Breaking News

କବିସୂର୍ଯ୍ୟ ନଗରନିର୍ବାଚନ ମଣ୍ଡଳି ବିଜୁ ଜନତା ଦଳ ସକ୍ରିୟ |    (13-Oct-2026)       ||      ଦାରିଙ୍ଗବାଡି ରେ ଚୋରି ଓ ଅପରାଧୀର ଗୁମର ଖୋଲିବ ସିସି ଟିଭି |   (13-Oct-2026)       ||      ବର୍ତ୍ତିନି ଆଞ୍ଚଳିକ ସ୍ତରୀୟ ଶିଶୁ ମହୋତ୍ସବ ସୁରଭି --2026 ଅନୁଷ୍ଠିତ |   (13-Oct-2026)       ||      ଗଜଲକ୍ଷ୍ମୀ ପୂଜା ପାଇଁ ଶିକର ପାଇ ରେ ଶୁଭ ଖୁଣ୍ଟି ସ୍ଥାପନ |    (13-Oct-2026)       ||      ସାମ୍ବାଦିକ ମାନଙ୍କୁ ଧମକ ଦେବ ଅଭିଯୋଗ ରେ ଏସପି ଙ୍କୁ ସ୍ମାରକ ପତ୍ର ଦେଲେ ସାମ୍ବାଦିକ ମାନେ |    (13-Oct-2026)       ||      ତାଳ ପଡା ନୋଡାଲ ଉଚ୍ଚ ବିଦ୍ୟାଳୟ ଠାରେ କ୍ଲଷ୍ଟର ସ୍ତରୀୟ ସୁରଭି -2026ଅନୁଷ୍ଠିତ |   (13-Oct-2026)       ||      ମିଷ୍ଟ ଭାସି ପରୋପକାରୀ ମଦନ ମୋହନ ଜେନାଙ୍କ ପରଲୋକ ||   (13-Oct-2026)       ||      ପାସପୋର୍ଟ କରିବାରେ ଅପରାଧୀ ସକ୍ରିୟ ଉଚ୍ଚ ସ୍ତରୀୟ ତଦନ୍ତ ଦାବି |   (13-Oct-2026)       ||      ଗଞ୍ଜେଇ ଜବତ ସହ ତିନି ଜଣଙ୍କୁ କୋର୍ଟ ଚାଲାଣ କଲା ହିଞ୍ଜିଳି ପୋଲିସ |    (12-Oct-2026)       ||      ବସ କଣ୍ଡକ୍ଟର କୁ ମରଣା ନ୍ତକ ଆକ୍ରମଣ, ଗୁରୁତର ଅବସ୍ଥାରେମେଡିକାଲ ରେ ଭର୍ତ୍ତି |   (12-Oct-2026)       ||      ନାଇଟ ଶୋର ଦାଣ୍ଡିଆ ନୃତ୍ୟ ରେ ନାଚିଲେ ଦର୍ଶକ |   (12-Oct-2026)       ||      ଫୋଟ ଗ୍ରାଫର ଅଶୋକ ରଥ ନେସନ ବିଲଡର ଆୱାର୍ଡ ରେ ସାମ୍ନାନୀତ |   (12-Oct-2026)       ||      ଦିଗାପଡା --ଢାମଣାଖୋଲ ରାସ୍ତା ଭିତ୍ତି ପ୍ରସ୍ତର ସ୍ଥାପନ କଲେ ବିଧାୟକ |   (12-Oct-2026)       ||      କେବେ ସୁଧୁରିବ ଡେ଼ମା ଗୁଡ଼ି ରାସ୍ତା, ଏବେବି ଭାରରେ ବୁହା ହେଉଛନ୍ତି ରୋଗୀ |    (12-Oct-2026)       ||      10ଦଫା ଦାବି ନେଇ ଗର୍ଜିଲେ ଅଙ୍ଗନୱାଡି କର୍ମୀ ଓ ସହାୟିକା |    (12-Oct-2026)       ||      ପୋଲସରା ପଞ୍ଚାୟତ ସମିତି ରେ ଜିଲ୍ଲପାଳ ଓ ଏସପି ଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଅନୁଷ୍ଠିତ |    (12-Oct-2026)       ||      ବେଲକଣା କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ସୁରଭି ଅନୁଷ୍ଠିତ |   (12-Oct-2026)       ||      ବରଗଡ଼ ରେ ରାଜ୍ୟପାଳ ଙ୍କ ଦ୍ୱାରା ବୋଇଁ ସୁକନ୍ୟା କାର୍ଯ୍ୟକ୍ରମ ଅନୁଷ୍ଠିତ |    (12-Oct-2026)       ||      ଭୈରବ ବାଲିଯାତ୍ରା ରେ ଛୁରୀ ମାଡ଼ କରିଥିବା 2ଅଭିଯୁକ୍ତ କୁ କୋର୍ଟ ଚାଲାଣ |   (11-Oct-2026)       ||      ମୃତକ ଙ୍କ ପରିବାର କୁ ସମବେଦନା ଜଣାଇବା ସହ ଦଳୀୟ କର୍ମୀଙ୍କ ସ୍ୱାସ୍ଥ୍ୟ ବସ୍ଥା ବୁଝିଲେ ବିଷମ କଟକ ବିଧାୟକ |   (11-Oct-2026)       ||     

