Breaking News

କୋଦଳା ମହାବିଦ୍ୟାଳୟ ରେ ମାତୃ ଭାଷା ର ଐତିହ୍ୟ ସମ୍ପର୍କ ରେ ପାଠ ଚକ୍ର |    (12-Apr-2026)       ||      ବିଦ୍ୟୁତ ଆଘାତ ରେ ବିଦ୍ୟୁତ କର୍ମଚାରୀ ଙ୍କ ମୃତ୍ୟୁ |    (12-Apr-2026)       ||      ବେଲଘର ବନାଞ୍ଚଳ ରେ ପୁଣି ହାତି ଆତଙ୍କ ||   (12-Apr-2026)       ||      ଆଁଳାଇ ପୀଠ ରେ 24ତମ ମହାବୀର ଜୟନ୍ତୀ ବାର୍ଷିକ ବିଶ୍ଵଶାନ୍ତି ମହାଯଂଜ୍ଞ ଶୋଭାଯାତ୍ରା ରେ 100ରୁ ଉର୍ଦ୍ଧ ମାନସିକ ବ୍ରତ ଧାରୀ ସାମଲ ||   (12-Apr-2026)       ||      ଆଁଳାଇ ପୀଠ ରେ 24ତମ ମହାବୀର ଜୟନ୍ତୀ ବାର୍ଷିକ ବିଶ୍ଵଶାନ୍ତି ମହାଯଂଜ୍ଞ ଶୋଭାଯାତ୍ରା ରେ 100ରୁ ଉର୍ଦ୍ଧ ମାନସିକ ବ୍ରତ ଧାରୀ ସାମଲ ||   (12-Apr-2026)       ||      କ ନୂଆଙ୍ଗା ବ୍ଳକ ଶିକ୍ଷା ବିଭାଗ ଅଫିସିରେ 5ମାସ ହେଲା ବିଇଓ ପଦବୀ ଖାଲି ||   (12-Apr-2026)       ||      ଗୋଳନ୍ଥରା ଥାନା ପଞ୍ଚାମା ଅଞ୍ଚଳ ରେ ପାନ ବ୍ୟବସାୟୀ ଙ୍କୁ ନିର୍ମମ ହତ୍ୟା |   (12-Apr-2026)       ||      ଖଲ୍ଲିକୋଟ ନଗର କଂଗ୍ରେସ ସଭାପତି ହେଲେ ମନ ମଦନ ସାହୁ |   (11-Apr-2026)       ||      ବାଲିଗୁଡା ଆଦିବାସୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରେ +2ଅନ ଲାଇନ ଓ ଅଫଲାଇନ ମୂଲ୍ୟାୟନ କେନ୍ଦ୍ର ଅନୁଷ୍ଠିତ |    (11-Apr-2026)       ||      ଓଡ଼ିଆ ପକ୍ଷ ଉପଲକ୍ଷେ ରକ୍ତ ଦାନ ଶିବିର,   (11-Apr-2026)       ||      ବାର୍ଷିକ ବିବରଣୀ ପତ୍ର 2025-26ର ଅବଲୋକନ ଓ 2026-27ବର୍ଷ ପାଇଁ କାର୍ଯ୍ୟ ଯୋଜନା ପ୍ରସ୍ତୁତି କରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ||   (10-Apr-2026)       ||      ପୋଲସରା ପୌର ପରିଷଦ ପକ୍ଷରୁ ଓଡ଼ିଆ ପକ୍ଷ ଅବସର ରେ କଳାକାର ମାନଙ୍କୁ ସମ୍ବର୍ଦ୍ଧନା ଅନୁଷ୍ଠିତ ||   (10-Apr-2026)       ||      ପଶ୍ଚିମ ଓଡ଼ିଶାର ସିନେକଳାକାର ମାନେ ତାରା ତାରିଣୀ ଙ୍କ ପୀଠରେ କଲେ ପୂଜାର୍ଚନା |   (09-Apr-2026)       ||      ଟିକାବାଲି ବ୍ଲକରେ ଲକ୍ଷାଧିକ ଟଙ୍କାରେ ନିର୍ମିତ ପାନୀୟ ଜଳ ପ୍ରକଳ୍ପ ଅଟକ |   (09-Apr-2026)       ||      ସ୍ତ୍ରୀକୁ ହତ୍ୟା କରି ସ୍ୱାମୀର ଆତ୍ମ ହତ୍ୟା ||   (07-Apr-2026)       ||      ନୂଆଗଡ ଗ୍ରାମରେ ଚୋରି ଘଟଣାରେ ସାତ ଜଣ ଗିରଫ ||   (07-Apr-2026)       ||      ରୁପା ବ୍ୟବସାୟୀ ଙ୍କଆକ୍ରମଣ କରି ତାଙ୍କଠାରୁ 7କେଜିର ରୁପା ବେଗ ଧରି ଛୁ ମାରିଲେ ଦୁଇ ଲୁଟେରା |    (06-Apr-2026)       ||      ଓଡ଼ିଶା ସାହିତ୍ୟ ଏକାଡେମୀ ଏବଂ ଉତ୍କଳ ସଂସ୍କୃତି ବିଶ୍ୱ ବିଦ୍ୟାଳୟ ର ମିଳିତ ଆନୁକୂଲ୍ୟରେ ଓଡ଼ିଆ ପକ୍ଷ -2026 ପାଳନ ||   (06-Apr-2026)       ||      ରକ୍ତ ଚାପ ସଚେତନତା ଓ ସ୍ୱାସ୍ଥ୍ୟ ଶିବିର    (06-Apr-2026)       ||      କଳମ୍ବ ରେ ଦୁତୀୟ ପର୍ଯ୍ୟାୟ ପଞ୍ଚାୟତ ସ୍ତରୀୟ ଜନ ଶୁଣାଣି ଅନୁଷ୍ଠିତ |   (06-Apr-2026)       ||     

