Breaking News

ତାରାତାରିଣୀ ମହାବିଦ୍ୟାଳୟ ରେ ସଭାପତି ଭାବେ    (15-Oct-2026)       ||      ପୂଜାରୀ ଗୁଡାରେ ବ୍ଳକ ସ୍ତରୀୟ ଶିଶୁ ମହୋତ୍ସସୁରଭି -2026 ଅନୁଷ୍ଠିତ ||ବ    (15-Oct-2026)       ||      ସ୍ୱଚ୍ଛ ଓ ତ୍ରୁଟି ଶୂନ୍ୟ ଭୋଟର ତାଲିକା ପଞ୍ଚାୟତ ନିର୍ବାଚନ ପୂର୍ବରୁ ପ୍ରସ୍ତୁତି ପାଇଁ ତାଲିମ ଅନୁଷ୍ଠିତ |   (15-Oct-2026)       ||      ଶିଶୁ ମହୋତ୍ସବ ସୁରଭି କାର୍ଯ୍ୟକ୍ରମ ଚଢ଼େୟା ପଡା ଠାରେ ଅନୁଷ୍ଠିତ |   (15-Oct-2026)       ||      ବେଗୁନିଆପଡା ବିଜେପି ମଣ୍ଡଳ ତରଫରୁ ରକ୍ତଦାନ ଶିବିର ଅନୁଷ୍ଠିତ |   (15-Oct-2026)       ||      ପୋଲସରା ବିଜ୍ଞାନ ମହାବିଦ୍ୟାଳୟ ରେ ଛାତ୍ର ସଂସଦ ନିର୍ବାଚନ ଫଳ ଘୋଷିତ |   (15-Oct-2026)       ||      ମିଳିତ ଉଦ୍ୟଗୋ ରେ ଖଲ୍ଲିକୋଟ ରେଡକ୍ଟର ଅବଦୁଲ କଲାମ ଙ୍କ 95ତମ ଜୟନ୍ତୀ ପାଳିତ |   (15-Oct-2026)       ||      ବହୁଦିନର ଦାବିକୁ ସାକାର କଲେ ଖଲ୍ଲିକୋଟ ଏନଏସି ଅଧିକାରୀ ଜଗନ୍ନାଥ ମଦିର ରେ ଆଠଗୋଟି ଏଲଇଡ଼ି ଲାଇଟ ଲଗାଇ |    (15-Oct-2026)       ||      ବରଗଡ଼ ରେ ନୂତନ ଭୋଟର ପଞ୍ଜିକରଣ ପାଇଁ 4,014 ଆବେଦନ ଗ୍ରହଣ ||   (15-Oct-2026)       ||      ପଦ୍ମପୁର ପିଏମ ଶ୍ରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ କୁ ଉଚ୍ଚ ଶିକ୍ଷା ଅଧିକାରୀ ଙ୍କ ପରିଦର୍ଶନ ||   (15-Oct-2026)       ||      ପୋଲସରା ଏ 1 - ଗ୍ରେଡ଼ ଆଶାଇ ଛାତ୍ର, ଛାତ୍ରୀ ଙ୍କ ଦୁଇ ଦିବସିୟ ଦକ୍ଷତା ବୃଦ୍ଧି କର୍ମଶାଳା ଅନୁଷ୍ଠିତ |   (14-Oct-2026)       ||      ଗୁରୁଜଙ୍ଗ ଏମ ପି ଏଲ -1-କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ "ସୁରଭି `ଅନୁଷ୍ଠିତ ||   (14-Oct-2026)       ||      ଚୋରା ଚାଲାଣ ବେଳେ ବାଲି, ମୋରମ ବୋଝେଇ 7ଗୋଟି ଗାଡି ଜବତ ଓ ଡ୍ରାଇଭର ଗିରଫ ||   (14-Oct-2026)       ||      ବିଦ୍ୟୁତ ଆଘାତରେ ଚାଷୀର ମୃତ୍ୟୁ |    (14-Oct-2026)       ||      କବିସୂର୍ଯ୍ୟ ନଗରନିର୍ବାଚନ ମଣ୍ଡଳି ବିଜୁ ଜନତା ଦଳ ସକ୍ରିୟ |    (13-Oct-2026)       ||      ଦାରିଙ୍ଗବାଡି ରେ ଚୋରି ଓ ଅପରାଧୀର ଗୁମର ଖୋଲିବ ସିସି ଟିଭି |   (13-Oct-2026)       ||      ବର୍ତ୍ତିନି ଆଞ୍ଚଳିକ ସ୍ତରୀୟ ଶିଶୁ ମହୋତ୍ସବ ସୁରଭି --2026 ଅନୁଷ୍ଠିତ |   (13-Oct-2026)       ||      ଗଜଲକ୍ଷ୍ମୀ ପୂଜା ପାଇଁ ଶିକର ପାଇ ରେ ଶୁଭ ଖୁଣ୍ଟି ସ୍ଥାପନ |    (13-Oct-2026)       ||      ସାମ୍ବାଦିକ ମାନଙ୍କୁ ଧମକ ଦେବ ଅଭିଯୋଗ ରେ ଏସପି ଙ୍କୁ ସ୍ମାରକ ପତ୍ର ଦେଲେ ସାମ୍ବାଦିକ ମାନେ |    (13-Oct-2026)       ||      ତାଳ ପଡା ନୋଡାଲ ଉଚ୍ଚ ବିଦ୍ୟାଳୟ ଠାରେ କ୍ଲଷ୍ଟର ସ୍ତରୀୟ ସୁରଭି -2026ଅନୁଷ୍ଠିତ |   (13-Oct-2026)       ||     

