Breaking News

3156:ବୋତଲ କଫସିରଫ ଜବତ କଲା ବରଗଡ଼ ପୋଲିସ |    (06-Oct-2026)       ||      ବଡ଼ ଗଡ଼ ଜିଲ୍ଲା ପାଳଙ୍କ ମିଳିତ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ||   (06-Oct-2026)       ||      କ୍ଲଷ୍ଟର ସ୍ତରୀୟ ସୁରଭି କାର୍ଯ୍ୟକ୍ରମ କାଲିମେଘି ଓ ଜେ ରାମପାଲୀ ଠାରେ ଅନୁଷ୍ଠିତ |   (06-Oct-2026)       ||      ବ୍ରହ୍ମପୁର ରେ ଉପଖଣ୍ଡ ସ୍ତରୀୟ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ||   (06-Oct-2026)       ||      ଚଳିତ ବର୍ଷ ଗଞ୍ଜାମ ଜିଲ୍ଲା ରେ 50ହଜାର ଲୋକଙ୍କ ଘରେ ଲାଗିବ ସୋଲାର ପେନେଲ, ଜିଲ୍ଲପାଳ |    (06-Oct-2026)       ||      ବୁଡ଼ାଗୁଡାକ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ସୁରଭି -2026 କାର୍ଯ୍ୟକ୍ରମ ଅନୁଷ୍ଠିତ |    (06-Oct-2026)       ||      ପାଦୁଲୁଗୁଡ଼ା ପ୍ରାଥମିକ ବିଦ୍ୟାଳୟ ବିପର୍ଯ୍ୟସ୍ତ ଅବସ୍ଥାରେ |    (06-Oct-2026)       ||      ପଦ୍ମପୁର ତରଫରୁ ୟୁ ଏ ଇ ରେ ସମ୍ବଲପୁର ସଙ୍ଗୀତ ମହାବିଦ୍ୟାଳୟ ଟିମକୁ ସମ୍ବର୍ଦ୍ଧନା ||   (05-Oct-2026)       ||      ନୁଆଁଖାଇ ଭେଟ ଘାଟ ସହିତ କର୍ମଜୀବୀ ସାମ୍ବାଦିକ ସଙ୍ଘର 15ତମ ପ୍ରତିଷ୍ଠା ଦିବସ ପାଳିତ ||   (05-Oct-2026)       ||      କଲ୍ୟାଣ ସିଂହ ପୁର ରାମ ମନ୍ଦିର ଛକ ଠାରେ 21 ଦିନ ପରେ ହେଲା ଗଜାନନ ଙ୍କ ବିସର୍ଜନ |   (05-Oct-2026)       ||      ମାଆଙ୍କ ପାହାଡ଼ ଉପରେ ଥିବା 5,ଗୋଟି ଦାନ ହୁଣ୍ଡି ଖୋଲାଗଲା ||   (05-Oct-2026)       ||      ବିଜେଡିର ବରିଷ୍ଟ ପେନେଲ ସଦସ୍ୟ ମନୋନୀତ ହେଲେ ପୂର୍ବତନ ମନ୍ତ୍ରୀ ଶ୍ରୀକାନ୍ତ ସାହୁ ||   (05-Oct-2026)       ||      ଧରା ଧର ପୁର ପ୍ରାଥମିକ କୃଷି ସମବାୟ ସମିତି ଖୋଲିଲା ପୂର୍ଣ୍ଣ ହେଲା ଗ୍ରାମବାସୀ ଙ୍କ ଆଶା |   (05-Oct-2026)       ||      ଗଞ୍ଜାମ ଜିଲ୍ଲା ର ଯୋଜନା ବୋର୍ଡ ର ସଦସ୍ୟ ଭାବେ ମନୋନୀତ ହେଲେ ସୁଧୀର ସାବତ |   (05-Oct-2026)       ||      ଗୋଳିଆ ପାଣି ଭରସା ରେ ବେତ ବାଡ଼ି ବାସି |    (05-Oct-2026)       ||      କଲଭର୍ଟ ରାସ୍ତାରେ ବିରାଟ ଗର୍ତ୍ତ, ବିପଦ ରେ ସହ ସହ ଛାତ୍ର ଛାତ୍ରୀ,|    (05-Oct-2026)       ||      ସାହିତ୍ୟ ସନ୍ଧ୍ୟାର ନୂତନ କର୍ମକର୍ତ୍ତା ଚୟନ ଓ ସମ୍ପନ୍ନ |   (05-Oct-2026)       ||      ହୃଦରୋଗ ସଚେତନତା ଓ ସ୍ୱାସ୍ଥ୍ୟ ଶିବିର |    (05-Oct-2026)       ||      ବାଲି ଚୋରା ଚାଲାଣ ଅଭିଯୋଗ ରେ ପାଇକମାଳ ପୋଲିସ ଦ୍ୱାରା ଜଣକୁ ଗିରଫ ସହ ବାଲି ହାଇୱା ଜବତ କଲା |    (05-Oct-2026)       ||      ଛତ୍ରପୁର ରେ ଅବସର ପ୍ରାପ୍ତ ସହକାରୀ ଯୋଗାଣ ଅଧିକାରୀ ଙ୍କ ଦ୍ୱାଦଶାହ କାର୍ଯ୍ୟ ପାଳିତ |   (05-Oct-2026)       ||     

