Breaking News

ଖୋର୍ଦ୍ଧା ରେ ସେବା ସଂକଳ୍ପ ପଦଯାତ୍ରା ରେ ଯୋଡି ହେବାକୁ ମୁଖ୍ୟମନ୍ତ୍ରୀ ଙ୍କ ଆହ୍ୱାନ |   (07-Oct-2026)       ||      17ବର୍ଷରୁ କମ ଫୁଟବଲ ଚୟନ ରେ ଅନିୟମିତତା ନେଇ ଖୋର୍ଦ୍ଧା ଜିଲ୍ଲା ଶିକ୍ଷା ଧିକାରୀଙ୍କୁ ଅଭିଯୋଗ |    (07-Oct-2026)       ||      ପ୍ରକୃତ ମାଲିକ ଙ୍କ ଅଜାଣତ ରେ ଅନ୍ୟ ବ୍ୟକ୍ତିଙ୍କ ନାମରେ ଦଲିଲ |    (07-Oct-2026)       ||      ଖୋର୍ଦ୍ଧା ବ୍ଲଜ ସ୍ତରୀୟ ଯୁବ ସମାବେଶ -2026 କେରଙ୍ଗ ରେ ଅନୁଷ୍ଠିତ |    (07-Oct-2026)       ||      ପୋଲସରା ରେ ବିଜେଡିର "ଜନ ସମ୍ପର୍କ ପଦଯାତ୍ରା ` ଆରମ୍ଭ |    (07-Oct-2026)       ||      ସାପକାମୁଡ଼ାରେ ତାଳସର ଗ୍ରାମର ଜଣେ ମହିଳାଙ୍କ ମୃତ୍ୟୁ |   (07-Oct-2026)       ||      70 ତମଜିଲ୍ଲା ସ୍ତରୀୟ ବିଦ୍ୟାଳୟ ସମୂହ ଖୋ, ଖୋ ପ୍ରତିଯୋଗିତା ବେଗୁନିଆପଡା ଠାରେ ଅନୁଷ୍ଠିତ |    (07-Oct-2026)       ||      ଗୋଳାବନ୍ଧ ଆର୍ମି କଲେଜ ପାଖରେ ଯୁବକଙ୍କ ମୃତ ଦେହ ଗଛ ଡ଼ାଳ ରୁ ଉଦ୍ଧାର କଲା ପୋଲିସ |    (07-Oct-2026)       ||      ପାର୍ଷାଲି ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ରେ କ୍ଲଷ୍ଟର ସ୍ତରୀୟ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ |   (07-Oct-2026)       ||      ବଡ଼ ଦ୍ୱାର ସାହିରେ ଧୁମ ଧାମ ରେ ସରିଲା ଗଜାନନ ଭସାଣି ଉତ୍ସବ |   (07-Oct-2026)       ||      ପୋଲସରା ପଞ୍ଚାୟତ ସମିତି କାର୍ଯ୍ୟାଳୟ ରେ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ ଶିବିର ଅନୁଷ୍ଠିତ |    (07-Oct-2026)       ||      ସାର୍ଵ ଜନୀନ ଦୁର୍ଗାପୂଜା କମିଟିର ସାମ୍ବାଦିକ ସମ୍ମିଳନୀ |    (07-Oct-2026)       ||      ଘରେ କେହି ନଥିବା ବେଳେ ଝରକା ଭାଙ୍ଗି ଚୋରି କଲେ ଚୋର |    (06-Oct-2026)       ||      ପୀତବାସ ପଣ୍ଡା ହତ୍ୟା ସାକ୍ଷୀକୁ ଧମକ ଦେବା ଅଭିଯୋଗ ରେ ବିକ୍ରମ ପଣ୍ଡା ଥାନାରେହାଜର |    (06-Oct-2026)       ||      3156:ବୋତଲ କଫସିରଫ ଜବତ କଲା ବରଗଡ଼ ପୋଲିସ |    (06-Oct-2026)       ||      ବଡ଼ ଗଡ଼ ଜିଲ୍ଲା ପାଳଙ୍କ ମିଳିତ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ||   (06-Oct-2026)       ||      କ୍ଲଷ୍ଟର ସ୍ତରୀୟ ସୁରଭି କାର୍ଯ୍ୟକ୍ରମ କାଲିମେଘି ଓ ଜେ ରାମପାଲୀ ଠାରେ ଅନୁଷ୍ଠିତ |   (06-Oct-2026)       ||      ବ୍ରହ୍ମପୁର ରେ ଉପଖଣ୍ଡ ସ୍ତରୀୟ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ||   (06-Oct-2026)       ||      ଚଳିତ ବର୍ଷ ଗଞ୍ଜାମ ଜିଲ୍ଲା ରେ 50ହଜାର ଲୋକଙ୍କ ଘରେ ଲାଗିବ ସୋଲାର ପେନେଲ, ଜିଲ୍ଲପାଳ |    (06-Oct-2026)       ||      ବୁଡ଼ାଗୁଡାକ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ସୁରଭି -2026 କାର୍ଯ୍ୟକ୍ରମ ଅନୁଷ୍ଠିତ |    (06-Oct-2026)       ||     

ପୁରୁଷୋତ୍ତମପୁର ଅବକାରୀ ବିଭାଗ ଦ୍ୱାରା ତିନି ଅପରାଧୀ ଙ୍କୁ ଗିରଫ ସହ ସେମାନଙ୍କ ଠାରୁ 110 ଲିଟର କୋରା ମଦ ଜବତ |

