Breaking News

ଗୋଳାବନ୍ଧ ଆର୍ମି କଲେଜ ପାଖରେ ଯୁବକଙ୍କ ମୃତ ଦେହ ଗଛ ଡ଼ାଳ ରୁ ଉଦ୍ଧାର କଲା ପୋଲିସ |    (07-Oct-2026)       ||      ପାର୍ଷାଲି ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ରେ କ୍ଲଷ୍ଟର ସ୍ତରୀୟ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ |   (07-Oct-2026)       ||      ବଡ଼ ଦ୍ୱାର ସାହିରେ ଧୁମ ଧାମ ରେ ସରିଲା ଗଜାନନ ଭସାଣି ଉତ୍ସବ |   (07-Oct-2026)       ||      ପୋଲସରା ପଞ୍ଚାୟତ ସମିତି କାର୍ଯ୍ୟାଳୟ ରେ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ ଶିବିର ଅନୁଷ୍ଠିତ |    (07-Oct-2026)       ||      ସାର୍ଵ ଜନୀନ ଦୁର୍ଗାପୂଜା କମିଟିର ସାମ୍ବାଦିକ ସମ୍ମିଳନୀ |    (07-Oct-2026)       ||      ଘରେ କେହି ନଥିବା ବେଳେ ଝରକା ଭାଙ୍ଗି ଚୋରି କଲେ ଚୋର |    (06-Oct-2026)       ||      ପୀତବାସ ପଣ୍ଡା ହତ୍ୟା ସାକ୍ଷୀକୁ ଧମକ ଦେବା ଅଭିଯୋଗ ରେ ବିକ୍ରମ ପଣ୍ଡା ଥାନାରେହାଜର |    (06-Oct-2026)       ||      3156:ବୋତଲ କଫସିରଫ ଜବତ କଲା ବରଗଡ଼ ପୋଲିସ |    (06-Oct-2026)       ||      ବଡ଼ ଗଡ଼ ଜିଲ୍ଲା ପାଳଙ୍କ ମିଳିତ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ||   (06-Oct-2026)       ||      କ୍ଲଷ୍ଟର ସ୍ତରୀୟ ସୁରଭି କାର୍ଯ୍ୟକ୍ରମ କାଲିମେଘି ଓ ଜେ ରାମପାଲୀ ଠାରେ ଅନୁଷ୍ଠିତ |   (06-Oct-2026)       ||      ବ୍ରହ୍ମପୁର ରେ ଉପଖଣ୍ଡ ସ୍ତରୀୟ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ||   (06-Oct-2026)       ||      ଚଳିତ ବର୍ଷ ଗଞ୍ଜାମ ଜିଲ୍ଲା ରେ 50ହଜାର ଲୋକଙ୍କ ଘରେ ଲାଗିବ ସୋଲାର ପେନେଲ, ଜିଲ୍ଲପାଳ |    (06-Oct-2026)       ||      ବୁଡ଼ାଗୁଡାକ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ସୁରଭି -2026 କାର୍ଯ୍ୟକ୍ରମ ଅନୁଷ୍ଠିତ |    (06-Oct-2026)       ||      ପାଦୁଲୁଗୁଡ଼ା ପ୍ରାଥମିକ ବିଦ୍ୟାଳୟ ବିପର୍ଯ୍ୟସ୍ତ ଅବସ୍ଥାରେ |    (06-Oct-2026)       ||      ପଦ୍ମପୁର ତରଫରୁ ୟୁ ଏ ଇ ରେ ସମ୍ବଲପୁର ସଙ୍ଗୀତ ମହାବିଦ୍ୟାଳୟ ଟିମକୁ ସମ୍ବର୍ଦ୍ଧନା ||   (05-Oct-2026)       ||      ନୁଆଁଖାଇ ଭେଟ ଘାଟ ସହିତ କର୍ମଜୀବୀ ସାମ୍ବାଦିକ ସଙ୍ଘର 15ତମ ପ୍ରତିଷ୍ଠା ଦିବସ ପାଳିତ ||   (05-Oct-2026)       ||      କଲ୍ୟାଣ ସିଂହ ପୁର ରାମ ମନ୍ଦିର ଛକ ଠାରେ 21 ଦିନ ପରେ ହେଲା ଗଜାନନ ଙ୍କ ବିସର୍ଜନ |   (05-Oct-2026)       ||      ମାଆଙ୍କ ପାହାଡ଼ ଉପରେ ଥିବା 5,ଗୋଟି ଦାନ ହୁଣ୍ଡି ଖୋଲାଗଲା ||   (05-Oct-2026)       ||      ବିଜେଡିର ବରିଷ୍ଟ ପେନେଲ ସଦସ୍ୟ ମନୋନୀତ ହେଲେ ପୂର୍ବତନ ମନ୍ତ୍ରୀ ଶ୍ରୀକାନ୍ତ ସାହୁ ||   (05-Oct-2026)       ||      ଧରା ଧର ପୁର ପ୍ରାଥମିକ କୃଷି ସମବାୟ ସମିତି ଖୋଲିଲା ପୂର୍ଣ୍ଣ ହେଲା ଗ୍ରାମବାସୀ ଙ୍କ ଆଶା |   (05-Oct-2026)       ||     

