Breaking News

ପଦ୍ମପୁର ପିଏମ ଶ୍ରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ କୁ ଉଚ୍ଚ ଶିକ୍ଷା ଅଧିକାରୀ ଙ୍କ ପରିଦର୍ଶନ ||   (15-Oct-2026)       ||      ପୋଲସରା ଏ 1 - ଗ୍ରେଡ଼ ଆଶାଇ ଛାତ୍ର, ଛାତ୍ରୀ ଙ୍କ ଦୁଇ ଦିବସିୟ ଦକ୍ଷତା ବୃଦ୍ଧି କର୍ମଶାଳା ଅନୁଷ୍ଠିତ |   (14-Oct-2026)       ||      ଗୁରୁଜଙ୍ଗ ଏମ ପି ଏଲ -1-କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ "ସୁରଭି `ଅନୁଷ୍ଠିତ ||   (14-Oct-2026)       ||      ଚୋରା ଚାଲାଣ ବେଳେ ବାଲି, ମୋରମ ବୋଝେଇ 7ଗୋଟି ଗାଡି ଜବତ ଓ ଡ୍ରାଇଭର ଗିରଫ ||   (14-Oct-2026)       ||      ବିଦ୍ୟୁତ ଆଘାତରେ ଚାଷୀର ମୃତ୍ୟୁ |    (14-Oct-2026)       ||      କବିସୂର୍ଯ୍ୟ ନଗରନିର୍ବାଚନ ମଣ୍ଡଳି ବିଜୁ ଜନତା ଦଳ ସକ୍ରିୟ |    (13-Oct-2026)       ||      ଦାରିଙ୍ଗବାଡି ରେ ଚୋରି ଓ ଅପରାଧୀର ଗୁମର ଖୋଲିବ ସିସି ଟିଭି |   (13-Oct-2026)       ||      ବର୍ତ୍ତିନି ଆଞ୍ଚଳିକ ସ୍ତରୀୟ ଶିଶୁ ମହୋତ୍ସବ ସୁରଭି --2026 ଅନୁଷ୍ଠିତ |   (13-Oct-2026)       ||      ଗଜଲକ୍ଷ୍ମୀ ପୂଜା ପାଇଁ ଶିକର ପାଇ ରେ ଶୁଭ ଖୁଣ୍ଟି ସ୍ଥାପନ |    (13-Oct-2026)       ||      ସାମ୍ବାଦିକ ମାନଙ୍କୁ ଧମକ ଦେବ ଅଭିଯୋଗ ରେ ଏସପି ଙ୍କୁ ସ୍ମାରକ ପତ୍ର ଦେଲେ ସାମ୍ବାଦିକ ମାନେ |    (13-Oct-2026)       ||      ତାଳ ପଡା ନୋଡାଲ ଉଚ୍ଚ ବିଦ୍ୟାଳୟ ଠାରେ କ୍ଲଷ୍ଟର ସ୍ତରୀୟ ସୁରଭି -2026ଅନୁଷ୍ଠିତ |   (13-Oct-2026)       ||      ମିଷ୍ଟ ଭାସି ପରୋପକାରୀ ମଦନ ମୋହନ ଜେନାଙ୍କ ପରଲୋକ ||   (13-Oct-2026)       ||      ପାସପୋର୍ଟ କରିବାରେ ଅପରାଧୀ ସକ୍ରିୟ ଉଚ୍ଚ ସ୍ତରୀୟ ତଦନ୍ତ ଦାବି |   (13-Oct-2026)       ||      ଗଞ୍ଜେଇ ଜବତ ସହ ତିନି ଜଣଙ୍କୁ କୋର୍ଟ ଚାଲାଣ କଲା ହିଞ୍ଜିଳି ପୋଲିସ |    (12-Oct-2026)       ||      ବସ କଣ୍ଡକ୍ଟର କୁ ମରଣା ନ୍ତକ ଆକ୍ରମଣ, ଗୁରୁତର ଅବସ୍ଥାରେମେଡିକାଲ ରେ ଭର୍ତ୍ତି |   (12-Oct-2026)       ||      ନାଇଟ ଶୋର ଦାଣ୍ଡିଆ ନୃତ୍ୟ ରେ ନାଚିଲେ ଦର୍ଶକ |   (12-Oct-2026)       ||      ଫୋଟ ଗ୍ରାଫର ଅଶୋକ ରଥ ନେସନ ବିଲଡର ଆୱାର୍ଡ ରେ ସାମ୍ନାନୀତ |   (12-Oct-2026)       ||      ଦିଗାପଡା --ଢାମଣାଖୋଲ ରାସ୍ତା ଭିତ୍ତି ପ୍ରସ୍ତର ସ୍ଥାପନ କଲେ ବିଧାୟକ |   (12-Oct-2026)       ||      କେବେ ସୁଧୁରିବ ଡେ଼ମା ଗୁଡ଼ି ରାସ୍ତା, ଏବେବି ଭାରରେ ବୁହା ହେଉଛନ୍ତି ରୋଗୀ |    (12-Oct-2026)       ||      10ଦଫା ଦାବି ନେଇ ଗର୍ଜିଲେ ଅଙ୍ଗନୱାଡି କର୍ମୀ ଓ ସହାୟିକା |    (12-Oct-2026)       ||     

