Breaking News

ତାରାତାରିଣୀ ମହାବିଦ୍ୟାଳୟ ରେ ସଭାପତି ଭାବେ    (15-Oct-2026)       ||      ପୂଜାରୀ ଗୁଡାରେ ବ୍ଳକ ସ୍ତରୀୟ ଶିଶୁ ମହୋତ୍ସସୁରଭି -2026 ଅନୁଷ୍ଠିତ ||ବ    (15-Oct-2026)       ||      ସ୍ୱଚ୍ଛ ଓ ତ୍ରୁଟି ଶୂନ୍ୟ ଭୋଟର ତାଲିକା ପଞ୍ଚାୟତ ନିର୍ବାଚନ ପୂର୍ବରୁ ପ୍ରସ୍ତୁତି ପାଇଁ ତାଲିମ ଅନୁଷ୍ଠିତ |   (15-Oct-2026)       ||      ଶିଶୁ ମହୋତ୍ସବ ସୁରଭି କାର୍ଯ୍ୟକ୍ରମ ଚଢ଼େୟା ପଡା ଠାରେ ଅନୁଷ୍ଠିତ |   (15-Oct-2026)       ||      ବେଗୁନିଆପଡା ବିଜେପି ମଣ୍ଡଳ ତରଫରୁ ରକ୍ତଦାନ ଶିବିର ଅନୁଷ୍ଠିତ |   (15-Oct-2026)       ||      ପୋଲସରା ବିଜ୍ଞାନ ମହାବିଦ୍ୟାଳୟ ରେ ଛାତ୍ର ସଂସଦ ନିର୍ବାଚନ ଫଳ ଘୋଷିତ |   (15-Oct-2026)       ||      ମିଳିତ ଉଦ୍ୟଗୋ ରେ ଖଲ୍ଲିକୋଟ ରେଡକ୍ଟର ଅବଦୁଲ କଲାମ ଙ୍କ 95ତମ ଜୟନ୍ତୀ ପାଳିତ |   (15-Oct-2026)       ||      ବହୁଦିନର ଦାବିକୁ ସାକାର କଲେ ଖଲ୍ଲିକୋଟ ଏନଏସି ଅଧିକାରୀ ଜଗନ୍ନାଥ ମଦିର ରେ ଆଠଗୋଟି ଏଲଇଡ଼ି ଲାଇଟ ଲଗାଇ |    (15-Oct-2026)       ||      ବରଗଡ଼ ରେ ନୂତନ ଭୋଟର ପଞ୍ଜିକରଣ ପାଇଁ 4,014 ଆବେଦନ ଗ୍ରହଣ ||   (15-Oct-2026)       ||      ପଦ୍ମପୁର ପିଏମ ଶ୍ରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ କୁ ଉଚ୍ଚ ଶିକ୍ଷା ଅଧିକାରୀ ଙ୍କ ପରିଦର୍ଶନ ||   (15-Oct-2026)       ||      ପୋଲସରା ଏ 1 - ଗ୍ରେଡ଼ ଆଶାଇ ଛାତ୍ର, ଛାତ୍ରୀ ଙ୍କ ଦୁଇ ଦିବସିୟ ଦକ୍ଷତା ବୃଦ୍ଧି କର୍ମଶାଳା ଅନୁଷ୍ଠିତ |   (14-Oct-2026)       ||      ଗୁରୁଜଙ୍ଗ ଏମ ପି ଏଲ -1-କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ "ସୁରଭି `ଅନୁଷ୍ଠିତ ||   (14-Oct-2026)       ||      ଚୋରା ଚାଲାଣ ବେଳେ ବାଲି, ମୋରମ ବୋଝେଇ 7ଗୋଟି ଗାଡି ଜବତ ଓ ଡ୍ରାଇଭର ଗିରଫ ||   (14-Oct-2026)       ||      ବିଦ୍ୟୁତ ଆଘାତରେ ଚାଷୀର ମୃତ୍ୟୁ |    (14-Oct-2026)       ||      କବିସୂର୍ଯ୍ୟ ନଗରନିର୍ବାଚନ ମଣ୍ଡଳି ବିଜୁ ଜନତା ଦଳ ସକ୍ରିୟ |    (13-Oct-2026)       ||      ଦାରିଙ୍ଗବାଡି ରେ ଚୋରି ଓ ଅପରାଧୀର ଗୁମର ଖୋଲିବ ସିସି ଟିଭି |   (13-Oct-2026)       ||      ବର୍ତ୍ତିନି ଆଞ୍ଚଳିକ ସ୍ତରୀୟ ଶିଶୁ ମହୋତ୍ସବ ସୁରଭି --2026 ଅନୁଷ୍ଠିତ |   (13-Oct-2026)       ||      ଗଜଲକ୍ଷ୍ମୀ ପୂଜା ପାଇଁ ଶିକର ପାଇ ରେ ଶୁଭ ଖୁଣ୍ଟି ସ୍ଥାପନ |    (13-Oct-2026)       ||      ସାମ୍ବାଦିକ ମାନଙ୍କୁ ଧମକ ଦେବ ଅଭିଯୋଗ ରେ ଏସପି ଙ୍କୁ ସ୍ମାରକ ପତ୍ର ଦେଲେ ସାମ୍ବାଦିକ ମାନେ |    (13-Oct-2026)       ||      ତାଳ ପଡା ନୋଡାଲ ଉଚ୍ଚ ବିଦ୍ୟାଳୟ ଠାରେ କ୍ଲଷ୍ଟର ସ୍ତରୀୟ ସୁରଭି -2026ଅନୁଷ୍ଠିତ |   (13-Oct-2026)       ||     

