Breaking News

ବାଲିଗୁଡା ପୋଲିସ ଦ୍ୱାରା ବ୍ରାଉନ ସୁଗାର, ଗଞ୍ଜେଇ ସହ ଅଭିଯୁକ୍ତ ଗିରଫ |    (23-Aug-2026)       ||      ରାୟଗଡା ବନ ବିଭାଗ ର ଚଢ଼ାଉ ଯୋଗୁଁ 3ଲକ୍ଷ ଟଙ୍କାର କାଠ ସହ 3ଜଣଙ୍କୁ ଗିରଫ |    (23-Aug-2026)       ||      ବସ ବାଇକ ମୁହାଁମୁହିଁ ଧକ୍କାରେ ତିନି ଗୁରୁତର |   (23-Aug-2026)       ||      ଗଣେଶ ପୂଜା କୁ ଆସୁଛି ହରର ଓଡ଼ିଆସିନେମା " ଦାହନ " |    (22-Aug-2026)       ||      ଭଞ୍ଜନଗର ଉତ୍ତର ଘୁମୁସର ବନ ଖଣ୍ଡ ରେ ଦୁଇଟି ବାଘ ଛୁଆ ରାସ୍ତା ପାରହେଉଥିବା ଦୃଶ୍ୟ |    (22-Aug-2026)       ||      ଅନ୍ଧବିଶ୍ୱାସ ର କରୁଣ ପରିଣତି , ଧନ ପ୍ରାପ୍ତି ପାଇଁ ଘରେ ଦେଇଥିଲେ ନର ବଳି |   (22-Aug-2026)       ||      ଜଗନ୍ନାଥ ପ୍ରସାଦ ରାସ୍ତାରେ ଦୁଇ ବାଘ ଛୁଆ ଦେଖିବାକୁ ମିଳୁଛି |    (22-Aug-2026)       ||      ଗାନ୍ଧୀ ସ୍କୁଲ ଅଫ ଇଞ୍ଜିନିୟରିଙ୍ଗ ର 19ତମ ସ୍ୱାଗତ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ||   (22-Aug-2026)       ||      କୃତିତ୍ୱ ଦେଖାଇଲେ ଖଲ୍ଲିକୋଟ, ପଠାଣି ସାମନ୍ତ ଗଣିତ ମେଧାବୃତ୍ତି ପରୀକ୍ଷା ରେ ଛାତ୍ର ଛାତ୍ରୀ ମାନେ |    (22-Aug-2026)       ||      କାଲିମେଘି ପଞ୍ଚାୟତ ରେ ଶବଗୃହ ନଥିବାରୁ ଅସୁବିଧା ଭୋଗୁଛନ୍ତି ପଞ୍ଚାୟତ ବାସୀ |   (22-Aug-2026)       ||      ଏକ ପ୍ରକୃତ କର୍ମୀଙ୍କ ନିସ୍ୱାର୍ଥ ପର ସେବା ନିଷ୍ଟାର ଅନନ୍ୟ ଉଦାହରଣ କରିଥିବା ବ୍ୟକ୍ତି |    (22-Aug-2026)       ||      ଶବ ଦାହ କରିବାକୁ ଯାଇ ଶବ ହୋଇଗଲେ କରୁଣା କର |   (22-Aug-2026)       ||      ପଞ୍ଚମ ରାଜ୍ୟ ସ୍ତରୀୟ ଫୋଟୋ ପ୍ରତିଯୋଗିତା ରେ ଫୋଟଗ୍ରାଫର ସମ୍ମାନିତ |    (22-Aug-2026)       ||      ବାଲିଗୁଡା ପୋଲିସ ଦ୍ୱାରା ବ୍ରାଉନ ସୁଗାର ସହିତ ଟଙ୍କା,ମୋବାଇଲ ଓ ମୁଖ୍ୟ ଅଭିଯୁକ୍ତ ଗିରଫ |    (22-Aug-2026)       ||      ଆମେରିକା ଯିବାକୁ ତେଲେଙ୍ଗନା ମୁଖ୍ୟମନ୍ତ୍ରୀ ଙ୍କୁ କେନ୍ଦ୍ର ସରକାର ଙ୍କ ଠାରୁ ମିଳିଲାନି ଅନୁମତି |   (22-Aug-2026)       ||      ପୁଣି ଦ୍ୱତୀୟ ବିବାହ କଲେ ଜଣେ ଅଭିନେତା ||   (22-Aug-2026)       ||      ଜିରୋ ରନ ରେ କେବେବି ଆଉଟ ହୋଇ ନଥିବା ଜଣେ କ୍ରିକେଟିଏର |   (21-Aug-2026)       ||      କନ୍ୟାରୀ ବାଡ଼ିରେ ବେସାହାରା ହୋଇଥିବା ଚାରି କୁନି ଛୁଆଙ୍କୁ ସାହାଯ୍ୟ କଲେ ବିଧାୟକ ପ୍ରତାପ ନାୟକ |    (21-Aug-2026)       ||      ସାଧାରଣ ଲୋକଙ୍କ ପାଈଁ ନାହିଁ ଶ୍ମଶାନ କୁ ରାସ୍ତା , ଶବସଂସ୍କାର ପାଈଁ ହଟ ହଟା |   (21-Aug-2026)       ||      ଜୁଆ ଆଡ୍ଡା ଉପରେ ପୋଲିସ ର ଚଢ଼ାଉ ବାଇକ, ଟଙ୍କା ସହ 7ଜଣ ଗିରଫ |    (21-Aug-2026)       ||     

