Breaking News

ପଦ୍ମପୁର ତରଫରୁ ୟୁ ଏ ଇ ରେ ସମ୍ବଲପୁର ସଙ୍ଗୀତ ମହାବିଦ୍ୟାଳୟ ଟିମକୁ ସମ୍ବର୍ଦ୍ଧନା ||   (05-Oct-2026)       ||      ନୁଆଁଖାଇ ଭେଟ ଘାଟ ସହିତ କର୍ମଜୀବୀ ସାମ୍ବାଦିକ ସଙ୍ଘର 15ତମ ପ୍ରତିଷ୍ଠା ଦିବସ ପାଳିତ ||   (05-Oct-2026)       ||      କଲ୍ୟାଣ ସିଂହ ପୁର ରାମ ମନ୍ଦିର ଛକ ଠାରେ 21 ଦିନ ପରେ ହେଲା ଗଜାନନ ଙ୍କ ବିସର୍ଜନ |   (05-Oct-2026)       ||      ମାଆଙ୍କ ପାହାଡ଼ ଉପରେ ଥିବା 5,ଗୋଟି ଦାନ ହୁଣ୍ଡି ଖୋଲାଗଲା ||   (05-Oct-2026)       ||      ବିଜେଡିର ବରିଷ୍ଟ ପେନେଲ ସଦସ୍ୟ ମନୋନୀତ ହେଲେ ପୂର୍ବତନ ମନ୍ତ୍ରୀ ଶ୍ରୀକାନ୍ତ ସାହୁ ||   (05-Oct-2026)       ||      ଧରା ଧର ପୁର ପ୍ରାଥମିକ କୃଷି ସମବାୟ ସମିତି ଖୋଲିଲା ପୂର୍ଣ୍ଣ ହେଲା ଗ୍ରାମବାସୀ ଙ୍କ ଆଶା |   (05-Oct-2026)       ||      ଗଞ୍ଜାମ ଜିଲ୍ଲା ର ଯୋଜନା ବୋର୍ଡ ର ସଦସ୍ୟ ଭାବେ ମନୋନୀତ ହେଲେ ସୁଧୀର ସାବତ |   (05-Oct-2026)       ||      ଗୋଳିଆ ପାଣି ଭରସା ରେ ବେତ ବାଡ଼ି ବାସି |    (05-Oct-2026)       ||      କଲଭର୍ଟ ରାସ୍ତାରେ ବିରାଟ ଗର୍ତ୍ତ, ବିପଦ ରେ ସହ ସହ ଛାତ୍ର ଛାତ୍ରୀ,|    (05-Oct-2026)       ||      ସାହିତ୍ୟ ସନ୍ଧ୍ୟାର ନୂତନ କର୍ମକର୍ତ୍ତା ଚୟନ ଓ ସମ୍ପନ୍ନ |   (05-Oct-2026)       ||      ହୃଦରୋଗ ସଚେତନତା ଓ ସ୍ୱାସ୍ଥ୍ୟ ଶିବିର |    (05-Oct-2026)       ||      ବାଲି ଚୋରା ଚାଲାଣ ଅଭିଯୋଗ ରେ ପାଇକମାଳ ପୋଲିସ ଦ୍ୱାରା ଜଣକୁ ଗିରଫ ସହ ବାଲି ହାଇୱା ଜବତ କଲା |    (05-Oct-2026)       ||      ଛତ୍ରପୁର ରେ ଅବସର ପ୍ରାପ୍ତ ସହକାରୀ ଯୋଗାଣ ଅଧିକାରୀ ଙ୍କ ଦ୍ୱାଦଶାହ କାର୍ଯ୍ୟ ପାଳିତ |   (05-Oct-2026)       ||      ଝାଡବାଇ ରେ କ୍ଲଷ୍ଟର ସ୍ତରୀୟ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ ||   (05-Oct-2026)       ||      ଗରଦ ପୁର ମଧୁବାବୁ ପାଠାଗାର ରେ କବିବର ରାଧାନାଥ ଜୟନ୍ତୀ ପାଳିତ ||   (05-Oct-2026)       ||      ଜିଲ୍ଲା କଂଗ୍ରେସର ପରିବର୍ଦ୍ଧିତ୍ବ କାର୍ଯ୍ୟ କାରିଣୀ ବୈଠକ ଅନୁଷ୍ଠିତ |   (05-Oct-2026)       ||      ବରଗଡ଼ ଜିଲ୍ଲା ରେ ଜିଲ୍ଲପାଳ ଙ୍କ ନିର୍ଦ୍ଧେଶ ରେ ବାଦ ପଡ଼ିଥିବା ଓ ନୂତନ ଯୁବ ଭୋଟର ଙ୍କ ପାଇଁ ସ୍ୱତନ୍ତ୍ର ଅଭିଯାନ ||   (04-Oct-2026)       ||      ବ୍ରହ୍ମପୁର ନିମଖଣ୍ଡି ଥାନା ଅଞ୍ଚଳ ରେ ବନ୍ଧୁର ଆକ୍ରମଣ ରେ ବନ୍ଧୁର ମୃତ୍ୟୁ |    (04-Oct-2026)       ||      ପୋଲମା ବିଦ୍ୟାଳୟ ଛାତ୍ର ସୁଶାନ୍ତ ଙ୍କୁ ଜାତୀୟ ଥ୍ରୋ- ବଲରେ ସ୍ଵର୍ଣ ପଦକ |   (04-Oct-2026)       ||      ଆଲିଜିନିଗୁଡା ଆମ୍ବ ତୋଟା ରେ ବିଜେଡିର ବିଶାଳ ମିଶ୍ରଣ ପର୍ବ |   (04-Oct-2026)       ||     

