Breaking News

ପଦ୍ମପୁର ତରଫରୁ ୟୁ ଏ ଇ ରେ ସମ୍ବଲପୁର ସଙ୍ଗୀତ ମହାବିଦ୍ୟାଳୟ ଟିମକୁ ସମ୍ବର୍ଦ୍ଧନା ||   (05-Oct-2026)       ||      ନୁଆଁଖାଇ ଭେଟ ଘାଟ ସହିତ କର୍ମଜୀବୀ ସାମ୍ବାଦିକ ସଙ୍ଘର 15ତମ ପ୍ରତିଷ୍ଠା ଦିବସ ପାଳିତ ||   (05-Oct-2026)       ||      କଲ୍ୟାଣ ସିଂହ ପୁର ରାମ ମନ୍ଦିର ଛକ ଠାରେ 21 ଦିନ ପରେ ହେଲା ଗଜାନନ ଙ୍କ ବିସର୍ଜନ |   (05-Oct-2026)       ||      ମାଆଙ୍କ ପାହାଡ଼ ଉପରେ ଥିବା 5,ଗୋଟି ଦାନ ହୁଣ୍ଡି ଖୋଲାଗଲା ||   (05-Oct-2026)       ||      ବିଜେଡିର ବରିଷ୍ଟ ପେନେଲ ସଦସ୍ୟ ମନୋନୀତ ହେଲେ ପୂର୍ବତନ ମନ୍ତ୍ରୀ ଶ୍ରୀକାନ୍ତ ସାହୁ ||   (05-Oct-2026)       ||      ଧରା ଧର ପୁର ପ୍ରାଥମିକ କୃଷି ସମବାୟ ସମିତି ଖୋଲିଲା ପୂର୍ଣ୍ଣ ହେଲା ଗ୍ରାମବାସୀ ଙ୍କ ଆଶା |   (05-Oct-2026)       ||      ଗଞ୍ଜାମ ଜିଲ୍ଲା ର ଯୋଜନା ବୋର୍ଡ ର ସଦସ୍ୟ ଭାବେ ମନୋନୀତ ହେଲେ ସୁଧୀର ସାବତ |   (05-Oct-2026)       ||      ଗୋଳିଆ ପାଣି ଭରସା ରେ ବେତ ବାଡ଼ି ବାସି |    (05-Oct-2026)       ||      କଲଭର୍ଟ ରାସ୍ତାରେ ବିରାଟ ଗର୍ତ୍ତ, ବିପଦ ରେ ସହ ସହ ଛାତ୍ର ଛାତ୍ରୀ,|    (05-Oct-2026)       ||      ସାହିତ୍ୟ ସନ୍ଧ୍ୟାର ନୂତନ କର୍ମକର୍ତ୍ତା ଚୟନ ଓ ସମ୍ପନ୍ନ |   (05-Oct-2026)       ||      ହୃଦରୋଗ ସଚେତନତା ଓ ସ୍ୱାସ୍ଥ୍ୟ ଶିବିର |    (05-Oct-2026)       ||      ବାଲି ଚୋରା ଚାଲାଣ ଅଭିଯୋଗ ରେ ପାଇକମାଳ ପୋଲିସ ଦ୍ୱାରା ଜଣକୁ ଗିରଫ ସହ ବାଲି ହାଇୱା ଜବତ କଲା |    (05-Oct-2026)       ||      ଛତ୍ରପୁର ରେ ଅବସର ପ୍ରାପ୍ତ ସହକାରୀ ଯୋଗାଣ ଅଧିକାରୀ ଙ୍କ ଦ୍ୱାଦଶାହ କାର୍ଯ୍ୟ ପାଳିତ |   (05-Oct-2026)       ||      ଝାଡବାଇ ରେ କ୍ଲଷ୍ଟର ସ୍ତରୀୟ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ ||   (05-Oct-2026)       ||      ଗରଦ ପୁର ମଧୁବାବୁ ପାଠାଗାର ରେ କବିବର ରାଧାନାଥ ଜୟନ୍ତୀ ପାଳିତ ||   (05-Oct-2026)       ||      ଜିଲ୍ଲା କଂଗ୍ରେସର ପରିବର୍ଦ୍ଧିତ୍ବ କାର୍ଯ୍ୟ କାରିଣୀ ବୈଠକ ଅନୁଷ୍ଠିତ |   (05-Oct-2026)       ||      ବରଗଡ଼ ଜିଲ୍ଲା ରେ ଜିଲ୍ଲପାଳ ଙ୍କ ନିର୍ଦ୍ଧେଶ ରେ ବାଦ ପଡ଼ିଥିବା ଓ ନୂତନ ଯୁବ ଭୋଟର ଙ୍କ ପାଇଁ ସ୍ୱତନ୍ତ୍ର ଅଭିଯାନ ||   (04-Oct-2026)       ||      ବ୍ରହ୍ମପୁର ନିମଖଣ୍ଡି ଥାନା ଅଞ୍ଚଳ ରେ ବନ୍ଧୁର ଆକ୍ରମଣ ରେ ବନ୍ଧୁର ମୃତ୍ୟୁ |    (04-Oct-2026)       ||      ପୋଲମା ବିଦ୍ୟାଳୟ ଛାତ୍ର ସୁଶାନ୍ତ ଙ୍କୁ ଜାତୀୟ ଥ୍ରୋ- ବଲରେ ସ୍ଵର୍ଣ ପଦକ |   (04-Oct-2026)       ||      ଆଲିଜିନିଗୁଡା ଆମ୍ବ ତୋଟା ରେ ବିଜେଡିର ବିଶାଳ ମିଶ୍ରଣ ପର୍ବ |   (04-Oct-2026)       ||     

