Breaking News

ପଦ୍ମପୁର ପିଏମ ଶ୍ରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ କୁ ଉଚ୍ଚ ଶିକ୍ଷା ଅଧିକାରୀ ଙ୍କ ପରିଦର୍ଶନ ||   (15-Oct-2026)       ||      ପୋଲସରା ଏ 1 - ଗ୍ରେଡ଼ ଆଶାଇ ଛାତ୍ର, ଛାତ୍ରୀ ଙ୍କ ଦୁଇ ଦିବସିୟ ଦକ୍ଷତା ବୃଦ୍ଧି କର୍ମଶାଳା ଅନୁଷ୍ଠିତ |   (14-Oct-2026)       ||      ଗୁରୁଜଙ୍ଗ ଏମ ପି ଏଲ -1-କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ "ସୁରଭି `ଅନୁଷ୍ଠିତ ||   (14-Oct-2026)       ||      ଚୋରା ଚାଲାଣ ବେଳେ ବାଲି, ମୋରମ ବୋଝେଇ 7ଗୋଟି ଗାଡି ଜବତ ଓ ଡ୍ରାଇଭର ଗିରଫ ||   (14-Oct-2026)       ||      ବିଦ୍ୟୁତ ଆଘାତରେ ଚାଷୀର ମୃତ୍ୟୁ |    (14-Oct-2026)       ||      କବିସୂର୍ଯ୍ୟ ନଗରନିର୍ବାଚନ ମଣ୍ଡଳି ବିଜୁ ଜନତା ଦଳ ସକ୍ରିୟ |    (13-Oct-2026)       ||      ଦାରିଙ୍ଗବାଡି ରେ ଚୋରି ଓ ଅପରାଧୀର ଗୁମର ଖୋଲିବ ସିସି ଟିଭି |   (13-Oct-2026)       ||      ବର୍ତ୍ତିନି ଆଞ୍ଚଳିକ ସ୍ତରୀୟ ଶିଶୁ ମହୋତ୍ସବ ସୁରଭି --2026 ଅନୁଷ୍ଠିତ |   (13-Oct-2026)       ||      ଗଜଲକ୍ଷ୍ମୀ ପୂଜା ପାଇଁ ଶିକର ପାଇ ରେ ଶୁଭ ଖୁଣ୍ଟି ସ୍ଥାପନ |    (13-Oct-2026)       ||      ସାମ୍ବାଦିକ ମାନଙ୍କୁ ଧମକ ଦେବ ଅଭିଯୋଗ ରେ ଏସପି ଙ୍କୁ ସ୍ମାରକ ପତ୍ର ଦେଲେ ସାମ୍ବାଦିକ ମାନେ |    (13-Oct-2026)       ||      ତାଳ ପଡା ନୋଡାଲ ଉଚ୍ଚ ବିଦ୍ୟାଳୟ ଠାରେ କ୍ଲଷ୍ଟର ସ୍ତରୀୟ ସୁରଭି -2026ଅନୁଷ୍ଠିତ |   (13-Oct-2026)       ||      ମିଷ୍ଟ ଭାସି ପରୋପକାରୀ ମଦନ ମୋହନ ଜେନାଙ୍କ ପରଲୋକ ||   (13-Oct-2026)       ||      ପାସପୋର୍ଟ କରିବାରେ ଅପରାଧୀ ସକ୍ରିୟ ଉଚ୍ଚ ସ୍ତରୀୟ ତଦନ୍ତ ଦାବି |   (13-Oct-2026)       ||      ଗଞ୍ଜେଇ ଜବତ ସହ ତିନି ଜଣଙ୍କୁ କୋର୍ଟ ଚାଲାଣ କଲା ହିଞ୍ଜିଳି ପୋଲିସ |    (12-Oct-2026)       ||      ବସ କଣ୍ଡକ୍ଟର କୁ ମରଣା ନ୍ତକ ଆକ୍ରମଣ, ଗୁରୁତର ଅବସ୍ଥାରେମେଡିକାଲ ରେ ଭର୍ତ୍ତି |   (12-Oct-2026)       ||      ନାଇଟ ଶୋର ଦାଣ୍ଡିଆ ନୃତ୍ୟ ରେ ନାଚିଲେ ଦର୍ଶକ |   (12-Oct-2026)       ||      ଫୋଟ ଗ୍ରାଫର ଅଶୋକ ରଥ ନେସନ ବିଲଡର ଆୱାର୍ଡ ରେ ସାମ୍ନାନୀତ |   (12-Oct-2026)       ||      ଦିଗାପଡା --ଢାମଣାଖୋଲ ରାସ୍ତା ଭିତ୍ତି ପ୍ରସ୍ତର ସ୍ଥାପନ କଲେ ବିଧାୟକ |   (12-Oct-2026)       ||      କେବେ ସୁଧୁରିବ ଡେ଼ମା ଗୁଡ଼ି ରାସ୍ତା, ଏବେବି ଭାରରେ ବୁହା ହେଉଛନ୍ତି ରୋଗୀ |    (12-Oct-2026)       ||      10ଦଫା ଦାବି ନେଇ ଗର୍ଜିଲେ ଅଙ୍ଗନୱାଡି କର୍ମୀ ଓ ସହାୟିକା |    (12-Oct-2026)       ||     

