Breaking News

3156:ବୋତଲ କଫସିରଫ ଜବତ କଲା ବରଗଡ଼ ପୋଲିସ |    (06-Oct-2026)       ||      ବଡ଼ ଗଡ଼ ଜିଲ୍ଲା ପାଳଙ୍କ ମିଳିତ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ||   (06-Oct-2026)       ||      କ୍ଲଷ୍ଟର ସ୍ତରୀୟ ସୁରଭି କାର୍ଯ୍ୟକ୍ରମ କାଲିମେଘି ଓ ଜେ ରାମପାଲୀ ଠାରେ ଅନୁଷ୍ଠିତ |   (06-Oct-2026)       ||      ବ୍ରହ୍ମପୁର ରେ ଉପଖଣ୍ଡ ସ୍ତରୀୟ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ||   (06-Oct-2026)       ||      ଚଳିତ ବର୍ଷ ଗଞ୍ଜାମ ଜିଲ୍ଲା ରେ 50ହଜାର ଲୋକଙ୍କ ଘରେ ଲାଗିବ ସୋଲାର ପେନେଲ, ଜିଲ୍ଲପାଳ |    (06-Oct-2026)       ||      ବୁଡ଼ାଗୁଡାକ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ସୁରଭି -2026 କାର୍ଯ୍ୟକ୍ରମ ଅନୁଷ୍ଠିତ |    (06-Oct-2026)       ||      ପାଦୁଲୁଗୁଡ଼ା ପ୍ରାଥମିକ ବିଦ୍ୟାଳୟ ବିପର୍ଯ୍ୟସ୍ତ ଅବସ୍ଥାରେ |    (06-Oct-2026)       ||      ପଦ୍ମପୁର ତରଫରୁ ୟୁ ଏ ଇ ରେ ସମ୍ବଲପୁର ସଙ୍ଗୀତ ମହାବିଦ୍ୟାଳୟ ଟିମକୁ ସମ୍ବର୍ଦ୍ଧନା ||   (05-Oct-2026)       ||      ନୁଆଁଖାଇ ଭେଟ ଘାଟ ସହିତ କର୍ମଜୀବୀ ସାମ୍ବାଦିକ ସଙ୍ଘର 15ତମ ପ୍ରତିଷ୍ଠା ଦିବସ ପାଳିତ ||   (05-Oct-2026)       ||      କଲ୍ୟାଣ ସିଂହ ପୁର ରାମ ମନ୍ଦିର ଛକ ଠାରେ 21 ଦିନ ପରେ ହେଲା ଗଜାନନ ଙ୍କ ବିସର୍ଜନ |   (05-Oct-2026)       ||      ମାଆଙ୍କ ପାହାଡ଼ ଉପରେ ଥିବା 5,ଗୋଟି ଦାନ ହୁଣ୍ଡି ଖୋଲାଗଲା ||   (05-Oct-2026)       ||      ବିଜେଡିର ବରିଷ୍ଟ ପେନେଲ ସଦସ୍ୟ ମନୋନୀତ ହେଲେ ପୂର୍ବତନ ମନ୍ତ୍ରୀ ଶ୍ରୀକାନ୍ତ ସାହୁ ||   (05-Oct-2026)       ||      ଧରା ଧର ପୁର ପ୍ରାଥମିକ କୃଷି ସମବାୟ ସମିତି ଖୋଲିଲା ପୂର୍ଣ୍ଣ ହେଲା ଗ୍ରାମବାସୀ ଙ୍କ ଆଶା |   (05-Oct-2026)       ||      ଗଞ୍ଜାମ ଜିଲ୍ଲା ର ଯୋଜନା ବୋର୍ଡ ର ସଦସ୍ୟ ଭାବେ ମନୋନୀତ ହେଲେ ସୁଧୀର ସାବତ |   (05-Oct-2026)       ||      ଗୋଳିଆ ପାଣି ଭରସା ରେ ବେତ ବାଡ଼ି ବାସି |    (05-Oct-2026)       ||      କଲଭର୍ଟ ରାସ୍ତାରେ ବିରାଟ ଗର୍ତ୍ତ, ବିପଦ ରେ ସହ ସହ ଛାତ୍ର ଛାତ୍ରୀ,|    (05-Oct-2026)       ||      ସାହିତ୍ୟ ସନ୍ଧ୍ୟାର ନୂତନ କର୍ମକର୍ତ୍ତା ଚୟନ ଓ ସମ୍ପନ୍ନ |   (05-Oct-2026)       ||      ହୃଦରୋଗ ସଚେତନତା ଓ ସ୍ୱାସ୍ଥ୍ୟ ଶିବିର |    (05-Oct-2026)       ||      ବାଲି ଚୋରା ଚାଲାଣ ଅଭିଯୋଗ ରେ ପାଇକମାଳ ପୋଲିସ ଦ୍ୱାରା ଜଣକୁ ଗିରଫ ସହ ବାଲି ହାଇୱା ଜବତ କଲା |    (05-Oct-2026)       ||      ଛତ୍ରପୁର ରେ ଅବସର ପ୍ରାପ୍ତ ସହକାରୀ ଯୋଗାଣ ଅଧିକାରୀ ଙ୍କ ଦ୍ୱାଦଶାହ କାର୍ଯ୍ୟ ପାଳିତ |   (05-Oct-2026)       ||     

