Breaking News

ସୁମଣ୍ଡଳ ଠାରେ ବଡ଼ ଗଛ ପଡ଼ି ରାସ୍ତା ଅବରୋଧ ||   (30-Oct-2026)       ||      ପୋଲସରା ରେ ପ୍ରସିଦ୍ଧ ଗୌରୀ ଆମ୍ମାଙ୍କ ପଞ୍ଚ ବାର୍ଷିକ ଯାତ୍ରା ଶୁଭାରମ୍ଭ |   (30-Oct-2026)       ||      କୋଦଳା ଥାନା କିରା ଖାଇ ଗ୍ରାମର ଜଣେ ଯୁବତୀ ବିଷ ପାନ କରି ମୃତ |    (30-Oct-2026)       ||      ବରଗଡ଼ 79 ତମ ବିଶ୍ୱ ପ୍ରସିଦ୍ଧ ଧନୁଯାତ୍ରା ଜିଲ୍ଲପାଳ ଙ୍କ କକ୍ଷରେ ଅନୁଷ୍ଠିତ |   (30-Oct-2026)       ||      ଅତିରିକ୍ତ ଜିଲ୍ଲପାଳଙ୍କ ମସ୍ଥ୍ୟ ଯିବି ଚିଲିକା ଅଞ୍ଚଳର ବାତ୍ୟା ଆଶ୍ରୟ ସ୍ଥଳ ବୁଲି ଦେଖିଲେ |   (28-Oct-2026)       ||      ଅର୍ଣ୍ଣବ ବାତ୍ୟାକୁ ନେଇ କଲ୍ୟାଣ ସିଂହପୁର ପ୍ରଶାସନ ର ସତର୍କ ଅବଲମ୍ବନ |   (27-Oct-2026)       ||      ହିଞ୍ଜିଳି କାଟୁ ପୌର ପରିଷଦ ର ବାତ୍ୟା ବେଳେ ଡ୍ରେନେଜ ସଫେଇ କୁ ନେଇ ଅସନ୍ତୋଷ |    (27-Oct-2026)       ||      ଗଜପତି ରେ ବାତ୍ୟା ଅର୍ଣ୍ଣବ ର ମୁକାବିଲା ପାଇଁ ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରୁଜ ଙ୍କ ସ୍ଥିତି ସମୀକ୍ଷା |   (27-Oct-2026)       ||      ସୋରଡ଼ା ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ପରିସରରେ ପୂର୍ବ ଛାତ୍ର ଏକତ୍ରୀ କରଣ ବୈଠକ ||   (27-Oct-2026)       ||      ପାରମ୍ପରିକ କଉଡ଼ି ଖେଳ ପ୍ରତିଯୋଗିତା କୁମାର ପୂର୍ଣମୀରେ ମୁଦୁପୁର ପଞ୍ଚାୟତ ରେ ଅନୁଷ୍ଠିତ ||   (27-Oct-2026)       ||      ଧନ ଦାତ୍ରୀ ମା ଗଜଲକ୍ଷ୍ମୀ ଙ୍କ ପୂଜା ରଘୁନାଥ ପୁର ବ୍ଳକର ବିଭିନ୍ନ ସ୍ଥାନରେ ଚାଲିଛି ||   (27-Oct-2026)       ||      ବ୍ଳକ ପ୍ରଶାସନ ତରଫରୁ ସମ୍ଭାବ୍ୟ ବାତ୍ୟାକୁ ନେଇ 40ଜଣଙ୍କୁ ସ୍ଥାନାନ୍ତର |    (27-Oct-2026)       ||      ପୋଖରୀ ଗାଡ଼ ୱାଲ ନିର୍ମାଣ କୁ ନେଇ ବିବାଦ ||   (27-Oct-2026)       ||      ଜାତୀୟ ଏକତା ଦିବସରେ ସ୍ୱତନ୍ତ୍ର ଟ୍ରେନରେ ଏକତା ନଗର କୁ ଯାତ୍ରା କଲେ 150ରୁ ଉର୍ଦ୍ଧ ନାଗରିକ |    (27-Oct-2026)       ||      ସମ୍ଭାବ୍ୟ ବାତ୍ୟା"ଅର୍ଣ୍ଣବ `ମୁକାବିଲା ପାଇଁ ଗଞ୍ଜାମ ପ୍ରଶାସନର ପ୍ରସ୍ତୁତି ସମୀକ୍ଷା    (27-Oct-2026)       ||      ଭସାଣି ଯାତ୍ରା ସହ ସମପନା ହେଲା ଲଉଡ଼ି ଦର୍ହା ରେ କୁମାର ପୂର୍ଣ୍ଣିମା ରାବଣ ପୋଡି ||   (27-Oct-2026)       ||      ଗଞ୍ଜାମ ଜିଲ୍ଲପାଳ ଓ ପୋର୍ଟ କର୍ତ୍ତୃପକ୍ଷ ଙ୍କ ଆର୍ଯ୍ୟପଲୀ ଜେଟି ଓ ଗୋପାଳ ପୁର ବାତ୍ୟା ଆଶ୍ରୟ ସ୍ତଳ ପରିଦର୍ଶନ କଲେ |   (27-Oct-2026)       ||      ଭକ୍ତିମୟ ପରିବେଶ ରେ ଗଣ୍ଡଳା ଗ୍ରାମରେ ମା ଗଜଲକ୍ଷ୍ମୀ ଙ୍କ ପୂଜା ଅନୁଷ୍ଠିତ |    (27-Oct-2026)       ||      କୋଦଳା ଏନଏସି ଅଞ୍ଚଳ ରେ ଧନ ଦାତ୍ରୀ ମା ଗଜଲକ୍ଷ୍ମୀ ଙ୍କ ପୂଜା ||   (26-Oct-2026)       ||      ମାଝୀ ଗୁଡା ଜୁଆ ଆଡ୍ଡାରେ ପୋଲିସି ର ଚଢ଼ାଉ, 4ଯୁଆଡ଼ି ସହ ଟଙ୍କା, ମୋବାଇଲ ଓ ବାଇକ ଜବତ ||   (26-Oct-2026)       ||     

