Breaking News

ଲଉଡ଼ିଦର୍ହା କୁମାର ପୂର୍ଣ୍ଣିମା ପାଇଁ ସମନ୍ୱୟ ବୈଠକ ଅନୁଷ୍ଠିତ |   (10-Oct-2026)       ||      ଖଲ୍ଲିକୋଟ ପୋଲିସ ଦ୍ୱାରା ଖୋଜାପଲ୍ଲୀ ଚିତ୍ରସେନ ଜେନା ହତ୍ୟାକାଣ୍ଡ ର ଜଣେ ଆସମୀ ଗିରଫ |   (10-Oct-2026)       ||      ପାଇକମାଳ ମାଉସୀ ମା ମନ୍ଦିର ଠାରେ ଗାୟତ୍ରୀ ଯଜ୍ଞ ପାଇଁ ପ୍ରସ୍ତୁତି ବୈଠକ ||   (10-Oct-2026)       ||      ଉତ୍କଳ ମଣୀ ଗୋପବନ୍ଧୁ ଦାଶ ଙ୍କ ଜୟନ୍ତୀ କରୁଣା କାନ୍ତି ଉଚ୍ଚମାଧ୍ୟମିକ ବିଦ୍ୟାଳୟ ରେ ପାଳିତ ||   (10-Oct-2026)       ||      2026-ମଥୁରା କ୍ଲଷ୍ଟର ସ୍ତରୀୟ ସୁରଭି ଅନୁଷ୍ଠିତ ||   (10-Oct-2026)       ||      NGO ବର୍ଗରେଗ୍ଲୋବାଲ ସଷ୍ଟେନେବିଲିଟି ଆୱାର୍ଡ ପାଇଁ ISRD ଜାତୀୟ ସ୍ତର ରେ ପୁରସ୍କୃତ ||   (10-Oct-2026)       ||      NGO ବର୍ଗରେଗ୍ଲୋବାଲ ସଷ୍ଟେନେବିଲିଟି ଆୱାର୍ଡ ପାଇଁ ISRD ଜାତୀୟ ସ୍ତର ରେ ପୁରସ୍କୃତ ||   (10-Oct-2026)       ||      କଂଗ୍ରେସ ପକ୍ଷରୁ ଗଣତନ୍ତ୍ର ବଞ୍ଚାଅ ନ୍ୟୟ ପଥେ ପଦଯାତ୍ରା ରଘୁନାଥ ପୁର ବ୍ଲକରେ ଅନୁଷ୍ଠିତ |   (10-Oct-2026)       ||      ଗଞ୍ଜାମ ଜିଲ୍ଲା ପାଳ ଛତ୍ରପୁର ବ୍ଳକର 5ଟି ପଞ୍ଚାୟତ କୁ ଟିବି ମୁକ୍ତ ଘୋଷଣା କଲେ |   (10-Oct-2026)       ||      ଗଞ୍ଜାମ ଜିଲ୍ଳାରେ ଧାନ ଫସଲ ରେ ରୋଗ ପୋକ ଲାଗି ବ୍ୟାପକ କ୍ଷତି |    (10-Oct-2026)       ||      ଶ୍ରୀମତୀ ସାଢ଼ି ଶାରଦା ରେଡ୍ଡୀ ଛତ୍ରପୁର ବ୍ଳକ ଅଧକ୍ଷା ଦାୟିତ୍ୱରେ ରହିଲେ |    (10-Oct-2026)       ||      ଶିକର ପାଇରେ ଭୈରବ ବାଲିଯାତ୍ରା, ନିଆଁ ମାଡି ମାନସିକ ପୁର୍ଣ କଲେ ଶ୍ରଦ୍ଧାଳୁ |   (09-Oct-2026)       ||      ତାରା ତାରିଣୀ କଲେଜ ରେ 24ଜଣଙ୍କ ନାମାଙ୍କନ ମଧ୍ୟରୁ ଜଣଙ୍କ ନାକଚ ||   (09-Oct-2026)       ||      ଅଙ୍ଗନ ୱାଡି କେନ୍ଦ୍ର ର ଅବ୍ୟବସ୍ଥା ସାମ୍ନାକୁ ଆଣିଲେ ସାମ୍ବାଦିକ ଙ୍କୁ ଧମକ ||   (09-Oct-2026)       ||      ଦୁଇ ଯୁବକଙ୍କ ମଧ୍ୟରେ ବଚସା ରୁ ଚୁରାମାଡ଼ ଜଣେ ମୃତ, ଜଣେ ଗୁରୁତର |    (09-Oct-2026)       ||      ସଭାପତି ଭାବେ ନିର୍ଦ୍ୱନ୍ଦ୍ୱ ରେ ବିଜୟୀ ହେଲେ ଖୋର୍ଦ୍ଧା ମହିଳା ମହାବିଦ୍ୟାଳୟ ର ସରସ୍ବତୀ ସାହୁ |   (09-Oct-2026)       ||      ବେଲଗୁଣ୍ଠା ରେ ବେଆଇନ ବନ୍ଧୁକ ଜବତ, ଜଣେ ଗିରଫ |    (09-Oct-2026)       ||      ଗଞ୍ଜାମରେ ମାଷ୍ଟର ଟ୍ରେନର ପାଇଁ, ଜିଲ୍ଲା ସ୍ତରୀୟ ତାଲିମ ଶିବିର |   (09-Oct-2026)       ||      ସେବା ସଂକଳ୍ପ ଅଭିଯାନ -2026 ଅନୁଷ୍ଠିତ ||   (09-Oct-2026)       ||      ଚିକିଲି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଠାରେ କ୍ଲଷ୍ଟର ସ୍ତରୀୟ ସୁରଭି -2026 ଅନୁଷ୍ଠିତ ||   (09-Oct-2026)       ||     