ମହିଳା ଏସ ଆଉ ଙ୍କୁ ନିର୍ଯ୍ୟାତନା ଦେବା ଅଭିଯୋଗ ରେ ପୋଲିସ ଆଇ ଆଇ ସି ଗିରଫ |

23-Oct-2025

ପୁଣି ଖାକିରେ ଲାଗିଲା କଳଙ୍କ, 
(ମହିଳା ଏସ ଆଇ ଙ୍କୁ ଦୁଷ୍କର୍ମ ଅଭିଯୋଗରେ ଆଇଆଇସି ଗିରଫ,

         ଓଡିଶା ଜନ ମତ ବ୍ୟୁରୋ,

ଭୁବନେଶ୍ୱର ଭଳି ଓଡ଼ିଶାର ରାଜଧାନୀ ରେ ଏକ ନିନ୍ଦନିୟ, ଓ ମହାଲଜ୍ୟା ଭଳି ଘଟଣା ଘଟିଛି ||  ଯେଉଁଠି ରକ୍ଷକ ଭକ୍ଷକ ସାଜେ ସେଠାରେ ସାଧାରଣ ଜନତା ଙ୍କ ଅବସ୍ଥା କଣ ହେଉଥିବ |  ସମାଜରେ ଶାନ୍ତି-ଶୃଙ୍ଖଳା  ସ୍ଥାପନ ପାଇଁ ଦାୟିତ୍ୱ ନେଇଥିବା । ପୁଲିସ କର୍ମ ଚାରୀମାନେ ମଧ୍ୟ ବିଶୃଙ୍ଖଳିତ ଆଚରଣ କରୁଥିବା ର ଦେଖାଯାଉଛି  |  ସରକାର ପୁଲିସ କର୍ମଚାରୀ ଙ୍କୁ ବିଶୃଙ୍ଖଳିତ ବ୍ୟକ୍ତି ଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ନିଯୁକ୍ତି ଦେଇଥିବା ବେଳେ ପୁଲିସ ନିଜେ  ଏହିଭଳି ଗତିବିଧୂରେ ସଂପୃକ୍ତ  ରହୁଥ‌ିବା ଅଭିଯୋଗ ହେଉଛି ଏହିଭଳି ଏକ ଘୃଣ୍ୟ କାର୍ଯ୍ୟକରି ଖାକି ରେ ଦାଗ ଲଗାଇ ଥିବା ଜଣେ ପୋଲିସ ବିଭାଗର ଆଇ ଆଇସି ଙ୍କ ବିରୁଦ୍ଧରେ ଶାରୀରିକ ଏବଂ ମାନସିକ ନିର୍ଯ୍ୟାତନା ନେଇ ମହିଳା  ଏସ୍  ଆଇଙ୍କ ଅଭିଯୋଗରେ ଭୁବନେଶ୍ଵର ମହିଳା  ଥାନା ପୁଲିସ ଆଇଆଇସିଙ୍କୁ ଗିରଫ କରିଛି  । ଅଭିଯୁକ୍ତ ଆଇଆଇସି ହେଲେ ଜଶୋବନ୍ତ ଆଚାର୍ଯ୍ୟ ।  ମହିଳା ସବ୍ ଇନ୍ସପେକ୍ଟରଙ୍କ ଅଭିଯୋଗ ଅନୁସାରେ  ବିବାହର ପ୍ରତିଶ୍ରୁତି ଦେଇ ଥାନା ଅଧୀକାରୀ ଦୀର୍ଘଦିନ ଧରି ଏସ ଆଇ ଙ୍କ ସହ ଶାରୀରିକ ସଂପର୍କ ରଖୁଥିଲେ । ଏପରି କି ଗର୍ଭବତୀ କରାଇ ଥିଲେ ଏବଂ ପରେ  ଗର୍ଭ ନଷ୍ଟ କରିଥିଲେ । ୨୦୧୭ବ୍ୟାଚର ଏହି ଅଧିକାରୀ ପଦୋନ୍ନତି ପାଇ ଏବେ କଳାହାଣ୍ଡିକୁ ଯାଇଥିଲେ | 
