Breaking News

କୋଦଳା ମହାବିଦ୍ୟାଳୟ ରେ ମାତୃ ଭାଷା ର ଐତିହ୍ୟ ସମ୍ପର୍କ ରେ ପାଠ ଚକ୍ର |    (12-Apr-2026)       ||      ବିଦ୍ୟୁତ ଆଘାତ ରେ ବିଦ୍ୟୁତ କର୍ମଚାରୀ ଙ୍କ ମୃତ୍ୟୁ |    (12-Apr-2026)       ||      ବେଲଘର ବନାଞ୍ଚଳ ରେ ପୁଣି ହାତି ଆତଙ୍କ ||   (12-Apr-2026)       ||      ଆଁଳାଇ ପୀଠ ରେ 24ତମ ମହାବୀର ଜୟନ୍ତୀ ବାର୍ଷିକ ବିଶ୍ଵଶାନ୍ତି ମହାଯଂଜ୍ଞ ଶୋଭାଯାତ୍ରା ରେ 100ରୁ ଉର୍ଦ୍ଧ ମାନସିକ ବ୍ରତ ଧାରୀ ସାମଲ ||   (12-Apr-2026)       ||      ଆଁଳାଇ ପୀଠ ରେ 24ତମ ମହାବୀର ଜୟନ୍ତୀ ବାର୍ଷିକ ବିଶ୍ଵଶାନ୍ତି ମହାଯଂଜ୍ଞ ଶୋଭାଯାତ୍ରା ରେ 100ରୁ ଉର୍ଦ୍ଧ ମାନସିକ ବ୍ରତ ଧାରୀ ସାମଲ ||   (12-Apr-2026)       ||      କ ନୂଆଙ୍ଗା ବ୍ଳକ ଶିକ୍ଷା ବିଭାଗ ଅଫିସିରେ 5ମାସ ହେଲା ବିଇଓ ପଦବୀ ଖାଲି ||   (12-Apr-2026)       ||      ଗୋଳନ୍ଥରା ଥାନା ପଞ୍ଚାମା ଅଞ୍ଚଳ ରେ ପାନ ବ୍ୟବସାୟୀ ଙ୍କୁ ନିର୍ମମ ହତ୍ୟା |   (12-Apr-2026)       ||      ଖଲ୍ଲିକୋଟ ନଗର କଂଗ୍ରେସ ସଭାପତି ହେଲେ ମନ ମଦନ ସାହୁ |   (11-Apr-2026)       ||      ବାଲିଗୁଡା ଆଦିବାସୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରେ +2ଅନ ଲାଇନ ଓ ଅଫଲାଇନ ମୂଲ୍ୟାୟନ କେନ୍ଦ୍ର ଅନୁଷ୍ଠିତ |    (11-Apr-2026)       ||      ଓଡ଼ିଆ ପକ୍ଷ ଉପଲକ୍ଷେ ରକ୍ତ ଦାନ ଶିବିର,   (11-Apr-2026)       ||      ବାର୍ଷିକ ବିବରଣୀ ପତ୍ର 2025-26ର ଅବଲୋକନ ଓ 2026-27ବର୍ଷ ପାଇଁ କାର୍ଯ୍ୟ ଯୋଜନା ପ୍ରସ୍ତୁତି କରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ||   (10-Apr-2026)       ||      ପୋଲସରା ପୌର ପରିଷଦ ପକ୍ଷରୁ ଓଡ଼ିଆ ପକ୍ଷ ଅବସର ରେ କଳାକାର ମାନଙ୍କୁ ସମ୍ବର୍ଦ୍ଧନା ଅନୁଷ୍ଠିତ ||   (10-Apr-2026)       ||      ପଶ୍ଚିମ ଓଡ଼ିଶାର ସିନେକଳାକାର ମାନେ ତାରା ତାରିଣୀ ଙ୍କ ପୀଠରେ କଲେ ପୂଜାର୍ଚନା |   (09-Apr-2026)       ||      ଟିକାବାଲି ବ୍ଲକରେ ଲକ୍ଷାଧିକ ଟଙ୍କାରେ ନିର୍ମିତ ପାନୀୟ ଜଳ ପ୍ରକଳ୍ପ ଅଟକ |   (09-Apr-2026)       ||      ସ୍ତ୍ରୀକୁ ହତ୍ୟା କରି ସ୍ୱାମୀର ଆତ୍ମ ହତ୍ୟା ||   (07-Apr-2026)       ||      ନୂଆଗଡ ଗ୍ରାମରେ ଚୋରି ଘଟଣାରେ ସାତ ଜଣ ଗିରଫ ||   (07-Apr-2026)       ||      ରୁପା ବ୍ୟବସାୟୀ ଙ୍କଆକ୍ରମଣ କରି ତାଙ୍କଠାରୁ 7କେଜିର ରୁପା ବେଗ ଧରି ଛୁ ମାରିଲେ ଦୁଇ ଲୁଟେରା |    (06-Apr-2026)       ||      ଓଡ଼ିଶା ସାହିତ୍ୟ ଏକାଡେମୀ ଏବଂ ଉତ୍କଳ ସଂସ୍କୃତି ବିଶ୍ୱ ବିଦ୍ୟାଳୟ ର ମିଳିତ ଆନୁକୂଲ୍ୟରେ ଓଡ଼ିଆ ପକ୍ଷ -2026 ପାଳନ ||   (06-Apr-2026)       ||      ରକ୍ତ ଚାପ ସଚେତନତା ଓ ସ୍ୱାସ୍ଥ୍ୟ ଶିବିର    (06-Apr-2026)       ||      କଳମ୍ବ ରେ ଦୁତୀୟ ପର୍ଯ୍ୟାୟ ପଞ୍ଚାୟତ ସ୍ତରୀୟ ଜନ ଶୁଣାଣି ଅନୁଷ୍ଠିତ |   (06-Apr-2026)       ||     