ପୋଲସରା ରେ ପ୍ରସିଦ୍ଧ ଗୌରୀ ଆମ୍ମାଙ୍କ ପଞ୍ଚ ବାର୍ଷିକ ଯାତ୍ରା ଶୁଭାରମ୍ଭ |

30-Oct-2026

ପ୍ରସିଦ୍ଧ ଶ୍ରୀ ଶ୍ରୀ ଗୌରୀଆମ୍ବାଙ୍କ ପଞ୍ଚ ବାର୍ଷିକ ଯାତ୍ରା ଶୁଭାରମ୍ଭ। 

ଓଡ଼ିଶା ଜନମତ ପୋଲସରା, ସନ୍ତୋଷ କୁମାର ପଣ୍ଡା 

ପୋଲସରାର ପ୍ରସିଦ୍ଧ ଶ୍ରୀ ଶ୍ରୀ ଗୌରୀଆମ୍ବା ଯାତ୍ରା ବା ଡେରାପର୍ବ ଭାବେ ଖ୍ୟାତ ପଞ୍ଚବାର୍ଷିକ ଯାତ୍ରା ଚଳିତ କାର୍ତ୍ତିକ ମାସ ୨୮ ତାରିଖ ବୁଧବାର  କୃଷ୍ଣପକ୍ଷ ତୃତୀୟା ତିଥି ଦିବସ ଠାରୁ ଶୁଭାରମ୍ଭ ହୋଇଯାଇଛି। ଏହି ଯାତ୍ରା ଆସନ୍ତା ମାର୍ଗଶିର   ମାସ ୨୮ ତାରିଖ ଶନିବାର କୃଷ୍ଣପକ୍ଷ ଚତୁର୍ଥୀ ଦିବସକୁ ଧରି ୧ ମାସ ବ୍ୟାପୀ ଚାଲିବ।  
ଏହି ଯାତ୍ରାଟି ଶ୍ରୀ ଶ୍ରୀ ଚୌଡେଶ୍ୱରୀ ଡେରା  ସମ୍ପ୍ରଦାୟ ଦେବାଙ୍ଗୁଲ  ସମାଜ ପକ୍ଷରୁ ପ୍ରତି ପାଞ୍ଚବର୍ଷକୁ ଥରେ ବର୍ତ୍ତମାନ ପୋଲସରା ନଗରବାସୀଙ୍କ  ଅକୁଣ୍ଠ ସହଯୋଗରେ ଅନୁଷ୍ଠିତ ହୋଇଆସୁଅଛି।  ପୋଲସରା ବାସୀଙ୍କ ଭାବାବେଗ  ସହିତ ଓତଃପ୍ରୋତ ଭାବେ ଯଡିତ  ଏହି ଯାତ୍ରାକୁ ସୂଚାରୁରୂପେ ଏବଂ ଶାନ୍ତି ଓ ଶୃଙ୍ଖଳାର ସହିତ ସମ୍ପନ୍ନ କରାଯିବାକୁ ସମାଜର କର୍ମକର୍ତ୍ତାଙ୍କ ସମେତ ପୋଲସରା ସହରର ବିଜ୍ଞ ଓ ଅଭିଜ୍ଞ ସଚେତନ ବ୍ୟକ୍ତିଙ୍କୁ ନେଇ ଏକ ୩୧ ଜଣିଆ ସଦସ୍ୟବିଶିଷ୍ଟ  ପରିଚାଳନା କମିଟି ଗଠନ କରାଯାଇଛି। ପର°ପରା ଏବଂ ନିତି ନିୟମ ପ୍ରକାରେ ପ୍ରଥମ ଦିବସରେ ପୂର୍ବ ନିଷ୍ପତ୍ତି ଅନୁଜାୟୀ ଯାତ୍ରା କମିଟିର  ସଭାପତି ଡଃ ଜ୍ୟୋତିର୍ମୟ ପଟ୍ଟନାୟକଙ୍କ  ଉପସ୍ଥିତିରେ କମିଟିର ସମସ୍ତ ସଭ୍ୟବୃନ୍ଦଙ୍କ  ସମେତ ଉକ୍ତ ଡେରା ସମ୍ପ୍ରଦାୟର ଲୋକମାନେ ଅପରାହ୍ନ ୧ ଘଟିକା ସମୟରେ  ଘଣ୍ଟ, ମୃଦଙ୍ଗ, ଢୋଲ, କାହାଳୀ ଓ ଶଙ୍ଖ ପ୍ରଭୃତି ବଜାଇ ସ୍ଥାନୀୟ ପୋଲିସ ଥାନା ନିକଟସ୍ଥ ଏକ ଜମିରୁ ନଫଳନ୍ତି ଧାନ ଗଛ ଦୁଇ ଜଣ ଅବିବାହିତ ବାଳକ ଆର  ମହେଶ୍ୱର ପାତ୍ର ଓ ଏନ୍ ରବିଶଙ୍କର ନିଜ ମୁଣ୍ଡରେ  ଆଣି ସ୍ଥାନୀୟ ମା’ ରତନୀ ଠାକୁରାଣୀଙ୍କ ମନ୍ଦିରକୁ ଆଣିଥିଲେ। ପରେ  ସମାଜର ଦଳ ବେହେରା ଆର ବାବୁ ପାତ୍ର (ପୂଜକ) ମାଁଙ୍କ ନିକଟରେ ବିଧିବଦ୍ଧ ଭାବେ ପୂଜାର୍ଚ୍ଚନା କରି ଶରଣ ପଶିଥିବାରୁ କିଛି ସମୟ ପରେ ମା" ରତନୀ ଠାକୁରାଣୀଙ୍କ ମଥାରୁ ଖସି ପଡ଼ିଥିବା ମନ୍ଦାର ଫୁଲକୁ ଅଣାଯାଇଥିବା ଧାନ ଗଛରେ ସ୍ଥାପନ କରାଯିବା ପରେ ମନ୍ଦିରର ଡେରାସାହିରେ ମା"ଙ୍କ ଲାଗି କରାଯାଇଥିବା ଅସ୍ଥାୟୀ ମନ୍ଦିରକୁ ନିଆଯାଇଥିଲା। ପରେ କୁମ୍ଭାର ଘରୁ ମାଟି ଅଣାଯାଇ ସେହି ମାଟିରେ ବୃଷାରୁଢ   ହର ଗୌରୀଙ୍କ  ମୃଣ୍ମୟ ମୂର୍ତ୍ତି ନିର୍ମାଣ କରିବାକୁ  ସମ୍ପ୍ରଦାୟର ଅକ୍ଷୟ ଆଚାରୀଙ୍କୁ ମାଟି ଦିଆଯାଇଥିଲା।  ଉକ୍ତ ବୃଷଭାରୁତ ହରଗୌରୀରୂପେ  ମା’ ଗୌରୀଆମ୍ବା   
ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟକ୍ରମ ସୂଚୀ ପ୍ରକାରେ ଆସନ୍ତା ନଭେମ୍ବର ୧ ତାରିଖ କାର୍ତ୍ତିକ ମାସ ରବିବାର ପବିତ୍ର କୃଷ୍ଣପକ୍ଷ ସପ୍ତମୀ ତିଥି ଦିବସ ଠାରୁ ୨୮ ତାରିଖ ଶନିବାର ପର୍ଯ୍ୟନ୍ତ ଚାରି ପର୍ଯ୍ୟାୟରେ  ପୌରପରିଷଦର ୧୬ ଗୋଟି ୱାର୍ଡ ସ୍ଥିତ ସମସ୍ତ ସାହି ସ୍ଥାପୁ ସାହି (ନଗର ଭ୍ରମଣ) କରିବେ। ଏହି  ପ୍ରଥମ ଦିବସ କାର୍ଯ୍ୟକ୍ରମରେ କମିଟିର ସମ୍ପାଦକ ମଞ୍ଜୟ ପଟ୍ଟନାୟକଙ୍କ ସମେତ ଅନ୍ୟ ୨୯ ଜଣ ସଦସ୍ୟ/ସଦସ୍ୟାବୃନ୍ଦ ଏବଂ ଦେବାଙ୍ଗୁଲୁ  ସମ୍ପ୍ରଦାୟର ଆର  କାମରାଜୁ ପାତ୍ର, ଆର ବାବୁ ପାତ୍ର , ଏନ୍ ଭାସ୍କର ରାଓ ପାତ୍ର ଓ  ଅନ୍ୟ ସଦସ୍ୟ ଏବଂ ବହୁ ସଂଖ୍ୟାରେ   ଗ୍ରାମବାସୀମାନେ ଉପସ୍ଥିତ ଥିଲେ।

News Comment

You Might Also Like

BACK TO TOP