Breaking News

କେନ୍ଦୁବାଡି ପଞ୍ଚାୟତରେ ଦୁତୀୟ ପର୍ଯ୍ୟାୟ ଜନ ଅଭିଯୋଗ ଶୁଣାଣି |   (13-Apr-2026)       ||      କୋଦଳା ମହାବିଦ୍ୟାଳୟ ରେ ମାତୃ ଭାଷା ର ଐତିହ୍ୟ ସମ୍ପର୍କ ରେ ପାଠ ଚକ୍ର |    (12-Apr-2026)       ||      ବିଦ୍ୟୁତ ଆଘାତ ରେ ବିଦ୍ୟୁତ କର୍ମଚାରୀ ଙ୍କ ମୃତ୍ୟୁ |    (12-Apr-2026)       ||      ବେଲଘର ବନାଞ୍ଚଳ ରେ ପୁଣି ହାତି ଆତଙ୍କ ||   (12-Apr-2026)       ||      ଆଁଳାଇ ପୀଠ ରେ 24ତମ ମହାବୀର ଜୟନ୍ତୀ ବାର୍ଷିକ ବିଶ୍ଵଶାନ୍ତି ମହାଯଂଜ୍ଞ ଶୋଭାଯାତ୍ରା ରେ 100ରୁ ଉର୍ଦ୍ଧ ମାନସିକ ବ୍ରତ ଧାରୀ ସାମଲ ||   (12-Apr-2026)       ||      ଆଁଳାଇ ପୀଠ ରେ 24ତମ ମହାବୀର ଜୟନ୍ତୀ ବାର୍ଷିକ ବିଶ୍ଵଶାନ୍ତି ମହାଯଂଜ୍ଞ ଶୋଭାଯାତ୍ରା ରେ 100ରୁ ଉର୍ଦ୍ଧ ମାନସିକ ବ୍ରତ ଧାରୀ ସାମଲ ||   (12-Apr-2026)       ||      କ ନୂଆଙ୍ଗା ବ୍ଳକ ଶିକ୍ଷା ବିଭାଗ ଅଫିସିରେ 5ମାସ ହେଲା ବିଇଓ ପଦବୀ ଖାଲି ||   (12-Apr-2026)       ||      ଗୋଳନ୍ଥରା ଥାନା ପଞ୍ଚାମା ଅଞ୍ଚଳ ରେ ପାନ ବ୍ୟବସାୟୀ ଙ୍କୁ ନିର୍ମମ ହତ୍ୟା |   (12-Apr-2026)       ||      ଖଲ୍ଲିକୋଟ ନଗର କଂଗ୍ରେସ ସଭାପତି ହେଲେ ମନ ମଦନ ସାହୁ |   (11-Apr-2026)       ||      ବାଲିଗୁଡା ଆଦିବାସୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରେ +2ଅନ ଲାଇନ ଓ ଅଫଲାଇନ ମୂଲ୍ୟାୟନ କେନ୍ଦ୍ର ଅନୁଷ୍ଠିତ |    (11-Apr-2026)       ||      ଓଡ଼ିଆ ପକ୍ଷ ଉପଲକ୍ଷେ ରକ୍ତ ଦାନ ଶିବିର,   (11-Apr-2026)       ||      ବାର୍ଷିକ ବିବରଣୀ ପତ୍ର 2025-26ର ଅବଲୋକନ ଓ 2026-27ବର୍ଷ ପାଇଁ କାର୍ଯ୍ୟ ଯୋଜନା ପ୍ରସ୍ତୁତି କରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ||   (10-Apr-2026)       ||      ପୋଲସରା ପୌର ପରିଷଦ ପକ୍ଷରୁ ଓଡ଼ିଆ ପକ୍ଷ ଅବସର ରେ କଳାକାର ମାନଙ୍କୁ ସମ୍ବର୍ଦ୍ଧନା ଅନୁଷ୍ଠିତ ||   (10-Apr-2026)       ||      ପଶ୍ଚିମ ଓଡ଼ିଶାର ସିନେକଳାକାର ମାନେ ତାରା ତାରିଣୀ ଙ୍କ ପୀଠରେ କଲେ ପୂଜାର୍ଚନା |   (09-Apr-2026)       ||      ଟିକାବାଲି ବ୍ଲକରେ ଲକ୍ଷାଧିକ ଟଙ୍କାରେ ନିର୍ମିତ ପାନୀୟ ଜଳ ପ୍ରକଳ୍ପ ଅଟକ |   (09-Apr-2026)       ||      ସ୍ତ୍ରୀକୁ ହତ୍ୟା କରି ସ୍ୱାମୀର ଆତ୍ମ ହତ୍ୟା ||   (07-Apr-2026)       ||      ନୂଆଗଡ ଗ୍ରାମରେ ଚୋରି ଘଟଣାରେ ସାତ ଜଣ ଗିରଫ ||   (07-Apr-2026)       ||      ରୁପା ବ୍ୟବସାୟୀ ଙ୍କଆକ୍ରମଣ କରି ତାଙ୍କଠାରୁ 7କେଜିର ରୁପା ବେଗ ଧରି ଛୁ ମାରିଲେ ଦୁଇ ଲୁଟେରା |    (06-Apr-2026)       ||      ଓଡ଼ିଶା ସାହିତ୍ୟ ଏକାଡେମୀ ଏବଂ ଉତ୍କଳ ସଂସ୍କୃତି ବିଶ୍ୱ ବିଦ୍ୟାଳୟ ର ମିଳିତ ଆନୁକୂଲ୍ୟରେ ଓଡ଼ିଆ ପକ୍ଷ -2026 ପାଳନ ||   (06-Apr-2026)       ||      ରକ୍ତ ଚାପ ସଚେତନତା ଓ ସ୍ୱାସ୍ଥ୍ୟ ଶିବିର    (06-Apr-2026)       ||     

ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ଫେଡରସନ ର ପୂର୍ବତନ ମହାସଚିବ ସଚ୍ଚିଦାନନ୍ଦ ରାଉତ ରାୟ ଙ୍କର ଦେହାନ୍ତ |

20-Jan-2026

ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ଫେଡ୍ରେସନ ର ପୂର୍ବତନ ମହାସଚିବ ସଚିଦାନନ୍ଦ ରାଉତରାୟ ଙ୍କର ଦେହାନ୍ତ ଶୋକ ସଭା 

   ଓଡିଶା ଜନ ମତ, ବିକାଶ କୁମାର ସାହୁ,ଖଲ୍ଲିକୋଟ ତା.୨୦/୦୧/୨୦୨୬

  ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣ ରେ ଦିବ୍ୟଙ୍ଗତ ମହା ସଚିବ ଙ୍କ ଦେହାନ୍ତ ପାଇଁ ଶୋକସଭା ଅନୁଷ୍ଠିତ ହୋଇଯାଇଛି l ଅବଦୁଲ କଲାମ ଜନକଲ୍ୟାଣ ପରିଷଦ ଆନୁକୂଲ୍ୟରେ ସଭାକାର୍ଯ୍ୟ ଅନୁଷ୍ଠିତ ହୋଇଥିଲା l ଉକ୍ତ ଅନୁଷ୍ଠାନର ସଭାପତି ଶ୍ରୀ ପୂର୍ଣ୍ଣିଚନ୍ଦ୍ର ବେହେରା ସଂଯୋଜନା ପୂର୍ବକ ସଭାକାର୍ଯ୍ୟ ପରିଚାଳନା କରିଥଲେ, ଉକ୍ତ ସଭାରେ ବୟୋଜ୍ୟେଷ୍ଟ ଶିକ୍ଷକ ଦେବରାଜ ପଟ୍ଟନାୟକ ଙ୍କ ସଭାପତିତ୍ୱରେ, ସଚ୍ଚିଦାନନ୍ଦ ରାଉତରାୟ ଙ୍କର ଅମ୍ଲାନ ଆତ୍ମା ର ସଦ୍ଗତି ପାଇଁ  ଶିକ୍ଷକ ମାନେ ମିଳିତ ଭାବେ ଦୁଇ ମିନିଟ ନୀରବ ପ୍ରାର୍ଥନା ସହ ଶୋକସଭା ପାଳନ କରିଥିଲେ l 
     ମହାସଚିବଙ୍କ କାର୍ଯ୍ୟାବଳି ସମନ୍ଧେ ଆଲୋଚନା ପୂର୍ବକ ତାଙ୍କ ନେତୃତ୍ୱରେ ସାରା ଓଡିଶାରେ ପ୍ରାଥମିକ ଶିକ୍ଷକଙ୍କୁ ସେପ୍ଟେମ୍ବର - ୫ - ୧୯୮୯ ରେ ସରକାରୀ ଘୋଷଣାର ସ୍ମୃତି ଚାରଣ କରାଯାଇଥିଲା ଏବଂ ସେହି ସମୟର ମୁଖ୍ୟମନ୍ତ୍ରୀ ସ୍ୱର୍ଗତ ଜାନକୀ ବଲ୍ଳଭ ପଟ୍ଟନାୟକ, ଶିକ୍ଷକ ଙ୍କ ପାଇଁ ଯଥେଷ୍ଟ ଅବଦାନ ଥିବା କଥା ମଧ୍ୟ ଆଲୋଚନା କରାଯାଇଥିଲା l ସେହି ମହା ସଚିବ ଙ୍କ ଭଳି ଆଜିପର୍ଯ୍ୟନ୍ତ କେହି କୌଣସି କାର୍ଯ୍ୟ କରିନାହାନ୍ତି ଫଳରେ ଅମ୍ଲାନ ପ୍ରତିଭାର ସ୍ଥାନ ଅପୂରଣୀୟ ହୋଇ ରହିଗଲା ବୋଲି ସମସ୍ତେ ଦୁଃଖ ପ୍ରକାଶ କରିଥିଲେ l 
      ଉକ୍ତ ଶୋକ ସଭାରେ ଶ୍ରୀ ଶ୍ରୀ ପ୍ରସାଦ ଆଚାର୍ଯ୍ୟ, ଗଣେଶ ବିଶ୍ୱାଳ, ସତ୍ୟନାରାୟଣ ମିଶ୍ର, ତ୍ରିନାଥ ମିସ୍ତ୍ରୀ, ପ୍ରଶାନ୍ତ ପଟ୍ଟନାୟଜ, ଲଡୁ କିଶୋର ଦୋରା, ପୁରୁଷୋତ୍ତମ ସ୍ୱାଇଁ, ଦଣ୍ଡପାଣି ବେହେରା, ପ୍ରଭାତ ଚନ୍ଦ୍ର ପାଢ଼ୀ, ଲକ୍ଷ୍ମୀପ୍ରିୟା ଆଚାର୍ଯ୍ୟ, ମମତା କୁମାରୀ ସତପଥୀ ସହ ବହୁ ଶିକ୍ଷକ ଉପସ୍ଥିତ ଥିଲେ l

News Comment

You Might Also Like

BACK TO TOP