ସିଏଚ ନୂଆଙ୍ଗା ଓ ଶିକୁଳା ରେ ବିଜେପି ର ସେବା ସଂକଳ୍ପ ଅଭିଯାନ |

10-Sep-2026

ପୁରୁଷୋତ୍ତମପୁର ବ୍ଲକ ଅନ୍ତର୍ଗତ ସିଏଚ ନୂଆଙ୍ଗା  ରେ ବିଜେପିର ସେବା ସଂକଳ୍ପ ଅଭିଯାନ  | 
(ଏଠାରୁ ବାଜିଲା ବିଗୁଲ ପଞ୍ଚାୟତ ନିର୍ବାଚନ ପାଇଁ |
ପୁରୁଷୋତ୍ତମପୁର ବ୍ଲକ ଅନ୍ତର୍ଗତ ସିଏଚ ନୂଆଙ୍ଗା ଓ ଶିକୁଳା ପଞ୍ଚାୟତ ରେ ବିଜେପି ର ପାଣ୍ଡିଆ ମଣ୍ଡଳ ସଭାପତି ପ୍ରଶାନ୍ତ କୁମାର ସ୍ୱାଇଁ ଓ ମଣ୍ଡଳ ସାଧାରଣ ସମ୍ପାଦକ ରାଜୀବ ଲୋଚନ ବେହେରା, ଏବଂ  ସିଏଚ ନୂଆଙ୍ଗା ସମିତି ସଭ୍ୟା ଓ ଜିଲ୍ଲା ବିଜେପି ର ମହିଳା ସମ୍ପାଦକ ଆଭା ପରିଡା ଙ୍କ ମିଳିତ  ସଂଯୋଜନା ରେ ଏହି ବୈଠକ  ସେଠାରେ ଥିବା  ଶିବମନ୍ଦିର ପରିସରରେ ଅନୁଷ୍ଠିତ ହୋଇ ଥିଲା  | ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ କବିସୂର୍ଯ୍ୟନଗର ବିଧାୟକ ପ୍ରତାପ ଚନ୍ଦ୍ର ନାୟକ, ସମ୍ମାନିତ ଅତିଥି ଭାବେ   ବିଜେପି ରାଜ୍ୟ ସମ୍ପାଦକ ପୃଥ୍ଵୀରାଜ ମହାପାତ୍ର, ଗଞ୍ଜାମ ଜିଲ୍ଲା ପ୍ରଭାରୀ  ପ୍ରକାଶ ମଙ୍ଗରାଜ,ଜିଲ୍ଲା ସାଧାରଣ ସମ୍ପାଦକ  ଶ୍ରୀକାନ୍ତ କୁମାର ପଣ୍ଡା, ପାଣ୍ଡିଆ ସରପଞ୍ଚ ସନ୍ତୋଷ  ସେଠୀ,, ଜିଲ୍ଲା ଉପସଭାପତି ଶ୍ରୀକାନ୍ତ ମହାପାତ୍ର, ଲିଟୁନ୍ଦାଶ ପ୍ରମୁଖ ମଞ୍ଚାସିନ  ଥିଲେ | ପ୍ରଥମେ ବିଧାୟକ ଏହି