ପୋଲସରା ପୋଲିସ ବିଭାଗ ପକ୍ଷରୁ ସାଇବର ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ |

25-Oct-2025

ପୋଲସରାରେ ପୋଲିସ ବିଭାଗ ପକ୍ଷରୁ ସାଇବର ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ,
ଓଡିଶା ଜନମତ, ସନ୍ତୋଷ କୁମାର ପଣ୍ଡା, ପୋଲସରା, 

ଗଞ୍ଜାମ।ତା ୨୫/୧୦/୨୫

 ଓଡିଶା ସରକାରଙ୍କ ନିର୍ଦ୍ଦେଶକ୍ରମେ ଗଞ୍ଜାମ ଜିଲ୍ଲା ପୋଲିସର ସାଇବର ସେଲ ପକ୍ଷରୁ ଆଜି ଜିଲ୍ଲାର ବିଭିନ୍ନ ବିଦ୍ୟାଳୟ ଓ ମହାବିଦ୍ୟାଳୟର ଛାତ୍ରଛାତ୍ରୀ ଙ୍କୁ ନେଇ ଏକ ସାଇବର ଅପରାଧ "ସଚେତନତା ହିଁ ସୁରକ୍ଷା କର୍ମଶାଳା" ଅନୁଷ୍ଠିତ ହୋଇଯାଇଛି। ସାଇବର ଅପରାଧୀମାନେ କିଭଳି ଲିଙ୍କ୍ ପଠାଇ ବ୍ଯାଙ୍କ ଆକାଉଣ୍ଟ ତଥା ମୋବାଇଲ ଆକାଉଣ୍ଟକୁ ହ୍ଯାକ କରି ଟଙ୍କା ଲୁଟିଥାନ୍ତି ସେ ବିଷୟରେ ଛାତ୍ରଛାତ୍ରୀ ମାନଙ୍କୁ ସଚେତନ କରାଯାଇଥିଲା। ପୋଲସରା ଥାନା ତରଫରୁ ପୋଲସରା ଅଞ୍ଚଳିକ ମହିଳା ମହାବିଦ୍ୟାଳୟ ସଭାଗୃହରେ ସଚେତନତା କାର୍ଯ୍ୟକ୍ରମ  ପୋଲସରା ଥାନାଧିକାରୀ କୌଶିକ ମାଝୀଙ୍କ ସଭାପତିତ୍ବରେ ଅନୁଷ୍ଠିତ କାର୍ଯ୍ୟକ୍ରମକୁ ମୁଖ୍ୟ ଅତିଥି ଭାବେ ପୁରୁଷୋତ୍ତମପୁର ଏସଡିପିଓ ସୁଜିତ କୁମାର ନାୟକ ଯୋଗଦାନ ପୂର୍ବକ କାର୍ଯ୍ୟକ୍ରମ ଉଦଘାଟନ କରି ସାଇବର ଅପରାଧୀକ ଠକେଇ ଠାରୁ  କିଭଳି ଭାବେ ସୁରକ୍ଷିତ ରହିପାରିବେ ତାହାକୁ ନେଇ ସଚେତନ କରାଇଥିଲେ।ବିଭିନ୍ନ ସମୟରେ ଅଜଣା ମୋବାଇଲ ନମ୍ବରରୁ କଲ ତଥା ଲିଙ୍କ୍ ଗୁଡିକରୁ ସତର୍କ ରହିବି ପାଇଁ ସେ ପରାମର୍ଶ ଦେଇଥିଲେ।ସଚେତନତା ହିଁ ସାଇବର ଅପରାଧରୁ ସୁରକ୍ଷା ଦେଇପାରିବ ବୋଲି ଥାନାଧିକାରୀ ଶ୍ରୀମାଝୀ ପ୍ରକାଶ କରିଥିଲେ ଥିଲେ।