Breaking News

କୋଦଳା ମହାବିଦ୍ୟାଳୟ ରେ ମାତୃ ଭାଷା ର ଐତିହ୍ୟ ସମ୍ପର୍କ ରେ ପାଠ ଚକ୍ର |    (12-Apr-2026)       ||      ବିଦ୍ୟୁତ ଆଘାତ ରେ ବିଦ୍ୟୁତ କର୍ମଚାରୀ ଙ୍କ ମୃତ୍ୟୁ |    (12-Apr-2026)       ||      ବେଲଘର ବନାଞ୍ଚଳ ରେ ପୁଣି ହାତି ଆତଙ୍କ ||   (12-Apr-2026)       ||      ଆଁଳାଇ ପୀଠ ରେ 24ତମ ମହାବୀର ଜୟନ୍ତୀ ବାର୍ଷିକ ବିଶ୍ଵଶାନ୍ତି ମହାଯଂଜ୍ଞ ଶୋଭାଯାତ୍ରା ରେ 100ରୁ ଉର୍ଦ୍ଧ ମାନସିକ ବ୍ରତ ଧାରୀ ସାମଲ ||   (12-Apr-2026)       ||      ଆଁଳାଇ ପୀଠ ରେ 24ତମ ମହାବୀର ଜୟନ୍ତୀ ବାର୍ଷିକ ବିଶ୍ଵଶାନ୍ତି ମହାଯଂଜ୍ଞ ଶୋଭାଯାତ୍ରା ରେ 100ରୁ ଉର୍ଦ୍ଧ ମାନସିକ ବ୍ରତ ଧାରୀ ସାମଲ ||   (12-Apr-2026)       ||      କ ନୂଆଙ୍ଗା ବ୍ଳକ ଶିକ୍ଷା ବିଭାଗ ଅଫିସିରେ 5ମାସ ହେଲା ବିଇଓ ପଦବୀ ଖାଲି ||   (12-Apr-2026)       ||      ଗୋଳନ୍ଥରା ଥାନା ପଞ୍ଚାମା ଅଞ୍ଚଳ ରେ ପାନ ବ୍ୟବସାୟୀ ଙ୍କୁ ନିର୍ମମ ହତ୍ୟା |   (12-Apr-2026)       ||      ଖଲ୍ଲିକୋଟ ନଗର କଂଗ୍ରେସ ସଭାପତି ହେଲେ ମନ ମଦନ ସାହୁ |   (11-Apr-2026)       ||      ବାଲିଗୁଡା ଆଦିବାସୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରେ +2ଅନ ଲାଇନ ଓ ଅଫଲାଇନ ମୂଲ୍ୟାୟନ କେନ୍ଦ୍ର ଅନୁଷ୍ଠିତ |    (11-Apr-2026)       ||      ଓଡ଼ିଆ ପକ୍ଷ ଉପଲକ୍ଷେ ରକ୍ତ ଦାନ ଶିବିର,   (11-Apr-2026)       ||      ବାର୍ଷିକ ବିବରଣୀ ପତ୍ର 2025-26ର ଅବଲୋକନ ଓ 2026-27ବର୍ଷ ପାଇଁ କାର୍ଯ୍ୟ ଯୋଜନା ପ୍ରସ୍ତୁତି କରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ||   (10-Apr-2026)       ||      ପୋଲସରା ପୌର ପରିଷଦ ପକ୍ଷରୁ ଓଡ଼ିଆ ପକ୍ଷ ଅବସର ରେ କଳାକାର ମାନଙ୍କୁ ସମ୍ବର୍ଦ୍ଧନା ଅନୁଷ୍ଠିତ ||   (10-Apr-2026)       ||      ପଶ୍ଚିମ ଓଡ଼ିଶାର ସିନେକଳାକାର ମାନେ ତାରା ତାରିଣୀ ଙ୍କ ପୀଠରେ କଲେ ପୂଜାର୍ଚନା |   (09-Apr-2026)       ||      ଟିକାବାଲି ବ୍ଲକରେ ଲକ୍ଷାଧିକ ଟଙ୍କାରେ ନିର୍ମିତ ପାନୀୟ ଜଳ ପ୍ରକଳ୍ପ ଅଟକ |   (09-Apr-2026)       ||      ସ୍ତ୍ରୀକୁ ହତ୍ୟା କରି ସ୍ୱାମୀର ଆତ୍ମ ହତ୍ୟା ||   (07-Apr-2026)       ||      ନୂଆଗଡ ଗ୍ରାମରେ ଚୋରି ଘଟଣାରେ ସାତ ଜଣ ଗିରଫ ||   (07-Apr-2026)       ||      ରୁପା ବ୍ୟବସାୟୀ ଙ୍କଆକ୍ରମଣ କରି ତାଙ୍କଠାରୁ 7କେଜିର ରୁପା ବେଗ ଧରି ଛୁ ମାରିଲେ ଦୁଇ ଲୁଟେରା |    (06-Apr-2026)       ||      ଓଡ଼ିଶା ସାହିତ୍ୟ ଏକାଡେମୀ ଏବଂ ଉତ୍କଳ ସଂସ୍କୃତି ବିଶ୍ୱ ବିଦ୍ୟାଳୟ ର ମିଳିତ ଆନୁକୂଲ୍ୟରେ ଓଡ଼ିଆ ପକ୍ଷ -2026 ପାଳନ ||   (06-Apr-2026)       ||      ରକ୍ତ ଚାପ ସଚେତନତା ଓ ସ୍ୱାସ୍ଥ୍ୟ ଶିବିର    (06-Apr-2026)       ||      କଳମ୍ବ ରେ ଦୁତୀୟ ପର୍ଯ୍ୟାୟ ପଞ୍ଚାୟତ ସ୍ତରୀୟ ଜନ ଶୁଣାଣି ଅନୁଷ୍ଠିତ |   (06-Apr-2026)       ||     