ଆରପାରିରେ ଗଜନୀ ର ଖଳନାୟକ ତଥା ମହାଭାରତ ର ଅଶ୍ୱସ୍ତମା ପ୍ରଦୀପ ରାୱାତ |

06-Aug-2026

‘ଗଜନୀ’ ର ଖଳନାୟକ : ୭୪ ବର୍ଷରେ ତଥା ମହାଭାରତର `ଅଶ୍ୱତ୍ଥାମା’ ପ୍ରଦୀପ ରାୱତ ଙ୍କ ପରଲୋକ |

ଓଡିଶା ଜନ ମତ ବ୍ୟୁରୋ,

ବିଆର ଚୋପ୍ରା ଙ୍କ ମେଗା ପୌରାଣିକ ଧାରା ବାହିକ "ମହାଭାରତ `ରେ ଅଶ୍ୱସ୍ତମା ରୋଲରେ ଅଭିନୟ କରି ନାଁ ଅର୍ଜନ କରିଥିବା ତଥା ସମସ୍ତଙ୍କ ହୃଦୟକୁ ଜୟାକରିଥିବା ଏବଂ ବଲିଉଡ୍ ଫିଲ୍ମ ‘ଗଜନୀ’ ର ଲୋକପ୍ରିୟ ଖଳନାୟକ ପ୍ରଦୀପ ରାୱତଙ୍କର ୭୪ ବର୍ଷ ବୟସରେ ପରଲୋକ ହୋଇଛି । ମୁମ୍ବାଇସ୍ଥିତ ବାସଭବନରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି | ସିନେ ଜଗତରୁ ଆସିଛି ଏକ ଅତ୍ୟନ୍ତ ଦୁଃଖଦ ଖବର । ବଲିଉଡ୍ ଫିଲ୍ମ ‘ଗଜନୀ’ ର ଲୋକପ୍ରିୟ ଖଳନାୟକ ପ୍ରଦୀପ ରାୱତଙ୍କର ୭୪ ବର୍ଷ ବୟସରେ ପରଲୋକ ହୋଇଛି । ମୁମ୍ବାଇସ୍ଥିତ ବାସଭବନରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି ପ୍ରଦୀପ । ଦୀର୍ଘ ଦିନ ଧରି କ୍ୟାନ୍ସରରେ ପୀଡ଼ିତ ଥିଲେ ପ୍ରଦୀପ । ତାଙ୍କ ବିୟୋଗରେ ବଲିଉଡ୍ ସହ ସମଗ୍ର ଦକ୍ଷିଣ ଭାରତୀୟ ସିନେ ଜଗତରେ ଶୋକର ଛାୟା ଖେଳିଯାଇଛି । ପ୍ରଦୀପ ଭାରତୀୟ ସିନେମାର ଏପରି ଜଣେ କଳାକାର ଥିଲେ ଯିଏ ନିଜର ଜୀବନ୍ତ ଅଭିନୟ ଏବଂ ଗମ୍ଭୀର ସ୍ୱର ପାଇଁ ବେଶ୍ ଜଣାଶୁଣା ଥିଲେ । ଆମୀର ଖାନ୍‌ଙ୍କ ଅଭିନୀତ ବ୍ଲକ୍‌ବଷ୍ଟର ଫିଲ୍ମ `ଗଜନୀ`ରେ ତାଙ୍କର ମୁଖ୍ୟ ଖଳନାୟକ ଚରିତ୍ର ଆଜି ବି ଦର୍ଶକଙ୍କୁ ଖୁବ୍ ପସନ୍ଦ । କେବଳ ହିନ୍ଦୀ ନୁହେଁ ଏହା ପୂର୍ବରୁ ସୂର୍ଯ୍ୟାଙ୍କ ଅଭିନୀତ ଅରିଜିନାଲ୍ ତାମିଲ୍ ‘ଗଜନୀ’ରେ ମଧ୍ୟ ସେ ନିଜ ଅଭିନୟର ଯାଦୁ ଦେଖାଇଥିଲେ । ବିଆର୍ ଚୋପ୍ରାଙ୍କ ପ୍ରସିଦ୍ଧ ପୌରାଣିକ ସିରିଏଲ୍ `ମହାଭାରତ`ରେ ସେ `ଅଶ୍ୱତ୍ଥାମା` ଚରିତ୍ରରେ ଅଭିନୟ କରି ଘରେ ଘରେ ପରିଚିତ ହୋଇପାରିଥିଲେ । ଆମୀର ଖାନ୍‌ଙ୍କ ସହ `ସର୍‌ଫରୋଶ୍`, `ଲଗାନ୍` ଏବଂ `ଗଜନୀ` ଭଳି ସୁପରହିଟ୍ ଫିଲ୍ମରେ ସେ ଗୁରୁତ୍ୱପୂର୍ଣ୍ଣ ଭୂମିକା ତୁଲାଇଥିଲେ । ପ୍ରଦୀପ କେବଳ ବଲିଉଡ୍‌ରେ ନୁହେଁ ବରଂ ତେଲୁଗୁ, ତାମିଲ୍, ମାଲାୟାଲମ୍ ଏବଂ କନ୍ନଡ଼ ଚଳଚ୍ଚିତ୍ରରେ ମଧ୍ୟ ଜଣେ ସଫଳ ଖଳନାୟକ ଭାବେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ । `ସାଇ` , `ଛତ୍ରପତି`, `ଗ୍ରାଣ୍ଡମାଷ୍ଟର୍` ଭଳି ଅନେକ ସୁପରହିଟ୍ ଦକ୍ଷିଣ ଭାରତୀୟ ଫିଲ୍ମରେ ତାଙ୍କର ଦମଦାର ଅଭିନୟ ଆଜି ବି ସିନେପ୍ରେମୀଙ୍କ ମନରେ ଘର କରିରହିଛି । ପ୍ରଦୀପଙ୍କ ପରଲୋକ ଖବର ଶୁଣିବା ପରେ ବଲିଉଡ୍ ଏବଂ ସାଉଥ୍ ସିନେମାର ଅନେକ ବରିଷ୍ଠ ଅଭିନେତା, ନିର୍ଦ୍ଦେଶକ ଓ ପ୍ରଯୋଜକ ଗଭୀର ଶୋକ ପ୍ରକାଶ କରିଛନ୍ତି । ଆମୀର ଖାନ୍, ସୂର୍ଯ୍ୟାଙ୍କ ସମେତ ସିନେ ଜଗତର ନାମୀଦାମୀ ତାରକା ତାଙ୍କ ଆତ୍ମାର ସଦ୍‌ଗତି କାମନା କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି । ବରିଷ୍ଠ କଳାକାର ପ୍ରଦୀପ ରାୱତ ଆଜି ଆମ ଗହଣରେ ନାହାନ୍ତି ସତ କିନ୍ତୁ ନିଜ ଦମଦାର ଚରିତ୍ର ମାଧ୍ୟମରେ ସେ ସଦାସର୍ବଦା ଜୀବନ୍ତ ରହିବେ | ତାଙ୍କର ଅମର ଆତ୍ମା ର ସଦଗତି ପାଇଁ ସମସ୍ତେ ପାର୍ଥନା କରିଛନ୍ତି |

News Comment

You Might Also Like

BACK TO TOP