ରୁପା ବ୍ୟବସାୟୀ ଙ୍କଆକ୍ରମଣ କରି ତାଙ୍କଠାରୁ 7କେଜିର ରୁପା ବେଗ ଧରି ଛୁ ମାରିଲେ ଦୁଇ ଲୁଟେରା |

06-Apr-2026

ଖୋସାଳ ପଲି ରାସ୍ତରେ ରୁପା ବ୍ୟବସ୍ୟୟୀଙ୍କୁ ଆକ୍ରମଣ କରି 7କେଜି ରୁପା ବେଗ ଧରି ଅପରାଧୀ ଫେରାର  |

ଓଡିଶା ଜନ ମତ ବ୍ୟୁରୋ,ତା--06/04/26:--

ପୁରୁଷୋତ୍ତମପୁର ଏନଏସି ସ୍ଥିତ ଗଡ଼ ସାହି ନିବାସୀ ଅଭିମନ୍ୟୁ ନାୟକ 55ବର୍ଷ, ପି -ସ୍ବର୍ଗତ -ଗୁଣ୍ଡିଚା ନାୟକ, ସବୁଦିନ ପରି  ଆଜି ମଧ୍ୟ ନିଜ ପରିବାର ପ୍ରତି ପୋଷଣ ପାଇଁ କୌଳିକ  ରୁପା ବ୍ୟବସାୟ ପାଇଁ ନିଜ ଟିଭିଏସ ମୋପେଡ ରେ ଯାଉଥିଲା ବେଳେ  ହତାପୁର ଦୋମୁହାଣୀ ଦେଈ ଖୋସାଳ ପଲି ରାସ୍ତାରେ ଯାଉଥିଲ ବେଳେ ଦୁଇଜଣ ଯୁବକ ଗୋଟିଏ ମଟର ସାଇକେଲ ରେ ତାଙ୍କୁ ପିଛା କରି ନିକଟ ତର ହୋଈ ଏକ ବାଉଁଶ ବାଡ଼ିରେ ଅଭିମନ୍ୟୁ ଙ୍କ ପଛପଟୁ ମରଣାନ୍ତକ  ଆକ୍ରମଣ କରିଥିଲେ  | ଯାହାଦ୍ୱାରା ମୁଣ୍ଡରେ ଆଘାତ ହୋଇ ସେ ଗାଡ଼ିରୁ ତଳେ ପଡିଯିବା ବେଳେ ତାଙ୍କ ପାଖରେ ଥିବା 7କେଜି ର ରୁପା ସାମଗ୍ରୀ ବେଗ ଧରି  ଅପରାଧୀ ମାନେ ସେହି ସ୍ଥାନ ଛାଡ଼ି ପଳାଇଥିଲେ ଅଭିମନ୍ୟୁ ତଳେ ପଡ଼ି ଚିତ୍କାର କଲା ପରେ ସ୍ଥାନୀୟ ବିଲ ମାଳରେ କାମ କରୁଥିବା  ଲୋକ ଆସି  ରକ୍ତ ଜୁଡୁବୁଡୁ ଅବସ୍ଥାରେ  ତାଙ୍କୁ  ଉଦ୍ଧାର କରି ପୁରୁଷୋତ୍ତମପୁର ମେଡିକାଲ  କୁ ନେଇ  ଚିକିତ୍ସା କରିବା ସହ ଥାନାରେ ଏଫଆର ଦେଇଥିଲେ | ପୋଲିସ ଆଇ ଆଇ ସି  କୁଲମଣୀ ସେଠୀ, ଓତାଙ୍କ ଷ୍ଟାଫ ଘଟଣା ସ୍ଥଳକୁ ଯାଇ  ତଦନ୍ତ କରି  ଫେରିଛନ୍ତି | ଏବଂ ଅତିଶୀଘ୍ର  ଅଭିଯୁକ୍ତ ମାନଙ୍କୁ ଗିରଫ କରାଯିବ ବୋଲି  କହିଛନ୍ତି | ଏହା ଆଗରୁ ମଧ୍ୟ ଏହି ପୁରୁଷୋତ୍ତମପୁର ରୁପା ବ୍ୟବସାୟୀ ଙ୍କ ଠାରୁ ଦୁବୃତ୍ତ ମାନେ  ଏପରି ଆକ୍ରମଣ କରି  କବିସୂର୍ଯ୍ୟ ନଗର ଥାନା ଅଞ୍ଚଳରୁ ଲୁଟି ନେଇଥିଲେ |  ତେବେ ଏସ ଡି ପିଓ ସୁଜିତ  ନାୟକ ଙ୍କ  ନେତୃତ୍ୱ ରେରୁପା ଚୋର ଧରା ପଡ଼ିଥିବା ବେଳେ  ମୁଖ୍ୟ ଅଭିଯୁକ୍ତଏବେବି ଫେରାର ଅଛି |  ବର୍ତ୍ତମାନ ର ଆଇ ଆଇସି କୁଲମଣୀ ସେଠୀ ଙ୍କ କହିବା କଥା ତୁରନ୍ତ ଅଭିଯୁକ୍ତ ମାନଙ୍କୁ ଗିରଫକରିଚୋରୀ ଜିନିଷ  କରାଯିବ |

News Comment

You Might Also Like

BACK TO TOP