ଚାଷୀଙ୍କ ଆତ୍ମହତ୍ୟା ଧମକ ପରେ, ମଣ୍ଡିରୁ ଉଠିଲା ଧାନ |

17-Jan-2025

ଚାଷୀଙ୍କ ଆତ୍ମହତ୍ୟା ଧମକ ପରେ ମଣ୍ଡିରୁ ଉଠିଲା ଧାନ,

ଓଡିଶା ଜନମତ, ବୁଗୁଡ଼ା, ହର ପ୍ରାସାଦ ପାଢ଼ୀ,  ତା ୧୭/୦୧/୨୫ : 
ବୁଗୁଡ଼ା ବ୍ଲକ ଅନ୍ତର୍ଗତ ଖୋଳଖାଳି ଧାନମଣ୍ଡି ବୁରୁଝୋଳା ତୋଟାରେ ଖୋଲା ଯାଇଛି l ସେଠାରେ ଖୋଳଖାଳି ପଞ୍ଚାୟତର ଚାଷୀମାନେ ଦୀର୍ଘ ୪ ଦିନ ହେଲା ଧାନ ରଖି ରାତି ଅନିଦ୍ରା ହୋଇ ଜଗି ରହିଥିଲେ ହେଁ ପ୍ରଶାସନ ଧାନ ଉଠାଉ ନଥିଲା l ଏପଟେ କଟନି ଛଟନି କରି ଧାନ ନେବା ପାଇଁ ଯୋଜନା ଚାଲିଥିଲା ବେଳେ ସେପଟେ ଚାଷୀଙ୍କ ଏକା ଜିଦ ଥିଲା ଯେ ଏଫଏକ୍ଯୁ ମାନ ଯାଞ୍ଚ କରି ଧାନ ନିଅ ନତୁବା ଆମେ ଧାନ ଦେବୁନାହିଁ l ଏହା ପରେ ଗତକାଲି ଆରଏମସି ଅଧିକାରୀ ଓ ଯାଞ୍ଚ କର୍ମଚାରୀ ପହଞ୍ଚି ଧାନର ମାନ ଯାଞ୍ଚ କରି ଏଫଏକ୍ଯୁ ମାନର ଧାନ ବୋଲି ରିପୋର୍ଟ ଦେଇଥିଲେ ହେଁ ଧାନ ଉଠି ନଥିଲା l ଏ ନେଇ ଚାଷୀମାନେ ହୋହାଲ୍ଲା କରିବା ପରେ ପୁଣି ଏଫଏକ୍ଯୁ ମାନ ଯାଞ୍ଚ କରାଯିବ ବୋଲି ସୋସାଇଟି କର୍ତ୍ତୃପକ୍ଷ ବାହାନା ଦେଖାଇ ଥିଲେ। ଯାହା ଫଳରେ ୪ ଦିନ ହେଲା ଅଖିଆ ଅପିଆ ହୋଇ ଧାନ କେବେ ଉଠିବ ବୋଲି ଆତୁର ହୋଇ ବସିଥିବା ଚାଷୀ ଉତକ୍ଷିପ୍ତ ହୋଇ ଉଠିଥିଲେ ଏବଂ ଧାନ ଉଠାଯାଉନଥିବାରୁ ନିରାଶ ହୋଇ ଚାଷୀ ସୌମେନ୍ଦ୍ର ସ୍ୱାଇଁ ଆଜି ଧାନ ନ ଉଠିଲେ ନିଜ ଦେହରେ ପେଟ୍ରୋଲ ଢାଳି ଆତ୍ମହତ୍ୟା କରିବା ପାଇଁ ଧମକ ଦେବା ପରେ ଏମଆଇ ଚମ୍ପାଇ ମାରାଣ୍ଡି ଓ ଆରଏମସି ଅଧିକାରୀ ପହଞ୍ଚି ଧାନ ଉଠାଇବା ପ୍ରକ୍ରିୟା ଆରମ୍ଭ କରିଥିଲେ l ଖୋଳଖାଳି ପଞ୍ଚାୟତର କୌଣସି ଚାଷୀ କଟନି ଛଟନିକୁ ରାଜି ନହୋଇ ଏଫଏକ୍ଯୁ ମାନ ଯାଞ୍ଚ କରି ଧାନ ଉଠାଯାଇ ଠିକ୍ ଅର୍ଥ ପୈଠ କରିବା ପାଇଁ ଏକଜୁଟ ହେବା ଫଳରେ ଧାନ ଉଠା ଆରମ୍ଭ ହୋଇଥିବା ଜଣା ପଡିଛି l

News Comment

You Might Also Like

BACK TO TOP