Breaking News

ରାୟଗଡା ଜିଲ୍ଲା 326ନଂ ଜାତୀୟ ରାଜପଥ ଗୁମ୍ମା ଘାଟିରେ ଭୟଙ୍କର ସଡ଼କ ଦୁର୍ଘଟଣା |   (17-Oct-2026)       ||      ଦୁର୍ଗାପୂଜା ପାଇଁ ଉତ୍ସବ ମୁଖର ଓ ଚଳ ଚଞ୍ଚଳ କଲ୍ୟାଣସିଂହ ପୁର ସହର |    (17-Oct-2026)       ||      ହିଞ୍ଜିଳି କଲେଜ ଗଣ୍ଡଗୋଳ କୁ ନେଇ ବିଜେଡିର ଥାନା ଆଗରେ ଧାରଣା ||   (17-Oct-2026)       ||      ସରସ୍ବତୀ ଶିଶୁମନ୍ଦିର ରେ ଅଭିଭାବକ ଓ ଅଭିଭାବିକା ଙ୍କ ବୈଠକ ଅନୁଷ୍ଠିତ |    (17-Oct-2026)       ||      କେଶପୁର ଠାରେ କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ସୁରଭି -26 ଅନୁଷ୍ଠିତ ||   (16-Oct-2026)       ||      ହତ୍ୟା ମାମଲାରେ କୋଦଳା ଅତିରିକ୍ତ ଦୌରାଜଜ ଙ୍କ ଅଦାଲତ ରେ ଦୁଇ ଅଭିଯୁକ୍ତ ଦୋଷୀ ସାବ୍ୟସ୍ତ |    (16-Oct-2026)       ||      ଅଶାନ୍ତ ହିଞ୍ଜିଳି କଲେଜ କ୍ୟାମ୍ପସ, ଶପଥ ଗ୍ରହଣ ପୂର୍ବରୁ ଦୁଇଗୋଷ୍ଟି ଛାତ୍ର ମୁହାଁମୁହିଁ ||   (16-Oct-2026)       ||      10.754 କିଲୋ ଗଞ୍ଜେଇ ଜବତ ଘଟଣାରେ ତଦନ୍ତ କଲା କ୍ରାଇମ ବ୍ରାଞ୍ଚ    (16-Oct-2026)       ||      ପୋକ ସାଲୁବାଲୂ ଚାଉଳରେ ରନ୍ଧା ହେଉଛି ପିଲାଙ୍କ ମଧ୍ୟାହ୍ନ ଭୋଜନ |   (16-Oct-2026)       ||      ପୋଲସରା ରେ ବ୍ଳକ ସ୍ତରୀୟ ପୋଷଣ ମାସ-- 26 କାର୍ଯ୍ୟକ୍ରମ ଅନୁଷ୍ଠିତ |   (16-Oct-2026)       ||      ରାୟଗଡା ଜିଲ୍ଳାର ବିକାଶ ମୂଳକ ପ୍ରକଳ୍ପ ର ସମୀକ୍ଷା କଲେ ହସ୍ତତନ୍ତ ବୟନ ବିଭାଗ କମିଶନର |    (16-Oct-2026)       ||      ରାୟଗଡା ଜିଲ୍ଳାରେ ଜିଲ୍ଲା ସ୍ତରୀୟ ପୋଷଣ ମାହ ପାଳନ |   (16-Oct-2026)       ||      ରାୟଗଡା ଜିଲ୍ଲା ରେ ଜିଲ୍ଲା ସ୍ତରୀୟ ପୋଷଣ ମାହ ପାଳନ |   (16-Oct-2026)       ||      ସର୍ପ ଦଂଶନ ଯୋଗୁଁ ଯୁବ ଚାଷୀ ମୃତ ||   (16-Oct-2026)       ||      ଚମାଖଣ୍ଡି ହାଇସ୍କୁଲ ସାମ୍ନା ରେ ଦୁର୍ଘଟଣାରେ ଜଣେ ମୃତ ସହିତ 10ରୁ ଅଧିକ ବ୍ୟକ୍ତି ଆହାତ ||   (16-Oct-2026)       ||      ବେଢ଼ ଉଚ୍ଚ ବିଦ୍ୟାଳୟ ଠାରେ କ୍ଲଷ୍ଟର ସ୍ତରୀୟ ସୁରଭି -26 ଅନୁଷ୍ଠିତ |   (16-Oct-2026)       ||      ସମଲ ଉଚ୍ଚବିଦ୍ୟାଳୟ ଠାରେ କ୍ଲଷ୍ଟର ସ୍ତରୀୟ ସୁରଭି -2026 ଅନୁଷ୍ଠିତ |   (16-Oct-2026)       ||      ଛାତ୍ର ସଂସଦ ନିର୍ବାଚନ ରେ କୋଦଳା କଲେଜରେ ବିଜେଡି ଛାତ୍ର ଙ୍କ ବାଜିମାତ |   (16-Oct-2026)       ||      ମହିଳାଙ୍କ ଆର୍ଥିକ ସଶକ୍ତି କରଣ ନିମନ୍ତେ ଛତୁ ଚାଷ ତାଲିମ ଓ କର୍ମଶାଳା ଅନୁଷ୍ଠିତ |    (16-Oct-2026)       ||      ଆବାସିକ ସେବାଶ୍ରମ ପାର୍ସାଲିର ପ୍ରଧାନ ସେବକ ଙ୍କୁ ଅବସର କାଳୀନ ବିଦାୟ ସମ୍ବର୍ଦ୍ଧନା |    (16-Oct-2026)       ||     