ଜିଲ୍ଲା କଂଗ୍ରେସ ତରଫରୁ ପୁରୁଷୋତ୍ତମପୁର ଏନଏସି ସ୍ଥିତ ସ୍ଵପ୍ନେଶ୍ଵର ମନ୍ଦିର ପରିସର ରେ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ |

04-Sep-2025

ଜିଲ୍ଲା କଂଗ୍ରେସ ପକ୍ଷରୁପୁରୁଷୋତ୍ତମପୁର ସ୍ଵପ୍ନେଶ୍ଵର ମନ୍ଦିର ଠାରେ ସାମ୍ବାଦିକ ସମ୍ମିଳନୀ ଓ ବୈଠକ  ଅନୁଷ୍ଠିତ | 

         ଓଡିଶା ଜନ ମତ ବ୍ୟୁରୋ,

ଜିଲ୍ଲା କଂଗ୍ରେସ ପକ୍ଷରୁ ପୁରୁଷୋତ୍ତମପୁର ସ୍ଵପ୍ନେଶ୍ଵର ମନ୍ଦିର ପରିସର ରେଏକ ସାମ୍ବାଦିକ ସମ୍ମିଳନୀ ଗଞ୍ଜାମ ଜିଲ୍ଲା ପଶ୍ଚିମ ର ସଂଯୋଜକ ଦେବକାନ୍ତଶର୍ମା ଙ୍କ ସଂଯୋଜନାଏବଂ ଗଞ୍ଜାମ ଜିଲ୍ଲା ଏସି ଚେୟାର ମେନ ଚିତ୍ରସେନ ବେହେରା ଙ୍କ ନେତୃତ୍ୱ ରେ  ଅନୁଷ୍ଠିତ ହୋଇଥିଲା |ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ଓଡିଶା ପ୍ରଭାରୀ ଅଜୟ କୁମାର ଲାଲୁ, ଏଆଇସି ସଂଘଟକ ତଥା ସୃଜନର ପ୍ରଭାରୀସଚିନନାୟକ, ଲଲାଟେନ୍ଦୁ ବିଦ୍ୟା ଧର, ଗଞ୍ଜାମ ଜିଲ୍ଲା ପଶ୍ଚିମ ର ପ୍ରଭାରୀ ବିଜୟ କୁମାର ପ୍ରଧାନ,ଗଞ୍ଜାମ ଜିଲ୍ଲା ପଶ୍ଚିମ ର ସଂଯୋଜକ ଦେବକାନ୍ତ ଶର୍ମା,  ଖଲ୍ଲିକୋଟ ବିଧାୟକ ପାର୍ଥି ଚିତ୍ରସେନ ବେହେରା, ଓ ପୂର୍ବତନ ନଗର ସଭାପତି ମନୋରଞ୍ଜନ ଦାଶ ମଞ୍ଚାସିନ ହୋଇ  ଆଜିର ଏହି କଂଗ୍ରେସ ର ମୂଳ ଲକ୍ଷକୁ ସାମ୍ବାଦିକ ସମ୍ମିଳନୀ ମାଧ୍ୟମରେ  ଉପସ୍ଥାପିତ କରିଥିଲେ |   ଖଲ୍ଲିକୋଟ ନିର୍ବାଚନ ମଣ୍ଡଳୀ ତୃଣମୂଳ ସ୍ତରରୁ କଂଗେସ କୁ ସୁଦୃଢ କରିବା ସହ ନୂତନ ଜିଲ୍ଲା ସଭାପତି ଚୟନ କରିବାକୁ ପ୍ରତି ବ୍ଲକ କୁ ଅତିଥି ମାନେ ଯାଇ  ତୃଣମୂଳ ସ୍ତରରେ କଂଗେସ କର୍ମକର୍ତ୍ତାଙ୍କ ଠାରୁ ମତ ଲୋଡ଼ିବେ ଲ ଉପସ୍ଥିତ କର୍ମକର୍ତ୍ତାଙ୍କ ମତକୁ ପ୍ରାଧାନ୍ୟ ଦିଆଯାଇ ସଭାପତି ପ୍ୟାନେଲ ତିଆରି କରାଯାଇ  ଏ ଆଇ ସି ସି ଙ୍କୁ ସୁପାରିଶ କରାଯିବ ବୋଲି କହିଛନ୍ତି ଓଡିଶା ପ୍ରଭାରୀ ଆଜୟ କୁମାର ଲାଲୁ  | ଏହାଛଡା ପୁରୁଷୋତ୍ତମପୁର ବ୍ଲକ ଓ ଏନଏସି ର ବିଭିନ୍ନ ସମସ୍ୟା ଯେମିତି କି ଆଜିର ଦିନରେ ମଧ୍ୟ  ଲୋକମାନେ ସେମାନଙ୍କ ମୌଳିକ ଅଧିକାର ରୁ ବଞ୍ଚିତ, ବ୍ଲକରେ ମହିଳାଙ୍କ ପ୍ରତି ଅତ୍ୟାଚାର  ବଢ଼ି ଚାଲିବା,ସେମାନଙ୍କୁ ନ୍ୟୟ ପ୍ରଦାନ ରେ ରାଜ୍ୟ ସରକାର ଦୋଷୀ କୁ ଘଣ୍ଟ ଘୋଡ଼େଇବା,ଖାଦ୍ୟ ସୁରକ୍ଷା ଆଇନ କୁ କଡାକଡି କରିବା, ଭୋଟ ଚୋରି ପ୍ରସଙ୍ଗ କୁ ନେଇ କଂଗ୍ରେସ ପକ୍ଷରୁ ଜୋରଦାର ଵିକ୍ଷୋଭ କରାଯିବବୋଲି କହିଥିଲେ ଲ ଏହିପରି ବହୁତ କାର୍ଯ୍ୟ ରେ ରାଜ୍ୟ ସରକାର ବିଫଳ ହୋଇ ଥିବାରୁ ଆଗାମୀ ଦିନରେ ଏହାର ଦୃଢ଼ ଜବାବ କଂଗ୍ରେସ ଦେବ ବୋଲି କହି ଥିଲେ | ସବୁ ଲୋକମାନେ କଂଗେସ କୁ ଚାହୁଛନ୍ତି,ପୂର୍ବ ଦିନରେ ଗଞ୍ଜାମ ଜିଲ୍ଲା କଂଗ୍ରେସର ଗଡ ଥିଲା ଆଗକୁ ମଧ୍ୟ ଗଡ ରହିବ ବୋଲି ମତ ଦେଇଥିଲେ | ଆଜିର ଏହି କାର୍ଯ୍ୟକ୍ରମ ରେସନ୍ତୋଷ ବେହେରା, ଯୁବ କଂଗ୍ରେସ ସଭାପତି ପପୁ ପରିଡା, ସନ୍ତୋଷ ଗୌଡ଼, ମାଧବ ମହାରଣା, ପର୍ଶୁ ବେହେରା, ତପନ ବେହେରା, ବିଦ୍ୟଧାର ନାହାକ, ପୁରୁଷୋତ୍ତମପୁର ବ୍ଳକ ଓ ଏନଏସି ର ପ୍ରତି ପଞ୍ଚାୟତ ର କଂଗ୍ରେସ କର୍ମୀ, ନେତା କର୍ମକର୍ତ୍ତା ଙ୍କସହ ଏନଏସିର ମଧ୍ୟ ସବୁ କଂଗ୍ରେସର ନେତା, କର୍ମୀ ଓ କର୍ମକର୍ତ୍ତା ଉପସ୍ଥିତ ଥିଲେ | ଏବଂ ଶେଷରେ ପୁର୍ବତନନଗର ସଭାପତି ମନୋରଞ୍ଜନ ଦାସ   ସମସ୍ତ ଙ୍କୁ ଧନ୍ୟବାଦ ପ୍ରଦାନ କରିଥିଲେ | 

News Comment

You Might Also Like

BACK TO TOP