କାର୍ଯ୍ୟକ୍ରମ ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଙ୍କ 25 ବର୍ଷ ର  ସୁଶାସନ ଯାହା ଗୁଜରାଟ ରେ ମୁଖ୍ୟମନ୍ତ୍ରୀ ଭାବେ 13 ବର୍ଷ ଏବଂ ପ୍ରଧାନମନ୍ତ୍ରୀ ଭାବେ 12 ବର୍ଷ  ର ସୁଶାସନ  ଉପରେ ଆଲୋକ ପାତ କରିଥିଲେ | ତାଙ୍କରି  ନିତୀ ନିୟମ କୁ  ପାଳନ କରି ଆଗେଇ ଯିବାକୁ ମତ ଦେଇ ଥିଲେ | ରାଜ୍ୟ ସମ୍ପାଦକ ମଧ୍ୟ କର୍ମୀ ମାନେ  ସଚେତନ ହୋଇବୁଥ ସ୍ତର ରୁ କାର୍ଯ୍ୟଆରମ୍ଭ କଲେ ମୋଦିଜୀ ଙ୍କ ସବୁ ଜନହିତକର  କାର୍ଯ୍ୟକ୍ରମ ରେସାମିଲ ହୋଇ ତାର ଫାଇଦା ପାଇ ପାରିବେ ବୋଲି ମତ ଦେଇଥିଲେ ||ଏହା ସହ ପ୍ରଭାରୀ ମଧ୍ୟ ଅନୁରୂପ ମତ ଦେଇଥିଲେ | ଶେଷରେ ବୁଥ ସ୍ତର କୁ ମଜବୁତ କରି ଆଗକୁ ବଢିବାକୁ ଉପଦେଶ ଦେଇଥିଲେ ||ଏହି କାର୍ଯ୍ୟକ୍ରମ ରେ ବୁଥ ଓ ମଣ୍ଡଳ  ସ୍ତରୀୟ  ବହୁ କର୍ମକର୍ତ୍ତା , ମହିଳା ସଦସ୍ୟା ମାନେ ଉପସ୍ଥିତ ହୋଇ ଥିଲେ | କିନ୍ତୁ ବିଧାୟକ ଯେତେ ମନା କଲେ ମଧ୍ୟ ଜନ ସାଧାରଣ  ଙ୍କ ମତ ଯେ ରାଜ୍ୟ ସରକାର ଙ୍କ ପଞ୍ଚାୟତ ନିର୍ବାଚନ ତାରିଖ ଘୋଷଣା  ପରେ ଏହା ଆଗାମୀ  ପଞ୍ଚାୟତ ନିର୍ବାଚନ ନିମନ୍ତେ  ବୁଥ ସ୍ତର ରୁ  ଏହା ଆରମ୍ଭ କରିବାକୁ ବିଗୁଲ ବାଜିଲା ବୋଲି  ସବୁଠି  ଚର୍ଚ୍ଚା ହେଉଛି  |

News Comment

You Might Also Like

BACK TO TOP