ବୁଗୁଡ଼ା ମେଡିକାଲ ରେ ଆୟୁଷ ଡକ୍ଟର ଙ୍କ ବିରୁଦ୍ଧରେ ଅଭିଯୋଗ ର ତଦନ୍ତ କଲେ ଜିଲ୍ଲା ଟିମ |

13-Feb-2025

ଆୟୁଷ ଡାକ୍ତରଙ୍କ ବିରୁଦ୍ଧରେ ଅଭିଯୋଗ , ତଦନ୍ତ ପାଇଁ ପହଞ୍ଚିଲା ଜିଲ୍ଲା ସ୍ତରୀୟ ଟିମ୍,

ଓଡିଶା ଜନମତ, ବୁଗୁଡା, ହରପ୍ରସାଦ ପାଢ଼ୀ, ତା ୧୨/୦୨/୨୫ : 
ସ୍ଥାନୀୟ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର-୨ରେ କାର୍ଯ୍ୟରତ ଆୟୁଷ ଡାକ୍ତର ସାର୍ଥକ ସଂକେତ ବିଶ୍ବାଳଙ୍କ ବେଆଇନ କାର୍ଯ୍ୟକଳାପ ସମ୍ପର୍କେ ଦର୍ଶାଇ ତାଙ୍କ ବିରୁଦ୍ଧରେ ବୁଗୁଡାର କେତେକ ବ୍ଯକ୍ତିଙ୍କ ପକ୍ଷରୁ ଗତ ମାସରେ  ଗଞ୍ଜାମ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କ ନିକଟକୁ ବହୁ ଅଭିଯୋଗ ସମ୍ବଳିତ ଏକ ଦରଖାସ୍ତ ପ୍ରେରଣ କରାଯାଇଥିଲା। ଉକ୍ତ ଦରଖାସ୍ତରେ ଅଭିଯୋଗ ରହିଥିଲା ଯେ ଆୟୁଷ ଡାକ୍ତର ସାର୍ଥକ ସଙ୍କେତ ବିଶ୍ବାଳ ସ୍ବାସ୍ଥ୍ୟକେନ୍ଦ୍ର କାର୍ଯ୍ୟରେ ଅବହେଳା କରିବା ସହ ନିଜ ଘରେ କ୍ଲିନିକ କରି ଗରିବ ଲୋକଙ୍କୁ ଜେନେରିକ ମେଡ଼ିସିନ ଦେଇ ଠକୁଛନ୍ତି , ଅବିବାହିତ ଝିଅଙ୍କ ଗର୍ଭ ନଷ୍ଟ କରିବା ଭଳି ବେଆଇନ କାର୍ଯ୍ୟରେ ଲିପ୍ତ ରହୁଛନ୍ତି ,  ନିରାମୟରୁ ଗରିବ ଲୋକଙ୍କୁ ମେଡିସିନ ନଦେଇ ନିଜ ପରିଚିତ ଦୋକାନକୁ ପଠାଉଛନ୍ତି କିମ୍ବା ନିଜ ଘରେ ରଖିଥ‌ିବା ଜେନେରିକ ମେଡିସିନ ରୋଗୀଙ୍କୁ ଦେଇ ଅଧିକ ଅର୍ଥ ଆଦାୟ କରୁଛନ୍ତି , ଡ୍ୟୁଟି ସମୟରେ ମେଡିକାଲରେ ନରହି ନିଜ ଘରେ ଚିକିତ୍ସା କରୁଛନ୍ତି । ଏଥି