Breaking News

ରାଷ୍ଟ୍ରପତି ଙ୍କ ମନ ଦୁଃଖ, ମେଜର ରେଷଭ ଚାକିରି ଛାଡି ଦେବା ଯୋଗୁଁ |   (30-Aug-2026)       ||      ରାଷ୍ଟ୍ରପତି ଙ୍କ ମନ ଦୁଃଖ ମେଜର ରେଷଭ ସିଂହ ଚାକିରୀ ଛାଡ଼ିଦେବାରୁ |   (30-Aug-2026)       ||      ଆସନ୍ତା ସେପ୍ଟେମ୍ବର 20ତାରିଖରୁ ବାରବାଟି ରେ ଜମିବ କ୍ରିକେଟ ମହାସମର |   (30-Aug-2026)       ||      ଜଗନ୍ନାଥ କଲୋନୀ ଠାରେ ଗଣେଶ ପୂଜା ପାଈଁ ଶୁଭ ଖୁଣ୍ଟି ସ୍ଥାପନ ||   (30-Aug-2026)       ||      ଓଡିଶାଜନତା କଂଗ୍ରେସ ପାର୍ଟି ପକ୍ଷରୁ ଜିଲ୍ଳାନାସୀ ପଞ୍ଚାୟତ ରେ ସହାୟତା ଓ ରିଲିଫ ସାମଗ୍ରୀ ବଣ୍ଟନ ||   (30-Aug-2026)       ||      ସଗାଧୁଆ ମାଇନର କେନାଲ କାମରେ ଦୁର୍ନୀତି ହୋଇ ଥିବାରୁ ଚାଷୀଙ୍କ ମନରେ ଅସନ୍ତୋଷ |   (30-Aug-2026)       ||      ମୁକ୍ତ ହେବ ବାଘୁଣୀ ଜିନ୍ନତ, ଗଳାରୁ ବାହାରକରାଯିବ ରେଡ଼ିଓ କଲାର ||   (30-Aug-2026)       ||      ମରଣଯନ୍ତା ପାଲିଟିଛି ସଢ଼େଇ କଳା ବୁଢ଼ୀ ଠାକୁରାଣୀ ମନ୍ଦିର ସନ୍ନିକାଟ ରାସ୍ତା |    (30-Aug-2026)       ||      ଶଳାକୁ ଏସିଡ ମାଡ଼ କରି ଭିଣୋଇ ପୋଲିସ ଦ୍ୱାରା ଗିରଫ ହୋଇ କୋର୍ଟ ଚାଲାଣ |    (30-Aug-2026)       ||      ନିଜ ସ୍ତ୍ରୀକୁ ନିର୍ଯ୍ୟାତନା ଦେବା ଅଭିଯୋଗ ରେ ଭଦ୍ରକ ଟାଉନ ଥାନା ଏସ ଆଇ ଙ୍କୁ ଗିରଫ |    (30-Aug-2026)       ||      ସେଲ୍ଫ ଫାଇନାନଶ ଫେରସ୍ତ ଦାବିରେ ପୋଲସରା ବିଜ୍ଞାନ ମହା ବିଦ୍ୟାଳୟ ର ଛାତ୍ର, ଛାତ୍ରୀ ଙ୍କ ବିକ୍ଷୋଭ ||   (30-Aug-2026)       ||      ଗଞ୍ଜାମ ର ପ୍ରସିଦ୍ଧ ଦଣ୍ଡନାଚ କୁ ନେଇ ଚଳଚିତ୍ର "ଦଣ୍ଡ କାଳୀ ` ଗଣେଶ ପୂଜାରେ କରିବ ଶୁଭମୁକ୍ତି ||   (30-Aug-2026)       ||      ଶ୍ରୀମନ୍ଦିର ଭିତର ଧୁକୁଡି ଦ୍ୱାର ରେ ବାନ୍ତି ପଡ଼ିଥିବା ଯୋଗୁଁ ହେଲା ମହାସ୍ନାନ |   (30-Aug-2026)       ||      ଏମ ଏମ ଡି ବିଲ ପ୍ରତ୍ୟାହାର କରିବାକୁ ବିଜେପି ସାଂସଦ ଙ୍କୁ ନବୀନ ପଟନାୟକ ଦାବି |   (30-Aug-2026)       ||      ଶବଯାତ୍ରାରେ ସଂକୀର୍ତନ କରୁଥିବା ବ୍ୟକ୍ତିଙ୍କ ପରଲୋକ |    (30-Aug-2026)       ||      କବି ଗଙ୍ଗାଧର ଜୟନ୍ତୀ ଓ ପ୍ରଫେସର ଘନଶ୍ୟାମ ଦାଶ ସ୍ମୃତି ସଭା କୋଶଲ ଟାଇମ ଆନୁ କୁଲ୍ୟରେ ଅନୁଷ୍ଠିତ |    (30-Aug-2026)       ||      ଜମି ଦେବାକୁ କହି ଟଙ୍କା ଲୁଟିଥିବା ପୂର୍ବତନ ବିଜେଡି ମନ୍ତ୍ରୀଙ୍କ ପୁଅ ଗିରଫ ||   (29-Aug-2026)       ||      ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ନିର୍ଦେଶକ ଭାବେ ଯୋଗଦେଲେ ସଞ୍ଜୟ କୁମାର ବିଶ୍ୱାଳ |   (29-Aug-2026)       ||      ବିଶ୍ୱର ସର୍ବ କନିଷ୍ଟ ରାଜାଙ୍କ 34 ବର୍ଷ ରେ ମୃତ୍ୟୁ ||   (29-Aug-2026)       ||      ରାୟଗଡା କଳାକାର ମହାସଂଘ ପକ୍ଷରୁ କଳାକାର ଙ୍କ ପଞ୍ଜିକରଣ, ପ୍ରଶିକ୍ଷଣ,ଶିବିର ଅନୁଷ୍ଠିତ | ,   (29-Aug-2026)       ||     

