Breaking News

ପଦ୍ମପୁର ପିଏମ ଶ୍ରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ କୁ ଉଚ୍ଚ ଶିକ୍ଷା ଅଧିକାରୀ ଙ୍କ ପରିଦର୍ଶନ ||   (15-Oct-2026)       ||      ପୋଲସରା ଏ 1 - ଗ୍ରେଡ଼ ଆଶାଇ ଛାତ୍ର, ଛାତ୍ରୀ ଙ୍କ ଦୁଇ ଦିବସିୟ ଦକ୍ଷତା ବୃଦ୍ଧି କର୍ମଶାଳା ଅନୁଷ୍ଠିତ |   (14-Oct-2026)       ||      ଗୁରୁଜଙ୍ଗ ଏମ ପି ଏଲ -1-କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ "ସୁରଭି `ଅନୁଷ୍ଠିତ ||   (14-Oct-2026)       ||      ଚୋରା ଚାଲାଣ ବେଳେ ବାଲି, ମୋରମ ବୋଝେଇ 7ଗୋଟି ଗାଡି ଜବତ ଓ ଡ୍ରାଇଭର ଗିରଫ ||   (14-Oct-2026)       ||      ବିଦ୍ୟୁତ ଆଘାତରେ ଚାଷୀର ମୃତ୍ୟୁ |    (14-Oct-2026)       ||      କବିସୂର୍ଯ୍ୟ ନଗରନିର୍ବାଚନ ମଣ୍ଡଳି ବିଜୁ ଜନତା ଦଳ ସକ୍ରିୟ |    (13-Oct-2026)       ||      ଦାରିଙ୍ଗବାଡି ରେ ଚୋରି ଓ ଅପରାଧୀର ଗୁମର ଖୋଲିବ ସିସି ଟିଭି |   (13-Oct-2026)       ||      ବର୍ତ୍ତିନି ଆଞ୍ଚଳିକ ସ୍ତରୀୟ ଶିଶୁ ମହୋତ୍ସବ ସୁରଭି --2026 ଅନୁଷ୍ଠିତ |   (13-Oct-2026)       ||      ଗଜଲକ୍ଷ୍ମୀ ପୂଜା ପାଇଁ ଶିକର ପାଇ ରେ ଶୁଭ ଖୁଣ୍ଟି ସ୍ଥାପନ |    (13-Oct-2026)       ||      ସାମ୍ବାଦିକ ମାନଙ୍କୁ ଧମକ ଦେବ ଅଭିଯୋଗ ରେ ଏସପି ଙ୍କୁ ସ୍ମାରକ ପତ୍ର ଦେଲେ ସାମ୍ବାଦିକ ମାନେ |    (13-Oct-2026)       ||      ତାଳ ପଡା ନୋଡାଲ ଉଚ୍ଚ ବିଦ୍ୟାଳୟ ଠାରେ କ୍ଲଷ୍ଟର ସ୍ତରୀୟ ସୁରଭି -2026ଅନୁଷ୍ଠିତ |   (13-Oct-2026)       ||      ମିଷ୍ଟ ଭାସି ପରୋପକାରୀ ମଦନ ମୋହନ ଜେନାଙ୍କ ପରଲୋକ ||   (13-Oct-2026)       ||      ପାସପୋର୍ଟ କରିବାରେ ଅପରାଧୀ ସକ୍ରିୟ ଉଚ୍ଚ ସ୍ତରୀୟ ତଦନ୍ତ ଦାବି |   (13-Oct-2026)       ||      ଗଞ୍ଜେଇ ଜବତ ସହ ତିନି ଜଣଙ୍କୁ କୋର୍ଟ ଚାଲାଣ କଲା ହିଞ୍ଜିଳି ପୋଲିସ |    (12-Oct-2026)       ||      ବସ କଣ୍ଡକ୍ଟର କୁ ମରଣା ନ୍ତକ ଆକ୍ରମଣ, ଗୁରୁତର ଅବସ୍ଥାରେମେଡିକାଲ ରେ ଭର୍ତ୍ତି |   (12-Oct-2026)       ||      ନାଇଟ ଶୋର ଦାଣ୍ଡିଆ ନୃତ୍ୟ ରେ ନାଚିଲେ ଦର୍ଶକ |   (12-Oct-2026)       ||      ଫୋଟ ଗ୍ରାଫର ଅଶୋକ ରଥ ନେସନ ବିଲଡର ଆୱାର୍ଡ ରେ ସାମ୍ନାନୀତ |   (12-Oct-2026)       ||      ଦିଗାପଡା --ଢାମଣାଖୋଲ ରାସ୍ତା ଭିତ୍ତି ପ୍ରସ୍ତର ସ୍ଥାପନ କଲେ ବିଧାୟକ |   (12-Oct-2026)       ||      କେବେ ସୁଧୁରିବ ଡେ଼ମା ଗୁଡ଼ି ରାସ୍ତା, ଏବେବି ଭାରରେ ବୁହା ହେଉଛନ୍ତି ରୋଗୀ |    (12-Oct-2026)       ||      10ଦଫା ଦାବି ନେଇ ଗର୍ଜିଲେ ଅଙ୍ଗନୱାଡି କର୍ମୀ ଓ ସହାୟିକା |    (12-Oct-2026)       ||     

ଘଞ୍ଚ ଜଙ୍ଗଲ ମଧ୍ୟରେ ମାଓ ବାଦୀ ଙ୍କ ବନ୍ଧୁକ କାରଖାନା ଓ ମାଓ କେମ୍ପ ଠାବ |

23-Mar-2026

ଘଞ୍ଚ ଜଙ୍ଗଲ ମଧ୍ୟରେ ମାଓବାଦୀ ଙ୍କ ବନ୍ଧୁକ କାରଖାନା ଓ ମାଓ ଡମ୍ପ ଠାବ

ଓଡିଶା ଜନମତ, ବାଲିଗୁଡା, ତା, ୨୩/୦୩ :