ଆଉ ନାହାନ୍ତି ଲୋକପ୍ରିୟ ସଙ୍ଗୀତ ଗାୟକ ଓ ନିର୍ଦେଶକ ଅଭିଜିତ ମଜୁମଦାର |

25-Jan-2026

ଚିର ନିଦ୍ରାରେ ଲୋକପ୍ରିୟ ସଂଗୀତ ନେର୍ଦ୍ଧେଶକ ଅଭିଜିତ ମଜୁମଦାର,

ଓଡିଶା ଜନ ମତ ବ୍ୟୁରୋ,

ସଙ୍ଗୀତ ରେ ସମସ୍ତ ଙ୍କ ହୃଦୟ କୁ ଜିଣି ଥିବା ଏବଂ ସମସ୍ତ ଙ୍କ  ଦାଦା ଭାବେ ପରିଚିତ ଥିବା 
ଓଡ଼ିଆ ଫିଲ୍ମ ଇଣ୍ଡଷ୍ଟ୍ରୀର ଚର୍ଚ୍ଚିତ ସଙ୍ଗୀତ ନିର୍ଦ୍ଦେଶକ ତଥା କଣ୍ଠଶିଳ୍ପୀ ଅଭିଜିତ୍‌ଙ୍କ ମୃତ୍ୟୁ ପୁରା ଓଲିଉଡରେ ଶୋକର ଛାୟା ଖେଳିଯାଇଛି । ଓଡ଼ିଆ ଫିଲ୍ମ ଜଗତରେ ଏହା ଅପୂରଣୀୟ କ୍ଷତି ହୋଇଛି । ତେବେ ଦୀର୍ଘ ଦିନ ହେବ ଲିଭର ସିରୋସିସରେ ପୀଡିତ ହୋଇ ଏମ୍ସରେ ଭର୍ତ୍ତି ହୋଇଥିଲେ । ଆଜି ସକାଳେ ତାଙ୍କର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଥିବା ଖବର ଜଣାପଡିବା  ପରେ ପୁରା ଓଡ଼ିଶାରେ ଶୋକର ଛାୟା ଖେଳିଯାଇଛି । ତେବେ ଅଭିଜିତ୍‌ଙ୍କ ମୃତ୍ୟୁ ପରେ ସାମ୍ନାକୁ ଆସିଛି ମେଡିକାଲ ରିପୋର୍ଟ । କିଭଳି ଭାବେ ତାଙ୍କର ମୃତ୍ୟୁ ହୋଇଛି ତାହା ଉଲ୍ଲେଖ କରାଯାଇଛି । ୫୪ବର୍ଷୀୟ ଅଭିଜିତ୍‌ ମଜୁମଦାର ଗୁରୁତର ଅସୁସ୍ଥତା କାରଣରୁ ଗତ ୪ ସେପ୍ଟେମ୍ବର ୨୦୨୫ରେ ଭୁବନେଶ୍ୱର ଏମ୍ସରେ ଭର୍ତ୍ତି ହୋଇଥିଲେ । ଅଭିଜିତଙ୍କୁ ‘ଅସମୋଟିକ୍‌ ଡିମାୟେଲିନେସନ୍‌ ସିଣ୍ଡ୍ରୋମ୍‌’ ନାମକ ଏକ ମାରାତ୍ମକ ମସ୍ତିଷ୍କ ରୋଗ ହୋଇଥିଲା । ଏହାସହିତ ଶରୀରରେ ଲୁଣ ବା