Breaking News

32 ବର୍ଷ ତଳର ସେହି ହିନ୍ଦୀ ଗୀତ ସେତେବେଳେ ଲେଖିବା ସମୟରେ କାନ୍ଦି ପକେଇଥିଲେ ଲେଖକ |   (14-Aug-2026)       ||      କଂଗ୍ରେସ ଛାତ୍ର ନେତାଙ୍କୁ ହ୍ୱାଟ୍ସଅପ ମାଧ୍ୟମରେ ପୂର୍ବ ଜିଲ୍ଲା କଂଗ୍ରେସ ସଭାପତି ଙ୍କ ଗାଳି ଓ ଆକ୍ରମଣ ଧମକ |   (14-Aug-2026)       ||      ପୋଲସରା ସରକାରୀ କଲେଜ ଏନ ସି ସି ଛାତ୍ରୀ ମାନଙ୍କ ଦ୍ୱାରା "ହର ଘର ତ୍ରିରଙ୍ଗା " ରାଲୀ |    (14-Aug-2026)       ||      ଦେଶ ଭକ୍ତି, ଦେଶପ୍ରେମ,ତ୍ରିରଙ୍ଗା ଯାତ୍ରାରେ ଯୋଗଦେଲେ ଖୋର୍ଦ୍ଧା ଏମପି |   (14-Aug-2026)       ||      "ଘରେ ଘରେ ତ୍ରିରଙ୍ଗା " ଅଭିଯାନ ରେ ଡ଼ି. ଆଇ. ଇ. ଟି. ଗଞ୍ଜାମ ପକ୍ଷରୁ ପଦଯାତ୍ରା ଆୟୋଜିତ |   (14-Aug-2026)       ||      ହରଘର ତ୍ରିରଙ୍ଗା, ଦେଶପ୍ରେମ ଭାବନା ରେ ଏକାଠି ହେଲେ ଖୋର୍ଦ୍ଧାର ଆଇନ ଜୀବୀ |    (14-Aug-2026)       ||      ଖଲ୍ଲିକୋଟ ସରକାରୀ ଚାରୁ ଓ କାରୁ କଳା ମହା ବିଦ୍ୟାଳୟ ରେ ସୁଜନ ଚର୍ଚ୍ଚା - 1-   (14-Aug-2026)       ||      ଡିଜିପି ନିଯୁକ୍ତି କୁ ନେଇ ଅଡୁଆରେ ରାଜ୍ୟ ସରକାର |    (14-Aug-2026)       ||      ମିନି ମାରାଥନ ଦୌଡ଼ ପ୍ରତିଯୋଗିତା, 400ରୁ ଉର୍ଦ୍ଧ ଯୁବକ, ଯୁବତୀ ସାମିଲ |    (14-Aug-2026)       ||      ହାତୀ ସୁରକ୍ଷା ଡ୍ୟୁଟି ରେ ଥିବା ବନ କର୍ମଚାରୀଙ୍କୁ ଆକ୍ରମଣ ଘଟଣା ରେ ଅଭିଯୁକ୍ତ ଗିରଫ |    (14-Aug-2026)       ||      ହାତୀ ସୁରକ୍ଷା ଦାଇତ୍ୱ ରେ ଥିବା ବନ କର୍ମଚାରୀ ଙ୍କୁ ଦୁର୍ବୁତ୍ତ ଙ୍କ ଆକ୍ରମଣ |    (14-Aug-2026)       ||      ଓଡିଶା ରେ ପଯ୍ୟାପ୍ତ କାମ ମିଳୁ ନଥିବାରୁ ଦାଦନ ମୁହାଁ ଶ୍ରମିକ |   (13-Aug-2026)       ||      ତାରାତାରିଣୀମାହାବିଦ୍ୟଳୟ ରେ 48ତମ ପ୍ରତିଷ୍ଠା ଦିବସ ପାଳିତ ||   (13-Aug-2026)       ||      ସ୍ୱାଧୀନତା ଦିବସ ଅବସର ରେ ବିଏସ ଏଫ ପକ୍ଷରୁ "ବନ୍ଦେ ମାତରମ ` ବାଇକ ରାଲି |    (13-Aug-2026)       ||      ଗୋପବନ୍ଧୁ ସ୍ଵାସ୍ତ୍ୟ ବୀମା ପରିବର୍ତ୍ତନ କୁ ବିରୋଧ କରି ଦଣ୍ଡେଶ୍ୱର ସାମ୍ବାଦିକ ସଂଙ୍ଘ ର ବିଡ଼ିଓ ଙ୍କୁ ଦାବିପତ୍ର ପ୍ରଦାନ ||   (13-Aug-2026)       ||      ଛତ୍ରପୁର ପୌର ପରିଷଦ ର ଅଷ୍ଟମ ବାଟାଲିୟନ ପରିସର ରେ ଗୋଷ୍ଠୀ କେନ୍ଦ୍ର ଉଦଘାଟିତ |   (13-Aug-2026)       ||      ଛତ୍ରପୁର ଠାରେ ଲକ୍ଷପତି ଦିଦି କର୍ମଶାଳା ଉଦଯାପିତ |    (13-Aug-2026)       ||      ନରସିଂହପୁର ହାଟର ଅବସ୍ଥା ପ୍ରଶାସନ କୁ ବାରମ୍ବାର ଗୁହାରି ପରେ ମଧ୍ୟ ସୁଧୁରିବାର ନାଁ ଧରୁନି | |    (13-Aug-2026)       ||      ମାହାଙ୍ଗାରେ ଯୁବତୀଙ୍କୁ ଗଣ ଦୁଷ୍କର୍ମ ରେ ଦୁଇ ଗିରଫ |    (13-Aug-2026)       ||      ମୁଖ୍ୟମନ୍ତ୍ରୀ ଯୋଶେଫ ବିଜୟ ବିଧନ ସଭା ସୀମା ନିର୍ଦ୍ଧାରଣ ପାଈଁ ପ୍ରସ୍ତାବ ଆଗତ କଲେ |    (13-Aug-2026)       ||     

