Breaking News

ଶିକର ପାଇରେ ଭୈରବ ବାଲିଯାତ୍ରା, ନିଆଁ ମାଡି ମାନସିକ ପୁର୍ଣ କଲେ ଶ୍ରଦ୍ଧାଳୁ |   (09-Oct-2026)       ||      ତାରା ତାରିଣୀ କଲେଜ ରେ 24ଜଣଙ୍କ ନାମାଙ୍କନ ମଧ୍ୟରୁ ଜଣଙ୍କ ନାକଚ ||   (09-Oct-2026)       ||      ଅଙ୍ଗନ ୱାଡି କେନ୍ଦ୍ର ର ଅବ୍ୟବସ୍ଥା ସାମ୍ନାକୁ ଆଣିଲେ ସାମ୍ବାଦିକ ଙ୍କୁ ଧମକ ||   (09-Oct-2026)       ||      ଦୁଇ ଯୁବକଙ୍କ ମଧ୍ୟରେ ବଚସା ରୁ ଚୁରାମାଡ଼ ଜଣେ ମୃତ, ଜଣେ ଗୁରୁତର |    (09-Oct-2026)       ||      ସଭାପତି ଭାବେ ନିର୍ଦ୍ୱନ୍ଦ୍ୱ ରେ ବିଜୟୀ ହେଲେ ଖୋର୍ଦ୍ଧା ମହିଳା ମହାବିଦ୍ୟାଳୟ ର ସରସ୍ବତୀ ସାହୁ |   (09-Oct-2026)       ||      ବେଲଗୁଣ୍ଠା ରେ ବେଆଇନ ବନ୍ଧୁକ ଜବତ, ଜଣେ ଗିରଫ |    (09-Oct-2026)       ||      ଗଞ୍ଜାମରେ ମାଷ୍ଟର ଟ୍ରେନର ପାଇଁ, ଜିଲ୍ଲା ସ୍ତରୀୟ ତାଲିମ ଶିବିର |   (09-Oct-2026)       ||      ସେବା ସଂକଳ୍ପ ଅଭିଯାନ -2026 ଅନୁଷ୍ଠିତ ||   (09-Oct-2026)       ||      ଚିକିଲି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଠାରେ କ୍ଲଷ୍ଟର ସ୍ତରୀୟ ସୁରଭି -2026 ଅନୁଷ୍ଠିତ ||   (09-Oct-2026)       ||      କୋଦଳା ଲକ୍ଷ୍ମୀ ନାରାୟଣ ସ୍ନାତକ ମହାବିଦ୍ୟାଳୟ ରେ ନିର୍ବାଚନ ପାଇଁ 17ଜଣଙ୍କ ନାମାଙ୍କନ ପତ୍ର ଦାଖଲ |    (09-Oct-2026)       ||      ବିପୁଳ ପରିମାଣ ର ଗଞ୍ଜେଇ ଜବତ, ଦୁଇ ଅଭିଯୁକ୍ତ ଗିରଫ |   (09-Oct-2026)       ||      ଟାଟାବେଞ୍ଜ ଛକ ସ୍ଥିତ ଏକ ଲଜରୁ ସେକ୍ସ ରାକେଟ କୁ ଠାବ କଲା ବୈଦ୍ୟନାଥ ପୁର ପୋଲିସ |   (09-Oct-2026)       ||      ଅବକାରୀ ବିଭାଗ ଗନ୍ଧ ମର୍ଦ୍ଦନ ରେ ଚଢ଼ାଉ କରି ମଦ ସହ 4000ଲିଟର ମହୁଲ ପୋଚ ଜବତ |    (09-Oct-2026)       ||      କଂଗ୍ରେସ ର ଓଡିଶା ବନ୍ଦର ଡାକରା ରଘୁନାଥ ପୁର ବ୍ଲକରେ ପ୍ରଭାବ ପଡିଲା ||   (09-Oct-2026)       ||      ପୋଲସରା ରେ ବିଜେଡିର" ଜନ ସମ୍ପର୍କ ପଦଯାତ୍ରା " ଆରମ୍ଭ |   (08-Oct-2026)       ||      ସିଂହପୁର ରେ ନୁଆଁ ମଲ୍ଟି କେୟାର ପ୍ଲସ କ୍ଲିନିକ ଉଦଘାଟିତ |   (08-Oct-2026)       ||      ଆଇନ ଶୃଙ୍ଖଳା ସ୍ଥିତି ପାଇଁ ଉପଜିଲ୍ଲାପାଳ ଙ୍କ ଖରସ୍ରୋତା ମହାବିଦ୍ୟାଳୟ ପରିଦର୍ଶନ ||    (08-Oct-2026)       ||      ଆର ତୁମ୍ବନାଥ ବିଦ୍ୟାପୀଠ ର 63ତମ ପ୍ରତିଷ୍ଠା ଦିବସ ପାଳିତ |    (08-Oct-2026)       ||      ଗଞ୍ଜାମ ଜିଲ୍ଲା ରେ ବନ୍ଦର 80 ପ୍ରତିଶତ ବନ୍ଦ ର ପ୍ରଭାବ ପଡିଛି ||   (08-Oct-2026)       ||      କଂଗ୍ରେସ ର ବନ୍ଦ ର ପ୍ରଭାବ ରେ ବାଲିଗୁଡା ଜନ ଶୂନ୍ୟ |   (08-Oct-2026)       ||     

