Breaking News

ଶିକର ପାଇରେ ଭୈରବ ବାଲିଯାତ୍ରା, ନିଆଁ ମାଡି ମାନସିକ ପୁର୍ଣ କଲେ ଶ୍ରଦ୍ଧାଳୁ |   (09-Oct-2026)       ||      ତାରା ତାରିଣୀ କଲେଜ ରେ 24ଜଣଙ୍କ ନାମାଙ୍କନ ମଧ୍ୟରୁ ଜଣଙ୍କ ନାକଚ ||   (09-Oct-2026)       ||      ଅଙ୍ଗନ ୱାଡି କେନ୍ଦ୍ର ର ଅବ୍ୟବସ୍ଥା ସାମ୍ନାକୁ ଆଣିଲେ ସାମ୍ବାଦିକ ଙ୍କୁ ଧମକ ||   (09-Oct-2026)       ||      ଦୁଇ ଯୁବକଙ୍କ ମଧ୍ୟରେ ବଚସା ରୁ ଚୁରାମାଡ଼ ଜଣେ ମୃତ, ଜଣେ ଗୁରୁତର |    (09-Oct-2026)       ||      ସଭାପତି ଭାବେ ନିର୍ଦ୍ୱନ୍ଦ୍ୱ ରେ ବିଜୟୀ ହେଲେ ଖୋର୍ଦ୍ଧା ମହିଳା ମହାବିଦ୍ୟାଳୟ ର ସରସ୍ବତୀ ସାହୁ |   (09-Oct-2026)       ||      ବେଲଗୁଣ୍ଠା ରେ ବେଆଇନ ବନ୍ଧୁକ ଜବତ, ଜଣେ ଗିରଫ |    (09-Oct-2026)       ||      ଗଞ୍ଜାମରେ ମାଷ୍ଟର ଟ୍ରେନର ପାଇଁ, ଜିଲ୍ଲା ସ୍ତରୀୟ ତାଲିମ ଶିବିର |   (09-Oct-2026)       ||      ସେବା ସଂକଳ୍ପ ଅଭିଯାନ -2026 ଅନୁଷ୍ଠିତ ||   (09-Oct-2026)       ||      ଚିକିଲି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଠାରେ କ୍ଲଷ୍ଟର ସ୍ତରୀୟ ସୁରଭି -2026 ଅନୁଷ୍ଠିତ ||   (09-Oct-2026)       ||      କୋଦଳା ଲକ୍ଷ୍ମୀ ନାରାୟଣ ସ୍ନାତକ ମହାବିଦ୍ୟାଳୟ ରେ ନିର୍ବାଚନ ପାଇଁ 17ଜଣଙ୍କ ନାମାଙ୍କନ ପତ୍ର ଦାଖଲ |    (09-Oct-2026)       ||      ବିପୁଳ ପରିମାଣ ର ଗଞ୍ଜେଇ ଜବତ, ଦୁଇ ଅଭିଯୁକ୍ତ ଗିରଫ |   (09-Oct-2026)       ||      ଟାଟାବେଞ୍ଜ ଛକ ସ୍ଥିତ ଏକ ଲଜରୁ ସେକ୍ସ ରାକେଟ କୁ ଠାବ କଲା ବୈଦ୍ୟନାଥ ପୁର ପୋଲିସ |   (09-Oct-2026)       ||      ଅବକାରୀ ବିଭାଗ ଗନ୍ଧ ମର୍ଦ୍ଦନ ରେ ଚଢ଼ାଉ କରି ମଦ ସହ 4000ଲିଟର ମହୁଲ ପୋଚ ଜବତ |    (09-Oct-2026)       ||      କଂଗ୍ରେସ ର ଓଡିଶା ବନ୍ଦର ଡାକରା ରଘୁନାଥ ପୁର ବ୍ଲକରେ ପ୍ରଭାବ ପଡିଲା ||   (09-Oct-2026)       ||      ପୋଲସରା ରେ ବିଜେଡିର" ଜନ ସମ୍ପର୍କ ପଦଯାତ୍ରା " ଆରମ୍ଭ |   (08-Oct-2026)       ||      ସିଂହପୁର ରେ ନୁଆଁ ମଲ୍ଟି କେୟାର ପ୍ଲସ କ୍ଲିନିକ ଉଦଘାଟିତ |   (08-Oct-2026)       ||      ଆଇନ ଶୃଙ୍ଖଳା ସ୍ଥିତି ପାଇଁ ଉପଜିଲ୍ଲାପାଳ ଙ୍କ ଖରସ୍ରୋତା ମହାବିଦ୍ୟାଳୟ ପରିଦର୍ଶନ ||    (08-Oct-2026)       ||      ଆର ତୁମ୍ବନାଥ ବିଦ୍ୟାପୀଠ ର 63ତମ ପ୍ରତିଷ୍ଠା ଦିବସ ପାଳିତ |    (08-Oct-2026)       ||      ଗଞ୍ଜାମ ଜିଲ୍ଲା ରେ ବନ୍ଦର 80 ପ୍ରତିଶତ ବନ୍ଦ ର ପ୍ରଭାବ ପଡିଛି ||   (08-Oct-2026)       ||      କଂଗ୍ରେସ ର ବନ୍ଦ ର ପ୍ରଭାବ ରେ ବାଲିଗୁଡା ଜନ ଶୂନ୍ୟ |   (08-Oct-2026)       ||     

ପ୍ରତାପୁର ତୁମ୍ବେଶ୍ୱର ଙ୍କ ପୀଠରେ ସରିଲା ଘୃତ ଯଂଜ୍ଞ, ସହିତ ସମସ୍ତ ଯଂଜ୍ଞ |

22-Apr-2025

ପ୍ରତାପୁର ତୁମ୍ବେଶ୍ୱର ଙ୍କ ପୀଠରେ ଘୃତ ଜଜ୍ଞ, ନାମ ଯଂଜ୍ଞ, ଗୋଯଂଜ୍ଞ ଓ ଜ୍ଞାନ ଯଂଜ୍ଞ ଅନୁଷ୍ଠିତ, 

                     ଓଡିଶା ଜନ ମତ ବ୍ୟୁରୋ, 

ଏହି ଯଂଜ୍ଞ ସ୍ଥଳ ତୁମ୍ବେଶ୍ୱର ଙ୍କ|ପୀଠକୁ ନେଇ ଏକ ପୌରାଣିକ କିମ୍ବଦନ୍ତୀ  ରହିଛି,ଯାହାକି ରାମାୟଣ ର ଆରଣ୍ୟକ କାଣ୍ଡରେ ଏହି ପୀଠ ବିଷୟ ରେ ଉଲେଖ ରହିଛି  | 
ତ୍ରେତୟା ଯୁଗରେ ପ୍ରଭୁ ରାମଚନ୍ଦ୍ର ପିତୃସତ୍ୟ ପାଳନ କରିବାକୁ ଯେତେ ବେଳେ ବନବାସ କରିବାକୁ ଅଯୋଧ୍ୟା ରୁ ଦକ୍ଷିଣଦିଗକୁଆସିଥିଲେ,ସେତେ  ବେଳେ ଏହି ପ୍ରତାପୁର ଠାରେ ରାତ୍ରି ଯାପନ କରି ସକାଳେ ଗଙ୍ଗାଠାରୁ ହଜାରେ ବର୍ଷ ରେବଡ଼ ଋଷିକୁଲ୍ୟା ନଦୀରେ ସ୍ନାନ କରି ସୂର୍ଯ୍ୟ ଙ୍କୁ ପାଣିଦେବାକୁ କୂଳକୁ    ଯାଉଥିଳାବେଳେ  ନଈରେ ଏକଲାଉତୁମ୍ବା ଭାସି ଆସୁଥିବାର ଦେଖି ତାକୁ ଆଣି ବାଲି ଉପରେ ରଖି ଶିବଉପାସନା କରି ପୂଜା କରିଥିଲେ | ପୂଜା ଶେଷରେ ତାକୁ ଯେତେବେଳେ ନଦୀରେ ବିସର୍ଜନ କରିବାକୁ ଉଠାଇ ଥିଲେ  ତାହା ବାଲିରୁ ଉଠି ନଥିଲା, ଶେଷରେ ଲକ୍ଷ୍ମଣ ତୀର ମାରିଥିଲେ ତାର ଚିହ୍ନ ସହିତ ସୀତା ଯେତେବେକେ  ତାଙ୍କଦୁଇହସ୍ତରେ  ଉଠାଇ ବାକୁ ଚେଷ୍ଟ କରିବି ବିଫଳ ହୋଈ ଥିଲେଏବଂ ଲାଉ ତୁମ୍ବା ଉପରେ ସୀତାଙ୍କର ଦଶ ଆଙ୍ଗୁଳି ର ଚିହ୍ନ ସହ ମୁଦ୍ରିକାର ଚିହ୍ନ ମଧ୍ୟ ରହିଥିଲା, ସବୁ ଚେଷ୍ଟା ବିଫଳ ପରେ ଲାଉ ତୁମ୍ଭ ନ ଉଠିବାରୁ  ସେ ତୁମ୍ବା ର ନାମ ତୁମ୍ବେଶ୍ୱର  ନାମ ଦେଇଥିଲେ |ଏବଂ ସେହି ଡିନ ଠାରୁ ଏହି ଠାକୁର ଙ୍କ ଆବିର୍ଭାବ ହୋଇଛି | ମନ୍ଦିର ଠାରୁ ନଦୀ କୂଳ ବହୁତ ଦୂର କୁ ଚାଲି ଯାଇଛି | ତେବେ ଠାକୁରଙ୍କ ଅପାର କରୁଣାରୁ ସମସ୍ତେ ବହୁତ ଭଲରେ ରହିଛନ୍ତି  | ତେବେ ଋଷିକୁଲ୍ୟା  ନଦୀ ରେ ମହା ବାରୁଣୀ ସ୍ନାନ ସହିତ ଜାଗ, ଯଂଜ୍ଞ ଅନୁଷ୍ଠିତ ହେଉଅଛି  |  ତେବେ 
2016 ମସିହାରେ ଏଠାରେ ଯଂଜ୍ଞ ହୋଇଥିଲା ଦୀର୍ଘ ନଅ ବର୍ଷ ପରେ ପୁଣି ଏଥର 2025 ମସିହା ରେଯଂଜ୍ଞ ହୋଇଅଛି |  ଗତ 16 ତାରିଖ ଠାରୁ  ଏହି ଯଂଜ୍ଞ ଆରମ୍ଭ ହୋଈ ଆଜି ଏହା ପୂର୍ଣ୍ଣାହୁତି ହୋଇ ଶେଷ ହେବ, ଏହି ଯଂଜ୍ଞ କମିଟି ର ସଭାପତି ଗୌରୀ ଶଙ୍କର ରାଉଳ ରହିଥିବା ବେଳେ  ସୁଦର୍ଶନ ନାୟକ କୋଷାଧକ୍ଷ, ପ୍ରଭାକର ରାଉଳ ସମ୍ପାଦକ, ନାରାୟଣ ବେହେରା, ଦେବରାଜ ସାହୁ, ଲକ୍ଷ୍ମଣ ନାୟକ, ଶରତ ଚନ୍ଦ୍ର ସାହୁ, ସନ୍ତୋଷ କୁମାର ମହାପାତ୍ର, ପ୍ରଭାକରରାଉଳ( ବି) ସହସମ୍ପାଦକ,  ଉପଦେଷ୍ଟାଭାବେ ଅଛନ୍ତିଓଡିଶା ଉଚ୍ଚ ତମ ନ୍ୟାୟାଳୟ ର ଆଇନ ଯିଵି ପଦ୍ମ ଚରଣ ପଟ୍ଟନାୟକ, ନରସିଂହ ମିଶ୍ର, ପ୍ରଶାନ୍ତ କୁମାର ଦାଶ, ଙ୍କ ସହ ଗ୍ରାମବାସୀ, ଯୁବ ଗୋଷ୍ଟି, ସ୍ଵେଛା ସେବିଙ୍କ  ସହ  ସହଯୋଗ ରେ ଏହି ଜଜ୍ଞ  ସମାପନ ହେବ, ଏହା ସହ ଆଚାର୍ଯ୍ୟ ଭାବେ ଚନ୍ଦ୍ରମଣି ମିଶ୍ର, ପ୍ରଚାରକ ଭାବେ ସୁଦର୍ଶନ ତ୍ରିପାଠୀ, ପ୍ରଶାନ୍ତ ଦାଶ, ଯଂଜ୍ଞ ଆବାହକ ତଥା କର୍ତ୍ତା  ନରସିଂହ ମିଶ୍ର, ଶଶିକାନ୍ତ ମହାପାତ୍ର, ବଲଭଦ୍ର  ଦାଶ, ସିମାଞ୍ଚଳ ଦାଶ,ରତ୍ନାକର ଦାଶ, ଅନ୍ୟନ୍ୟ ବିଦ୍ୱାନ ପଣ୍ଡିତ ମାନଙ୍କ ମନ୍ତ୍ର ଧ୍ଵନି ରେ ବିଭିନ୍ନ ଦେବା ଦେବୀଙ୍କ ମନ୍ତ୍ରରେ      ଅଗ୍ନିରେଘୃତ ପକାଇ ଥିଲେ | ଏହି ପଣ୍ଡିତ ପୁରୋହିତ ଙ୍କ ସହଯୋଗ ରେ ଯଂଜ୍ଞପରିଚାଳନା କାର୍ଯ୍ୟ କରା ଯାଇ ଥିଲା  |ଏହି ଯଂଜ୍ଞକୁ ଖଲ୍ଲିକୋଟ ବିଧାୟକ  ପୁର୍ଣଚନ୍ଦ୍ର ସେଠୀ, ସାନ ଖେମଣ୍ଡି କଂଗ୍ରେସ ବିଧାୟକ ରମେଶ ଚନ୍ଦ୍ର ଜେନା,  ପୁରୁଷୋତ୍ତମପୁର ବ୍ଳକ ଅଧକ୍ଷା  ପିଙ୍କି ବେହେରା, ବ୍ଲକ ବିଡ଼ିଓ ଶରତ ଚନ୍ଦ୍ର ପାତ୍ର, ତହସିଲ ଦାର ବିନୋଦକୁମାର ବେହେରା, ଯୁବ ସମାଜ ସେଵୀ  ନିର୍ମଳ ଚନ୍ଦ୍ର ସାହୁ ଙ୍କ ସହିତ  ବହୁ ନେତା କର୍ମୀ, ଭକ୍ତ, ଆଇନ ଯିଵି, ବୁଦ୍ଧିଜୀବୀ ମହିଳା ପୁରୁଷ ସେଠାକୁ ଯାଇ ପ୍ରଭୁ ତୁମ୍ବେଶ୍ୱର ଙ୍କୁ ଦର୍ଶନ କରିବା ସହିତ ଯଂଜ୍ଞ ମଣ୍ଡପ କୁ ଯାଇ, ଭୋଗ, ରାଗ କରି ଠାକୁର ଙ୍କ ଏବଂ ବ୍ରାହ୍ମଣ ମାନଙ୍କ ଆଶୀର୍ବାଦ ଭିକ୍ଷା କରିଥିଲେ |  ଏହି ଯଂଜ୍ଞ କାର୍ଯ୍ୟରେ ବିଶେଷ କରି ପ୍ରତାପୁର ଗ୍ରାମରସମସ୍ତ ସେବାୟତବୃନ୍ଦ, ସରପଞ୍ଚ, ସମିତି ସଭ୍ୟ, ପୂର୍ବତନ ସରପଞ୍ଚ, ଗ୍ରାମବାସୀ, ପୂର୍ଣ୍ଣ ମାତ୍ରାରେ ଉପସ୍ଥିତ ରହି ଯଜ୍ଞ ସମାପନ ରେ ସହଯୋଗ କରିଥିଲେ | ଏହି ଯଂଜ୍ଞ ସ୍ଥଳ କୁ ପୁରୁଷୋତ୍ତମପୁର ପୋଲିସ ଥାନା ଅଧିକାରୀ  ରାଜେଶ କୁମାର ନାୟକ, ଏସଡ଼ି ପିଓ  ଦୀପକ କୁମାର ମିଶ୍ର ଙ୍କ ସହିତ ଥାନା ଷ୍ଟାଫ  ଉପସ୍ଥିତ ରହି ଆଇନ ସୁରକ୍ଷା ପ୍ରଦାନ କରିଥିଲେ | ଯଂଜ୍ଞ ଯାତ୍ରାରେ ମିନବଜାର, ବହୁତ କିସମର ଦୋକାନ, ଖୋଲା ଯାଇ ଥିବାରୁ , ବହୁତ ଲୋକ ବିଭିନ୍ନଘରକରଣା ସାମାନ ସହିତ ସ୍ୱାଦିଷ୍ଟ ଖାଦ୍ୟର ମଜା ନେଇଥିଲେ  |

News Comment

You Might Also Like

BACK TO TOP