋଲି କହିଥିଲେ |  ଏବଂ ପିଅନ ଦ୍ୱାରା ଭତ୍ତା ଅଧିକାରୀ ଙ୍କୁ ଡକାଇ ଥିଲେ ମଧ୍ୟ ସେ ସେଠାରେ ଉପସ୍ଥିତ ନଥିଲେ ଓ ତାଙ୍କ ମୋବାଇଲ ସୁଇଚ  ଅଫ ରହି ଥିବାର ବ୍ଳକ ପିଅନ ଅତିରିକ୍ତ ଜିଲ୍ଲା ପାଳ ଙ୍କୁ କହିଥିଲେ | 
ତେବେ ସମସ୍ତ ଅଧିକାରୀ ଓ ବ୍ଳକଷ୍ଟାଫ ଙ୍କ  ସହଯୋଗ ରେ ସୁରୁଖୁରୁରେ ଏହି ଜନ ଅଭିଯୋଗ ଶୁଣାଣି ଶେଷ ହୋଇ ଥିଲା |

News Comment

You Might Also Like

BACK TO TOP