ରାଜଧାନୀ ଭୁବନେଶ୍ୱର ରେ ଜଣେ ଇଞ୍ଜିନିୟରିଙ୍ଗ ଛାତ୍ରୀ ଙ୍କୁ ଅପହରଣ ପରେ ଦୁଷ୍କର୍ମ ଅଭିଯୋଗ ||

21-Oct-2025

ଭୁବନେଶ୍ୱର ରେ ଇଞ୍ଜିନିୟରିଂ ଛାତ୍ରୀଙ୍କୁ ଅପହରଣ ପରେ ଦୁଷ୍କର୍ମ ଅଭିଯୋଗ,

      ଓଡିଶା ଜନ ମତ ବ୍ୟୁରୋ,

ବିଶେଷ କରି ବଡ଼, ବଡ଼ ସହର ଗୁଡିକ ରେ ଛାତ୍ରୀ ଓ ମହିଳା ମାନଙ୍କୁ ଦୁଷ୍କର୍ମ କରିବା ଏକ ନିତିଦିନିଆ ଘଟଣା ରେ ପରିଣତ ହୋଇ ଯାଇଛି | ସେମଧ୍ୟରୁ ଭାରତ ସବୁଠାରୁ ତୃତୀୟ ସ୍ଥାନରେ ରହିଛି |ପୋଷ୍କ ଆଇନ ଅନୁସାରେ ଭାରତ ରେ ଶିଶୁ ନିର୍ଯ୍ୟାତନା ବଢ଼ି ଥିଲା ବେଳେ ଓଡିଶା ସେଥିରୁ ବାଦ ପଡିନି |  ରାଜଧାନୀରେ  ଜଣେ ଇଞ୍ଜିନିଏର ଛାତ୍ରୀଙ୍କୁ ପୁଣି ଏକ ଦୁଷ୍କର୍ମ ଅଭି ଯୋଗ କରିଥିବା ଅଭି ଯୋଗ ହୋଇଛି । ଭରତପୁର ଥାନାରେ ଅଭିଯୋଗ ପରେ ପୁଲିସ ମୁଖ୍ୟ ଅଭି ଯୁକ୍ତ ସମେତ ୨ ଜଣଙ୍କୁ ଗିରଫ କରିଛି । ଗିରଫଦୁଇ ଅଭିଯୁକ୍ତ ଭରତପୁରର ଅରୁଣ ନାୟକ  ଓ ବିଶ୍ବଜିତ୍ ନାୟକ ବୋଲି ଜଣାପଡିଛି । ଖବର ଅନୁଯାୟୀ, ଭରତପୁର ଥାନା  ଅଞ୍ଚଳରେ  ରହି ଛାତ୍ରୀ ଜଣକ ଇଞ୍ଜିନିୟରିଙ୍ଗ ପଢୁଥୂଲେ |  ମୁଖ୍ୟ ଅଭିଯୁକ୍ତ ଅରୁଣ ଛାତ୍ରୀଙ୍କୁ ଏକତରଫା ପ୍ରେମ  କରୁଥିଲେ  । ଅନେକ ସମୟରେ ତାଙ୍କୁ  ବାଟ ଘାଟରେ ଅଟକାଇ ପ୍ରେମ      ନିବେଦନକରୁଥିଲେ |  ହେଲେ ଛାତ୍ରୀ ଜଣଙ୍କ ଯୁବକଙ୍କ ଏହି  କାର୍ଯ୍ୟକୁ ପ୍ରତ୍ୟାଖାନ କରି ଆସୁ ଥିଲେ । ଶେଷରେ ଅରୁଣ ପ୍ରତିଶୋଧ ପରାୟଣ ହୋଇ   ଏଭଳି କାଣ୍ଡ କରି ଛନ୍ତି । ଛାତ୍ରୀ ଜଣକ କଲେଜ ଯିବା ସମୟରେ ସାଥୀ ବିଶ୍ଵଜିତ ସହାୟତାରେ ଏକ ଅଟୋରେ ଅପହରଣ କରି ନେଇଥିଲେ । ଅଧାବାଟରେ ଅରୁଣ ବିଶ୍ଵଜିତ  ଙ୍କୁ ଅଟରୁ ଓହ୍ଲାଇ ଦେଇ ଛାତ୍ରୀଙ୍କୁ ଏକ ନିଛାଟିଆ ସ୍ଥାନକୁ ନେଇ ତାଙ୍କୁ  ଜବରଦସ୍ତ ଦୁଷ୍କର୍ମ କରିଥିଲେ । ତେବେ ପୀଡିତା କୌଶଳକ୍ରମେ ଖସି ଆସି ଭରତପୁର ଥାନାରେ ଅଭିଯୋଗ କରି ଥିଲେ । ଥାନାରେ ଅଭିଯୋଗ ପରେ ପୁଲିସ ଅରୁଣ ଓ ବିଶ୍ବଜିତ୍‌ଙ୍କୁ ଗିରଫ କରିଛି । ଓ ତାଙ୍କ ନାମରେ କେଶ ରୁଜୁକରି କୋର୍ଟ ଚାଲାଣ କରିଛି |

News Comment

You Might Also Like

BACK TO TOP