Breaking News

ଗୋଳାବନ୍ଧ ଆର୍ମି କଲେଜ ପାଖରେ ଯୁବକଙ୍କ ମୃତ ଦେହ ଗଛ ଡ଼ାଳ ରୁ ଉଦ୍ଧାର କଲା ପୋଲିସ |    (07-Oct-2026)       ||      ପାର୍ଷାଲି ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ରେ କ୍ଲଷ୍ଟର ସ୍ତରୀୟ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ |   (07-Oct-2026)       ||      ବଡ଼ ଦ୍ୱାର ସାହିରେ ଧୁମ ଧାମ ରେ ସରିଲା ଗଜାନନ ଭସାଣି ଉତ୍ସବ |   (07-Oct-2026)       ||      ପୋଲସରା ପଞ୍ଚାୟତ ସମିତି କାର୍ଯ୍ୟାଳୟ ରେ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ ଶିବିର ଅନୁଷ୍ଠିତ |    (07-Oct-2026)       ||      ସାର୍ଵ ଜନୀନ ଦୁର୍ଗାପୂଜା କମିଟିର ସାମ୍ବାଦିକ ସମ୍ମିଳନୀ |    (07-Oct-2026)       ||      ଘରେ କେହି ନଥିବା ବେଳେ ଝରକା ଭାଙ୍ଗି ଚୋରି କଲେ ଚୋର |    (06-Oct-2026)       ||      ପୀତବାସ ପଣ୍ଡା ହତ୍ୟା ସାକ୍ଷୀକୁ ଧମକ ଦେବା ଅଭିଯୋଗ ରେ ବିକ୍ରମ ପଣ୍ଡା ଥାନାରେହାଜର |    (06-Oct-2026)       ||      3156:ବୋତଲ କଫସିରଫ ଜବତ କଲା ବରଗଡ଼ ପୋଲିସ |    (06-Oct-2026)       ||      ବଡ଼ ଗଡ଼ ଜିଲ୍ଲା ପାଳଙ୍କ ମିଳିତ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ||   (06-Oct-2026)       ||      କ୍ଲଷ୍ଟର ସ୍ତରୀୟ ସୁରଭି କାର୍ଯ୍ୟକ୍ରମ କାଲିମେଘି ଓ ଜେ ରାମପାଲୀ ଠାରେ ଅନୁଷ୍ଠିତ |   (06-Oct-2026)       ||      ବ୍ରହ୍ମପୁର ରେ ଉପଖଣ୍ଡ ସ୍ତରୀୟ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ||   (06-Oct-2026)       ||      ଚଳିତ ବର୍ଷ ଗଞ୍ଜାମ ଜିଲ୍ଲା ରେ 50ହଜାର ଲୋକଙ୍କ ଘରେ ଲାଗିବ ସୋଲାର ପେନେଲ, ଜିଲ୍ଲପାଳ |    (06-Oct-2026)       ||      ବୁଡ଼ାଗୁଡାକ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ସୁରଭି -2026 କାର୍ଯ୍ୟକ୍ରମ ଅନୁଷ୍ଠିତ |    (06-Oct-2026)       ||      ପାଦୁଲୁଗୁଡ଼ା ପ୍ରାଥମିକ ବିଦ୍ୟାଳୟ ବିପର୍ଯ୍ୟସ୍ତ ଅବସ୍ଥାରେ |    (06-Oct-2026)       ||      ପଦ୍ମପୁର ତରଫରୁ ୟୁ ଏ ଇ ରେ ସମ୍ବଲପୁର ସଙ୍ଗୀତ ମହାବିଦ୍ୟାଳୟ ଟିମକୁ ସମ୍ବର୍ଦ୍ଧନା ||   (05-Oct-2026)       ||      ନୁଆଁଖାଇ ଭେଟ ଘାଟ ସହିତ କର୍ମଜୀବୀ ସାମ୍ବାଦିକ ସଙ୍ଘର 15ତମ ପ୍ରତିଷ୍ଠା ଦିବସ ପାଳିତ ||   (05-Oct-2026)       ||      କଲ୍ୟାଣ ସିଂହ ପୁର ରାମ ମନ୍ଦିର ଛକ ଠାରେ 21 ଦିନ ପରେ ହେଲା ଗଜାନନ ଙ୍କ ବିସର୍ଜନ |   (05-Oct-2026)       ||      ମାଆଙ୍କ ପାହାଡ଼ ଉପରେ ଥିବା 5,ଗୋଟି ଦାନ ହୁଣ୍ଡି ଖୋଲାଗଲା ||   (05-Oct-2026)       ||      ବିଜେଡିର ବରିଷ୍ଟ ପେନେଲ ସଦସ୍ୟ ମନୋନୀତ ହେଲେ ପୂର୍ବତନ ମନ୍ତ୍ରୀ ଶ୍ରୀକାନ୍ତ ସାହୁ ||   (05-Oct-2026)       ||      ଧରା ଧର ପୁର ପ୍ରାଥମିକ କୃଷି ସମବାୟ ସମିତି ଖୋଲିଲା ପୂର୍ଣ୍ଣ ହେଲା ଗ୍ରାମବାସୀ ଙ୍କ ଆଶା |   (05-Oct-2026)       ||     

