Breaking News

ପାର୍ଷାଲି ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ରେ କ୍ଲଷ୍ଟର ସ୍ତରୀୟ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ |   (07-Oct-2026)       ||      ବଡ଼ ଦ୍ୱାର ସାହିରେ ଧୁମ ଧାମ ରେ ସରିଲା ଗଜାନନ ଭସାଣି ଉତ୍ସବ |   (07-Oct-2026)       ||      ପୋଲସରା ପଞ୍ଚାୟତ ସମିତି କାର୍ଯ୍ୟାଳୟ ରେ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ ଶିବିର ଅନୁଷ୍ଠିତ |    (07-Oct-2026)       ||      ସାର୍ଵ ଜନୀନ ଦୁର୍ଗାପୂଜା କମିଟିର ସାମ୍ବାଦିକ ସମ୍ମିଳନୀ |    (07-Oct-2026)       ||      ଘରେ କେହି ନଥିବା ବେଳେ ଝରକା ଭାଙ୍ଗି ଚୋରି କଲେ ଚୋର |    (06-Oct-2026)       ||      ପୀତବାସ ପଣ୍ଡା ହତ୍ୟା ସାକ୍ଷୀକୁ ଧମକ ଦେବା ଅଭିଯୋଗ ରେ ବିକ୍ରମ ପଣ୍ଡା ଥାନାରେହାଜର |    (06-Oct-2026)       ||      3156:ବୋତଲ କଫସିରଫ ଜବତ କଲା ବରଗଡ଼ ପୋଲିସ |    (06-Oct-2026)       ||      ବଡ଼ ଗଡ଼ ଜିଲ୍ଲା ପାଳଙ୍କ ମିଳିତ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ||   (06-Oct-2026)       ||      କ୍ଲଷ୍ଟର ସ୍ତରୀୟ ସୁରଭି କାର୍ଯ୍ୟକ୍ରମ କାଲିମେଘି ଓ ଜେ ରାମପାଲୀ ଠାରେ ଅନୁଷ୍ଠିତ |   (06-Oct-2026)       ||      ବ୍ରହ୍ମପୁର ରେ ଉପଖଣ୍ଡ ସ୍ତରୀୟ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ||   (06-Oct-2026)       ||      ଚଳିତ ବର୍ଷ ଗଞ୍ଜାମ ଜିଲ୍ଲା ରେ 50ହଜାର ଲୋକଙ୍କ ଘରେ ଲାଗିବ ସୋଲାର ପେନେଲ, ଜିଲ୍ଲପାଳ |    (06-Oct-2026)       ||      ବୁଡ଼ାଗୁଡାକ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ସୁରଭି -2026 କାର୍ଯ୍ୟକ୍ରମ ଅନୁଷ୍ଠିତ |    (06-Oct-2026)       ||      ପାଦୁଲୁଗୁଡ଼ା ପ୍ରାଥମିକ ବିଦ୍ୟାଳୟ ବିପର୍ଯ୍ୟସ୍ତ ଅବସ୍ଥାରେ |    (06-Oct-2026)       ||      ପଦ୍ମପୁର ତରଫରୁ ୟୁ ଏ ଇ ରେ ସମ୍ବଲପୁର ସଙ୍ଗୀତ ମହାବିଦ୍ୟାଳୟ ଟିମକୁ ସମ୍ବର୍ଦ୍ଧନା ||   (05-Oct-2026)       ||      ନୁଆଁଖାଇ ଭେଟ ଘାଟ ସହିତ କର୍ମଜୀବୀ ସାମ୍ବାଦିକ ସଙ୍ଘର 15ତମ ପ୍ରତିଷ୍ଠା ଦିବସ ପାଳିତ ||   (05-Oct-2026)       ||      କଲ୍ୟାଣ ସିଂହ ପୁର ରାମ ମନ୍ଦିର ଛକ ଠାରେ 21 ଦିନ ପରେ ହେଲା ଗଜାନନ ଙ୍କ ବିସର୍ଜନ |   (05-Oct-2026)       ||      ମାଆଙ୍କ ପାହାଡ଼ ଉପରେ ଥିବା 5,ଗୋଟି ଦାନ ହୁଣ୍ଡି ଖୋଲାଗଲା ||   (05-Oct-2026)       ||      ବିଜେଡିର ବରିଷ୍ଟ ପେନେଲ ସଦସ୍ୟ ମନୋନୀତ ହେଲେ ପୂର୍ବତନ ମନ୍ତ୍ରୀ ଶ୍ରୀକାନ୍ତ ସାହୁ ||   (05-Oct-2026)       ||      ଧରା ଧର ପୁର ପ୍ରାଥମିକ କୃଷି ସମବାୟ ସମିତି ଖୋଲିଲା ପୂର୍ଣ୍ଣ ହେଲା ଗ୍ରାମବାସୀ ଙ୍କ ଆଶା |   (05-Oct-2026)       ||      ଗଞ୍ଜାମ ଜିଲ୍ଲା ର ଯୋଜନା ବୋର୍ଡ ର ସଦସ୍ୟ ଭାବେ ମନୋନୀତ ହେଲେ ସୁଧୀର ସାବତ |   (05-Oct-2026)       ||     

ପଞ୍ଜିକୃତଚାଷୀ,ସମବାୟ ବ୍ୟଙ୍କ ରୁ ଋଣ ନେଇଥିବା ଚାଷୀ ମିଳୁଛି ସାର, ଅନ୍ୟଚାଷୀଙ୍କୁ ନାହିଁ |

06-Aug-2026

ୟୁରିଆ ସାର ପାଇଁ ଚାଷୀ ହତାଶ l ପଞ୍ଜିକୃତ ଚାଷୀ ଓ ସମବାୟ ବ୍ୟାଙ୍କରୁ ଋଣ ନେଇଥିବା ଚାଷୀଙ୍କୁ ହିଁ  ମିଳୁଛି ସାର l ଧାନ ଚାଷୀ ଚିନ୍ତାରେ।

ଓଡିଶା ଜନମତ, ବେଗୁନିଆପଡା :06/08/26 :

ଭଞ୍ଜ କିଶୋର ମହାରଣା

ଚଳିତ ଋତୁରେ ଚାଷୀଙ୍କୁ ଘାରିଛି ୟୁରିଆ ସାର ଚିନ୍ତା l ଲଗାଣ ବର୍ଷାରେ ଚାଷୀ ବେଶ ଖୁସି ଅନୁଭବ କରିବା ସହ ଚାଷ କାମ ଦ୍ରୁତ ଗତିରେ ଆଗେଇ ଚାଲିଛି। ଧାନ ରୁଆ କାର୍ଯ୍ୟ ମଧ୍ୟ ଜୋରସୋର ରେ ଚାଲିଛି l ହେଲେ ସରକାରଙ୍କ ତରଫରୁ ୟୁରିଆ ସାର ରିହାତି ଦରରେ ମିଳୁଥିବା ବେଳେ ବେଗୁନିଆପଡା ବ୍ଲକରେ ବହୁତ ଚାଷୀ ଏହି ସାର ପାଇବାରୁ ବଂଚିତ ହୋଇଛନ୍ତି। ଚାଷୀଙ୍କ ସକାଶେ ହୋଇଥିବା ନିୟମ ଅନୁସାରେ ସେବା ସମବାୟ ସମିତିରୁ ଯେଉଁ ଚାଷୀ ଋଣ ନେଇଥିବ ଓ ଯେଉଁ ଚାଷୀ ନିଜ ନାମ ପଞ୍ଜିକରଣ କରିଥିବ ସେମାନଙ୍କୁ ହିଁ ଏହି ୟୁରିଆ ସାର ରିହାତି ଦରରେ ମିଳିବ କିନ୍ତୁ ଅନ୍ୟ ଚାଷୀ ମାନେ ଏହି ସାର ପାଇବାରୁ ବଂଚିତ ହେଉଛନ୍ତି ଯାହା ଫଳରେ ଚାଷ କାର୍ଯ୍ୟ ବାଧାପ୍ରାପ୍ତ ହୋଇଛି। ଧାନ ଗଛ ବଢିବା ସମୟରେ ଏହି ସାର ପ୍ରୟୋଗର ଆବଶ୍ୟକତା ରହିଥିବା ବେଳେ ଚାଷୀ ଏହା ନପାଇ ଚିନ୍ତାରେ ଅଛନ୍ତି। ସରକାରୀ ଦର ଅନୁସାରେ ୟୁରିଆ ସାରର ଦର ବସ୍ତା ପ୍ରତି 266 ଟଙ୍କା 50 ପଇସା ଥିବା ବେଳେ ଘରୋଇ ଦର 750 ଟଙ୍କା ରହିଛି। ସେହିପରି ଗ୍ରୋମରର ସରକାରୀ ଦର 1850     ଟଙ୍କା ଥିବା ବେଳେ ଘରୋଇ ଦର 2750 ଟଙ୍କା ରହିଛି। ଅପର ପକ୍ଷରେ ଡି ଏ ପି ସାର ଦର ବସ୍ତା ପ୍ରତି ସରକାରୀ ଦର  1350 ଟଙ୍କା  ଥିବା ବେଳେ ଘରୋଇ ଦର 2150 ରୁ 2200  ଟଙ୍କା ରହିଛି। ଫଳରେ ଚାଷୀଙ୍କୁ ଯଦି ସରକାରୀ ସାର ନମିଳେ ତେବେ ଆର୍ଥିକ ସ୍ତରରେ କ୍ଷତିଗ୍ରସ୍ତ ହେବେ ବୋଲି ଚାଷୀ ମାନେ କ୍ଷୋଭ ପ୍ରକାଶ କରିଛନ୍ତି।