କୋଟିଆ ରେ ଭତ୍ତା ଓଘର ପଟା ବାଣ୍ଟିଲେ ଦକ୍ଷିଣାଞ୍ଚଳ ଆରଡିସି |

20-Oct-2025

କ୍ଷିଣାଞ୍ଚଳ ରାଜସ୍ବ କମିଶନର ଙ୍କ ଦ୍ୱାରା କୋଟିଆ ରେ, ଭତା, ଜମିପଟ୍ଟା ବଣ୍ଟନ,

        ଓଡିଶା ଜନ ମତ ବ୍ୟୁରୋ,

କୋଟିଆରେ ଆନ୍ଦ୍ର, ଓ ଓଡିଶା ମଧ୍ୟରେ ସବୁବେଳେ  ଅନ୍ତ୍ରଦ୍ୱନ୍ଦ,ବାଦବିବାଦ,ସାମଗ୍ରୀ ବଣ୍ଟନପ୍ରତିଯୋଗୀ ତାକୁ ନେଇ ସବୁବେଳେ ଦୁଇ ରାଜ୍ୟ ର ପ୍ରଶାସନିକ, ରାଜ ନୈତିକ ବ୍ୟକ୍ତି ବିଶେଷ ଙ୍କ ମଧ୍ୟରେ ଆରୋପ, ପ୍ରତ୍ୟାରୋପ ଭିତରେ ସୀମା ବିବାଦ ଲାଗି ରହିଥ‌ିଲା ବେଳେ ସରକାରୀ ଯୋଜନାକୁ ନେଇ ପ୍ରତି
ଯୋଗିତା ଦେଖିବାକୁ ମିଳିଛି । ଆନ୍ଧ୍ର ଯୋଜନାକୁ ମାତ୍ ଦେବାକୁ ଓଡ଼ିଶା ପୂରା ଜୋର ଲଗାଇ ଦେଇଛି। ଓଡ଼ିଶା ସରକାରଙ୍କ ଯୋଜନାରୁ ଯେମିତି କୋଟିଆ ପଞ୍ଚାୟତର ଜଣେ ବି ହିତାଧୁକାରୀ ବାଦ୍ ପଡ଼ିବେ ନାହିଁ ସେଥୁପ୍ରତି ପ୍ରଶାସନ ଗୁରୁତ୍ବ ଦେଇଛି। କୋରାପୁଟ ଜିଲ୍ଲା ଗସ୍ତରେ ଥିବା ଦକ୍ଷିଣାଞ୍ଚଳ ରାଜସ୍ୱ କମିସନର ସଂଗ୍ରାମ କେଶର` ମହାପାତ୍ର ଆଜି କୋଟିଆରେ ପହଞ୍ଚି ଓଡ଼ିଶା ସରକାରଙ୍କ ଯୋଜନା ବିତରଣ କରିଛନ୍ତି । କୋଟିଆ ପଞ୍ଚାୟତର ବିକାଶ ନିମନ୍ତେ ଜିଲ୍ଲା ପ୍ରଶାସନକୁ ପରାମର୍ଶ ମଧ୍ଯ ଦେଇଛନ୍ତି। ପୂର୍ବରୁ କୋଟିଆ ପଞ୍ଚାୟତରେ ସର୍ଭେ କରି କିଛି ଦିନ ତଳେ ୫୦ ଜଣ ହିତାକରୀଙ୍କୁ ଡିଜିଟାଲ୍‌ରାସନ୍ କାର୍ଡ ବିତରଣକରିଥିଲେ | ଆନ୍ଧ୍ର ଏହି କାର୍ଡରେ ହିତାଧୁକାରୀଙ୍କୁ ମାସିକ ୩୫ କିଲୋ ଚାଉଳ, ତେଲ, ସାବୁନ, ଡାଲି ଏବଂ ପ୍ରସୂତିଙ୍କୁ କ୍ଷୀର ବଣ୍ଟନକରୁଛି। ଏହା ଉପରେ ଗଣମାଧ୍ୟମରେ ଖବର ପ୍ରକାଶନ ପରେ ଓଡ଼ିଶା ପ୍ରଶାସନ ପକ୍ଷରୁ ତନାଘନା ଆରମ୍ଭ ହୋଇଥିଲା।ଆନ୍ଧ୍ରର ଯୋଜନା କାର୍ଯ୍ୟକାରୀକୁ ନେଇ ବିଭିନ୍ନ ସଫେଇ ଦିଆଗଲା, କିନ୍ତୁ ଅନ୍ଧ୍ରର ଅନୁପ୍ରବେଶ ବନ୍ଦ ହୋଇନଥିବା ପରୋକ୍ଷରେ ସ୍ୱୀକାର କରିଥୁଲା ପ୍ରଶାସନ। ଅନ୍ୟପକ୍ଷରେ ଦୁଇ ରାଜ୍ୟର ଯୋଜନାରେ ବଡ଼ ଫରକ ରହିଛି।