ହୋମଗାର୍ଡ ଙ୍କ କର୍ତ୍ତବ୍ୟ ଆଗରେ ସମସ୍ତେ ମୁଣ୍ଡ ନୁଆଁଇଲେ |

07-Dec-2025

ହୋମ ଗାର୍ଡ ଙ୍କ କର୍ତ୍ତବ୍ୟ ନିଷ୍ଟ କାର୍ଯ୍ୟ ଯୋଗୁଁ ସମସ୍ତେ କଲେ ପ୍ରଶଂସା,

    ଓଡିଶା ଜନ ମତ ବ୍ୟୁରୋ,

କର୍ତ୍ତବ୍ୟ ଆଗ ପରିବାର ପଛ, ତେଣୁ ଶାସ୍ତ୍ର ରେ ଲେଖା ଅଛି ଆଗ ରାଜକାର୍ଯ୍ୟ ପଛେ ପିତୃ କାର୍ଯ୍ୟ | ଏହି ଉକ୍ତିକୁ କାର୍ଯ୍ୟରେ ପରିଣତ କରିଛନ୍ତି ଜଣେ ଦାଇତ୍ୱ ରେ ଥିବା ହୋମ ଗାର୍ଡ | ସେ କର୍ତ୍ତବ୍ୟ କରିବା ସହ ନିଜ ସନ୍ତାନ ର ଯତ୍ନ ବି ନେଇଛନ୍ତି |  ସେଥିପାଇଁ ମାର ମମତା ଠାରୁ ଆଉ କିଛି ନାହିଁ | ସେ ମମତା ମାୟୀ,ସର୍ବଂସାହା, ସେ ସ୍ୱର୍ଗ ଠାରୁ ବି ବଳିୟାନ । ତାଙ୍କର ତ୍ୟାଗ ଆଗରେ ସବୁକିଛି ତୁଛ । ପିଲା ପାଇଁ ତାଙ୍କ କର୍ତ୍ତବ୍ୟ ଆଗରେ ହାର ମାନିଯାଏ ବହୁ ମୂଲ୍ୟ । ଛାତିରେ ନବଜାତ ଶିଶୁ କୁ ଧରି ,  ସୁରକ୍ଷା ପ୍ରହରୀ  ର କାର୍ଯ୍ୟ । ଗୋଟିଏ ଜୀବନ, ଦୁଇଟି କର୍ମ । ଆଜ୍ଞ ହଁ ଗୋଟିଏ ପଟେ କର୍ତ୍ତବ୍ୟ, ଓ ଅନ୍ୟପଟେ ପିଲା ପାଇଁ ବାତ୍ସଲ୍ୟ ମମତା । ଦୁଇଟି କର୍ତ୍ତବ୍ୟକୁ ଖୁବ ନିଖୁଣ ଭାବରେ ତୁଲାଇଥିଲେ  ଜଣେ ମହିଳା । ଏ ଦୃଶ୍ୟ ଦେଖୁଲେ ଯେ କେହି ବି ମାରିବ ସାଲ୍ୟୁଟ୍ । ଯିଏବି ଏହି ଘଟଣା ଶୁଣିବ କିମ୍ବା ସେହି ସମୟର ଭିଡିଓ ଟିକୁ ଦେଖିବ ତେବେ ନିଶ୍ଚିତ ଆପଣଙ୍କ ଆକ୍ଷୀ ରେ ବି ଲୁହ ଆସିଯିବ । ଏହା କୌଣସି ସିନେମାର ଦୃଶ୍ୟ ନୁହେଁ । ବରଂ ସତସତିକା ଘଟଣା ର ପ୍ରକୃତ ଦୃଶ୍ୟ ।  ରାଉରକେଲାର କର୍ତ୍ତବ୍ୟରତ ମହିଳା ହୋମଗାର୍ଡ଼ଙ୍କୁ ସାଲ୍ୟୁଟ୍ ମାରୁଛି ଆଜି ସାରା ରାଜ୍ୟ । କର୍ତ୍ତବ୍ୟ କରିବାକୁ ଯାଇ ବର୍ଷକର ଛୁଆକୁ ସାଙ୍ଗରେ ଆଣିଥିଲେ ସେ ।