ଇଲେକ୍ଟ୍ରୋଲାଇଟ୍‌ ର ଅସ୍ୱାଭାବିକ ପରିବର୍ତ୍ତନ ଯୋଗୁଁ ଏହି ରୋଗ ହୋଇଛି । ଅଭିଜିତଙ୍କର ଫୁସଫୁସରେ ସଂକ୍ରମଣ, ରକ୍ତରେ ସଂକ୍ରମଣ ଏବଂ ଲିଭର ରୋଗ ମଧ୍ୟ ହୋଇଥିଲା । ଦୀର୍ଘ ଦିନ ଧରି ଆଇସିୟୁ ଓ ଭେଣ୍ଟିଲେଟର
ରେ ରହିଥିଲେ ଅଭିଜିତ୍‌ । ସେଠାରୁ ଧୀରେ ଧୀରେ ସୁସ୍ଥ ହେଉଥିଲେ, ଗତ ୧୦ ନଭେମ୍ବରରେ ତାଙ୍କୁ ଜେନେରାଲ ୱାର୍ଡକୁ ସ୍ଥାନାନ୍ତର କରାଯାଇଥିଲା । ହେଲେ ୨୩ ଜାନୁଆରୀରେ ତାଙ୍କୁ ହଠାତ୍‌ ଜ୍ୱର ହେବା ସହିତ ନୂଆ ସଂକ୍ରମଣ ହେବାରୁ ରକ୍ତଚାପ ବହୁତ କମିଯାଇଥିଲା ଏବଂ ଶରୀରର ଅଙ୍ଗପ୍ରତ୍ୟଙ୍ଗ କାମ କରିବା ବନ୍ଦ ହୋଇଯାଇଥିଲା । ଆଜି ସକାଳ ୭ଟା ୪୩ମିନିଟରେ ଅଭିଜିତଙ୍କର ହାର୍ଟବିଟ୍‌ ବନ୍ଦ ହୋଇଯାଇ
ଥିଲା, ଏମ୍ସର ଡାକ୍ତରମାନେ ପ୍ରାୟ ଏକ ଘଣ୍ଟା ଧରି ଚେଷ୍ଟା କରିବା ସତ୍ୱେ ତାଙ୍କ ଜୀବନ ବଞ୍ଚାଇ ପାରିନଥିଲେ । ଫଳରେ ସକାଳ ୯ଟା ୨ ମିନିଟରେ ତାଙ୍କୁ ମୃତ ଘୋଷଣା କରାଯାଇଥିଲା ।
ତାଙ୍କର ଏହି ମୃତ୍ୟୁ ଖବର ପ୍ରଚାରିତ ପରେ ତାଙ୍କର ବହୁ ଫେନ ଓ ପିଲ୍ମ ପ୍ରଯୋଜକ  ଅଭିନେତା, ଅଭିନେତ୍ରୀ  ଙ୍କ ମନରେ ଶୋକର ଛାୟା ଖେଳାଇ ଯାଇଛି | ଅଭିଜିତ ସବୁ ପ୍ରକାର ଗୀତ ରଚନା କରି ଗାଇପାରୁଥିଲେ | ତାଙ୍କର ମୃତ୍ୟୁ ରେ ସଙ୍ଗୀତ ଜଗତରେ ଏକ ଅପୂରଣୀୟ କ୍ଷତି ହୋଇଛି | ଯାହାକୁ ପୂରଣ କରିବା କଷ୍ଟକର ହୋଇ ପାରେ |

News Comment

You Might Also Like

BACK TO TOP