Breaking News

ସ୍ୱଚ୍ଛ ଓ ତ୍ରୁଟି ଶୂନ୍ୟ ଭୋଟର ତାଲିକା ପଞ୍ଚାୟତ ନିର୍ବାଚନ ପୂର୍ବରୁ ପ୍ରସ୍ତୁତି ପାଇଁ ତାଲିମ ଅନୁଷ୍ଠିତ |   (15-Oct-2026)       ||      ଶିଶୁ ମହୋତ୍ସବ ସୁରଭି କାର୍ଯ୍ୟକ୍ରମ ଚଢ଼େୟା ପଡା ଠାରେ ଅନୁଷ୍ଠିତ |   (15-Oct-2026)       ||      ବେଗୁନିଆପଡା ବିଜେପି ମଣ୍ଡଳ ତରଫରୁ ରକ୍ତଦାନ ଶିବିର ଅନୁଷ୍ଠିତ |   (15-Oct-2026)       ||      ପୋଲସରା ବିଜ୍ଞାନ ମହାବିଦ୍ୟାଳୟ ରେ ଛାତ୍ର ସଂସଦ ନିର୍ବାଚନ ଫଳ ଘୋଷିତ |   (15-Oct-2026)       ||      ମିଳିତ ଉଦ୍ୟଗୋ ରେ ଖଲ୍ଲିକୋଟ ରେଡକ୍ଟର ଅବଦୁଲ କଲାମ ଙ୍କ 95ତମ ଜୟନ୍ତୀ ପାଳିତ |   (15-Oct-2026)       ||      ବହୁଦିନର ଦାବିକୁ ସାକାର କଲେ ଖଲ୍ଲିକୋଟ ଏନଏସି ଅଧିକାରୀ ଜଗନ୍ନାଥ ମଦିର ରେ ଆଠଗୋଟି ଏଲଇଡ଼ି ଲାଇଟ ଲଗାଇ |    (15-Oct-2026)       ||      ବରଗଡ଼ ରେ ନୂତନ ଭୋଟର ପଞ୍ଜିକରଣ ପାଇଁ 4,014 ଆବେଦନ ଗ୍ରହଣ ||   (15-Oct-2026)       ||      ପଦ୍ମପୁର ପିଏମ ଶ୍ରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ କୁ ଉଚ୍ଚ ଶିକ୍ଷା ଅଧିକାରୀ ଙ୍କ ପରିଦର୍ଶନ ||   (15-Oct-2026)       ||      ପୋଲସରା ଏ 1 - ଗ୍ରେଡ଼ ଆଶାଇ ଛାତ୍ର, ଛାତ୍ରୀ ଙ୍କ ଦୁଇ ଦିବସିୟ ଦକ୍ଷତା ବୃଦ୍ଧି କର୍ମଶାଳା ଅନୁଷ୍ଠିତ |   (14-Oct-2026)       ||      ଗୁରୁଜଙ୍ଗ ଏମ ପି ଏଲ -1-କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ "ସୁରଭି `ଅନୁଷ୍ଠିତ ||   (14-Oct-2026)       ||      ଚୋରା ଚାଲାଣ ବେଳେ ବାଲି, ମୋରମ ବୋଝେଇ 7ଗୋଟି ଗାଡି ଜବତ ଓ ଡ୍ରାଇଭର ଗିରଫ ||   (14-Oct-2026)       ||      ବିଦ୍ୟୁତ ଆଘାତରେ ଚାଷୀର ମୃତ୍ୟୁ |    (14-Oct-2026)       ||      କବିସୂର୍ଯ୍ୟ ନଗରନିର୍ବାଚନ ମଣ୍ଡଳି ବିଜୁ ଜନତା ଦଳ ସକ୍ରିୟ |    (13-Oct-2026)       ||      ଦାରିଙ୍ଗବାଡି ରେ ଚୋରି ଓ ଅପରାଧୀର ଗୁମର ଖୋଲିବ ସିସି ଟିଭି |   (13-Oct-2026)       ||      ବର୍ତ୍ତିନି ଆଞ୍ଚଳିକ ସ୍ତରୀୟ ଶିଶୁ ମହୋତ୍ସବ ସୁରଭି --2026 ଅନୁଷ୍ଠିତ |   (13-Oct-2026)       ||      ଗଜଲକ୍ଷ୍ମୀ ପୂଜା ପାଇଁ ଶିକର ପାଇ ରେ ଶୁଭ ଖୁଣ୍ଟି ସ୍ଥାପନ |    (13-Oct-2026)       ||      ସାମ୍ବାଦିକ ମାନଙ୍କୁ ଧମକ ଦେବ ଅଭିଯୋଗ ରେ ଏସପି ଙ୍କୁ ସ୍ମାରକ ପତ୍ର ଦେଲେ ସାମ୍ବାଦିକ ମାନେ |    (13-Oct-2026)       ||      ତାଳ ପଡା ନୋଡାଲ ଉଚ୍ଚ ବିଦ୍ୟାଳୟ ଠାରେ କ୍ଲଷ୍ଟର ସ୍ତରୀୟ ସୁରଭି -2026ଅନୁଷ୍ଠିତ |   (13-Oct-2026)       ||      ମିଷ୍ଟ ଭାସି ପରୋପକାରୀ ମଦନ ମୋହନ ଜେନାଙ୍କ ପରଲୋକ ||   (13-Oct-2026)       ||      ପାସପୋର୍ଟ କରିବାରେ ଅପରାଧୀ ସକ୍ରିୟ ଉଚ୍ଚ ସ୍ତରୀୟ ତଦନ୍ତ ଦାବି |   (13-Oct-2026)       ||     