ନଅ ମାସ ପୁଅର ଲିଭର ଅକାମି, ଚିନ୍ତାରେ ବାପା ମାଆ, ସରକାର ସହଯୋଗ ପାଈଁ ଆକୁଳ ନିବେଦନ |

23-Oct-2025

୯ ମାସର କୋମଳମତି ଶିଶୁର ଲିଭର ଅକାମି, 
(ସରକାରୀ ସାହାଯ୍ୟ ଅପେକ୍ଷା ରେ ପରିବାର,

ଓଡିଶା ଜନ ମତ ବ୍ୟୁରୋ,

କାହା ଭାଗ୍ୟରେ କଣ ଅଛି କିଏ ଜାଣିଛି | ବାପାମାଆ ପିଲା ଟିଏ ପାଈଁ କେତେ କଣ ମାନସିକ ପୂଜାର୍ଚନା, ଓଷା ବ୍ରତ କରି ବେଳେ ବେଳେ ସନ୍ତାନ ଟିଏ ପାଇଥାନ୍ତି | ଲୋକେ କହନ୍ତି ଆଜିର ଶିଶୁ ଆସନ୍ତା କାଲିର ଭବିଷ୍ୟତ । ସୁସ୍ଥ ଶିଶୁ ସୁସ୍ଥ ଦେଶ । ହେଲେ ଦାରିଦ୍ର୍ୟର କଷାଘାତ ସହୁଥୁବା ପରିବାରରେ ଜନ୍ମଲାଭ କରିଥିବା ବ୍ରଜରାଜ ଭଳି କୋମଳମତି ଛୁଆଙ୍କ କ୍ଷେତ୍ରରେ ଏକଥା ଅଲଗା । ଖବରରୁ ଜଣାଯାଏ ଯେ, କଳାହାଣ୍ଡି ଜିଲ୍ଲା କେସିଙ୍ଗା ବ୍ଲକ ଅନ୍ତର୍ଗତ ଫଟାକମାଲ ଗ୍ରାମର ପଦ୍ମାବତୀ  ମେହର ସ ସ୍ୱାମୀ କୃଷ୍ଣ ଚନ୍ଦ୍ର ମେହେରଙ୍କ ୯ ମାସର ଛୁଆ ମୃତ୍ୟୁସହ ସଂଗ୍ରାମ କରୁଛି I ଲିଭର ଅକାମି ହେତୁ-ଶିଶୁପୁତ୍ରକୁ ପ୍ରଥମେ ପରିବାର ଲୋକେ ବୁର୍ଲା ମେଡିକାଲରେ ଭର୍ତ୍ତି କରାଇଥିଲେ। ବୁର୍ଲାରୁ ଡାକ୍ତର ଉନ୍ନତମାନର ଚିକିତ୍ସା ପାଇଁଭୁବନେଶ୍ଵରସ୍ଥିତ ଏମ୍ସ ହସ୍ପିଟାଲକୁ ଅତି ବେଶୀରେ ଦୁଇ ମାସରୁ ଅଧ‌ିକ ଦିନ ରହିବା ପାଈଁ ସୁପାରିଶ କରିଦେଲେ। ଏମ୍ଭରେ ଚିକିତ୍ସା ପରେ ଲିଭର ପ୍ରତ୍ୟାରୋପଣ କଲେ ହୁଏତ ଶିଶୁଟି ବଞ୍ଚି ଯାଇପରେ, ଅନ୍ୟଥାବଂଚିବା ସମ୍ଭବ ନୁହେଁ । ଛୁଆକୁ ଦିଲ୍ଲୀଏମସ କୁ ନେଇ ଚିକିତ୍ସା କରିବା ଏବଂ  