Breaking News

ପାର୍ଷାଲି ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ରେ କ୍ଲଷ୍ଟର ସ୍ତରୀୟ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ |   (07-Oct-2026)       ||      ବଡ଼ ଦ୍ୱାର ସାହିରେ ଧୁମ ଧାମ ରେ ସରିଲା ଗଜାନନ ଭସାଣି ଉତ୍ସବ |   (07-Oct-2026)       ||      ପୋଲସରା ପଞ୍ଚାୟତ ସମିତି କାର୍ଯ୍ୟାଳୟ ରେ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ ଶିବିର ଅନୁଷ୍ଠିତ |    (07-Oct-2026)       ||      ସାର୍ଵ ଜନୀନ ଦୁର୍ଗାପୂଜା କମିଟିର ସାମ୍ବାଦିକ ସମ୍ମିଳନୀ |    (07-Oct-2026)       ||      ଘରେ କେହି ନଥିବା ବେଳେ ଝରକା ଭାଙ୍ଗି ଚୋରି କଲେ ଚୋର |    (06-Oct-2026)       ||      ପୀତବାସ ପଣ୍ଡା ହତ୍ୟା ସାକ୍ଷୀକୁ ଧମକ ଦେବା ଅଭିଯୋଗ ରେ ବିକ୍ରମ ପଣ୍ଡା ଥାନାରେହାଜର |    (06-Oct-2026)       ||      3156:ବୋତଲ କଫସିରଫ ଜବତ କଲା ବରଗଡ଼ ପୋଲିସ |    (06-Oct-2026)       ||      ବଡ଼ ଗଡ଼ ଜିଲ୍ଲା ପାଳଙ୍କ ମିଳିତ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ||   (06-Oct-2026)       ||      କ୍ଲଷ୍ଟର ସ୍ତରୀୟ ସୁରଭି କାର୍ଯ୍ୟକ୍ରମ କାଲିମେଘି ଓ ଜେ ରାମପାଲୀ ଠାରେ ଅନୁଷ୍ଠିତ |   (06-Oct-2026)       ||      ବ୍ରହ୍ମପୁର ରେ ଉପଖଣ୍ଡ ସ୍ତରୀୟ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ||   (06-Oct-2026)       ||      ଚଳିତ ବର୍ଷ ଗଞ୍ଜାମ ଜିଲ୍ଲା ରେ 50ହଜାର ଲୋକଙ୍କ ଘରେ ଲାଗିବ ସୋଲାର ପେନେଲ, ଜିଲ୍ଲପାଳ |    (06-Oct-2026)       ||      ବୁଡ଼ାଗୁଡାକ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ସୁରଭି -2026 କାର୍ଯ୍ୟକ୍ରମ ଅନୁଷ୍ଠିତ |    (06-Oct-2026)       ||      ପାଦୁଲୁଗୁଡ଼ା ପ୍ରାଥମିକ ବିଦ୍ୟାଳୟ ବିପର୍ଯ୍ୟସ୍ତ ଅବସ୍ଥାରେ |    (06-Oct-2026)       ||      ପଦ୍ମପୁର ତରଫରୁ ୟୁ ଏ ଇ ରେ ସମ୍ବଲପୁର ସଙ୍ଗୀତ ମହାବିଦ୍ୟାଳୟ ଟିମକୁ ସମ୍ବର୍ଦ୍ଧନା ||   (05-Oct-2026)       ||      ନୁଆଁଖାଇ ଭେଟ ଘାଟ ସହିତ କର୍ମଜୀବୀ ସାମ୍ବାଦିକ ସଙ୍ଘର 15ତମ ପ୍ରତିଷ୍ଠା ଦିବସ ପାଳିତ ||   (05-Oct-2026)       ||      କଲ୍ୟାଣ ସିଂହ ପୁର ରାମ ମନ୍ଦିର ଛକ ଠାରେ 21 ଦିନ ପରେ ହେଲା ଗଜାନନ ଙ୍କ ବିସର୍ଜନ |   (05-Oct-2026)       ||      ମାଆଙ୍କ ପାହାଡ଼ ଉପରେ ଥିବା 5,ଗୋଟି ଦାନ ହୁଣ୍ଡି ଖୋଲାଗଲା ||   (05-Oct-2026)       ||      ବିଜେଡିର ବରିଷ୍ଟ ପେନେଲ ସଦସ୍ୟ ମନୋନୀତ ହେଲେ ପୂର୍ବତନ ମନ୍ତ୍ରୀ ଶ୍ରୀକାନ୍ତ ସାହୁ ||   (05-Oct-2026)       ||      ଧରା ଧର ପୁର ପ୍ରାଥମିକ କୃଷି ସମବାୟ ସମିତି ଖୋଲିଲା ପୂର୍ଣ୍ଣ ହେଲା ଗ୍ରାମବାସୀ ଙ୍କ ଆଶା |   (05-Oct-2026)       ||      ଗଞ୍ଜାମ ଜିଲ୍ଲା ର ଯୋଜନା ବୋର୍ଡ ର ସଦସ୍ୟ ଭାବେ ମନୋନୀତ ହେଲେ ସୁଧୀର ସାବତ |   (05-Oct-2026)       ||     