ଗଞ୍ଜାମ ର ପ୍ରସିଦ୍ଧ ଦଣ୍ଡନାଚ କୁ ନେଇ ଚଳଚିତ୍ର "ଦଣ୍ଡ କାଳୀ ` ଗଣେଶ ପୂଜାରେ କରିବ ଶୁଭମୁକ୍ତି ||

30-Aug-2026

ଆସନ୍ତା ଗଣେଶ ପୂଜା ରେ ଗଞ୍ଜାମ ର ପ୍ରସିଦ୍ଧ ଦଣ୍ଡନାଚ ଆଧାରିତ ଚଳଚିତ୍ର "ଦଣ୍ଡକାଳୀ " ର ଶୁଭମୁକ୍ତି | 

 ଓଡିଶା ଜନ ମତ,ଖଲ୍ଲିକୋଟ :  30/8,

ମାଧବ ବେହେରା :------

ଗଞ୍ଜାମ ଜିଲ୍ଲା ର ପାରମ୍ପରିକ ଦଣ୍ଡନାଚ ଓଡିଶା  ରେ ବିଖ୍ୟାତ ଲାଭ କରିବାକୁ ଯାଉଛି |ଓଡିଶା ର ବହୁ ଲବ୍ଧ ପ୍ରତିଷ୍ଠିତ   ନାମୀ ଦାମୀ ଅଭିନେତ୍ରୀ ଓ ଅଭିନେତା ମାନଙ୍କ ଗୁଣାତ୍ମକ କଳା ପଦର୍ଶନ ମାଧ୍ୟମ ରେ ଆଗାମୀ ଗଣେଶ ପୂଜା ରେ ମୁକ୍ତିଲାଭ କରିବ ଚଳଚିତ୍ର "ଦଣ୍ଡକାଳୀ " |ଓଡିଶା ତଥା ଗଞ୍ଜାମ ଜିଲ୍ଲା ର ସର୍ବପୁରାତନ ପାରମ୍ପରିକ ଦଣ୍ଡ ନାଚ ଅନନ୍ୟ ପୌରାଣିକ ଓ  ଗ୍ରାମୀଣ କୃଷି ଭିତିକ ନୃତ୍ୟ ଶୈଳୀ ଗୁଡିକ ଏହି ଚଳଚିତ୍ର ମାଧ୍ୟମ ରେ ରୁଦ୍ଧିମନ୍ତ ହୋଇଛି |ପୁର ପଲ୍ଲୀ ରୁ ସହର ପର୍ଯ୍ୟନ୍ତ ସବୁଠି ମା ରୁଦ୍ର କାଲି ଓ ଦଣ୍ଡକାଳୀଙ୍କ ମହିମା ମଣ୍ଡିତ ଉପାସନା ପବିତ୍ର ଚୈତ୍ର ମାସ ରେ ଏହି ମହାନ ଦଣ୍ଡ ପର୍ବ କୁ ଅନୁଶୀଳନ କରି ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ବ୍ଲକ ର ଜଣେ ଅଗ୍ରଣୀ ମହିଳା