Breaking News

ଗଞ୍ଜେଇ ଜବତ ସହ ତିନି ଜଣଙ୍କୁ କୋର୍ଟ ଚାଲାଣ କଲା ହିଞ୍ଜିଳି ପୋଲିସ |    (12-Oct-2026)       ||      ବସ କଣ୍ଡକ୍ଟର କୁ ମରଣା ନ୍ତକ ଆକ୍ରମଣ, ଗୁରୁତର ଅବସ୍ଥାରେମେଡିକାଲ ରେ ଭର୍ତ୍ତି |   (12-Oct-2026)       ||      ନାଇଟ ଶୋର ଦାଣ୍ଡିଆ ନୃତ୍ୟ ରେ ନାଚିଲେ ଦର୍ଶକ |   (12-Oct-2026)       ||      ଫୋଟ ଗ୍ରାଫର ଅଶୋକ ରଥ ନେସନ ବିଲଡର ଆୱାର୍ଡ ରେ ସାମ୍ନାନୀତ |   (12-Oct-2026)       ||      ଦିଗାପଡା --ଢାମଣାଖୋଲ ରାସ୍ତା ଭିତ୍ତି ପ୍ରସ୍ତର ସ୍ଥାପନ କଲେ ବିଧାୟକ |   (12-Oct-2026)       ||      କେବେ ସୁଧୁରିବ ଡେ଼ମା ଗୁଡ଼ି ରାସ୍ତା, ଏବେବି ଭାରରେ ବୁହା ହେଉଛନ୍ତି ରୋଗୀ |    (12-Oct-2026)       ||      10ଦଫା ଦାବି ନେଇ ଗର୍ଜିଲେ ଅଙ୍ଗନୱାଡି କର୍ମୀ ଓ ସହାୟିକା |    (12-Oct-2026)       ||      ପୋଲସରା ପଞ୍ଚାୟତ ସମିତି ରେ ଜିଲ୍ଲପାଳ ଓ ଏସପି ଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଅନୁଷ୍ଠିତ |    (12-Oct-2026)       ||      ବେଲକଣା କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ସୁରଭି ଅନୁଷ୍ଠିତ |   (12-Oct-2026)       ||      ବରଗଡ଼ ରେ ରାଜ୍ୟପାଳ ଙ୍କ ଦ୍ୱାରା ବୋଇଁ ସୁକନ୍ୟା କାର୍ଯ୍ୟକ୍ରମ ଅନୁଷ୍ଠିତ |    (12-Oct-2026)       ||      ଭୈରବ ବାଲିଯାତ୍ରା ରେ ଛୁରୀ ମାଡ଼ କରିଥିବା 2ଅଭିଯୁକ୍ତ କୁ କୋର୍ଟ ଚାଲାଣ |   (11-Oct-2026)       ||      ମୃତକ ଙ୍କ ପରିବାର କୁ ସମବେଦନା ଜଣାଇବା ସହ ଦଳୀୟ କର୍ମୀଙ୍କ ସ୍ୱାସ୍ଥ୍ୟ ବସ୍ଥା ବୁଝିଲେ ବିଷମ କଟକ ବିଧାୟକ |   (11-Oct-2026)       ||      ଅସୁର କ୍ଷିତ ପ୍ରାଥମିକ ବିଦ୍ୟାଳୟ ପାଲଟିଛି ଅସମାଜିକ ବ୍ୟକ୍ତିଙ୍କ ଆଡ୍ଡା ସ୍ଥଳୀ ||   (11-Oct-2026)       ||      ବଜ୍ର କାପ୍ତା ଖପୁରି ବିକ୍ରିବେଳେ ତିନି ଜଣଙ୍କୁ ଗିରଫ କଲା ବନ ଭିଭାଗ |   (11-Oct-2026)       ||      କୁମାରୀ ପାରିରେ ବିଜେପିର ମାଗଣା ସ୍ୱାସ୍ଥ୍ୟ ଶିବିର ରେ ବିଧାୟକ ନିଜ ସ୍ୱାସ୍ଥ୍ୟ ପରୀକ୍ଷା କଲେ |   (11-Oct-2026)       ||      ସାତନଳ ଠାରେ "ସ୍ୱଛତ୍ତ୍ୱ ରୁ ଦିବ୍ୟତ୍ବ ` ଏବଂ ଚକ୍ଷୁ ଚିକିତ୍ସା ଶିବିର ଅନୁଷ୍ଠିତ |    (11-Oct-2026)       ||      ଖୋର୍ଦ୍ଧା ଜିଲ୍ଲା ସାମ୍ବାଦିକ ୟୁନିୟନ ର ସାଧାରଣ ପରିଷଦ ବୈଠକ ଅନୁଷ୍ଠିତ ||   (11-Oct-2026)       ||      ରଙ୍ଗେଲ ଗୁଣ୍ଡା ମସ୍ତ୍ୟ ବିଜ୍ଞାନ ମହା ବିଦ୍ୟାଳୟ ରେ ଛାତ୍ର, ଛାତ୍ରୀ ଙ୍କ ନିମନ୍ତେ ସାମଗ୍ରୀକ ବିକାଶ କାର୍ଯ୍ୟକ୍ରମ |   (11-Oct-2026)       ||      ଦୁର୍ଗା ପୂଜାରେ ନୁଆଁ ଚମକ, ପଦ୍ମପୁର ରାଜବାଟି ରେ ସାଢ଼େ 6କେଜି ରୁପାରେ ତିଆରି ମୁକୁଟ ପିନ୍ଧିବେ ଦେବୀ |   (11-Oct-2026)       ||      ଲଉଡ଼ିଦର୍ହା କୁମାର ପୂର୍ଣ୍ଣିମା ପାଇଁ ସମନ୍ୱୟ ବୈଠକ ଅନୁଷ୍ଠିତ |   (10-Oct-2026)       ||     

