Breaking News

ଶିକର ପାଇରେ ଭୈରବ ବାଲିଯାତ୍ରା, ନିଆଁ ମାଡି ମାନସିକ ପୁର୍ଣ କଲେ ଶ୍ରଦ୍ଧାଳୁ |   (09-Oct-2026)       ||      ତାରା ତାରିଣୀ କଲେଜ ରେ 24ଜଣଙ୍କ ନାମାଙ୍କନ ମଧ୍ୟରୁ ଜଣଙ୍କ ନାକଚ ||   (09-Oct-2026)       ||      ଅଙ୍ଗନ ୱାଡି କେନ୍ଦ୍ର ର ଅବ୍ୟବସ୍ଥା ସାମ୍ନାକୁ ଆଣିଲେ ସାମ୍ବାଦିକ ଙ୍କୁ ଧମକ ||   (09-Oct-2026)       ||      ଦୁଇ ଯୁବକଙ୍କ ମଧ୍ୟରେ ବଚସା ରୁ ଚୁରାମାଡ଼ ଜଣେ ମୃତ, ଜଣେ ଗୁରୁତର |    (09-Oct-2026)       ||      ସଭାପତି ଭାବେ ନିର୍ଦ୍ୱନ୍ଦ୍ୱ ରେ ବିଜୟୀ ହେଲେ ଖୋର୍ଦ୍ଧା ମହିଳା ମହାବିଦ୍ୟାଳୟ ର ସରସ୍ବତୀ ସାହୁ |   (09-Oct-2026)       ||      ବେଲଗୁଣ୍ଠା ରେ ବେଆଇନ ବନ୍ଧୁକ ଜବତ, ଜଣେ ଗିରଫ |    (09-Oct-2026)       ||      ଗଞ୍ଜାମରେ ମାଷ୍ଟର ଟ୍ରେନର ପାଇଁ, ଜିଲ୍ଲା ସ୍ତରୀୟ ତାଲିମ ଶିବିର |   (09-Oct-2026)       ||      ସେବା ସଂକଳ୍ପ ଅଭିଯାନ -2026 ଅନୁଷ୍ଠିତ ||   (09-Oct-2026)       ||      ଚିକିଲି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଠାରେ କ୍ଲଷ୍ଟର ସ୍ତରୀୟ ସୁରଭି -2026 ଅନୁଷ୍ଠିତ ||   (09-Oct-2026)       ||      କୋଦଳା ଲକ୍ଷ୍ମୀ ନାରାୟଣ ସ୍ନାତକ ମହାବିଦ୍ୟାଳୟ ରେ ନିର୍ବାଚନ ପାଇଁ 17ଜଣଙ୍କ ନାମାଙ୍କନ ପତ୍ର ଦାଖଲ |    (09-Oct-2026)       ||      ବିପୁଳ ପରିମାଣ ର ଗଞ୍ଜେଇ ଜବତ, ଦୁଇ ଅଭିଯୁକ୍ତ ଗିରଫ |   (09-Oct-2026)       ||      ଟାଟାବେଞ୍ଜ ଛକ ସ୍ଥିତ ଏକ ଲଜରୁ ସେକ୍ସ ରାକେଟ କୁ ଠାବ କଲା ବୈଦ୍ୟନାଥ ପୁର ପୋଲିସ |   (09-Oct-2026)       ||      ଅବକାରୀ ବିଭାଗ ଗନ୍ଧ ମର୍ଦ୍ଦନ ରେ ଚଢ଼ାଉ କରି ମଦ ସହ 4000ଲିଟର ମହୁଲ ପୋଚ ଜବତ |    (09-Oct-2026)       ||      କଂଗ୍ରେସ ର ଓଡିଶା ବନ୍ଦର ଡାକରା ରଘୁନାଥ ପୁର ବ୍ଲକରେ ପ୍ରଭାବ ପଡିଲା ||   (09-Oct-2026)       ||      ପୋଲସରା ରେ ବିଜେଡିର" ଜନ ସମ୍ପର୍କ ପଦଯାତ୍ରା " ଆରମ୍ଭ |   (08-Oct-2026)       ||      ସିଂହପୁର ରେ ନୁଆଁ ମଲ୍ଟି କେୟାର ପ୍ଲସ କ୍ଲିନିକ ଉଦଘାଟିତ |   (08-Oct-2026)       ||      ଆଇନ ଶୃଙ୍ଖଳା ସ୍ଥିତି ପାଇଁ ଉପଜିଲ୍ଲାପାଳ ଙ୍କ ଖରସ୍ରୋତା ମହାବିଦ୍ୟାଳୟ ପରିଦର୍ଶନ ||    (08-Oct-2026)       ||      ଆର ତୁମ୍ବନାଥ ବିଦ୍ୟାପୀଠ ର 63ତମ ପ୍ରତିଷ୍ଠା ଦିବସ ପାଳିତ |    (08-Oct-2026)       ||      ଗଞ୍ଜାମ ଜିଲ୍ଲା ରେ ବନ୍ଦର 80 ପ୍ରତିଶତ ବନ୍ଦ ର ପ୍ରଭାବ ପଡିଛି ||   (08-Oct-2026)       ||      କଂଗ୍ରେସ ର ବନ୍ଦ ର ପ୍ରଭାବ ରେ ବାଲିଗୁଡା ଜନ ଶୂନ୍ୟ |   (08-Oct-2026)       ||     