ମହିଳା ଏସ୍ ଆଇଙ୍କ ସହିତ ଆଇ ଆଇସିଙ୍କ ୮ ବର୍ଷର ସଂପର୍କ ଥିବାର ମହିଳା ଏସ୍‌ଆଇ କହିଛନ୍ତି, ଦୀର୍ଘ ୮ ବର୍ଷ ହେବ ସେ ଆଇଆଇସି ଯଶୋବନ୍ତ ଆଚାର୍ଯ୍ୟଙ୍କ ସମ୍ପର୍କରେ ଥିଲେ ।  ମହିଳାଙ୍କ ଘରକୁ ଆସି ବିବାହ ପାଇଁ ପ୍ରସ୍ତାବ ମଧ୍ୟ ଦେଇଥିଲେଓ ଯେଉଁଯେଉଁ  ସ୍ଥାନରେ ତାଙ୍କର ପୋଷ୍ଟିଙ୍ଗ ହେଉଥୁଲା, ସେହିସେହି ଜିଲ୍ଲାକୁ ଯାଇ ଆଇଆଇସି ତାଙ୍କ ସହ ଶାରୀରିକ ସମ୍ପର୍କ ରଖୁଥିଲେ । ୨୦୧୮ରେ କେନ୍ଦ୍ରାପଡା ଟାଉନ ଥାନାରେ ପୋଷ୍ଟିଙ୍ଗ ବେଳେ ପ୍ରଥମେ ଶାରୀରିକ ସମ୍ପର୍କ ରଖୁଥିଲେଓ ୨୦୧୯ରେ ଗଞ୍ଜାମ ଜିଲ୍ଲାରେ ପୋଷ୍ଟିଙ୍ଗ ହୋଇଥିଲା । ପ୍ରାୟ ୭ ବର୍ଷ ଧରି ଚାକିରି ଭିତରେ ଏକାଠି ସ୍ଵାମୀ-ସ୍ତ୍ରୀ ଭଳି ରହୁଥୁଲୁଓପାରଳାଖେମୁଣ୍ଡିରେ ୩ ଏସ୍  ଏସ୍  ବାଟାଲିଅନ ଆର୍ମସରେ ଏସ୍‌ଆଇ ଭାବରେ କାର୍ଯ୍ୟ କରୁଥିଲେଓ ଏପରିକି ଭୁବନେଶ୍ୱରରେ ପୋଷ୍ଟିଙ୍ଗ ପାଇବା ପରେ ବି ସମ୍ପର୍କରେ ଥିଲେଓ ଗର୍ଭବତୀ ଥିବା ବେଳେ ଗର୍ଭନଷ୍ଟ କରଥିଲେ । ମହିଳା ଏସ୍ ଆଇ କହିଛନ୍ତି, ଅଭିଯୁକ୍ତ ଆଇଆଇସି ପୂର୍ବରୁ ବିବାହିତ ଏବଂ ତାଙ୍କର ୭ ମାସର ସନ୍ତାନ ଥିବା ପରେ ଜାଣିବାକୁ ପାଇଲି । ଏନେଇ ତାଙ୍କୁ କହିବା ପରେ ସେ ଧୀରେଧୀରେ ଦୁରେଇ ରହିଲେ । ମିଛପ୍ରତିଶ୍ରୁତିଏବଂଶାରୀରିକ ନିର୍ଯାତନାର ଶିକାର ହେଲା ପରେ ମହିଳା ଥାନାରେ ଅଭିଯୋଗ କରି ଥିବାର ମହିଳା ଏସ ଆଇ କହି ଛନ୍ତି | ତେବେ ଏହି ଭଳି ମିଛ ପ୍ରତିଶୃତି ଦେଇ ଯିଏ ନିଜେ ପୂର୍ବରୁ ବିବାହିତ ରହି ନିଜ ବିଭାଗର ମହିଳା ଏସ ଆଇ ଙ୍କୁ ଏପରି କରିଛନ୍ତି, ତେବେ ସାଧାରଣ ଜଣେ ମହିଳା ଙ୍କୁ ଏହି ଆଇ ଆଇ ସି  କଣ କରିନଥାନ୍ତେ  ତାହାହିଁ ସବୁଠି ପ୍ରଶ୍ନ ବାଚୀ ସୃଷ୍ଟି କରିଛି | ତେବେ ମାନ୍ୟବର ପୋଲିସ ବିଭାଗର ବରିଷ୍ଟ ପଦାଧିକାରୀ ଓ ମାନ୍ୟବର କୋର୍ଟ ଏହିଭକି ଅଭିଯୁକ୍ତ ଙ୍କୁ ଦୃଷ୍ଟାନ୍ତ ମୂଳକ ଦଣ୍ଡ ବିଧାନ ପ୍ରଦାନ କଲେ  ତାକୁ ଦେଖି ପୋଲିସ ବିଭାଗର କୌଣସି ଅଧିକାରୀ କିମ୍ବା କର୍ମଚାରୀ ଏଭଳି ହୀନ କାର୍ଯ୍ୟ କରିବାକୁ ଟିକେ ଚିନ୍ତା କରିବେ |

News Comment

You Might Also Like

BACK TO TOP