Breaking News

ପଦ୍ମପୁର ତରଫରୁ ୟୁ ଏ ଇ ରେ ସମ୍ବଲପୁର ସଙ୍ଗୀତ ମହାବିଦ୍ୟାଳୟ ଟିମକୁ ସମ୍ବର୍ଦ୍ଧନା ||   (05-Oct-2026)       ||      ନୁଆଁଖାଇ ଭେଟ ଘାଟ ସହିତ କର୍ମଜୀବୀ ସାମ୍ବାଦିକ ସଙ୍ଘର 15ତମ ପ୍ରତିଷ୍ଠା ଦିବସ ପାଳିତ ||   (05-Oct-2026)       ||      କଲ୍ୟାଣ ସିଂହ ପୁର ରାମ ମନ୍ଦିର ଛକ ଠାରେ 21 ଦିନ ପରେ ହେଲା ଗଜାନନ ଙ୍କ ବିସର୍ଜନ |   (05-Oct-2026)       ||      ମାଆଙ୍କ ପାହାଡ଼ ଉପରେ ଥିବା 5,ଗୋଟି ଦାନ ହୁଣ୍ଡି ଖୋଲାଗଲା ||   (05-Oct-2026)       ||      ବିଜେଡିର ବରିଷ୍ଟ ପେନେଲ ସଦସ୍ୟ ମନୋନୀତ ହେଲେ ପୂର୍ବତନ ମନ୍ତ୍ରୀ ଶ୍ରୀକାନ୍ତ ସାହୁ ||   (05-Oct-2026)       ||      ଧରା ଧର ପୁର ପ୍ରାଥମିକ କୃଷି ସମବାୟ ସମିତି ଖୋଲିଲା ପୂର୍ଣ୍ଣ ହେଲା ଗ୍ରାମବାସୀ ଙ୍କ ଆଶା |   (05-Oct-2026)       ||      ଗଞ୍ଜାମ ଜିଲ୍ଲା ର ଯୋଜନା ବୋର୍ଡ ର ସଦସ୍ୟ ଭାବେ ମନୋନୀତ ହେଲେ ସୁଧୀର ସାବତ |   (05-Oct-2026)       ||      ଗୋଳିଆ ପାଣି ଭରସା ରେ ବେତ ବାଡ଼ି ବାସି |    (05-Oct-2026)       ||      କଲଭର୍ଟ ରାସ୍ତାରେ ବିରାଟ ଗର୍ତ୍ତ, ବିପଦ ରେ ସହ ସହ ଛାତ୍ର ଛାତ୍ରୀ,|    (05-Oct-2026)       ||      ସାହିତ୍ୟ ସନ୍ଧ୍ୟାର ନୂତନ କର୍ମକର୍ତ୍ତା ଚୟନ ଓ ସମ୍ପନ୍ନ |   (05-Oct-2026)       ||      ହୃଦରୋଗ ସଚେତନତା ଓ ସ୍ୱାସ୍ଥ୍ୟ ଶିବିର |    (05-Oct-2026)       ||      ବାଲି ଚୋରା ଚାଲାଣ ଅଭିଯୋଗ ରେ ପାଇକମାଳ ପୋଲିସ ଦ୍ୱାରା ଜଣକୁ ଗିରଫ ସହ ବାଲି ହାଇୱା ଜବତ କଲା |    (05-Oct-2026)       ||      ଛତ୍ରପୁର ରେ ଅବସର ପ୍ରାପ୍ତ ସହକାରୀ ଯୋଗାଣ ଅଧିକାରୀ ଙ୍କ ଦ୍ୱାଦଶାହ କାର୍ଯ୍ୟ ପାଳିତ |   (05-Oct-2026)       ||      ଝାଡବାଇ ରେ କ୍ଲଷ୍ଟର ସ୍ତରୀୟ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ ||   (05-Oct-2026)       ||      ଗରଦ ପୁର ମଧୁବାବୁ ପାଠାଗାର ରେ କବିବର ରାଧାନାଥ ଜୟନ୍ତୀ ପାଳିତ ||   (05-Oct-2026)       ||      ଜିଲ୍ଲା କଂଗ୍ରେସର ପରିବର୍ଦ୍ଧିତ୍ବ କାର୍ଯ୍ୟ କାରିଣୀ ବୈଠକ ଅନୁଷ୍ଠିତ |   (05-Oct-2026)       ||      ବରଗଡ଼ ଜିଲ୍ଲା ରେ ଜିଲ୍ଲପାଳ ଙ୍କ ନିର୍ଦ୍ଧେଶ ରେ ବାଦ ପଡ଼ିଥିବା ଓ ନୂତନ ଯୁବ ଭୋଟର ଙ୍କ ପାଇଁ ସ୍ୱତନ୍ତ୍ର ଅଭିଯାନ ||   (04-Oct-2026)       ||      ବ୍ରହ୍ମପୁର ନିମଖଣ୍ଡି ଥାନା ଅଞ୍ଚଳ ରେ ବନ୍ଧୁର ଆକ୍ରମଣ ରେ ବନ୍ଧୁର ମୃତ୍ୟୁ |    (04-Oct-2026)       ||      ପୋଲମା ବିଦ୍ୟାଳୟ ଛାତ୍ର ସୁଶାନ୍ତ ଙ୍କୁ ଜାତୀୟ ଥ୍ରୋ- ବଲରେ ସ୍ଵର୍ଣ ପଦକ |   (04-Oct-2026)       ||      ଆଲିଜିନିଗୁଡା ଆମ୍ବ ତୋଟା ରେ ବିଜେଡିର ବିଶାଳ ମିଶ୍ରଣ ପର୍ବ |   (04-Oct-2026)       ||     