ଓଡିଶାଜନତା କଂଗ୍ରେସ ପାର୍ଟି ପକ୍ଷରୁ ଜିଲ୍ଳାନାସୀ ପଞ୍ଚାୟତ ରେ ସହାୟତା ଓ ରିଲିଫ ସାମଗ୍ରୀ ବଣ୍ଟନ ||

30-Aug-2026

ଜିଲ୍ଲାନାସୀ ପଞ୍ଚାୟତରେ ଓଡ଼ିଶା ଜନତା କଂଗ୍ରେସ ପାର୍ଟି ପକ୍ଷରୁ ସହାୟତା ଓ ରିଲିଫ୍ ସାମଗ୍ରୀ ବଣ୍ଟନ। 
ଓଡିଶା ଜନମତ,ଜଗତସିଂହପୁର 
ଜ୍ୟୋତି ରଞ୍ଜନ ପଟ୍ଟନାୟକ....
ଓଡ଼ିଶା ଜନତା କଂଗ୍ରେସ ପାର୍ଟି ପକ୍ଷରୁ କୁଜଙ୍ଗ ବ୍ଲକ ଅନ୍ତର୍ଗତ  ଜିଲ୍ଲାନାସୀ ଗ୍ରାମ ପଞ୍ଚାୟତରେ ସହାୟତା ଓ ରିଲିଫ୍ ବଣ୍ଟନ କାର୍ଯ୍ୟକ୍ରମ ବେଶ୍, ଆନନ୍ଦ ଉଲ୍ଲାସ ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ରାଜ୍ୟ ସଭାପତି  ଇଂ ମହମ୍ମଦ ମୁକିମ୍, ରାଜ୍ୟ ଉପ-ସଭାପତି ବଦ୍ରି ନାରାୟଣ ମହାନ୍ତି, ରାଜ୍ୟ ସଂପାଦକ ତପନ ରାଉତରାୟ, ରାଜ୍ୟ ଯୁବ ଜନତା ସଭାପତି ଆର୍ଯ୍ୟ ବୀର ଲେଙ୍କା ଜିଲ୍ଲା ସଭାପତି ସତ୍ୟଦୀପ ବିଶ୍ୱାଳ, ରାଜ୍ୟ ମହିଳା ସଭାନେତ୍ରୀ ଶୈଳବାଳା ଜେନା  ମହିଳା ସଭାନେତ୍ରି ନିରୂପମା ବିଶ୍ବାଳ ଓ ପୂଜାରିଣୀ ବେହେରା ପ୍ରମୁଖ ଉପସ୍ଥିତ ରହି ଲଗାଣ ବର୍ଷାରେ କ୍ଷୟକ୍ଷତି ଲୋକ ମାନଙ୍କୁ ଚାଉଳ,ଚୁଡା, ଗୁଡ, ଦିଆସିଲି ଓ ପାଲ ଇତ୍ୟାଦି ପ୍ରଦାନ କରିଥିଲେ।
ଏହା ସହିତ  ଅମର ଦାସ, ଧୀରେନ୍ଦ୍ରନାଥ ବିଶ୍ୱାଳ ଓ ଉମାକାନ୍ତ ବେହେରା ପ୍ରମୁଖ ସହଯୋଗ କରିଥିଲେ।

News Comment

You Might Also Like

BACK TO TOP