Breaking News

କବିସୂର୍ଯ୍ୟ ନଗରନିର୍ବାଚନ ମଣ୍ଡଳି ବିଜୁ ଜନତା ଦଳ ସକ୍ରିୟ |    (13-Oct-2026)       ||      ଦାରିଙ୍ଗବାଡି ରେ ଚୋରି ଓ ଅପରାଧୀର ଗୁମର ଖୋଲିବ ସିସି ଟିଭି |   (13-Oct-2026)       ||      ବର୍ତ୍ତିନି ଆଞ୍ଚଳିକ ସ୍ତରୀୟ ଶିଶୁ ମହୋତ୍ସବ ସୁରଭି --2026 ଅନୁଷ୍ଠିତ |   (13-Oct-2026)       ||      ଗଜଲକ୍ଷ୍ମୀ ପୂଜା ପାଇଁ ଶିକର ପାଇ ରେ ଶୁଭ ଖୁଣ୍ଟି ସ୍ଥାପନ |    (13-Oct-2026)       ||      ସାମ୍ବାଦିକ ମାନଙ୍କୁ ଧମକ ଦେବ ଅଭିଯୋଗ ରେ ଏସପି ଙ୍କୁ ସ୍ମାରକ ପତ୍ର ଦେଲେ ସାମ୍ବାଦିକ ମାନେ |    (13-Oct-2026)       ||      ତାଳ ପଡା ନୋଡାଲ ଉଚ୍ଚ ବିଦ୍ୟାଳୟ ଠାରେ କ୍ଲଷ୍ଟର ସ୍ତରୀୟ ସୁରଭି -2026ଅନୁଷ୍ଠିତ |   (13-Oct-2026)       ||      ମିଷ୍ଟ ଭାସି ପରୋପକାରୀ ମଦନ ମୋହନ ଜେନାଙ୍କ ପରଲୋକ ||   (13-Oct-2026)       ||      ପାସପୋର୍ଟ କରିବାରେ ଅପରାଧୀ ସକ୍ରିୟ ଉଚ୍ଚ ସ୍ତରୀୟ ତଦନ୍ତ ଦାବି |   (13-Oct-2026)       ||      ଗଞ୍ଜେଇ ଜବତ ସହ ତିନି ଜଣଙ୍କୁ କୋର୍ଟ ଚାଲାଣ କଲା ହିଞ୍ଜିଳି ପୋଲିସ |    (12-Oct-2026)       ||      ବସ କଣ୍ଡକ୍ଟର କୁ ମରଣା ନ୍ତକ ଆକ୍ରମଣ, ଗୁରୁତର ଅବସ୍ଥାରେମେଡିକାଲ ରେ ଭର୍ତ୍ତି |   (12-Oct-2026)       ||      ନାଇଟ ଶୋର ଦାଣ୍ଡିଆ ନୃତ୍ୟ ରେ ନାଚିଲେ ଦର୍ଶକ |   (12-Oct-2026)       ||      ଫୋଟ ଗ୍ରାଫର ଅଶୋକ ରଥ ନେସନ ବିଲଡର ଆୱାର୍ଡ ରେ ସାମ୍ନାନୀତ |   (12-Oct-2026)       ||      ଦିଗାପଡା --ଢାମଣାଖୋଲ ରାସ୍ତା ଭିତ୍ତି ପ୍ରସ୍ତର ସ୍ଥାପନ କଲେ ବିଧାୟକ |   (12-Oct-2026)       ||      କେବେ ସୁଧୁରିବ ଡେ଼ମା ଗୁଡ଼ି ରାସ୍ତା, ଏବେବି ଭାରରେ ବୁହା ହେଉଛନ୍ତି ରୋଗୀ |    (12-Oct-2026)       ||      10ଦଫା ଦାବି ନେଇ ଗର୍ଜିଲେ ଅଙ୍ଗନୱାଡି କର୍ମୀ ଓ ସହାୟିକା |    (12-Oct-2026)       ||      ପୋଲସରା ପଞ୍ଚାୟତ ସମିତି ରେ ଜିଲ୍ଲପାଳ ଓ ଏସପି ଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଅନୁଷ୍ଠିତ |    (12-Oct-2026)       ||      ବେଲକଣା କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ସୁରଭି ଅନୁଷ୍ଠିତ |   (12-Oct-2026)       ||      ବରଗଡ଼ ରେ ରାଜ୍ୟପାଳ ଙ୍କ ଦ୍ୱାରା ବୋଇଁ ସୁକନ୍ୟା କାର୍ଯ୍ୟକ୍ରମ ଅନୁଷ୍ଠିତ |    (12-Oct-2026)       ||      ଭୈରବ ବାଲିଯାତ୍ରା ରେ ଛୁରୀ ମାଡ଼ କରିଥିବା 2ଅଭିଯୁକ୍ତ କୁ କୋର୍ଟ ଚାଲାଣ |   (11-Oct-2026)       ||      ମୃତକ ଙ୍କ ପରିବାର କୁ ସମବେଦନା ଜଣାଇବା ସହ ଦଳୀୟ କର୍ମୀଙ୍କ ସ୍ୱାସ୍ଥ୍ୟ ବସ୍ଥା ବୁଝିଲେ ବିଷମ କଟକ ବିଧାୟକ |   (11-Oct-2026)       ||     

ତାରା ତାରିଣୀ ମନ୍ଦିର ରୁ କାମାକ୍ଷା ଯାଇଥିବା ଭୋଲବ ବସ କୁଆଡେ ଗଲା |

25-Oct-2025

ତାରା ତାରିଣୀ ରୁ ତିନୋଟି ପୀଠ କୁ ଯାଇଥିବାଓଏସ ଆର ଟିସି ଭୋଲବ ବସ ର  ଫେରସ୍ତ ନାହିଁ  |

(ପ୍ରଥମ ଦିନ ପୂଜା ହୋଇ କାମାକ୍ଷୀ ଯାଇଥିବା ବସ କୁଆଡେ ଗଲା  ସମସ୍ତ ଙ୍କ ମନରେ ପ୍ରଶ୍ନ ବାଚୀ?????,

ରାଜ୍ୟ ସରକାର ଙ୍କ  ପରିବହନ ମନ୍ତ୍ରୀ ବିଭୁତିଭୂଷଣ ଜେନା ଙ୍କ ସୁପାରିଶ କ୍ରମେ ମାନ୍ୟବର ମୁଖ୍ୟମନ୍ତ୍ରୀ  ମୋହନ ଚରଣ ମାଝୀ ଓ ବିଭାଗୀୟ ସଚିବ ଥିବା ଉଷା ପାଢ଼ୀଙ୍କ ସହଯୋଗ ରେ ଦକ୍ଷିଣ ଓଡ଼ିଶାର ପ୍ରସିଦ୍ଧ ଶକ୍ତି ପୀଠ ମାଆ ତାରାତାରିଣୀ ଙ୍କ ଉପରକୁ ଯିବା ଗେଟ ସମ୍ମୁଖରୁ ପୂଜାର୍ଚନା ପରେ ରାଜ୍ୟ ସରକାର ଙ୍କ ପରିବହନ  ବିଭାଗ ର ସ୍ୱତନ୍ତ୍ର ଭୋଲବ ଏସି ବସ ଭାରତର 4ଗୋଟି ପୀଠ ମଧ୍ୟରୁ ସ୍ତନ ପୀଠ ତାରାତାରିଣୀ ମୁଖ ପୀଠ କଲିକତା ର କାଳୀ ଓ ଯୋନି ପୀଠ ଭାବେ ପରିଗଣିତ ଆସାମ ର କାମାକ୍ଷା କୁ ପ୍ରତିଦିନ ଦୁଇଦିନ ମଧ୍ୟରେ ଯିବା ଆସିବା ପାଈଁ  ଦୁଇଗୋଟି ବସ ର ବ୍ୟବସ୍ତା କରାଯାଇ ଥିଲା | ଏହା
ଗତ ସେପ୍ଟେମ୍ବର  ତା-- 30/09/2025 ରିଖ ଆଶ୍ୱିନ ମାସ ଶୁକ୍ଳ ଅଷ୍ଟମୀ ଠାରୁ ଯାତ୍ରା କରିଥିଲା  |  ଉଦ୍ଧେଶ୍ୟ ଥିଲା ଏହି ତିନୋଟି ପୀଠକୁ ଦୈନିକ  ପର୍ଯ୍ୟଟନ ମାନେ ଯିବା ଆସିବା କରିବା ସହ ଭାରତର ଧର୍ମ,କଳା, ସଂସ୍କୃତି ସହ ସାମିଲ ହୋଇ ନିଜ, ନିଜ ରାଜ୍ୟର ପର୍ଯ୍ୟଟନ ପୀଠର ବିକାଶ କରିବା ନିମନ୍ତେ ଏହି ପ୍ରୟାସ କରାଯାଇ ଥିଲା | ଯାହାକି ସ୍ୱାଗତ ଯୋଗ୍ୟ  ପଦେକ୍ଷେପ ଅଟେ | ବିଶେଷ କରି ମାନ୍ୟବରଓଡ଼ିଶାର