ଓଡିଶା ବାର କାଉନସିଲ ସଦସ୍ୟ ଙ୍କ ପୋଲସରା ପରିଦର୍ଶନ ||

22-Apr-2025

ଓଡ଼ିଶା ବାର୍ କାଉନସିଲ ସଦସ୍ୟଙ୍କ  ପୋଲସରା ପରିଦର୍ଶନ।
(ପୋଲସରା ବାର୍ ମାନ୍ୟତା ବିଷୟ)
____________________________________
ଓଡିଶା ଜନମତ,ପୋଲସରା, ସନ୍ତୋଷ କୁମାର ପଣ୍ଡା, ତା.୨୨/୦୪/୨୦୨୫:

- ଆଜି ଓଡ଼ିଶା ବାର୍ କାଉନସିଲ ତରଫରୁ ପୋଲସରା ଓକିଲ ସଂଘ ବାର୍ ମାନ୍ୟତା ପାଇବା ପାଇଁ ଆବଶ୍ୟକ ନୀତି ଓ ନିୟମକୁ ନେଇ ବାର୍ କାଉନସିଲ ସଦସ୍ୟ ତଥା କର୍ମକର୍ତ୍ତା ପିତବାସ ପଣ୍ଡା ଏଵଂ ସଂଜୀବ କୁମାର ପାଣିଗ୍ରାହୀ ଉଭୟେ ପରିଦର୍ଶନ କରି ଯାଇଛନ୍ତି। ଏଠାରେ ସୂଚାଇ ଦିଆଯାଇପାରେକି ବର୍ତ୍ତମାନ ପୋଲସରା ଓକିଲ  ସଂଘରେ ମୋଟ୍ ୫୫ ଜଣ ସଦସ୍ୟ/ସଦସ୍ୟ ଅଛନ୍ତି। ଗତ ମାସରେ ଗଣତାନ୍ତ୍ରିକ ପଦ୍ଧତି ଜରିଆରେ ସଂଘର କର୍ମକର୍ତ୍ତା ନିର୍ବାଚନ ସରିଥିଲା। ନିୟମ ଅନୁସାରେ ପୁର୍ବରୁ  
ପୋଲସରା ଓକିଲ ସଂଘ ପକ୍ଷରୁ ସଂଘକୁ ବାରର ମାନ୍ୟତା ଦେବାପାଇଁ 
କିଛିଦିନ ତଳେ ଓଡ଼ିଶା ବାର୍ କାଉନସିଲ ଓଡ଼ିଶାଙ୍କ ନିକଟରେ ଅନୁରୋଧ କରାଯାଇଥିଲା। ସଂଘର ଅନୁରୋଧକୁ ଗୁରୁତ୍ଵଦେଇ ଉପରୋକ୍ତ ଦୁଇଜଣ ରାଜ୍ୟ ବାର୍ କାଉନସିଲ ସଦସ୍ୟ ପୋଲସରା ସଂଘ କାର୍ଯ୍ୟାଳୟକୁ ଆସି ବାର୍ ପଞ୍ଜିକରଣ ସକାଶେ ଯାହାକିଛି ସଦସ୍ୟ ସଂଖ୍ୟାଙ୍କ ସମେତ କାର୍ଯ୍ୟକଳାପ ଠିକ୍ ରହିବା କଥା ସେସବୁରୁ ଟିକିନିଖି ଯାଞ୍ଚ ଏଵଂ ସମୀକ୍ଷା କରି ବୁଝିଥିଲେ। ଏଥିସହିତ 
ବେଲଗାଁଠାରେ ନିର୍ମାଣ ଚାଲିଥିବା ବହୁ ପ୍ରତିକ୍ଷିତ କୋର୍ଟ କୋଠାଗୃହର ଅନୁଧ୍ୟାନ କରି ସବୁକିଛି ଠିକଠାକ ରହିଥିବା ସନ୍ତୋଷ ପ୍ରକାଶ କରିଯାଇଛନ୍ତି। ଉଭୟ ରାଜ୍ୟ କର୍ମକର୍ତ୍ତାଙ୍କ ପରିଦର୍ଶନ ପରେ ବହୁ ଶ୍ରିଘ ପୋଲସରା ଓକିଲ ସଂଘକୁ ବାରର ମାନ୍ୟତା ମିଳିବ ବୋଲି ସଂଘ ତରଫରୁ ଆଶାବ୍ୟକ୍ତ କରାଯାଇଛି। ସଂଘ ତରଫରୁ ଦୁଇ କର୍ମକର୍ତ୍ତାଙ୍କୁ ସ୍ଵାଗତ ଏଵଂ ପୁଷ୍ପଗୁଚ୍ଛ ପ୍ରଦାନ ପୁର୍ବକ ସମ୍ବର୍ଦ୍ଧନା ଦିଆଯାଇଥିଲା। ଏହି ସମୟରେ ସଂଘର ସଭାପତି କବିରାଜ ଦାସ, ସାଧାରଣ ସମ୍ପାଦକ ବ୍ରଜେନ୍ଦ୍ର ସାହୁ, ଉପସଭାପତି ଅକ୍ଷୟ କୁମାର ଦାସ, ସହ ସମ୍ପାଦକ ବିଜୟ କୁମାର ଶାସମଲ୍, କୋଷାଧ୍ୟକ୍ଷ ପ୍ରହଲ୍ଲାଦ ବିଷୋଇ ସରକାରୀ ଓକିଲ ରନ୍ତାକର ମହାନ୍ତି ପ୍ରମୁଖଙ୍କ ସମେତ ସଂଘର ଅନ୍ୟ ସମସ୍ତ ସଦସ୍ୟ/ସଦସ୍ୟା ବୃନ୍ଦ ଉପସ୍ଥିତ ଥିଲେ।
 
News Comment

You Might Also Like

BACK TO TOP