ମାନବାଧିକାର ମିଶନ ର ପ୍ରୟାସ ରେ ଅବହେକିତ କୁନୀ ଦିବ୍ୟାଙ୍ଗ ପାଇଲେ ଭତ୍ତା |

20-Sep-2026

ପ୍ରତାପୁର ପଞ୍ଚାୟତ ର ଦିବ୍ୟାଙ୍ଗ ନିସା ପାତ୍ରଙ୍କୁ ଭତ୍ତା ମିଳିଲା ମାନବାଧିକାରମିଶନ  ସହଯୋଗ ଦ୍ୱାରା  |
ଓଡିଶା ଜନ ମତ,ପୁରୁଷୋତ୍ତମପୁର, ଶୁଭଙ୍କରଦାଶ,

ପୁରୁଷୋତ୍ତମପୁର ବ୍ଲକ୍ ଅନ୍ତର୍ଗତ ପ୍ରତାପପୁର ଗ୍ରାମର କାର୍ତ୍ତିକ ପାତ୍ରଙ୍କ ୬ ବର୍ଷୀୟା କନ୍ୟା ନିସା ପାତ୍ର ଜନ୍ମରୁ ଦିବ୍ୟାଙ୍ଗ ହୋଇଥିଲେ ମଧ୍ୟ ଦୀର୍ଘଦିନ ଧରି ଦିବ୍ୟାଙ୍ଗ ଭତ୍ତା ପାଇବାରୁ ବଞ୍ଚିତ ଥିଲେ।
ଏହି ବିଷୟରେ ମାନବାଧିକାର ମିଶନ ଅବଗତ ହେବା ପରେ ମିଶନ ପକ୍ଷରୁ ତୁରନ୍ତ ହସ୍ତକ୍ଷେପ କରାଯାଇଥିଲା। ମିଶନର ସଭାପତି ଶ୍ରୀ ଲୋକନାଥ ତ୍ରିପାଠୀ, ସାଧାରଣ ସମ୍ପାଦକ ଶ୍ରୀ ବିଜୟ କୁମାର ତ୍ରିପାଠୀ, ଉପସଭାପତି ଶ୍ରୀ ସୁଦାମ ସାହୁ, ମିଡିଆ ସେକ୍ରେଟାରୀ ଶ୍ରୀ ପ୍ରସନ୍ନ କୁମାର  ଦାଶ ଏବଂ ଅର୍ଗାନାଇଜେସନ୍ ସେକ୍ରେଟାରୀ ଶ୍ରୀ ବିଶ୍ୱରଞ୍ଜନ ପଣ୍ଡାଙ୍କ ତତ୍ତ୍ୱାବଧାନରେ ଏହି ମାମଲାକୁ ଗୁରୁତ୍ୱର ସହ ନିଆଯାଇଥିଲା।
ନିସା ପାତ୍ରଙ୍କ ଦିବ୍ୟାଙ୍ଗ ଭତ୍ତା ସମ୍ପର୍କରେ ମାନବାଧିକାର ମିଶନ ପକ୍ଷରୁ ପୁରୁଷୋତ୍ତମପୁର
ବି ଏସ ଏସ ଓ , ପୁରୁଷୋତ୍ତମପୁର ବିଡ଼ିଓ ଦେବାଶିଷ ସାମଲ , ପୁରୁଷୋତ୍ତମପୁର ତହସିଲଦାର ବିନୋଦ କୁମାର ବେହେରା , ଚତ୍ରପୁର ସବ୍-କଲେକ୍ଟର ଶୁଭାଶିଷ ବରାଳ ଏବଂ ଗଞ୍ଜାମ ଜିଲ୍ଲାପାଳଙ୍କୁ ଲିଖିତ ଚିଠି ମାଧ୍ୟମରେ ଅବଗତ କରାଯାଇଥିଲା। ଏହାସହ ସମ୍ପୃକ୍ତ କାର୍ଯ୍ୟାଳୟଗୁଡ଼ିକ ସହିତ ନିରନ୍ତର ଯୋଗାଯୋଗ କରାଯାଇ ଆବଶ୍ୟକ ପଦକ୍ଷେପ ପାଇଁ ଅନୁରୋଧ କରାଯାଇଥିଲା।