କୌଣସି କଥାରେ ଉତ୍ୟକ୍ତ ସ୍ୱାମୀ ସ୍ତ୍ରୀକୁ ହତ୍ୟା କରି ସେମଧ୍ୟ କଲେ ଆତ୍ମ ହତ୍ୟା ||

27-Aug-2026

  ଧାରୁଆ ଅସ୍ତ୍ର ରେ ସ୍ତ୍ର ଙ୍କ  ହତ୍ୟା କରି ସ୍ୱାମୀ କଲେ ଆତ୍ମହତ୍ୟା |

    ଓଡିଶା ଜନ ମତ ବ୍ୟୁରୋ, 

 ବେଳେ ବେଳେ ସ୍ୱାମୀ, ସ୍ତ୍ରୀ ଙ୍କ ମଧ୍ୟରେ କୌଣସି କାରଣକୁ ନେଇ ଉଚ୍ଚ ଵାଚ  ପରେ ପାଟିତୁଣ୍ଡ କୁ ନେଇ ସେତେବେଳର ପରିସ୍ଥିତି ଭୀଷଣ ହୋଇ ଉଠେ |ସ୍ୱାମୀ ଜଣକ ହଠାତ ରାଗି ଯାଇ କ୍ରୋଧ ରେ କିଛି ନା କିଛି କରିଦିଏ | ନଚେତ କାହାକୁ ବାଡିଆ ପିଟା କରି ମାରିଦିଏ ||ଘଟଣା ଘଟିଗଲା ପରେ ପରେ ପଶ୍ଚାତାପ କରି ସେମଧ୍ୟ ନିଜ ଜୀବନ ହାରିଦିଏ ||ଏପରି  ଏକ ପାରିବାରିକ ଝଗଡାର କରୁଣ ପରିସ୍ଥିତିରେ ନିଜ ସ୍ତ୍ରୀ କୁ ହତ୍ୟା କରି ନିଜେ ଆତ୍ମହତ୍ୟା କରିଛି  ସ୍ୱାମୀ I ଏଭଳି ଦୁଃଖଦ ଘଟଣା ଘଟିଛି ଭଦ୍ରକ ପୁରୁଣା ବଜାର ଥାନା ଅଧିନସ୍ଥ ନଙ୍ଗାମହଲା ଗ୍ରାମରେ I ଏହି ସାହିର ଶେଖ ନଇମ ର ପୁଅ ସେକ ମୁସ୍ତାଫା ଜଣେ ଇଞ୍ଜିନିଅର, ସେ ଆଜିକୁ ୬ ବର୍ଷ ପୂର୍ବେ ପ୍ରେମ ବିବାହ ଲକ୍ଷନୋ  ରାଏବରେଲି ର ଜଣେ ଯୁବତୀଙ୍କୁ କରିଥିଲେ I ତେବେ ତାଙ୍କ ସ୍ତ୍ରୀ ଲକ୍ଷନୋ ରେ ରହୁଥିବା ବେଳେ ମୁସ୍ତାଫା ଯାଜପୁର ଠାରେ ଏକ କମ୍ପାନୀରେ ଇଞ୍ଜିନିଅର ଭାବେ କାର୍ଯ୍ୟ କରୁଥିଲେ I ଗତ ୪ ଦିନ ପୂର୍ବରୁ ଉଭୟ ସ୍ୱାମୀ, ସ୍ତ୍ରୀ ଲକ୍ଷନୋ ରୁ ଆସି ନିଜ ଘର