Breaking News

ଗୋଳାବନ୍ଧ ଆର୍ମି କଲେଜ ପାଖରେ ଯୁବକଙ୍କ ମୃତ ଦେହ ଗଛ ଡ଼ାଳ ରୁ ଉଦ୍ଧାର କଲା ପୋଲିସ |    (07-Oct-2026)       ||      ପାର୍ଷାଲି ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ରେ କ୍ଲଷ୍ଟର ସ୍ତରୀୟ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ |   (07-Oct-2026)       ||      ବଡ଼ ଦ୍ୱାର ସାହିରେ ଧୁମ ଧାମ ରେ ସରିଲା ଗଜାନନ ଭସାଣି ଉତ୍ସବ |   (07-Oct-2026)       ||      ପୋଲସରା ପଞ୍ଚାୟତ ସମିତି କାର୍ଯ୍ୟାଳୟ ରେ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ ଶିବିର ଅନୁଷ୍ଠିତ |    (07-Oct-2026)       ||      ସାର୍ଵ ଜନୀନ ଦୁର୍ଗାପୂଜା କମିଟିର ସାମ୍ବାଦିକ ସମ୍ମିଳନୀ |    (07-Oct-2026)       ||      ଘରେ କେହି ନଥିବା ବେଳେ ଝରକା ଭାଙ୍ଗି ଚୋରି କଲେ ଚୋର |    (06-Oct-2026)       ||      ପୀତବାସ ପଣ୍ଡା ହତ୍ୟା ସାକ୍ଷୀକୁ ଧମକ ଦେବା ଅଭିଯୋଗ ରେ ବିକ୍ରମ ପଣ୍ଡା ଥାନାରେହାଜର |    (06-Oct-2026)       ||      3156:ବୋତଲ କଫସିରଫ ଜବତ କଲା ବରଗଡ଼ ପୋଲିସ |    (06-Oct-2026)       ||      ବଡ଼ ଗଡ଼ ଜିଲ୍ଲା ପାଳଙ୍କ ମିଳିତ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ||   (06-Oct-2026)       ||      କ୍ଲଷ୍ଟର ସ୍ତରୀୟ ସୁରଭି କାର୍ଯ୍ୟକ୍ରମ କାଲିମେଘି ଓ ଜେ ରାମପାଲୀ ଠାରେ ଅନୁଷ୍ଠିତ |   (06-Oct-2026)       ||      ବ୍ରହ୍ମପୁର ରେ ଉପଖଣ୍ଡ ସ୍ତରୀୟ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ||   (06-Oct-2026)       ||      ଚଳିତ ବର୍ଷ ଗଞ୍ଜାମ ଜିଲ୍ଲା ରେ 50ହଜାର ଲୋକଙ୍କ ଘରେ ଲାଗିବ ସୋଲାର ପେନେଲ, ଜିଲ୍ଲପାଳ |    (06-Oct-2026)       ||      ବୁଡ଼ାଗୁଡାକ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ସୁରଭି -2026 କାର୍ଯ୍ୟକ୍ରମ ଅନୁଷ୍ଠିତ |    (06-Oct-2026)       ||      ପାଦୁଲୁଗୁଡ଼ା ପ୍ରାଥମିକ ବିଦ୍ୟାଳୟ ବିପର୍ଯ୍ୟସ୍ତ ଅବସ୍ଥାରେ |    (06-Oct-2026)       ||      ପଦ୍ମପୁର ତରଫରୁ ୟୁ ଏ ଇ ରେ ସମ୍ବଲପୁର ସଙ୍ଗୀତ ମହାବିଦ୍ୟାଳୟ ଟିମକୁ ସମ୍ବର୍ଦ୍ଧନା ||   (05-Oct-2026)       ||      ନୁଆଁଖାଇ ଭେଟ ଘାଟ ସହିତ କର୍ମଜୀବୀ ସାମ୍ବାଦିକ ସଙ୍ଘର 15ତମ ପ୍ରତିଷ୍ଠା ଦିବସ ପାଳିତ ||   (05-Oct-2026)       ||      କଲ୍ୟାଣ ସିଂହ ପୁର ରାମ ମନ୍ଦିର ଛକ ଠାରେ 21 ଦିନ ପରେ ହେଲା ଗଜାନନ ଙ୍କ ବିସର୍ଜନ |   (05-Oct-2026)       ||      ମାଆଙ୍କ ପାହାଡ଼ ଉପରେ ଥିବା 5,ଗୋଟି ଦାନ ହୁଣ୍ଡି ଖୋଲାଗଲା ||   (05-Oct-2026)       ||      ବିଜେଡିର ବରିଷ୍ଟ ପେନେଲ ସଦସ୍ୟ ମନୋନୀତ ହେଲେ ପୂର୍ବତନ ମନ୍ତ୍ରୀ ଶ୍ରୀକାନ୍ତ ସାହୁ ||   (05-Oct-2026)       ||      ଧରା ଧର ପୁର ପ୍ରାଥମିକ କୃଷି ସମବାୟ ସମିତି ଖୋଲିଲା ପୂର୍ଣ୍ଣ ହେଲା ଗ୍ରାମବାସୀ ଙ୍କ ଆଶା |   (05-Oct-2026)       ||     