ଦିଲ୍ଲୀରେ ସିଜେପି ଆନ୍ଦୋଳନ ପ୍ରତ୍ୟହାର କରି ବିଜୟ ଉତ୍ସବ ପାଳିଲେ |

25-Jul-2026

ଧର୍ମେନ୍ଦ୍ରଙ୍କ ଇସ୍ତଫା ପରେ ଆନ୍ଦୋଳନ ପ୍ରତ୍ୟାହାର କଲା କକ୍ରୋଚ୍ ଜନତା ପାର୍ଟି  |  ଯନ୍ତର ମନ୍ତ୍ରର ରେ ବିଜୟ ଉତ୍ସବ ପାଳିଲେ |

ଓଡିଶା ଜନ ମତ ବ୍ୟୁରୋ, 

ଦୀର୍ଘ ଦିନ ହେଲା ଦିଲ୍ଲୀର ଯନ୍ତର, ମନ୍ତର ରେ ଚାଲିଥିବା ସିଜେପି ଓ ଛାତ୍ର ଆନ୍ଦୋଳନ ବହୁ ଘାତ, ପ୍ରତିଘାତ ପରେ  ଏବଂ ଯେଉଁ କାରଣ ଯୋଗୁଁ ଏତେ କାଣ୍ଡ କାରଖାନା ଘଟିଲା | ପ୍ରଥମ ମୁଖ୍ୟ ଦାବି  କେନ୍ଦ୍ର ଶିକ୍ଷା ମନ୍ତ୍ରୀ  ଧମେନ୍ଦ୍ର  ପ୍ରଧାନ ଙ୍କ ଇସ୍ତଫା ପ୍ରଦାନ ପରେ କୋକ୍ରୋଚ ଜନତା ପାର୍ଟିର ସବୁ ଦାବି ମାନିନେଲେ କେନ୍ଦ୍ର ସରକାର  । ଦାବି ପୂରଣ ହେବା ପରେ ଜନ୍ତରମନ୍ତରରେ ଆନ୍ଦୋଳନ ସମାପ୍ତ କରିବା ନେଇ ଘୋଷଣା କଲେ କ୍ରୋକ୍ରୋଚ ଜନତା ପାର୍ଟିର ମୁଖପାତ୍ର |ଆଜି ତୃତୀୟ ଥର ପାଇଁ କକ୍ରୋଚ ଜନତା ପାର୍ଟି ସହ କେନ୍ଦ୍ରମନ୍ତ୍ରୀ ଜେପି ନଡ୍ଡା ଏବଂ ଜିତେନ୍ଦ୍ର ସିଂ ଦୀର୍ଘ ସମୟ ଧରି ଆଲୋଚନା କରିଥିଲେ । ସିଜେପି ପକ୍ଷରୁ ରଖାଯାଇଥିବା ସମସ୍ତ ଦାବିକୁ ବ୍ୟାପକ ଭାବେ ଆଲୋଚନା କରାଯାଇଥିଲା ।ସିଜେପି ଆନ୍ଦୋଳନ ବେଳେ ବିକ୍ଷୋଭକାରୀଙ୍କ ଉପରେ ରୁଜୁ ହୋଇଥିବା ମାମଲା ପ୍ରତ୍ୟାହାର ସହ ସେମାନଙ୍କ ବିରୋଧରେ ଆଗକୁ ଏଭଳି କିଛି ମାମଲା ରୁଜୁ ହେବ ନାହିଁ ବୋଲି କେନ୍ଦ୍ର ସରକାର ପ୍ରତିଶ୍ରୁତି ଦେଇଛନ୍ତି । ଏଥିସହ ନିଟ୍ ପେପର ଲିକ୍ ପରେ ଆତ୍ମହତ୍ୟା କରିଥିବା ଛାତ୍ରଛାତ୍ରୀଙ୍କ ପରିବାରକୁ ଆର୍ଥିକ ସହାୟତା ଦିଆଯିବ ବୋଲି କୁହାଯାଇଛି । ଆଲୋଚନା ପରେ ସିଜେପି ମୁଖପାତ୍ର ସେମାନଙ୍କ ସମର୍ଥକ ମାନଙ୍କୁ ଅପିଲ କରିଛନ୍ତି ଯେ, ଶାନ୍ତିପୂର୍ଣ୍ଣ ଭାବେ ଆନ୍ଦୋଳନ ପ୍ରତ୍ୟାହାର କରନ୍ତୁ । ଆଗାମୀ ରଣନୀତି ବିଷୟରେ ସେମାନଙ୍କୁ ସୂଚନା ଦିଆଯିବ | ତେବେ ଆନ୍ଦୋଳନ ପ୍ରତ୍ୟହୁତ ପରେ ଯନ୍ତର ମନ୍ତର ରେ ଛାତ୍ର ଓ ସିଜେପି ର କର୍ମକର୍ତ୍ତା ସଦସ୍ୟ ମାନେ ବାଣ ଫୁଟେଇ ବିଜୟ  ଉତ୍ସବ ପାଳନ କରିଛନ୍ତି |

News Comment

You Might Also Like

BACK TO TOP