10-Jan-2026

ପୁରୁଷୋତ୍ତମପୁର ଅବକାରୀ ବିଭାଗ ଦ୍ୱାରା 110 ଲିଟର ମଦ ଜବତ ସହ ତିନି ଅଭିଯୁକ୍ତ ଙ୍କୁ ଗିରଫ ପରେ କୋର୍ଟ ଚାଲାଣ |

        ଓଡିଶା ଜନ ମତ ବ୍ୟୁରୋ

 ଓଡିଶା ସରକାର ରକାରଙ୍କ ଦ୍ବାରା  ଚାଲିଥିବା ସ୍ପେସିଆଲ ଏନଫୋରସମେଣୁ  ଡ୍ରାଇଭଅବୈଧ ମଦ କାରବାରକୁ ଧରିବା ଉପରେଜିଲ୍ଲା ଅବକାରୀ ସୁପାରିଟେଣ୍ଡଣ୍ଡ ଅମରେନ୍ଦ୍ର ଜେନା ଙ୍କ ନିର୍ଦେଶରେଜିଲ୍ଲା ର ସବୁ ଅବକାରୀ ଷ୍ଟାପ ଙ୍କ ଦ୍ୱାରା ଏହି କାର୍ଯ୍ୟକ୍ରମ ଚାଲୁଅଛି | ଏହା ଗତ ମାସ 25 ତାରିଖରୁ ଆରମ୍ଭ ହୋଇ ଏହିମାସ 15 ତାରିଖ ପର୍ଯ୍ୟନ୍ତ ଚାଲିବ ବୋଲି ଅବକାରୀ  ଅଧିକାରୀ ଦେବାଶିଷ ମହାପାତ୍ର ସୂଚନା ଦେଇଛନ୍ତି | ଏହାର ପ୍ରଭାବ ରେ ଅପରାଧୀଙ୍କୁ ଦମନ କରାଯାଇଛି ଏବଂ ଇନ୍ ଫୋର୍ସ ଡିପାର୍ଟମେଣ୍ଟ ଦ୍ୱାରା  ପୁରୁଷୋତ୍ତମ ବ୍ଳକର ପ୍ରତାପୁର ଓ ବାଲିଆ ନିକଟରେ ସୁପେରିଟେଣ୍ଡେଣ୍ଡ ଅମରେନ୍ଦ୍ର କୁମାର ଜେନାଙ୍କ ନିର୍ଦେଶ କ୍ରମେ, ପୁରୁଷୋତ୍ତମପୁର ଅବକାରୀ ଭାରପ୍ରାପ୍ତ ଅଧୂକାରୀ ଦେବାଶିଷ ମହାପାତ୍ର, ଷ୍ଟାଫ ପ୍ରୁଫୁଲ୍ଲ ଶବର, ଜଗତ ପାତ୍ର ଏବଂ ଲିଙ୍ଗରାଜ ମଲ୍ଲିକଙ୍କ ଉଦ୍ୟମରେ ୩ ଜଣ ଅବୈଧ ଦେଶୀ ମଦ କାରବାରୀଙ୍କୁ କାବୁ  କରାଯାଇଛି।  ଏବଂ ସେମାନଙ୍କୁ ଗିରଫକରାଯାଇଛି | ସେମାନେ ହେଲେ ବଡ଼ଚକଡା ଗ୍ରାମର ମିଟୁ ଗୌଡ଼, ବେଢ଼ଗ୍ରାମର ଦଣ୍ଡପାଣି ଗୌଡ଼, ଏବଂ ସନ୍ତୋଷକୁମାର ସ୍ୱାଇଁ ଚଢ଼ାଉ ସମୟରେ ତାଙ୍କ ନିକଟରୁ ୧୧୦ ଲିଟର ହାତ ରନ୍ଧା ଦେଶୀ ମଦ ଜବତ କରାଯାଇଛି। ଅବକାରୀ ବିଭାଗ ପକ୍ଷରୁ ଏହି ଘଟଣା ନେଇ କେସ ନଂ ୯୭/୯୮/୯୯/୨୦୨୫-୨୬ ରୁଜୁ କରାଯାଇ, ସମସ୍ତ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି।ଅବକାରୀ ଅଧୂକାରୀ ଦେବାଶିଷ ମହାପାତ୍ରସୂଚନା ଦେଇଛନ୍ତି ଯେ, ରାଜ୍ୟ ସରକାରଙ୍କ ନିର୍ଦେଶ ଅନୁସାରେ ଚୋରା ଓ ନକଲି ମଦ ବିକ୍ରୟ ଓ ଉତ୍ପାଦନ ଉପରେ ଆମର ଅଭିଯାନ ସବୁବେଳେ ଜାରି ରହିବ। ତେବେ ଅବକାରୀ ବିଭାଗ ର ଏହି ଅତର୍କିତ ଚଢ଼ାଉ ଦ୍ୱାରା ଚୋରା ବେପାରୀଙ୍କୁ ଏକ ଶକ୍ତ ଝଟକା ଦେଇଥିବା ର ଅଞ୍ଚଳରେ ଚର୍ଚ୍ଚା ହେଉଛି |ଏପରି ଯଦି ଚଢ଼ାଉ ଜାରି ରୁହେ ତେବେ ଚୋରା଼ ନକଲି ମଦ ବ୍ୟବସାୟୀ ମାନଙ୍କ ଅବସ୍ଥା ବହୁତ ସାଙ୍ଘାତିକ  ହୋଇଯିବ ବୋଲି   ବୁଦ୍ଧିଜୀବୀ ମାନେ ମତ ଦେଉଛନ୍ତି |

News Comment

You Might Also Like

BACK TO TOP