Breaking News

ଗୋଳାବନ୍ଧ ଆର୍ମି କଲେଜ ପାଖରେ ଯୁବକଙ୍କ ମୃତ ଦେହ ଗଛ ଡ଼ାଳ ରୁ ଉଦ୍ଧାର କଲା ପୋଲିସ |    (07-Oct-2026)       ||      ପାର୍ଷାଲି ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ରେ କ୍ଲଷ୍ଟର ସ୍ତରୀୟ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ |   (07-Oct-2026)       ||      ବଡ଼ ଦ୍ୱାର ସାହିରେ ଧୁମ ଧାମ ରେ ସରିଲା ଗଜାନନ ଭସାଣି ଉତ୍ସବ |   (07-Oct-2026)       ||      ପୋଲସରା ପଞ୍ଚାୟତ ସମିତି କାର୍ଯ୍ୟାଳୟ ରେ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ ଶିବିର ଅନୁଷ୍ଠିତ |    (07-Oct-2026)       ||      ସାର୍ଵ ଜନୀନ ଦୁର୍ଗାପୂଜା କମିଟିର ସାମ୍ବାଦିକ ସମ୍ମିଳନୀ |    (07-Oct-2026)       ||      ଘରେ କେହି ନଥିବା ବେଳେ ଝରକା ଭାଙ୍ଗି ଚୋରି କଲେ ଚୋର |    (06-Oct-2026)       ||      ପୀତବାସ ପଣ୍ଡା ହତ୍ୟା ସାକ୍ଷୀକୁ ଧମକ ଦେବା ଅଭିଯୋଗ ରେ ବିକ୍ରମ ପଣ୍ଡା ଥାନାରେହାଜର |    (06-Oct-2026)       ||      3156:ବୋତଲ କଫସିରଫ ଜବତ କଲା ବରଗଡ଼ ପୋଲିସ |    (06-Oct-2026)       ||      ବଡ଼ ଗଡ଼ ଜିଲ୍ଲା ପାଳଙ୍କ ମିଳିତ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ||   (06-Oct-2026)       ||      କ୍ଲଷ୍ଟର ସ୍ତରୀୟ ସୁରଭି କାର୍ଯ୍ୟକ୍ରମ କାଲିମେଘି ଓ ଜେ ରାମପାଲୀ ଠାରେ ଅନୁଷ୍ଠିତ |   (06-Oct-2026)       ||      ବ୍ରହ୍ମପୁର ରେ ଉପଖଣ୍ଡ ସ୍ତରୀୟ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ||   (06-Oct-2026)       ||      ଚଳିତ ବର୍ଷ ଗଞ୍ଜାମ ଜିଲ୍ଲା ରେ 50ହଜାର ଲୋକଙ୍କ ଘରେ ଲାଗିବ ସୋଲାର ପେନେଲ, ଜିଲ୍ଲପାଳ |    (06-Oct-2026)       ||      ବୁଡ଼ାଗୁଡାକ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ସୁରଭି -2026 କାର୍ଯ୍ୟକ୍ରମ ଅନୁଷ୍ଠିତ |    (06-Oct-2026)       ||      ପାଦୁଲୁଗୁଡ଼ା ପ୍ରାଥମିକ ବିଦ୍ୟାଳୟ ବିପର୍ଯ୍ୟସ୍ତ ଅବସ୍ଥାରେ |    (06-Oct-2026)       ||      ପଦ୍ମପୁର ତରଫରୁ ୟୁ ଏ ଇ ରେ ସମ୍ବଲପୁର ସଙ୍ଗୀତ ମହାବିଦ୍ୟାଳୟ ଟିମକୁ ସମ୍ବର୍ଦ୍ଧନା ||   (05-Oct-2026)       ||      ନୁଆଁଖାଇ ଭେଟ ଘାଟ ସହିତ କର୍ମଜୀବୀ ସାମ୍ବାଦିକ ସଙ୍ଘର 15ତମ ପ୍ରତିଷ୍ଠା ଦିବସ ପାଳିତ ||   (05-Oct-2026)       ||      କଲ୍ୟାଣ ସିଂହ ପୁର ରାମ ମନ୍ଦିର ଛକ ଠାରେ 21 ଦିନ ପରେ ହେଲା ଗଜାନନ ଙ୍କ ବିସର୍ଜନ |   (05-Oct-2026)       ||      ମାଆଙ୍କ ପାହାଡ଼ ଉପରେ ଥିବା 5,ଗୋଟି ଦାନ ହୁଣ୍ଡି ଖୋଲାଗଲା ||   (05-Oct-2026)       ||      ବିଜେଡିର ବରିଷ୍ଟ ପେନେଲ ସଦସ୍ୟ ମନୋନୀତ ହେଲେ ପୂର୍ବତନ ମନ୍ତ୍ରୀ ଶ୍ରୀକାନ୍ତ ସାହୁ ||   (05-Oct-2026)       ||      ଧରା ଧର ପୁର ପ୍ରାଥମିକ କୃଷି ସମବାୟ ସମିତି ଖୋଲିଲା ପୂର୍ଣ୍ଣ ହେଲା ଗ୍ରାମବାସୀ ଙ୍କ ଆଶା |   (05-Oct-2026)       ||     