ତଥା  କଞ୍ଚଣା ସରପଞ୍ଚ ରାଜଶ୍ରୀ ଘୋଷ ଙ୍କ ପ୍ରଯୋଜନା ରେ ମୁକ୍ତିଲାଭ କରିବାକୁ ଯାଉଥିବା ଭିନ୍ନ ଏକ ଚଳ ଚିତ୍ର କୁ ନିଁର୍ଧେଶନା ଦେଇଛନ୍ତି ସୁଧାଂଶୁ ମହାନ ସାହୁ ଓ ମୁଖ୍ୟ ସହକାରୀ ନିର୍ଧେଶକ ତ୍ରିଲୋଚନ ସ୍ୱାଇଁ ଓ ପରିଚାଳନା ପ୍ରଯୋଜକ ଶ୍ରୀକାନ୍ତ କୁମାର ସାହୁ ଓ ସମ୍ପାଦକ ଜ୍ୟୋତିର୍ମୟୀ ସ୍ୱାଇଁ ଙ୍କ ସମ୍ପାଦନା ଓଡିଶା ର   ଚଳଚିତ୍ର ଜଗତ ର ଖ୍ୟାତନାମା ଚିତ୍ରତାରକା ସିଦ୍ଧାନ୍ତ ମହାପାତ୍ର, ମହେଶ୍ଵେତା ରାୟ, ଖଲ୍ଲିକୋଟ ବ୍ଲକ କଞ୍ଚଣା ପଂଚାୟତ ସମିତି ସଭ୍ୟ ତଥା ଯୁବ କଳାକାର ଚିତ୍ରସେନ ଘୋଷ, ସୂର୍ଯ୍ୟମୟୀ ମହାପାତ୍ର ତୃପ୍ତି ମୀରାମ୍ବିକା ଓ ଉଷାଶୀ ମିଶ୍ର.କ୍ରିଷ୍ଣା କର ଏଲି ପାଢ଼ୀ ଉଦିତ ଗୁରୁ ଚୌଧୁରୀ ଜୟପ୍ରକାଶ ଦାଶ, ଗୁରୁଦେବ ମରାଠୀ, ନିହାର ସାମଲ ପ୍ରମୁଖ ଅଭିନେତା ଓ ଅଭିନେତ୍ରୀ ଙ୍କ ଦ୍ୱାରା ଚଳଚିତ୍ର ଦଣ୍ଡକାଳୀ ଖୁବ ଜନାଦୃତ ଲାଭ କରିବ ବୋଲି ଆଶା କରା ଯାଉଛି |ଚଳଚିତ୍ର ରେ ପାରମ୍ପରିକ ଦଣ୍ଡ ନାଚ ର ଧୂଳି ଦଣ୍ଡ ଅଗ୍ନି ଦଣ୍ଡ ପାଣି ଦଣ୍ଡ ଓ ଶବର  ସବାରୁଣୀ କେଳାକେଳୁଣୀ ଓ ଚଢ଼େୟା ଚଢ଼େୟାଣୀ ପଭୃତି ଚରିତ୍ର ଗୁଡିକ ଅବତାରଣା କରାଯାଇଛି |

News Comment

You Might Also Like

BACK TO TOP