ବେଗୁନିଆପଡା ବ୍ଲକ ଓ କୋଦଳା ଏନ ଏ ସି ରେ  ବ୍ଲକର ମୋଟ 18080 ହେକ୍ଟର ଜମିରୁ 13324 ହେକ୍ଟର ଜମି ଜଳସେଚିତ ହୋଇଥିବା ବେଳେ 4726 ହେକ୍ଟର ଜମି ଅଣ ଜଳସେଚିତ ଅଟେ। କିନ୍ତୁ ଚଳିତ ବର୍ଷ 11000 ହେକ୍ଟର ଜମିରେ ଧାନ ଚାଷ କରାଯାଇ ଅନ୍ୟ ଜମିରେ ଡାଲି ଜାତୀୟ ଫସଲ କରିବାକୁ ବିଭାଗ ଆଶା ରଖିଛି। ଏହି ଜଳସେଚିତ ଜମି ଗୁଡିକ ମଧ୍ୟରୁ ଶାଳିଆ କେନାଲ ଦ୍ଵାରା 2000 ହେକ୍ଟର ଜମି ଜଳସେଚିତ ହେଉଥିବା ବେଳେ ଆଉ 11324 ହେକ୍ଟର ଜମି ନଦୀ ଜଳ ଓ ଉଠା ଜଳସେଚନ ଉପରେ ନିର୍ଭର କରିଥାଏ l ଏହା ସହିତ ବର୍ଷା ଦିନେ ଏ ସବୁ ଜଳସେଚିତ ଜମି ସହିତ 4726 ହେକ୍ଟର ଜମି ବର୍ଷା ଧାରା ଉପରେ ନିର୍ଭର କରିଥାଏ।ଏହି ବ୍ଲକର ଖାଲୁଆ ଜମିରେ ବର୍ତ୍ତମାନ ପାଣି ଜମି ରହିଥିବା ବେଳେ ଢ଼େପ ଜମିରେ ପାଣି ରହୁନି ଯାହା ଫଳରେ ଏହି ଜମି ଗୁଡିକ ଅଧିକ ବର୍ଷା ଜଳ ଆବଶ୍ୟକ କରୁଛି। ବ୍ଲକର ମଠସରସିଙ୍ଗି, ବେରୁଆଁବାଡ଼ି, କାଲିମେଘି, ସାନ ଉସ୍ତାପଡ଼ା, ଫାସି, ଦିଗାପଡା,ମର୍ଦମେଖ, ଘୋଡାପଡା,ତାଳସର, ବଡ ଖଇର ଖମା, ଅଙ୍ଗାର ଗାଁ, ସୁମଣ୍ଡଳ, ଚିଙ୍ଗୁଡ଼ି ଖୋଲ, ଚନ୍ଦନପୁର, କେ ବରିଡା, ମର୍ଦକୋଟ, ମର୍ଦମେଖ, ବେଗୁନିଆପଡା, ସଂକୁଡା, ଷଣ୍ଢମୂଳ, ଖଣ୍ଡିଆନଈ,ଏସ ଛଚିନା, କୁମ୍ଭାର ଗାଁ, ସମେତ କୋଦଳାରେ ବର୍ତ୍ତମାନ ଚାଷ କାମ ଦ୍ରୁତ ଗତିରେ ଆଗେଇ ଚାଲିଥିବା ବେଳେ ଅନେକ ସ୍ଥାନରେ ଧାନ ନୀଳ ପଡି ଆସିଲାଣି। ସେପଟେ ବର୍ଷା ବେଶୀ ହେଲେ କେ ବରିଡା ନିକଟସ୍ଥ ପଟା ଶଙ୍ଖ ପାର୍ଶ୍ୱ ଜମି ଓ କୋଦଳା ଖରଖରୀ ନିକଟସ୍ଥ ବିଲ ଗୁଡିକରେ ପାଣି ଧାନ ଫସଲ ଗୁଡିକୁ ବୁଡାଇ ନଷ୍ଟ କରିଦେବାର ଆଶଙ୍କା ରହିଛି। ଏଣୁ ପାଣି ବଢିବା ଆଗରୁ ସାର ପକାଇବାର ଆବଶ୍ୟକତା ରହିଛି। ସେପଟେ ତରଳ ଡି ଏ ପି ସାର ଆସିଥିବା ବେଳେ ଏହାକୁ ଚାଷୀ କିପରି ସିଞ୍ଚନ କରିବେ ସେଥି ପ୍ରତି ଚିନ୍ତାରେ ଅଛନ୍ତି। ଏଣୁ ସମସ୍ତ ଚାଷୀଙ୍କୁ ସରକାରୀ ସାର ଯୋଗାଇଦେବା ପାଇଁ ଚାଷୀ ମାନେ ଦାବୀ କରିଛନ୍ତି।

News Comment

You Might Also Like

BACK TO TOP