ଅଭିନେତା ଗୋବିନ୍ଦଙ୍କ ଜାତକ କୁଣ୍ଡଳୀରେ ଦ୍ୱତୀୟ ବିବାହ କରିବାକୁ ଅଛି କହିଲେ |

23-Aug-2026

ବଲିଉଡ ଅଭିନେତା ଗୋବିନ୍ଦାଦ୍ୱତୀୟ ବିବାହ କରିବାକୁ ନେଇ ଚର୍ଚ୍ଚା ଜୋର |

ଓଡିଶା ଜନ ମତ  ବ୍ୟୁରୋ,

ଅଲିଉଡ, ବଲି ଉଡ଼ ଓ ଜଲୀ ଉଡ଼ ରେ ଅଭିନେତା, ଅଭିନେତ୍ରୀ ମାନେ  ଦ୍ୱତୀୟ ଓ ତୃତୀୟ ବିବାହ କରିବା ଏହା କିଛି ନୁଆଁ କଥା ନୁହେଁ |  ଆଗରୁ କେତେ ଘଟିଛି ଆଗକୁ ବହୁତ ଘଟିବ | ଏହା ଗୋଟିଏ ଡିଆଁ ରୋଗ କହିଲେ ଅତୁକ୍ତି ହେବ ନାହିଁ |  ଜଣେ ଯଦି ଜଣେ ଅଭିନେତା କିମ୍ବା ଅଭିନେତ୍ରୀ କୁ ବାହାହେଲା ତେବେ ପ୍ରାୟ ସମସ୍ତଙ୍କୁ ଏହା ଡେଉଁଛି | ତାହା ପୁଣି ପରିଣତ ବୟସ ରେ  | ସେପରି ବଲିଉଡ୍ ଅଭିନେତା ଗୋବିନ୍ଦା  ମଧ୍ୟ ଦ୍ୱତୀୟ ବିବାହ କରିବେ ବୋଲି ଚର୍ଚ୍ଚା ଜୋର ଧରିଛି | ତେବେ ଗୋବିନ୍ଦା ଏବଂ ତାଙ୍କ ପତ୍ନୀ ସୁନୀତା ଆହୁଜାଙ୍କ ବୈବାହିକ ସମ୍ପର୍କକୁ ନେଇ ଚର୍ଚ୍ଚା ଥମିବାର ନାଁ ନେଉନି। ଏହାରି ଭିତରେ ଗୋବିନ୍ଦାଙ୍କ ଏକ ପୁରୁଣା ସାକ୍ଷାତକାରର ଭିଡିଓ ଓ କଥା ପୁଣି ଭାଇରାଲ ହେଉଛି । ପୁରୁଣା ଏକ ଇଣ୍ଟରଭ୍ୟୁରେ ଗୋବିନ୍ଦା କହିଥିଲେ ଯେ, ତାଙ୍କ କୁଣ୍ଡଳୀରେ ଦ୍ୱିତୀୟ ବିବାହର ଯୋଗ ରହିଛି ।