ସହ ଆରୋଗ୍ଯ ପାଇଁ ଆସୁଥିବା ରୋଗୀଙ୍କୁ ମେଡିକାଲରେ ମିଳୁଥବା ନିରାମୟରୁ ମେଡିସିନ ନଦେଇ ନିଜର ସେଟିଙ୍ଗ୍ କମ୍ପାନୀର ମେଡିସିନ୍ ଯାହାକି ଏକ ନିର୍ଦ୍ଦିଷ୍ଟ ଦୋକାନରେ ମିଳିଥାଏ, ସେଠାରୁ ଆଣିବା ପାଇଁ ବାଧ୍ୟ କରୁଛନ୍ତି । ନିଜ ଘରେ ଅନେକ ବର୍ଷ ହେଲା କ୍ଲିନିକ କରି ସମସ୍ତ ବିଭାଗର ରୋଗୀଙ୍କୁ ଚିକିତ୍ସା କରି ଅଜସ୍ର ଅର୍ଥ ଆଦାୟ କରୁଛନ୍ତି । ଏପରିକି ସାଧାରଣ ଜ୍ବର ହୋଇଥିଲେ ବି ଘରୋଇ ପାଥଲୋଜିକୁ ପଠାଇ ଟେଷ୍ଟ ରିପୋର୍ଟରେ ଟାଇଫଏଡ ବାହାରିଥିବା ଦର୍ଶାଇ ରୋଗୀଙ୍କୁ ଭୟଭୀତ କରାଇ ଲୁଟୁଛନ୍ତି । ଅନ୍ୟପକ୍ଷରେ ସାଧାରଣ ଜ୍ୱର, କାଶ, ଝାଡା ଉତ୍ୟାଦି ହୋଇଥଲେ ବି ହଜାର ହଜାର ଟଙ୍କାର ଜେନେରିକ ମେଡିସିନ ଲେଖି ରୋଗୀଙ୍କର ଅଯଥା ଖର୍ଚ୍ଚ କରାଉଛନ୍ତି।  ଉକ୍ତ ଲିଖିତାଭିଯୋଗକୁ ଭିତ୍ତିକରି ଆଜି ତଦନ୍ତ ନିମନ୍ତେ ଜିଲ୍ଲା ସ୍ତରୀୟ ଏକ ଟିମ୍ ବୁଗୁଡା ସ୍ବାସ୍ଥ୍ୟକେନ୍ଦ୍ରରେ ପହଞ୍ଚି ଥିଲା। ଉକ୍ତ ଟିମରେ ଡିଏମଓ ବିଶ୍ବମ୍ବର ବେହେରା ଏବଂ ପ୍ରଦୀପ କୁମାର ସାହୁ ରହିଥିଲେ। ସେମାନେ ଦୀର୍ଘ ଘଣ୍ଟା କାଳ ମେଡିକାଲରେ ରହି କିଛି ଅଭିଯୋଗକାରୀ ଏବଂ ଡାକ୍ତର ବିଶ୍ବାଳଙ୍କୁ ସାକ୍ଷାତ କରି ଅଭିଯୋଗର ତଦନ୍ତ କରି ଫେରିଥିବା ଜଣାଯାଇଛି। ତେବେ ଡାକ୍ତର ବିଶ୍ବାଳଙ୍କ ବିରୁଦ୍ଧରେ ଅଭିଯୋଗ ଏବଂ ଏହାର ତଦନ୍ତ ପ୍ରକ୍ରିୟାକୁ ନେଇ ସାଧାରଣରେ ଚର୍ଚ୍ଚା ଜୋର ଧରିଥିବା ଦେଖିବାକୁ ମିଳିଛି।

News Comment

You Might Also Like

BACK TO TOP