ଓଡ଼ିଶାଠାରୁ ଆନ୍ଧ୍ର ଯୋଜନାରେ  କୋଟିଆ ବାସୀଙ୍କୁ ଅଧ‌ିକ ମିଳୁଛି । ଯାହାକୁ ଖୋଲାଖୋଲି କହୁଛନ୍ତି କୋଟିଆରେ ରହୁଥ‌ିବା ହିତାଧୁକାରୀ। ତେବେ ଆନ୍ଧ୍ରଯେଜନାକୁ କଡ଼ା ଟକ୍ଟର ଦେବାକୁ ଓଡ଼ିଶା ଏବେ ଅଣ୍ଟା ଭିଡ଼ିଛି ।ଆଜିଦକ୍ଷିଣାଞ୍ଚଳ ରାଜସ୍ୱ କମିସନର ସଂଗ୍ରାମ କେଶରୀ ମହାପାତ୍ର କୋଟିଆ ଗ୍ରାମପୁଞ୍ଜ ପରିଦର୍ଶନ କରିଛନ୍ତି। କୋଟିଆ ପଞ୍ଚାୟତ ମହକୁମା ସହ ଗଞ୍ଜେଇପଦର ଗାଁରେ ସେ ସମୟ ବିତାଇ ଥିଲେ। ଏହି ଅବସରରେ ଗଞ୍ଜେଇପଦର ଗାଁର ହିତାଧିକାରୀଙ୍କୁ ଜକ୍‌କାର୍ଡ ସହ ନୂଆ ହିତାଧୁକରୀଙ୍କୁ ଭତ୍ତା, ରାସନ କାର୍ଡ, ସୁୟଂସହାୟକ ଗୋଷ୍ଠୀଙ୍କୁ ଋଣ ଏବଂ ଜଙ୍ଗଲ ଜମି ପଟ୍ଟା ବିତରଣ କରିଥିଲେ । ପରେ କୋଟିଅରେ ନିର୍ମାଣ ହୋଇଥିବା ସରକାରୀ
ଡାକବଙ୍ଗଳାରେ ଜିଲ୍ଲା ପ୍ରଶାସନ ସହ ରୁଦ୍ଧଦ୍ୱାର ବୈଠକ କରିଥିଲେ । ତେବେ କ`ଣ ଆଲୋଚନା ହୋଇଛି ତାହା ସ୍ପଷ୍ଟ ହୋଇପାରିନି। ଯାହା ଜଣାପଡ଼ିଛି, ଆନ୍ଧ୍ରକୁ ରୋଳିବା ସହ କୋଟିଆ ବାସୀଙ୍କୁ ଯୋଜନାର ଲାଭ ପହଞ୍ଚାଇବା ପାଇଁ ଆରନିସି ପରାମର୍ଶ ଦେଇଛନ୍ତି । ବେଓମାଳିରେ ବନ ବିଭାଗ ଦ୍ୱାରା ନିର୍ମାଣ ହୋଇଥିବା କଟେଜ୍‌ରେ କିଛି ସମୟ ବିତାଇ ଚାରାରୋପଣ କରିଥିଲେ। ଆର୍ଡିସିଙ୍କ ଗସ୍ତ ସମୟରେ କୋରାପୁଟ ଜିଲ୍ଲାପାଳ ମନୋଜ ସତ୍ୟବାନ ମହାଜନ, କୋଟିଆ ସରପଞ୍ଚ ଲିୟୁ ଗେମେଲ୍, ବିଡିଓ ରାମକୃଷ୍ଣ ନାଯକ, ତହସିଲଦାର ଦେବେନ୍ଦ୍ର ବାହାଦୁର ସିଂ ଧାରୁଆ,ଏ ଇଇ ବିଶ୍ଵ ନାଥ ମାଦେଲି, ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅଧିକାରୀ ଡାକ୍ତର ଭାଗବତ ମୁର୍ମୁଙ୍କ ସହ ଅନ୍ୟ ଅଧିକାରୀ ଉପସ୍ଥିତ ଥିଲେ ।

News Comment

You Might Also Like

BACK TO TOP