ନଙ୍ଗାମହଲା ଠାରେ ପହଞ୍ଚି ଥିଲେ I ଏପରିକି ବିଭିନ୍ନ ସମୟରେ ସ୍ୱାମୀ ଓ ସ୍ତ୍ରୀ ଙ୍କ ମଧ୍ୟରେ ପାରିବାରିକ କଳହ ଲାଗି ରହୁଥିଲା, ଗୁରୁବାର ଦିନବେଳେ ସ୍ୱାମୀ, ସ୍ତ୍ରୀ ବଜାରକୁ କୌଣସି କାମରେ ନିଜ କାର ରେ ଯାଇଥିଲେ I ଦୁହେଁ ବଜ଼ାରରୁ ଫେରିବା ପରେ ଘରକୁ ପହଂଚିଥିଲେ I ଏପରି ସ୍ଥଳେ ହଠାତ ଆଜି ସ୍ୱାମୀ ଶେଖ ମୁସ୍ତାଫା ଉତକ୍ଷିପ୍ତ ହୋଇ ଧାରୁଆ ଅସ୍ତ୍ରରେ ନିଜ ସ୍ତ୍ରୀ ତୈୟବା ଙ୍କୁ ହତ୍ୟା କରି ନିଜେ ବେକରେ ରସି ଲଗାଇ ଘରେ ଭିତରେ ଆତ୍ମହତ୍ୟା କରିଛନ୍ତି I ଏହି ଘଟଣା ଜଣା ପଡିବା ପରେ ନଙ୍ଗା ମହଲା ଅଞ୍ଚଳରେ ଲୋକଙ୍କ ଭିଡ଼ ଲାଗିଛି I ଖବର ପାଇ ଭଦ୍ରକ ପୁରୁଣା ବଜାର ଥାନା ଅଧିକାରୀ ଓ ଭଦ୍ରକ ଏସପି ମନୋଜ କୁମାର ରାଉତ, ସିଟି ଡିଏସପି ଅନିଲ କୁମାର ପ୍ରଧାନ ସାଇଣ୍ଟିଫିକ ଟିମ ନେଇ ଏଠାରେ ପହଞ୍ଚି ପ୍ରାଥମିକ ତଦନ୍ତ ଆରମ୍ଭ କରିଛନ୍ତି I ତେବେ ହତ୍ୟାର ନିଦ୍ଧିଷ୍ଟ କାରଣ ଜଣା ପଡି ନ ଥିଲେ ମଧ୍ୟ ଏହା ଏକ ପାରିବାରିକ କଳହ ବୋଲି ଜଣା ଯାଇଛି I ମୃତ ସ୍ୱାମୀ ଓ ସ୍ତ୍ରୀ ଙ୍କ ଦୁଇଟି ନାବାଳିକା  ୬ ବର୍ଷର ଝିଅ ଓ ୨ ବର୍ଷର ଝିଅ ଥିବା ଜଣା ପଡ଼ିଛି  I ଉକ୍ତ ହତ୍ୟା ଖବର ସ୍ତ୍ରୀ ର ଘର ରାଏବରେଲି ରେ ଜାଣିଲା ପରେ ସେମାନେ ଭଦ୍ରକ ପହଁଚିବେ ବୋଲି ପୋଲିସ ସୂତ୍ର ରୁ ଜଣା ପଡିଛି I

News Comment

You Might Also Like

BACK TO TOP