ମୁଖ୍ୟମନ୍ତ୍ରୀ ଙ୍କ ଏହି ପୀଠର ମାହାତ୍ମ୍ୟ ବିଷୟରେ ଅବଗତ ହୋଇ ଥିବାରୁ  ଏହା ସମ୍ଭବ ହୋଇଥିଲା | ଏହା ସହ ଗଞ୍ଜାମ ଜିଲ୍ଳାର ପରିବହନ ମନ୍ତ୍ରୀ ତଥା ଗୋପାଳପୁର ବିଧାୟକ ବିଭୁତି ଭୂଷଣ ଜେନାଙ୍କ ସମ୍ପୂର୍ଣ ସହଯୋଗ ରେ ଏହା ଆରମ୍ଭ କରାଯାଇ ଥିଲା | ଯାହାଦ୍ୱାରା ପର୍ଯ୍ୟଟନ କ୍ଷେତ୍ର ର ବିକାଶ ଏବଂ ଭକ୍ତଙ୍କ ମନରେ ଏଜ ଭାବାବେଗ ଜାଗ୍ରତ ପାଈଁ ଏହି ଯାତ୍ରାର ଆୟୋଜନ କରାଯାଇଥିଲା | ଆଗାମୀ ଦିନରେ ପାଦ ପୀଠ ବିମଳା ଅର୍ଥାତ ଶ୍ରୀକ୍ଷେତ୍ର କୁ ମଧ୍ୟ  ବସ ଯାଇ ସମ୍ପୂର୍ଣ ଚାରିପୀଠ କୁ ଦର୍ଶନ କରିବା ଲକ୍ଷ ରଖାଯାଇଥିଲା | ତେବେ ବିଡମ୍ବନା ର ବିଷୟ ଏହିକି ଯେ ଯାଇଥିବା ବସ କିମ୍ବା କାମାକ୍ଷୀ ରୁ ବାହାରିଥିବା ବସ ଏଠାକୁ କାହିଁକି ଆସିଲାନି ତା ଉପରେ ମଧ୍ୟ କୌଣସି ସୂଚନା ଦିଆଗଲା ନାହିଁ | ଯାହା ଫଳରେ ପୂର୍ବରୁ ପ୍ରଚାରିତ ବସ ସେବା ପାଈଁ ଅନେକ ଭକ୍ତ  ବ୍ରହ୍ମପୁର, ତାରାତାରିଣୀ ଆସି ବସ ଆସୁନଥିବାରୁ ମନ ଦୁଃଖରେ ଫେରୁଛନ୍ତି | ତେଣୁ ରାଜ୍ୟ ସରକାର ବିଶେଷ କରି ପରିବହନ ମନ୍ତ୍ରୀ ଏହା ଉପରେ ଗୁରୁତ୍ୱ ଦେଇ  ବସ ର ପୁନଃ ପ୍ରଚଳନକଲେ  ବହୁ ଭକ୍ତ ଉପକୃତ ହୋଇ ପାରିବେ | ନଚେତ ଭକ୍ତଙ୍କ ମନରେ ଯେଉଁ ବିଶ୍ୱାସ ଜନ୍ମେଇ ତାଙ୍କୁ ନିରାଶ କରିବା ଦ୍ୱାରା ଆଉ କୌଣସି କ୍ଷେତ୍ର ରେ ସେମାନେ ସେହି କଥାକୁ ବିଶ୍ୱାସ କରିବେ ନାହିଁ  | ତେଣୁ ପୁଣି ପରିବହନ ମନ୍ତ୍ରୀ ଏହା ଉପରେ ଯଥେଷ୍ଟ ଗୁରୁତ୍ୱ ଦେବାକୁ ଜନସାଧାରଣ ଅନୁରୋଧ କରିଛନ୍ତି |

News Comment

You Might Also Like

BACK TO TOP