କଣ୍ଟାମାଳ ରେ ନାଗ ବଚା ଯାତ୍ରା ନାଗଭକ୍ତଙ୍କ ଦ୍ୱାରା ଅନୁଷ୍ଠିତ |

03-Jan-2026

ନାଗ ଦେବତାଙ୍କ ଭକ୍ତଙ୍କ ଦ୍ୱାରା ନାଗ ବାଚା ଯାତ୍ରା ସମାପନ,

        ଓଡିଶା ଜନ ମତ ବ୍ୟୁରୋ,

ବିଷାକ୍ତସାପ କିମ୍ବା  ଅନ୍ୟାନ୍ୟ ସରିସୃପ ହେଉ କିମ୍ବା କୌଣସି ବିଷାକ୍ତ କାମୁଡ଼ାର ବିଷଜ୍ବାଳ ବାହାର କରିବା ହେଉଛି ଏକ ସେବା ଭାବରେ ଗ୍ରହଣ କରି ନାଗ ଦେବତାଙ୍କୁ ପୂଜା କରି ତାଙ୍କର ଶିଷ୍ୟତ୍ବ ଗ୍ରହଣ କରି ନାଗବାଚା ଭକ୍ତ ହୋଇଥାନ୍ତି । ଏମାନେ ମଣିଷକୁ କୌଣସି ବିଷାକ୍ତ ସାପ କାମୁଡିଲେ ମଣିଷର ଦେହରୁ ବିଷଜ୍ଵାଳା କାଢିଥାଆନ୍ତି। ଏହା ବଦଳରେ କୌଣସି ଅର୍ଥ, ଉପହାର ଖାଦ୍ୟ ଗ୍ରହଣକରିନଥାନ୍ତି ।  ଏପରି ନାଗବାଚା ଭକ୍ତଙ୍କ ଗାଁ ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଳକ ଆମ୍ବଗାଁ ପଞ୍ଚାୟତ କୁରୁକୁପା  ଗାଁ ଏବଂ ଏଠାରେ ନଗଦେବତାଙ୍କ  ବହୁଭକ୍ତ ରହିଛନ୍ତି । ଏମାନେ ଆଜକୁ ୨୦ ବର୍ଷ ହେବ ପୌଷମାସ ଶେଷ ମଙ୍ଗଳବାର ଦିନ ଗ୍ରାମର ଶିବ ଓ ନାଗ ଦେବତାଙ୍କ ପୀଠସ୍ଥଳୀରେ ପୂଜା କରିଥାନ୍ତି। ପ୍ରଥମ ଗୁରୁ ସ୍ୱର୍ଗତ ଜଗତରାମ ରଣାଙ୍କ ଦ୍ଵାରା ଏଠାରେ ପ୍ରଥମେ ପୂଜା କରୁଥିଲେ । ତାଙ୍କ ଅନ୍ତେ ତାଙ୍କ ଶିଷ୍ଯ ତହସିଲ ରଣାଙ୍କ ତତ୍ତ୍ଵାବଧାନରେ ଚଳିତ ବର୍ଷ ମହାଆଡମ୍ବର ରେ ନାଗବାଚା ଯାତ୍ରା ସମ୍ପନ୍ନ ହୋଇଯାଇଛି। ଏଥିରେ ଶତାଧୂକ ଭକ୍ତଙ୍କ ସହ ଶ୍ରଦ୍ଧାଳୁଯୋଗ ଦେଇ ପୂଜାର୍ଚ୍ଚନା କରିଥିଲେ। ପୂଜାରୀ ପଞ୍ଚାନନ ରଣାଙ୍କ ପୂଜାର୍ଚ୍ଚନାରେ ସୋମବାର ନିଶି କାର୍ଯ୍ୟ ଓମଙ୍ଗଳବାର ଯାତ୍ରା ଅନୁଷ୍ଠିତ ହୋଇଥିଲା। ଏଠାରେ ଭକ୍ତଙ୍କ ଙ୍କ ଭୋଗ ଲାଗି ହୁଏ ଏବଂ ଶେଷରେ ନାଗ ମାତାଙ୍କଠାରେ ବୋଦା ବଳି ଦେଇ ପରେ ଦେବତା ଗାଁ  ପରିକ୍ରମା କରି ଉକ୍ତଙ୍କ ହାରିଗୁହାରି ଶୁଣିଥାନ୍ତି। ଝାଙ୍କର ଦୁର୍ବାଦଳ ଭୋଇ ବଳି ଦେବା ସୁଳେ ଟଙ୍କଧର ଭୋଇ ସହଯୋଗ ସହ ସମସ୍ତ ଭକ୍ତ ପ୍ରସାଦ ସେବନ କରିଥାନ୍ତି । ଏପରି ଯାତ୍ରା ଦ୍ୱାରା ସାପ ଓ ଅନ୍ୟାନ୍ୟ ବିଷାକ୍ତ ସରୀସୃପ, କିଟ, ପତଙ୍ଗ ଙ୍କ ବିଷ ଜ୍ୱାଳାକୁ ବାହାର କରିସେଇ ନାଗ ଦେବତାଙ୍କ କୃପାରୁ ଜନ ସାଧାରଣ ତଥା ଜଗତର ମଙ୍ଗଳ କାମନା କରି ଥାନ୍ତି |

News Comment

You Might Also Like

BACK TO TOP