ଓଡ଼ଙ୍ଗା ରେ ଏନଏସି ଓ ବ୍ଲକର ବିଭିନ୍ନ ସ୍ଥାନରେ କୁକୁର କାମୁଡ଼ାରେ 25 ଜଣ ଆହାତ |

08-Nov-2025

କୁକୁର କାମୁଡ଼ାରେ ଗୋଟିଏ ଦିନରେ ୨୫ରୁ ଊର୍ଦ୍ଧ୍ୱ ଆହତ,

      ଓଡିଶା ଜନ  ମତ ବ୍ୟୁରୋ,

ନୟାଗଡ଼ ଜିଲ୍ଲା ଓଡ଼ଗାଁ ଏନ ଏ ସି  ସଦର ବ୍ଲକର  ବିଭିନ୍ନ ଗାଁରେ ଗୋଟିଏ ଦିନରେ କୁକୁର କାମୁଡ଼ାରେ ୨୫ଜଣରୁ ଉର୍ଦ୍ଧ ଆହତ ହୋଇଥିବା ଜଣାଯାଇଛି। ଦୁଇଦିନ ମଧ୍ୟରେ ଓଡ଼ଗାଁର ସଚିଦାନନ୍ଦ ସରାବ (୪୭), ମିତ୍ର ବିନ୍ଦୁ ରାଉତରାୟ(୧୩), ଅଙ୍କିତ ବାଡତିଆ (୫), ଶୁଭମ୍ ସାହୁ(୧୯), ପାଇକସାହିର ଜିତେନ୍ଦ୍ର ମହାପାତ୍ର (୨୫), ରଙ୍ଗଣୀପାଟଣାର
ପୂର୍ଣ୍ଣଚନ୍ଦ୍ର ପରମାଣିକ, ଗୋଡ଼ିପଲ୍ଲୀର ବରୁଣ ଦାସ(୪୮)ଙ୍କ ସମେତ  କୁକୁର କାମୁଡ଼ାରେ ୨୫ରୁ ଅଧିକ ଶିକାର ହୋଇଛି ବୋଲି ଜଣାଯାଇଛି। ଓଡ଼ଗାଁ ସହରରେ କୁକୁରମାନଙ୍କ ସଂଖ୍ୟାରେ ବୃଦ୍ଧି ଯୋଗୁ ମୁଖ୍ୟ ବଜାର ସହ ସାହି ସାହିରେଏବଂ ଗଳିରେ କୁକୁର ପଲଙ୍କ ଆକ୍ରମକ ଭଙ୍ଗିକୁ ଦେଖ୍ ଲୋକ କିମ୍ବା ଶିଶୁ ଦୌଡ଼ି ଯିବାକୁ ଉଦ୍ୟମ କରୁଛନ୍ତି। ମାତ୍ର କୁକୁର ସେମାନଙ୍କ ଉପରେ ଝାମ୍ପିପଡ଼ି ଆକ୍ରମଣ କରୁଥିବାରୁ ତା`ଠାରୁ ଖସିବା କଷ୍ଟକର ହୋଇପଡ଼ୁଛି । ଫଳରେ ଲୋକମାନେ ଆକ୍ରମଣର ଶିକାର ହେଉଛନ୍ତି। ଅନ୍ୟପକ୍ଷରେ ଗୋଟିଏଦିନରେ ପାଗଳା କୁକୁର  ଏକାଧିକ ଲୋକଙ୍କୁ କାମୁଡ଼ି ଥିବା ନଜିର ରହିଛି।
ଗାଁଗୁଡ଼ିକରେ ମଧ୍ୟ ଅନୁରୂପ ଭାବେ ଘଟଣା ଘଟୁଛି। ଏଥିପ୍ରତି ଓଡ଼ଗାଁ ଏଏସି ଓ ବ୍ଲକ୍ ପ୍ରଶାସନ ସ୍ବତନ୍ତ୍ର ଧ୍ୟାନ ଦେବାକୁ ଦାବି ହେଉଛି।

News Comment

You Might Also Like

BACK TO TOP