ନାଁ ତାଙ୍କର ଆଶା ଟିଗା । ରାଉରକେଲା ପୋଲିସର ହୋମର୍ଗାଡ଼ । ସାରା ରାଜ୍ୟରେ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ୧୫୦ ତମ ଜନ୍ମ ବାର୍ଷୀକ ପାଳନ ହେଉଥିଲା । ଏହି ଅବସରରେ ରାଉରକେଲାରେ ବି ପାଳନ ହେଉଥିଲା ରାଷ୍ଟ୍ରୀୟ ଏକତା ଦିବସ । ରାଉରକେଲା ପୋଲିସ ପକ୍ଷରୁ ଅନୁଷ୍ଠିତ ହୋଇଥିଲା ରନ ଫର ୟୁନିଟି, ଅର୍ଥାତ ମାରାଥନ କାର୍ଯ୍ୟକ୍ରମ ।ଡ଼ିଏଭିଛକରୁସେକ୍ଟର-୭/୧୭ ଛକ ପର୍ଯ୍ୟନ୍ତ ଥୂଲା ମାରାଥନ । ସେହି କାର୍ଯ୍ୟକ୍ରମରେ ମହିଳା ହୋମଗାର୍ଡ଼ ଆଶା ଟିଗାଙ୍କର ପଡିଥିଲା ଡ୍ୟୁଟି ।ଯେହେତୁ ପିଲାଟି ଅତି ଛୋଟ । ତେଣୁ ଘରେ ଏକୁଟିଆ ଛାଡିବା ନଥ୍‌ଲା ସମ୍ଭବ । ବାଧ୍ୟ ହୋଇ ସାଙ୍ଗରେ ଧରି ଆସିଥ୍‌ଲା ଆଶା ।  ବ୍ୟାଗରେ ପିଲାକୁ କାନ୍ଧରେ ବୋହି ସମ୍ପାଦାନ କରିଥିଲେ ଡ୍ୟୁଟି ରାଉର କେଲା ଏୟାର ପୋର୍ଟ ଛକରେ ପିଲାକୁ ଧରି ନିୟନ୍ତ୍ରଣ କରୁଥିଲେ ଟ୍ରାଫିକ । ଆଉ ଆଶାଙ୍କର ଏହି କାର୍ଯ୍ୟ ସମସ୍ତଙ୍କ ପାଇଁ ପାଲଟିଛି ଉଦାହରଣ । ସମସ୍ତଙ୍କ ପାଟିରୁ ବାହାରୁ ଥିଲା ମାଆ ତୁଝେ ସଲାମ, ତୁମ ଭକି କର୍ତ୍ତବ୍ୟ ନିଷ୍ଟ ମହିଳାରହିଲେ ନିଶ୍ଚିତ ଭାବେ ଦେଶ ଆଗକୁ ବଢ଼ି ପାରିବ |  ତେଣୁ ସମସ୍ତଙ୍କ ପାଟିରୁ ପୁଣି ବାହାରୁ ଥିଲା | ତୁମ ମମତାର ଅନ୍ତ ନାହିଁ, କିମ୍ବା ତୁମ କର୍ତ୍ତବ୍ୟର ଅବହେଳା ନାହିଁ | ସବୁଠାରୁ ତୁମେ ମହାନ |

News Comment

You Might Also Like

BACK TO TOP