ଲିଭରପ୍ରତ୍ୟାରୋପଣ ପାଇଁ ଅନ୍ୟୁନ ୨୫ଲକ୍ଷ ଟଙ୍କାର ଆବଶ୍ୟକ ହୋଇପାରେ ବୋଲି ଭୁବନେଶ୍ଵର ଏମସରୁ ଡକ୍ଟର ରୋକଠୋକ ଶୁଣାଇଥିଲେ। ଏପଟେ ଘରେ ଯାହାବି ସଞ୍ଚୟ ଥୁଲା ସବୁ ଚାଲିଗଲାଣି ଚିକିତ୍ସାରେ ମାବାପା ଏବେ ଉପାୟ ଶୂନ୍ୟ । ସ୍ତ୍ରୀର ସୁନା ଗହଣା ଯାହାଥିଲା ସେସବୁ ଛୁଆର ଚିକିତ୍ସା ପାଇଁ ଶେଷ ହୋଇଯାଇଛି। । ପୁଅକୁ ବଂଚେଇବାକୁ ଜନ୍ମକଲା ମା’ ନିଜର ଲିଭର ଦାନ ପାଇଁ ଅର୍ଥ ଦରକାର ତାକୁ ଯୋଗାଡ଼ କରିବା ତାଙ୍କ ପକ୍ଷେ ଅତ୍ୟନ୍ତ କଷ୍ଟକର ହୋଇପଡ଼ିଛି । ଶିଶୁର ଚିକିତ୍ସା ପରିବାରର ସବୁତକ ଜମା ପୁଞ୍ଜି ସରିଲାଣି । ଏବେ ସେ ନିଃସହାୟ |ଛୋଟ ଅନୁଦାନ ବି ଅସହାୟ ଛୁଆର ଜୀବନ ବଞ୍ଚାଇପାରେ ।  ତାଙ୍କ ପରିବାର ଆର୍ଥିକ ସ୍ୱଚ୍ଛଳ ନଥିବା ବେଳେ କେଉଁଠୁ ଆଣିବେ ଏତେ ଟଙ୍କା। ଚିନ୍ତାରେ ପଡ଼ିଛନ୍ତି ପରିବାର ଲୋକେ । ତେଣୁ ସହାୟତା ଲୋର୍ଡ଼ ଛନ୍ତି ସରକାରଙ୍କର ଏବଂ ସହୃଦୟ ବ୍ୟକ୍ତି ବିଶେଷ ଙ୍କର । କିଏ ବଢାଇବ ସହାୟତାର ହାତ । ଆକୁଳରେ ସହାଯ୍ୟ ଭିକ୍ଷା କରିଛନ୍ତି । ଆପଣ ଯଦି ସାମର୍ଥ୍ୟ ଅନୁସାରେ ଆର୍ଥକ ସହଯୋଗ କରିବାକୁ ଚାହଁନ୍ତି ତେବେ //CNo-514110110003177,
IFSC Code: BKID 0005 141,
ଫୋନ ପେ ନଂ-- (୮୩୨୭୭୬୮୭୪୯)ରେ ସହଯୋଗ କରି ପାରିବେ । କାହାର  କିଞ୍ଚିତ ଦୟା ପୁଅର ଜୀବନ ରକ୍ଷା କରିପାରବ ବୋଲି ଛୁଆର ବାପା, ମାଆ, ସମସ୍ତଙ୍କୁ ଆକୁଳ ନିବେଦନ କରିଛନ୍ତି |

News Comment

You Might Also Like

BACK TO TOP