Breaking News

ଗୋଳାବନ୍ଧ ଆର୍ମି କଲେଜ ପାଖରେ ଯୁବକଙ୍କ ମୃତ ଦେହ ଗଛ ଡ଼ାଳ ରୁ ଉଦ୍ଧାର କଲା ପୋଲିସ |    (07-Oct-2026)       ||      ପାର୍ଷାଲି ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ରେ କ୍ଲଷ୍ଟର ସ୍ତରୀୟ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ |   (07-Oct-2026)       ||      ବଡ଼ ଦ୍ୱାର ସାହିରେ ଧୁମ ଧାମ ରେ ସରିଲା ଗଜାନନ ଭସାଣି ଉତ୍ସବ |   (07-Oct-2026)       ||      ପୋଲସରା ପଞ୍ଚାୟତ ସମିତି କାର୍ଯ୍ୟାଳୟ ରେ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ ଶିବିର ଅନୁଷ୍ଠିତ |    (07-Oct-2026)       ||      ସାର୍ଵ ଜନୀନ ଦୁର୍ଗାପୂଜା କମିଟିର ସାମ୍ବାଦିକ ସମ୍ମିଳନୀ |    (07-Oct-2026)       ||      ଘରେ କେହି ନଥିବା ବେଳେ ଝରକା ଭାଙ୍ଗି ଚୋରି କଲେ ଚୋର |    (06-Oct-2026)       ||      ପୀତବାସ ପଣ୍ଡା ହତ୍ୟା ସାକ୍ଷୀକୁ ଧମକ ଦେବା ଅଭିଯୋଗ ରେ ବିକ୍ରମ ପଣ୍ଡା ଥାନାରେହାଜର |    (06-Oct-2026)       ||      3156:ବୋତଲ କଫସିରଫ ଜବତ କଲା ବରଗଡ଼ ପୋଲିସ |    (06-Oct-2026)       ||      ବଡ଼ ଗଡ଼ ଜିଲ୍ଲା ପାଳଙ୍କ ମିଳିତ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ||   (06-Oct-2026)       ||      କ୍ଲଷ୍ଟର ସ୍ତରୀୟ ସୁରଭି କାର୍ଯ୍ୟକ୍ରମ କାଲିମେଘି ଓ ଜେ ରାମପାଲୀ ଠାରେ ଅନୁଷ୍ଠିତ |   (06-Oct-2026)       ||      ବ୍ରହ୍ମପୁର ରେ ଉପଖଣ୍ଡ ସ୍ତରୀୟ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ||   (06-Oct-2026)       ||      ଚଳିତ ବର୍ଷ ଗଞ୍ଜାମ ଜିଲ୍ଲା ରେ 50ହଜାର ଲୋକଙ୍କ ଘରେ ଲାଗିବ ସୋଲାର ପେନେଲ, ଜିଲ୍ଲପାଳ |    (06-Oct-2026)       ||      ବୁଡ଼ାଗୁଡାକ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ସୁରଭି -2026 କାର୍ଯ୍ୟକ୍ରମ ଅନୁଷ୍ଠିତ |    (06-Oct-2026)       ||      ପାଦୁଲୁଗୁଡ଼ା ପ୍ରାଥମିକ ବିଦ୍ୟାଳୟ ବିପର୍ଯ୍ୟସ୍ତ ଅବସ୍ଥାରେ |    (06-Oct-2026)       ||      ପଦ୍ମପୁର ତରଫରୁ ୟୁ ଏ ଇ ରେ ସମ୍ବଲପୁର ସଙ୍ଗୀତ ମହାବିଦ୍ୟାଳୟ ଟିମକୁ ସମ୍ବର୍ଦ୍ଧନା ||   (05-Oct-2026)       ||      ନୁଆଁଖାଇ ଭେଟ ଘାଟ ସହିତ କର୍ମଜୀବୀ ସାମ୍ବାଦିକ ସଙ୍ଘର 15ତମ ପ୍ରତିଷ୍ଠା ଦିବସ ପାଳିତ ||   (05-Oct-2026)       ||      କଲ୍ୟାଣ ସିଂହ ପୁର ରାମ ମନ୍ଦିର ଛକ ଠାରେ 21 ଦିନ ପରେ ହେଲା ଗଜାନନ ଙ୍କ ବିସର୍ଜନ |   (05-Oct-2026)       ||      ମାଆଙ୍କ ପାହାଡ଼ ଉପରେ ଥିବା 5,ଗୋଟି ଦାନ ହୁଣ୍ଡି ଖୋଲାଗଲା ||   (05-Oct-2026)       ||      ବିଜେଡିର ବରିଷ୍ଟ ପେନେଲ ସଦସ୍ୟ ମନୋନୀତ ହେଲେ ପୂର୍ବତନ ମନ୍ତ୍ରୀ ଶ୍ରୀକାନ୍ତ ସାହୁ ||   (05-Oct-2026)       ||      ଧରା ଧର ପୁର ପ୍ରାଥମିକ କୃଷି ସମବାୟ ସମିତି ଖୋଲିଲା ପୂର୍ଣ୍ଣ ହେଲା ଗ୍ରାମବାସୀ ଙ୍କ ଆଶା |   (05-Oct-2026)       ||     