ବେଗୁନିଆପଡା ଓ କୋଦଳା ଏନଏସି ରେ ପୂଜା ପାଉଛନ୍ତି ଅଗ୍ରଗଣ୍ୟ ଗଣେଶ |

15-Sep-2026

ବେଗୁନିଆପଡା ବ୍ଲକ ଓ କୋଦଳା ଏନଏସି ସମେତ ବିଭିନ୍ନ ସ୍ଥାନରେ ପୂଜା ପାଉଛନ୍ତି ଅଗ୍ରପୂଜ୍ୟ ଶ୍ରୀ ଗଣେଶ l

ଓଡିଶା ଜନମତ, ବେଗୁନିଆପଡା : 14/09/26 :

ଭଞ୍ଜ କିଶୋର ମହାରଣା l

ପବିତ୍ର ଗଣେଶ ପୂଜା ଅବସରରେ ବେଗୁନିଆପଡା ବ୍ଲକ ଓ କୋଦଳା ଏନଏସି ସମେତ ବିଭିନ୍ନ ସ୍ଥାନରେ ଅଗ୍ରପୁଜ୍ୟ ଶ୍ରୀ ଗଣେଶଙ୍କ ମେଢ଼ ପୂଜା ପାଉଥିବା ଦେଖିବାକୁ ମିଳିଛି l ଏହି ପବିତ୍ର ଓ ପାବନ ଦିବସରେ ବିଭିନ୍ନ ଶିକ୍ଷାନୁଷ୍ଠାନରେ ବିଦ୍ୟାର୍ଥୀ ମାନେ ଆନନ୍ଦଉଲ୍ଲାସରେ ଠାକୁରଙ୍କୁ ଭୋଗଲଗାଇ ପୂଜାର୍ଚନା କରୁଥିବା ବେଳେ ଗାଁ ଗହଳି, ବଜାର, ବିଭିନ୍ନ ସଙ୍ଘ ଏବଂ ଅନୁଷ୍ଠାନ ପକ୍ଷରୁ ଶ୍ରଦ୍ଧାଳୁ ମାନେ ସୁସଜ୍ଜିତ ମେଢ଼, ସୁନ୍ଦର ଆଲୋକ ଏବଂ ନୂତନ ବସ୍ତ୍ର ସାହାଯ୍ୟରେ ଠାକୁରଙ୍କୁ ସଜେଇ ଅତ୍ୟନ୍ତ ଧାର୍ମିକ ପରିବେଶରେ ଧୂମଧାମ ସହ ପାଳନ କରିଛନ୍ତି ଗଣେଶ ପୂଜା l କୋଦଳା ଏନଏସି, ଫାସି, ଦିଗାପଡା, ମଠସରସିଙ୍ଗି, ବେରୁଆଁବାଡ଼ି, କାଳିମେଘି, ସାନଉସ୍ତାପଡ଼ା, ବେଗୁନିଆପଡା, ମଠ ବରିଡା, କେ ବରିଡା, ଦେଉଳିଆପଡା, ସାଙ୍କୁଡ଼ା, ଅଙ୍ଗାର ଗାଁ, ବଡ ଖଇରଖମା, ସୁମଣ୍ଡଳ, ବୁରୁଝରୀ, ମର୍ଦ୍ଦକୋଟ, ଚିଙ୍ଗୁଡ଼ିଖୋଲ  ମର୍ଦ୍ଦମେଖ, ଘୋଡାପଡା, ତାଳସର, ଷଣ୍ଢମୂଳ, ଚନ୍ଦନପୁର ଏବଂ କୁମ୍ଭାରଗାଁ ଆଦି ପଞ୍ଚାୟତର ସମସ୍ତ ସ୍କୁଲ, କଲେଜ, ଅନୁଷ୍ଠାନ ଓ ସାହି ମାନଙ୍କରେ ଛାତ୍ରଛାତ୍ରୀ ଓ ଗ୍ରାମ୍ୟ ଯୁବକମାନେ ଧୂପ, ଦୀପ, ଅର୍ଘ୍ୟ ଦେଈ ଅଗ୍ରପୁଜ୍ୟଙ୍କ ଆଶୀର୍ବାଦ ଜାଚନା କରିଥିଲେ l ଏହି ଅବସରରେ ସମସ୍ତ ପୂଜସ୍ଥଳରେ ପ୍ରସାଦ ସେବନର ବ୍ୟବସ୍ଥା କରାଯାଇଥିଲା l

News Comment

You Might Also Like

BACK TO TOP