ମାନବ ବାଦୀ, ହେତୁବାଦୀ ସଙ୍ଘଠନ ପକ୍ଷରୁ "ସହିଦ ଭଗତ ସିଂ ଙ୍କ ବଳିଦାନ ଦିବସ ପାଳିତ ||

23-Mar-2026

ମାନବବାଦୀ ହେତୁବାଦୀ ସଂଗଠନ  ପକ୍ଷରୁ *ଶହୀଦ ଭଗତ ସିଂଙ୍କ ବଳିଦାନ ଦିବସ ପାଳନ

ଓଡିଶା ଜନ ମତ, ବ୍ରହ୍ମ ପୁର, କୈଳାଶ ଛନ୍ଦ୍ର  ଚୌଧୁରୀ  :--

ଆମାନବବାଦୀ ହେତୁବାଦୀ ସଂଗଠନ , ଗଂଜାମ ଜିଲ୍ଲା ପକ୍ଷରୁ ସ୍ଥାନୀୟ ଶକ୍ତିନଗର ୪ର୍ଥ ଲାଇନ ରେ ଥିବା ଶହୀଦ ଭଗତ ସିଂ ପାଠାଗାର ଓ ବରିଷ୍ଠ ନାଗରିକ କେନ୍ଦ୍ର ଠାରେ ଭଗତ ସିଂ, ଶିବ ରାମ ରାଜଗୁରୁ, ସୁଖଦେଵ ୯୫ ତମ ବଳିଦାନ ଦିବସ ପାଳନ କରାଯାଇଛି। ସଂଗଠନର ଉପ ସଭାପତି କିଶୋର ଚନ୍ଦ୍ର ମିଶ୍ର ସଭାପତିତ୍ୱ କରିଥିଲେ। ସର୍ବପ୍ରଥମେ    ଶ୍ରଦ୍ଧାଞ୍ଜଳୀ ପ୍ରଦାନ କରିଥିଲେ।    । ସମ୍ପାଦକ କେ.ନନ୍ଦେଷୁ ସେନାପତି ସମ୍ୟକ ସୂଚନା ପ୍ରଦାନ କରି କହିଥିଲେ ଯେ ତିନି ଜଣ ବିପ୍ଲବୀ ସଂଗ୍ରାମୀ ନିଜ ଦେଶର ସ୍ୱାଧୀନତା ପାଇଁ  ଓ ସାମ୍ରାଜ୍ୟବାଦ ବିରୋଧରେ  ଜୀବନକୁ ଜଳାଞ୍ଜଳୀ ଦେଇଛନ୍ତି। ଭଗତ ସିଂ ଜଣେ ନିରୀଶ୍ୱରବାଦୀ ଥିଲେ। ଭଗତ ସିଂଙ୍କ ଆତ୍ମ ଚରିତର ଉଦାହରଣ ଦେଇ ଭଗତ ସିଂ  ଶେଷ ମୁହୂର୍ତ୍ତରେ ସୁଖଦେଵ ଓ ରାଜଗୁରୁଙ୍କୁ କହିଥିଲେ ଯେ ବ୍ରିଟିଶ ସରକାର ମୋତେ ହୁଏତ ମାରିଦେଇପାରନ୍ତି ହେଲେ ମୋର ଭାବନାକୁ , ବିଚାରକୁ , ଚେତନାକୁ ମାରିପାରିବେ ନାହିଁ। ପ୍ରଗତିଶୀଳ ଲେଖିକା ଡ.ବିଧୁପ୍ରଭା ରଥ ପ୍ରାଞ୍ଜଳ ଭାବେ ଭାରତୀୟ ମାନଙ୍କ ମୁକ୍ତି ପାଇଁ ଶସସ୍ତ୍ର ସଂଗ୍ରାମରେ ବିଶ୍ୱାସୀଥିଲେ। ସେ ୧୯୨୯ ମସିହାରୁ ୧୯୩୧ ମସିହା ମଧ୍ୟରେ ବିଭିନ୍ନ ସମୟରେ ୭୦୦ ଦିନ ଜେଲରେ କାଟିଥିଲେ।  ଜେଲରେ ରହି ୧୧୬ ଦିନ ଅନଶନ କରିଥିଲେ। ଫାଶୀ ପୂର୍ବରୁ ଚିଠିମାଧ୍ୟମରେ ଯୁବଶକ୍ତିକୁ ଆହ୍ୱାନ ଦେଇ ଶିଷ୍ଟାଚାର,ବୈଜ୍ଞାନିକ ଚିନ୍ତାଧାରା ଓ ସଂଘର୍ଷର ପଥ ଦେଖାଇଛନ୍ତି । ବର୍ତ୍ତମାନ ପରିପ୍ରେକ୍ଷୀରେ ଭଗତ ସିଂଙ୍କ ଆଦର୍ଶରେ ଅନୁପ୍ରାଣିତ ହେବାକୁ ସୂଚାଇଥିଲେ। ସଂଗଠନର ସହସମ୍ପାଦକ ପ୍ରତାପ ଚନ୍ଦ୍ର ଚୌଧୁରୀ, କୋଷାଧ୍ୟକ୍ଷ ସୁନେଜ କୁମାର ପାଣିଗ୍ରାହୀ, ମହର୍ଷି ସିଂ ,କେ.ବାସବା ରାଜୁ ,ସନ୍ତୋଷ କୁମାର ମିଶ୍ର, ଟି.ଗଣେଶ, ହାକିମ ଖାଁ ବକ୍ତବ୍ୟ ରଖି ଭଗତ ସିଂଙ୍କ ବାର୍ତ୍ତା ସମାଜରେ ପ୍ରଚାର ପ୍ରସାର  କରିବାକୁ କହିଥିଲେ। 
ଡି.ମୋହନ ରାଓ ଧନ୍ୟବାଦ ଦେଇଥିଲେ।

News Comment

You Might Also Like

BACK TO TOP