ଯୁବଗୋଷ୍ଟିଙ୍କ ସାହାଯ୍ୟ ରେ 45ୟୁନିଟ ରକ୍ତ ଦାନ ଶିବିର ଅନୁଷ୍ଠିତ |

09-Nov-2025

କିଛି ଯୁବଗୋଷ୍ଟି ଙ୍କ ସହଯୋଗ ରେ ହେଲା ରକ୍ତ ଦାନ ଶିବିର ,

ଓଡିଶା ଜନ ମତ  ବ୍ୟୁରୋ,

ବ୍ରହ୍ମପୁର ରକ୍ତ ଭଣ୍ଡାର ରେ ରକ୍ତର ଅଭାବ ବୋଲି ବିଭିନ୍ନ ଗଣମାଧ୍ୟମ ଓ ସୋସିଏଲ ମିଡ଼ିଆରେ ଖବର ପ୍ରସାରଣ ପରେ ପୁରୁଷୋତ୍ତମପୁର ର କିଛି ଯୁବଗୋଷ୍ଟି ଏହି କଥାକୁ ଶୁଣି ରକ୍ତଦାନ କାର୍ଯ୍ୟକ୍ରମ ରେ ଆଗ୍ରସର ହୋଇଥିଲେ | ଏବଂ 45ୟୁନିଟ ରକ୍ତ ଦାନ କରି କିଛି ଲୋକଙ୍କ ମୁହଁରେ ହସ ଫୁଟାଇ ପାରିଲେ  | ପୁରୁଷୋତ୍ତମପୁର ସହର ମଧ୍ୟ ଭାଗ ରେ ଥିବା ପୁରୁଣା ଷ୍ଟେଟ ବେଙ୍କ କୋଠାରେ ଯୁବପ୍ରତିଭାକୁ ସୁସ୍ଥ, ଶବଳ, ଶାରୀରିକ ଦୃଢ଼ତା ରଖିବା ନିମନ୍ତେ ଆରମ୍ଭ କରାଯାଇ ଥିଲା ଆର ଯେ ଫିଟନେସ  ଜିମ କେନ୍ଦ୍ର | ଜିମରମାଲିକ  ରବୀନ୍ଦ୍ର କୁମାର ବେହେରା ଙ୍କ ତତ୍ୱା ବଧାନ ରେ ଏବଂ ଯୁବ ବିଜେପି ନେତା ସୀତାରାମ ପାଣିଗ୍ରାହୀ ଙ୍କ ସଂଯୋଜନା ରେ ରକ୍ତ ଦାନ ଶିବିର ଅନୁଷ୍ଠିତ ହୋଇଥିଲା | ଏହାକୁ ଉଦଘାଟନ କରିଥିଲେ ଆସ୍କା ଏମପି ନମିନି ଅନିଲ କୁମାର ପଣ୍ଡା | ବର୍ତ୍ତମାନ ବ୍ରହ୍ମପୁର ବ୍ଲଡ଼ ବେଙ୍କ ରେ ରକ୍ତର   ଅଭାବ  ପରିଲକ୍ଷିତ ହେଉଥିବାରୁ ଯୁବଗୋଷ୍ଟି  ଙ୍କ ସହଯୋଗ ରେ ଏହି ରକ୍ତ ଦାନ ଶିବିର ଅନୁଷ୍ଠିତ ହୋଇଥିଲା |  ଏହିକାର୍ୟ୍ଯ କ୍ରମରେ ବ୍ରହ୍ମପୁର ବ୍ଲଡ଼ ବେଙ୍କର ସହାୟତା ଓ ଡକ୍ଟର, ଫାର୍ମା ଶିଷ୍ଟ ଓ କର୍ମଚାରୀଙ୍କ ଉପସ୍ଥିତି ରେ 45 ୟୁନିଟ ରକ୍ତ ସଂଗ୍ରହ କରାଯାଇଥିଲା  | ବହୁ ଯୁବଗୋଷ୍ଟି ଓ ମହିଳା ମାନେ ସ୍ବେଛାକୃତ ଭାବେ ରକ୍ତ ଦାନ କରିଥିଲେ | ଯାହାଙ୍କ ଯୋଗୁଁ ଏହି ରକ୍ତ ଦାନ ଶିବିର କାର୍ଯ୍ୟକ୍ରମ ସମ୍ଭବ ହୋଇଥିଲା ସେମାନେ ହେଲେ, ରବୀନ୍ଦ୍ର ବେହେରା, ସୀତାରାମ ପାଣିଗ୍ରାହୀ, ଭାସ୍କର ବେହେରା, ସଦାଶିବ ପଣ୍ଡା, ନୀଳାଞ୍ଚଳ ବେହେରା, ଗଣେଶ ସ୍ୱାଇଁ, ପ୍ରଦୀପ ସାହୁ, ଶୁଭଙ୍କର ମହାପାତ୍ର, ନୀଳାଞ୍ଚଳବେହେରା | ଏହାସହ ଅନ୍ୟମାନେଏହିକାର୍ଯ୍ୟ କ୍ରମ କୁ ସହଯୋଗ କରିଥିଲେ ସେମାନେ ହେଲେ ବଡ଼ ବରଙ୍ଗା ସରପଞ୍ଚ ଭାସ୍କର ଦୋରା, ବାଘଳା ସରପଞ୍ଚ ହୀନ ଖୁଣ୍ଟିଆ, ଲକ୍ଷ୍ମୀ ପକେଇ ଚିନୁ ଆଚାରୀ, ଦୀପକ ବେହେରା,ଙ୍କ ସହିତ ସମସ୍ତ ଜିମର ସଦସ୍ୟ ମାନେ | ଆୟୋଜକ ଙ୍କ କହିବା କଥା ଆଗାମୀ ଦିନରେ ମଧ୍ୟ ଏହି ଶିବିର ଚାଲୁ ରହିବ  |

News Comment

You Might Also Like

BACK TO TOP