ଏପରିକି ଭବିଷ୍ୟତରେ ଯଦି ଏଭଳି ପରିସ୍ଥିତି ଆସେ, ତେବେ ସୁନୀତାଙ୍କୁ ମଧ୍ୟ ଏଥିପାଇଁ ପ୍ରସ୍ତୁତ ରହିବାକୁ ସେ କହିଥିବା ଦାବି କରାଯାଉଛି। ଗୋବିନ୍ଦା ଏବଂ ସୁନୀତା ୧୯୮୭ ମସିହାରେ ବିବାହ କରିଥିଲେ। ତେବେ ଏବେ ଉଭୟଙ୍କ ସମ୍ପର୍କକୁ ନେଇ ବିଭିନ୍ନ ଖବର ସାମ୍ନାକୁ ଆସୁଛି। ସୁନୀତା ଗୋବିନ୍ଦାଙ୍କ ଉପରେ ପରକୀୟା ସମ୍ପର୍କ ନେଇ ଅଭିଯୋଗ ମଧ୍ୟ କରିଛନ୍ତି। ଏହାକୁ ନେଇ ଗୋବିନ୍ଦାଙ୍କ ନାଁ ଅଭିନେତ୍ରୀ କୋମଲ ରାଣୀ ସ୍ୱର୍ଣ୍ଣକାରଙ୍କ ସହ ଯୋଡ଼ାଯାଇଛି। ତେବେ ଏସବୁ ନେଇ ଚର୍ଚ୍ଚା ଜୋର ଧରିଥିବା ବେଳେ ଗୋବିନ୍ଦାଙ୍କ ପୁରୁଣା ‘ଦ୍ୱିତୀୟ ବିବାହ’ ବୟାନ ପୁଣି ଚର୍ଚ୍ଚାର କେନ୍ଦ୍ରରେ।
ଅନ୍ୟପଟେ, ଡିଭୋର୍ସ ନେଇ ଚାଲିଥିବା ଚର୍ଚ୍ଚା ମଧ୍ୟରେ ଗୋବିନ୍ଦାଙ୍କ ମ୍ୟାନେଜର ଶଶୀ ସିହ୍ନା ସୁନୀତା ଆହୁଜା ଦାଖଲ କରିଥିବା ଡିଭୋର୍ସ ପିଟିସନ୍ ପରେ ପ୍ରତ୍ୟାହାର କରିଥିବା କଥା କହିଛନ୍ତି । ଫଳରେ ଏହି ଦମ୍ପତିଙ୍କ ସମ୍ପର୍କକୁ ନେଇ ରହସ୍ୟ ଆହୁରି ବଢ଼ିଛି । ତେବେ ବର୍ତ୍ତମାନ ଗୋବିନ୍ଦା ଓ ସୁନୀତାଙ୍କ ସମ୍ପର୍କର ପ୍ରକୃତ ସ୍ଥିତି କଣ, ଏବଂ ପୁରୁଣା କୁଣ୍ଡଳୀ ବୟାନର ଏବେ କେତେ ପ୍ରାସଙ୍ଗିକତା ରହିଛି-ସେନେଇ ବଲିଉଡ୍ ମହଲରେ ଚର୍ଚ୍ଚା ଜାରି ରହିଛି। ଏବଂ ତାଙ୍କ ଫେନ ମାନଙ୍କ ମନରେ ଆନନ୍ଦ ଯେତିକି ହେଉଛି ତାଠାରୁ ଦୁଃଖ ବି ଅଧିକ ହେଉଥିବାର କହିଛନ୍ତି କିଛି  ଫେନ ମାନେ |

News Comment

You Might Also Like

BACK TO TOP