ମାନବାଧିକାର ମିଶନର ନିରନ୍ତର ପ୍ରୟାସ ଏବଂ ପ୍ରଶାସନିକ ଅଧିକାରୀମାନଙ୍କ ସହଯୋଗର ଫଳସ୍ୱରୂପ ନିସା ପାତ୍ରଙ୍କୁ ତାଙ୍କର ନ୍ୟାୟସଙ୍ଗତ ଅଧିକାର ଓ ଦିବ୍ୟାଙ୍ଗ ଭତ୍ତା ପ୍ରଦାନର ପଥ ସୁଗମ ହୋଇପାରିଛି।
ଏହି ସମଗ୍ର ପ୍ରକ୍ରିୟାରେ ପୁରୁଷୋତ୍ତମପୁର ତହସିଲଦାରଙ୍କ ଭୂମିକା ବହୁତ ବହୁତ ଗୁରୁତ୍ୱପୂର୍ଣ୍ଣ ଓ ପ୍ରଶଂସନୀୟ ଥିଲା। ଜଣେ ଦିବ୍ୟାଙ୍ଗ ଶିଶୁଙ୍କ ଅଧିକାର ସୁନିଶ୍ଚିତ କରିବା ଦିଗରେ ତାଙ୍କର ସହଯୋଗ ଏବଂ ସମ୍ବେଦନଶୀଳ ପଦକ୍ଷେପ ଉଲ୍ଲେଖନୀୟ।
ଏହି ମାମଲାରେ ସହଯୋଗ କରିଥିବା , ପୁରୁଷୋତ୍ତମପୁର ବିଡ଼ିଓ , ପୁରୁଷୋତ୍ତମପୁର ତହସିଲଦାର, ଚତ୍ରପୁର ସବ୍-କଲେକ୍ଟର  ମାନବାଧିକାର ମିଶନ ପକ୍ଷରୁ ଆନ୍ତରିକ ଧନ୍ୟବାଦ ଓ କୃତଜ୍ଞତା ଦିଆ ଯାଇଛି ।
ଜଣେ ଅସହାୟ ଓ ଦିବ୍ୟାଙ୍ଗ ଶିଶୁଙ୍କ ଅଧିକାର ପାଇଁ ସମାଜ ଓ ପ୍ରଶାସନ ମିଳିତ ଭାବେ କାର୍ଯ୍ୟ କଲେ ନ୍ୟାୟ ପ୍ରଦାନ ସମ୍ଭବ—ନିସା ପାତ୍ରଙ୍କ ମାମଲା ଏହାର ଏକ ଉଦାହରଣ।
ମାନବାଧିକାର ମିଶନ — ନ୍ୟାୟ ଓ ଅଧିକାର ପାଇଁ ସଦା ତତ୍ପର।ଏହିଭତ୍ତା ପ୍ରଦାନ କାର୍ଯ୍ୟକ୍ରମ ରେ  ବିଡ଼ିଓ, ତହସିଲଦାର, ବ୍ଲକ ଅଧକ୍ଷା ପିଙ୍କି ବେହେରା, ଜଗତ ବନ୍ଧୁ ପଣ୍ଡା ଙ୍କ ସମେତ "  ମିଶନ`  ର ପଦାଧିକାରୀ ମାନେ ଉପସ୍ଥିତ ଥିଲେ  |

News Comment

You Might Also Like

BACK TO TOP