ବୁଗୁଡ଼ା ରେ ଯୁକ୍ତ ଦୁଈ କଳା ପରୀକ୍ଷା ଆରମ୍ଭ,ଦୁଇଗୋଟି କେନ୍ଦ୍ର ରେ 1073 ପରୀକ୍ଷାର୍ଥୀ ପରୀକ୍ଷା ଦେଲେ |

19-Feb-2025

+୨ କଳା ପରୀକ୍ଷା ଆରମ୍ଭ , ୫ଟି କେନ୍ଦ୍ରରେ ୧୦୭୩ ପରୀକ୍ଷାର୍ଥୀ,

ଓଡିଶା ଜନମତ, ବୁଗୁଡ଼ା, ହର ପ୍ରସାଦ ପାଢ଼ୀ, ତା ୧୯/୦୨/୨୫ :  
ଆଜି +୨ କଳା ପରୀକ୍ଷା ଆରମ୍ଭ ହୋଇଥିବା ବେଳେ ବୁଗୁଡ଼ା ଅଞ୍ଚଳର ୫ଟି ପରୀକ୍ଷା କେନ୍ଦ୍ରରେ ମୋଟ ୧୦୯୪ ଜଣ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୧୦୭୩ ପରୀକ୍ଷା ଦେଇଥିବା ବେଳେ ୨୧ ଜଣ ଛାତ୍ରଛାତ୍ରୀ ଅନୁପସ୍ଥିତ ରହିଥିବା ଜଣାଯାଇଛି  । ବୁଗୁଡ଼ା ପିପୁଲ୍ସ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ କେନ୍ଦ୍ରରେ ସୁପରିଟେଣ୍ଡେଣ୍ଟ୍ ଆତ୍ମ ପ୍ରକାଶ ନାୟକଙ୍କ ତତ୍ତ୍ଵାବଧାନରେ ୪୨୮ରୁ ୪୨୧ ଜଣ ଓ ବଳଦେବଜୀଉ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ କେନ୍ଦ୍ରରେ ସୁପରିଟେଣ୍ଡେଣ୍ଟ୍ ମନୋଜ କୁମାର ସ୍ବାଇଁଙ୍କ ତତ୍ତ୍ବାବଧାନରେ ୧୬୦ରୁ ୧୫୬ ଜଣ , ବାଲିପଦର ଆଞ୍ଚଳିକ ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ କେନ୍ଦ୍ରରେ ସୁପରିଟେଣ୍ଡେଣ୍ଟ ସରୋଜ କାନ୍ତ ଦାସଙ୍କ ତତ୍ତ୍ବାବଧାନରେ ୨୯୭ରୁ ୨୯୪ ଜଣ ଓ ମାଣିତରା ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ କେନ୍ଦ୍ରରେ ସୁପରିଟେଣ୍ଡେଣ୍ଟ୍ ଦିଲ୍ଲୀପ କୁମାର ଆଚାର୍ଯ୍ୟଙ୍କ ତତ୍ତ୍ବାବଧାନରେ ୧୪୦ରୁ ୧୩୯ ଜଣ, କରଚୁଲି ଶକୁନ୍ତଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ କେନ୍ଦ୍ରରେ ସୁପରିଟେଣ୍ଡେଣ୍ଟ୍ ଗଦାଧର ମିଶ୍ରଙ୍କ ତତ୍ତ୍ଵାବଧାନରେ ୬୯ରୁ ୬୩ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଛନ୍ତି  ।  ତେବେ ପିପୁଲ୍ସ କଲେଜ କେନ୍ଦ୍ରରେ ପିପୁଲ୍ସ କଲେଜର ଛାତ୍ରଛାତ୍ରୀଙ୍କ ସମେତ ବାଲିପଦରସ୍ଥ ଅହଲ୍ୟା ଦେବୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଓ ବାଲୁଙ୍କେଶ୍ଵର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଛାତ୍ରଛାତ୍ରୀ ପରୀକ୍ଷା ଦେଇଛନ୍ତି । କପିକୁ ରୋକିବା ପାଇଁ ପରୀକ୍ଷାର୍ଥୀଙ୍କୁ କଡାକଡି ଭାବେ ଯାଞ୍ଚ କରାଯାଇଥିବା ବେଳେ ଉକ୍ତ ୫ଟି କେନ୍ଦ୍ରରେ ଶାନ୍ତିଶୃଙ୍ଖଳାର ସହ ପ୍ରଥମ ଦିନର ପରୀକ୍ଷା ସମ୍ପନ୍ନ ହୋଇଥିବା ଜଣାଯାଇଛି  ।

News Comment

You Might Also Like

BACK TO TOP