ପୁରୁଷୋତ୍ତମପୁର ଦିବ୍ୟଜୀବନ ସଙ୍ଘ ତରଫରୁ ଗୁରୁ ପୂର୍ଣ୍ଣିମା ପାଳିତ |

29-Jul-2026

ପୁରୁଷୋତ୍ତମପୁର ଦିବ୍ୟ ଜୀବନ ସଂଘ ରେ ଗୁରୁ ପୂର୍ଣ୍ଣିମା ପାଳିତ  |

ଓଡିଶା ଜନ ମତ ବ୍ୟୁରୋ, 

 ଆଜି ପବିତ୍ର ଗୁରୁ ପୂର୍ଣ୍ଣିମା ଉପଲକ୍ଷେ ପୁରୁଷୋତ୍ତମପୁର ଦିବ୍ୟ ଜୀବନ ସଙ୍ଘ ରେ ମହା ଆଡମ୍ବର ରେ ପାଳିତ ହୋଇଛି l ସକାଳ 6ଘଣ୍ଟା ସମୟରେ ଶିବାନନ୍ଦ କୋଚିଂ ର ଛାତ୍ର ଛାତ୍ରୀ ଏବଂ ଗୁରୁ ଭାଇ ଭଉଣୀ ଙ୍କ ଉପସ୍ଥିତି ରେ ନଗର ପରିକ୍ରମା କରା ଯାଇଥିଲା l ସକାଳ 9 ଘଣ୍ଟା ସମୟ ରୁ ଗୁରୁ ପଦପୂଜା, ଭାଗବତ ଗୀତା, ଗୁରୁବାଣୀ ଅଧୟନ, ଅର୍ଚ୍ଚନା, ଭଜନ କୀର୍ତ୍ତନ ସହ ସତସଙ୍ଗ କାର୍ଯ୍ୟକ୍ରମ ଏବଂ ନାରାୟଣ ସେବା ସହ ମଧ୍ୟାହ୍ନ ରେ ପ୍ରସାଦ ସେବନ ର ବ୍ୟବସ୍ଥା କରାଯାଇଥିଲା l ସଭାପତି ଜତିରାଜ ଦାଶ, ସମ୍ପାଦକ କେ. ବାବୁ ରାଓ, ଗଗନ କୁମାର ସାହୁ, ବୁଲୁ ସ୍ୱାଇଁ, ରାମ ରାଘବ ଦାଶ, ପ୍ରଶାନ୍ତ ସେନାପତି, ପ୍ରଶାନ୍ତ ବେହେରା, ରଘୁନାଥ ମହାରଣା, ନାରାୟଣ ପାଣିଗ୍ରାହୀ, ଭିକାରୀ ନାୟକ, ଯୋଗୀ ସାହୁ, ସଞ୍ଜୟ ଆଦି ଗୁରୁ ଭାଇ ଓ ଭଉଣୀ ମାନଙ୍କ ସହ ଯୋଗ ରେ ସତସଙ୍ଗ କାର୍ଯ୍ୟକ୍ରମ କୁ ସାଫଲ୍ୟ କରାଯାଇଥିଲା

News Comment

You Might Also Like

BACK TO TOP