ବିଭିନ୍ନ ପ୍ରକାରର ସାଇବର ଅପରାଧ ବିଷୟରେ କହିବା ସହିତ ମୁଖ୍ୟତଃ ଅଧିକ ଆୟ କରୁଥିବା ବ୍ଯାଙ୍କରେ ରଖୁଥିବା ଗୃପ ଓ ଲୋକଙ୍କୁ କିଭଳି ଭାବେ ସାଇବର ଠକ ମାନେ ଟାର୍ଗେଟ କରିଥାନ୍ତି ସେ ବିଷୟରେ ୟୁନିଅନ ବ୍ଯାଙ୍କର ଶାଖା ପରିଚାଳକ ଚିତ୍ତରଞ୍ଜନ ସାହୁ କହିଥିଲେ। ସମ୍ମାନୀତ ଅତିଥି ମାନଙ୍କ ମଧ୍ୟରେ ପୋଲସରା ବିଜ୍ଞାନ ମହାବିଦ୍ୟାଳୟର ଅଧ୍ୟକ୍ଷ ଡ଼ଃ ଦିଲ୍ଲୀପ କୁମାର ନାୟକ, ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଦୀପ କୁମାର ପରମଗୁରୁ, ଅତିରିକ୍ତ ଗୋଷ୍ଠୀ ଶିକ୍ଷାଅଧିକାରୀ ସ୍ଵରୁପ କୁମାର ପାତ୍ର ସଚେତନତା କାର୍ଯ୍ୟକ୍ରମରେ ମଞ୍ଚସିନ ହୋଇ ସାଇବର ଠକେଇ ଉପରେ ସଚେତନତା ବାର୍ତ୍ତା ଦେଇ ସୁରକ୍ଷିତ ରହିବା ପାଇଁ ପରାମର୍ଶ ଦେଇଥିଲେ।  ସାଇବର ଠକେଇ କୁ ନେଇ ପୁରୁଷୋତ୍ତମପୁର ଏସଡିପିଓ ଶ୍ରୀନାୟକ ଛାତ୍ରଛାତ୍ରୀ ମାନଙ୍କୁ ବିଭିନ୍ନ ପ୍ରଶ୍ନ ପଚାରି, ସଠିକ ଉତ୍ତର ଦେଇଥିବା ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କୃତ କରି ଉତ୍ସାହିତ କରିଥିଲେ।ଏହାସହିତ ଅଞ୍ଚଳିକ ମହିଳା ମହାବିଦ୍ୟାଳୟର ବିଭିନ୍ନ ଖେତ୍ରରେ କୃତିତ୍ୱ ହାସଲ କରିଥିବା ଛାତ୍ରୀ ମାନଙ୍କୁ ଅତିଥି ମାନଙ୍କ ଦ୍ଵାରା ଟ୍ରଫି ଦେଇ ସମ୍ମାନିତ କରାଯାଇଥିବା ବେଳେ ଘୁମୁସର ଲୋକ ନୃତ୍ୟ ଦାସକାଠିଆ ଦ୍ବାରା ସଚେତନତା ଓ ସୁରକ୍ଷାକୁ ନେଇ ଶପଥ ପାଠ ମଧ୍ଯ କରାଯାଇଥିଲା। ସଚେତନତା କାର୍ଯ୍ୟକ୍ରମରେ ବିଜ୍ଞାନ ମହାବିଦ୍ୟାଳୟ ଓ ଆଞ୍ଚଳିକ ମହାବିଦ୍ୟାଳୟର ୭୦୦ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିବା ବେଳେ ମହାବିଦ୍ୟାଳୟର ଅଧ୍ୟାପକ ଶିଶିରକାନ୍ତ ବିଷୋୟୀ ସଂଯୋଜନା ଦାୟିତ୍ୱ ଗ୍ରହଣ କରିଥିବା ବେଳେ ଅତିରିକ୍ତ ଥାନାଧିକାରୀ ବିମଳ କୁମାର କହଁର ଧନ୍ୟବାଦ ଅର୍ପଣ କରିଥିଲେ।

News Comment

You Might Also Like

BACK TO TOP