ଲଡଶ ରେ ଶେଷ ମୁହୂର୍ତ୍ତ ରେ ଟିମ ଇଣ୍ଡିଆ ର ଦମ ଦେଖି ପ୍ରଶଂସା କଲେ ଗୃହ ମନ୍ତ୍ରୀ |

25-Aug-2026

ଟିମ ଇଣ୍ଡିଆ ଲର୍ଡସ୍‌ରେ ଦମ୍‌ ଦେଖାଇଲା ସାହସ କୁ ସଲାମ କଲେ ଗୃହ ମନ୍ତ୍ରୀ ଅମିତ ଶାହ |

ଓଡିଶା ଜନ ମତ ବ୍ୟୁରୋ,

ଲର୍ଡସ୍‌ରେଇଂଲଣ୍ଡ ଠାରୁ ପରାସ୍ତ ହୋଇ ମଧ୍ୟ ଶେଷ ମୁହୂର୍ତ୍ତ ରେ ଅଳ୍ପ କିଛି ବଲରେ ଦମଦାର ଚମକ ଦେଖାଇ ଛନ୍ତି ଟିମ ଇଣ୍ଡିଆ  | ପ୍ରଥମେ ବ୍ୟାଟିଂ କରି ଭାରତ ୨୦ ଓଭରରେ ୨୦୬ ରନ୍‌ର ବଡ଼ ସ୍କୋର କରିଥିଲା। ମାଜିଦ ମ୍ୟାକଗ୍ରେଙ୍କ ବିସ୍ଫୋରକ ବ୍ୟାଟିଂ ଏହି ଇନିଂସ୍‌ର ମୁଖ୍ୟ ଆକର୍ଷଣ ଥିଲା । ମାତ୍ର ୧୯ଟି ବଲ୍‌ରେ ୬୮ ରନ୍‌ କରି ସେ ଇଂଲଣ୍ଡ ବୋଲରଙ୍କୁ ନାକେଦମ୍‌ କରିଥିଲେ ।
ଇଂଲଣ୍ଡ ଗସ୍ତ ସାରି ଘର ବାହୁଡ଼ା ହୋଇଛି ଭାରତୀୟ ଦିବ୍ୟାଙ୍ଗ କ୍ରିକେଟ୍‌ ଟିମ୍‌ । ଟି-୨୦ ସିରିଜ୍‌ରେ ଇଂଲଣ୍ଡଠାରୁ ୪-୩ରେ ପରାଜିତ ହୋଇଥିଲେ ମଧ୍ୟ ଶେଷ ମ୍ୟାଚ୍‌ରେ ଲର୍ଡସ୍‌ ମଇଦାନରେ ଭାରତର ଐତିହାସିକ ବିଜୟ ସମସ୍ତଙ୍କ ମନ ଜିତିଛି । ଏହି ଉଲ୍ଲେଖନୀୟ ପ୍ରଦର୍ଶନ ପରେ ଟିମ୍‌ର ଖେଳାଳିଙ୍କୁ ଭେଟିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ।
ଅଗଷ୍ଟ ୫ରୁ ୧୯ ତାରିଖ ମଧ୍ୟରେ ଭାରତ ଓ ଇଂଲଣ୍ଡ ମଧ୍ୟରେ ୭ଟି ମ୍ୟାଚ୍‌ର ମିକ୍ସଡ୍‌ ଡିସଏବିଲିଟି ଟି-୨୦ ସିରିଜ୍‌ ଖେଳାଯାଇଥିଲା । ଏଥିରେ ଇଂଲଣ୍ଡ ୪ଟି ମ୍ୟାଚ୍‌ ଜିତି ସିରିଜ୍‌ ନିଜ ନାଁରେ କରିଥିଲା । ତେବେ ଶେଷ ମ୍ୟାଚ୍‌ରେ ଭାରତୀୟ ଟିମ୍‌ର ଦମ୍‌ଦାର ପ୍ରଦର୍ଶନ ସିରିଜ୍‌ର ସବୁଠାରୁ ବଡ଼ ଆକର୍ଷଣ ପାଲଟିଥିଲା । ଲର୍ଡସ୍‌ରେ ପ୍ରଥମେ ବ୍ୟାଟିଂ କରି ଭାରତ ୨୦ ଓଭରରେ ୨୦୬ ରନ୍‌ର ବଡ଼ ସ୍କୋର କରିଥିଲା। ମାଜିଦ ମ୍ୟାକଗ୍ରେଙ୍କ ବିସ୍ଫୋରକ ବ୍ୟାଟିଂ ଏହି ଇନିଂସ୍‌ର ମୁଖ୍ୟ ଆକର୍ଷଣ ଥିଲା । ମାତ୍ର ୧୯ଟି ବଲ୍‌ରେ ୬୮ ରନ୍‌ କରି ସେ ଇଂଲଣ୍ଡ ବୋଲରଙ୍କୁ ନାକେଦମ୍‌ କରିଥିଲେ । ତାଙ୍କ ଇନିଂସ୍‌ରେ ୩ଟି ଚୌକା ଓ ୭ଟି ଛକା ରହିଥିଲା ।
ଭାରତର ବିଶାଳ ଟାର୍ଗେଟ୍‌ର ଜବାବ ଦେବାକୁ ଯାଇ ଇଂଲଣ୍ଡ ଟିମ୍‌ ମାତ୍ର ୮୮ ରନ୍‌ରେ ଅଲଆଉଟ୍‌ ହୋଇଯାଇଥିଲା । ଫଳରେ ଭାରତ ୧୧୮ ରନ୍‌ର ବଡ଼ ବ୍ୟବଧାନରେ ବିଜୟୀ ହୋଇଥିଲା । ବୋଲିଂରେ ହିଲାଲ ଅହମ୍ମଦ ୱାନି ୪ଟି ୱିକେଟ୍‌ ନେଇଥିବା ବେଳେ ଜାୟେଶ ପରମାର ୨ ଓଭରରେ ୩ଟି ୱିକେଟ୍‌ ହାସଲ କରିଥିଲେ ।
ବିଜୟ ପରେ ଭାରତୀୟ ଖେଳାଳି ଓ ସପୋର୍ଟ ଷ୍ଟାଫ୍‌ ଲର୍ଡସ୍‌ର ବାଲକୋନୀରେ ପହଞ୍ଚି ଜର୍ସି ଦେଖାଇ ବିଜୟ ଉତ୍ସବ ପାଳନ କରିଥିଲେ । ଏହି ଦୃଶ୍ୟ ଭାରତୀୟ କ୍ରିକେଟ୍‌ପ୍ରେମୀଙ୍କୁ ସୌରଭ ଗାଙ୍ଗୁଲିଙ୍କ ଲର୍ଡସ୍‌ ବାଲକୋନୀ ଉତ୍ସବର ସ୍ମୃତି ମନେ ପକାଇ ଦେଇଥିଲା

News Comment

You Might Also Like

BACK TO TOP