ସଞ୍ଜୟ କୁମାର ପାଣିଗ୍ରାହୀ: --

ମାର୍ଚ୍ଚ ୩୧ ତାରିଖ ସୁଦ୍ଧା ମାଓମୁକ୍ତ କରିବା ନିମନ୍ତେ ଅହରହ ପ୍ରୟାସ ଜାରି ରଖିଛନ୍ତି ଓଡ଼ିଶା ସରକାର । ଏନେଇ ବିଏସ ଏଫ ଜବାନ ଓ ଜିଲ୍ଲା ପୁଲିସ ପକ୍ଷରୁ ମାଓ ଦମନ ଅପରେସନ ଜୋରଦାର ଚାଲିଛି। ମାଓନେତା ଶୁକ୍ରୁକୁ ଧରିବା ପାଇଁ ଉଦ୍ୟମ ବେଳେ ମାଓବାଦୀଙ୍କ ବନ୍ଧୁକ ତିଆରି କାରଖାନା ଠାବ ହୋଇଛି। କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡ଼ି ବ୍ଲକ ର ବ୍ରାହ୍ମଣୀଗାଁ ନିକଟସ୍ଥ କାଟିଙ୍ଗିଆ ପଞ୍ଚାୟତର ପଣସପଦର ଗାଁ ନିକଟ ଜଙ୍ଗଲ ମଧ୍ୟରୁ ଠାବ ହୋଇଛି ଏହି ବନ୍ଧୁକ କାରଖାନା ଓ ମାଓ ଡମ୍ପ।ବ୍ରାହ୍ମଣୀଗାଁରେ ଅବସ୍ଥାପିତ ବିଏସ୍ଏଫ୍ ୧୩୬ ବାଟାଲିୟନ ସି- କମ୍ପାନୀ ପକ୍ଷରୁ ସର୍ଚ୍ଚ ଅପରେସନ ଚାଲିଥିବା ବେଳେ ଏହି ବନ୍ଧୁକ ତିଆରି କାରଖାନାରୁ ବିପୁଳ ବନ୍ଧୁକ ତିଆରି ସାମଗ୍ରୀ ଜବତ କରାଯାଇଥିବା ସୂଚନା ମିଳିଛି। ମାଓବାଦୀ ଙ୍କ ଗୁପ୍ତ ଆଡ୍ଡାରେ ବନ୍ଧୁକ ତିଆରି କରିବାକୁ ବିଭିନ୍ନ ସାମଗ୍ରୀ ଥିଲା । କଟର୍, ବ୍ରୋୟର୍, ଲୁହା ପାଇପ୍, ତାର, କଇଁଚି, କରତ, ଅର୍ଦ୍ଧନିର୍ମିତ ବନ୍ଧୁକ, କଟୁରି ଆଦି ଅନେକ ସାମଗ୍ରୀ0 ଏଠାରୁ ଜବତ ହୋଇଛି। କନ୍ଧମାଳ ଜିଲ୍ଲାକୁ ମାଓମୁକ୍ତ କରିବାକୁ ସୁରକ୍ଷାକର୍ମୀଙ୍କ ଅହରହ ପ୍ରୟାସର ଏ ଆଉ ଏକ ସଫଳତା। ଗୋଟିଏ ଦିନରେ କୋଟଗଡ଼ ବ୍ଲକ୍‌ର ପାରିଗଡ଼ରେ ମାଓ କ୍ୟାମ୍ପ୍ ଠାବ ହୋଇଥିବା ବେଳେ ଆଉ ଏକ ବ୍ରାହ୍ମଣୀଗାଁ ସ୍ଥିତ କାଟିଙ୍ଗିଆ ପଞ୍ଚାୟତ ର ପଣସପଦର ରେ ମାଓବାଦୀଙ୍କ ବନ୍ଧୁକ କାରଖାନାକୁ ଖୋଜି ବାହାର କରିବା ସହ ସେଠାରୁ ବିପୁଳ ସାମଗ୍ରୀ ଜବତ କରିଛନ୍ତି ବିଏସ୍ଏଫ୍ ଯବାନ।ମାଓବାଦୀଙ୍କୁ ମୂଳପୋଛ କରିବା ରାସ୍ତାରେ ସୁରକ୍ଷା କର୍ମୀଙ୍କ ପାଇଁ ବର୍ତ୍ତମାନ ଏକମାତ୍ର କଣ୍ଟା ହୋଇ ରହିଛି ଶୁକୁ। ତାକୁ ଠାବ କରିବା ସୁରକ୍ଷା ବାହିନୀ ପାଇଁ ଏବେ ଚ୍ୟାଲେଞ୍ଜ୍ ହୋଇଛି। ଏବେ ସୁଦ୍ଧା ରାଜ୍ୟର ପ୍ରମୁଖ ମାଓ ପ୍ରଭାବିତ ଜିଲ୍ଲାକୁ ମାଓମୁକ୍ତ ଘୋଷଣା କରି ସାରିଛନ୍ତି ରାଜ୍ୟ ସରକାର। ବାକି ରହିଛି କନ୍ଧମାଳ ଜିଲ୍ଲା । ମାଓବାଦୀ ଙ୍କ ବିଲୋପ ପାଇଁ ସୁରକ୍ଷା କର୍ମୀ କମ୍ବିଂ ଅପରେସନ୍ ଜାରି ରଖିଛନ୍ତି।

News Comment

You Might Also Like

BACK TO TOP