Breaking News

ବ୍ରାହ୍ମଣୀ ଗାଁ ବନାଞ୍ଚଳ ରେ ହାତୀପଲ, ବନ ବିଭାଗ ପକ୍ଷରୁ ଏଥିପାଇଁ ସଚେତନତା ଜାରି |   (28-Apr-2026)       ||      ଖାଜିପଲି ଗ୍ରାମରେ ସମସ୍ତଙ୍କ ସହଯୋଗ ରେ ସ୍ୱଚ୍ଛ ସେବାକାର୍ଯ୍ୟ ଆରମ୍ଭ    (28-Apr-2026)       ||      ପୋଲସରା ର ବିଭିନ୍ନ ଶିକ୍ଷାନୁଷ୍ଠାନ ରେ ସ୍ୱାଭିମାନ ଦିବସ ପାଳିତ |   (28-Apr-2026)       ||      ବାଲିଗୁଡା ରେ ନେଟୱାର୍କ ଅସୁବିଧା ଯୋଗୁଁ, ଇଣ୍ଟେର ନେଟ ସେବା ବ୍ୟାହତ କାରଣରୁ ଲୋକେ ହନ୍ତସନ୍ତ |    (28-Apr-2026)       ||      କୋଦଳା ଗୋଷ୍ଟି ସ୍ୱାସ୍ଥ୍ୟ କେନ୍ଦ୍ର ରେ ସ୍ୱାସ୍ଥ୍ୟ ସେବା ବିପର୍ଯ୍ୟସ୍ତ |    (27-Apr-2026)       ||      ପୋଲସରା ବାଲିଘାଇ ରେ ବଡ଼ ଭାଇର ବାହାଘର ପ୍ରୋସେସନ ରେ ସାନଭାଇକି କିଛି ବଚଷା କୁନେଇ ସଙ୍ଘବଦ୍ଧ ଆକ୍ରମଣ ରେ ମୃତ୍ୟୁ ପରେ ରାସ୍ତା ରୋକ |    (26-Apr-2026)       ||      କାରକୁ ବଞ୍ଚେଇବାକୁ ଯାଇ ବସ ଦୁର୍ଘଟଣା, ଅଳ୍ପକେ ବର୍ତ୍ତିଲେ 40ରୁ ଉର୍ଦ୍ଧ ଯାତ୍ରୀ |   (26-Apr-2026)       ||      ପର୍ଯ୍ୟଟନ ସଚିବ ଙ୍କ ଜଉଗଡ଼ ଓ ତାରା ତାରିଣୀ ମନ୍ଦିର ଦର୍ଶନ |    (25-Apr-2026)       ||      ରୁଣ ଭାର ଯୋଗୁଁ ବେକରେ ରଶି ଲଗାଇ ବୃଦ୍ଧ ଦମ୍ପତି ଙ୍କ ଆତ୍ମ ହତ୍ୟା |   (25-Apr-2026)       ||      ନୂତନ ଗୁରୁଣ୍ଠି ରେ ମଙ୍ଗଳା ମାଆଙ୍କ ନୂତନ ମଦିର ଓ ବିଗ୍ରହ ପ୍ରତିଷ୍ଠା ଓ ପୂର୍ଣ୍ଣାହୁତି ଶେଷ |    (25-Apr-2026)       ||      ପ୍ରଥମ ଥର କରି ବାଲିଗୁଡା ବନ ଖଣ୍ଡ ରୁ ରଥ ତିଆରି ପାଈଁ ପୁରୀ କାଠ ଗଲା |    (25-Apr-2026)       ||      ବିଜ୍ଞାନ ମହା ବିଦ୍ୟାଳୟ ରେ ପାଳିତ ହେଲା ବିଶ୍ୱ ମେଲେରିଆ ଦିବସ |    (25-Apr-2026)       ||      ପୋଲସରା ବିଜ୍ଞାନ ମହାବିଦ୍ୟାଳୟ ରେ ଛାତ୍ରୀ ଆତ୍ମ ସୁରକ୍ଷା ତାଲିମ ଶିବିର ଉଦଯାପିତ |    (25-Apr-2026)       ||      ପୋଲସରା ରେ ଜାତୀୟ ପଞ୍ଚାୟତ ରାଜ ଦିବସ ପାଳିତ |    (24-Apr-2026)       ||      ପୁରୁଷୋତ୍ତମପୁର ବ୍ଲକରେ ପାଳନ ହେଲା ଜାତୀୟ ପଞ୍ଚାୟତ ରାଜ ଦିବସ    (24-Apr-2026)       ||      ପୁଞ୍ଜି କଁୟା ଛକଠା ରେ ଟଙ୍କା ଵ୍ୟଗ ଲୁଟିନେଲେ ଲୁଟେରା ||   (24-Apr-2026)       ||      ବୁଗୁଡ଼ା ଆଞ୍ଚଳିକ ବରିଷ୍ଟ ନାଗରିକ ମଞ୍ଚ ପକ୍ଷରୁ ପଣା ବଣ୍ଟନ |    (23-Apr-2026)       ||      ପ୍ଲଟ ବ୍ୟବସାୟୀଙ୍କୁ ଅପହରଣ ପରେ ହତ୍ୟା ରେ ସାମିଲ ଅଭିଯୁକ୍ତ କୁ ଗିରଫକଲା ପୋଲିସ |   (23-Apr-2026)       ||      ଟିକାବାଲି ଥାନା ରେ ପୂର୍ବରୁ ତିନୋଟି ଚୋରି ଘଟଣା ରେ ଫେରାର ହୋଇଥିବା ଅଭିଯୁକ୍ତ ଗିରଫ |    (23-Apr-2026)       ||      ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଗୋଷ୍ଟି ସଂଘର୍ଷ, ଦୁଇ ପକ୍ଷରୁ ଚାରି ଜଣ ଗିରଫ |    (23-Apr-2026)       ||     

ଯୁବଜ୍ୟୋତି କ୍ଳବ ତଥା କର୍ମଚାରୀ ସଙ୍ଘ ତରଫରୁ ରକ୍ତ ଦାନ ଶିବିର ଅନୁଷ୍ଠିତ |

28-May-2025

ଖଲ୍ଲିକୋଟ : ଯୁବ ଜ୍ୟୋତି କ୍ଲବ୍ ତଥା କର୍ମଚାରୀ ସଂଘ ପକ୍ଷରୁ ରକ୍ତଦାନ ଶିବିର ଅନୁଷ୍ଠିତ

୫୦ରୁ ଊର୍ଦ୍ଧ୍ବ ଉତ୍ସାହୀ ଯୁବକ କଲେ  ସ୍ୱେଚ୍ଛାକୃତ ରକ୍ତଦାନ,

                ଓଡିଶା ଜନ ମତ ବ୍ୟୁରୋ,

ରକ୍ତ ହିଁ ଅସମୟରେ ସାଧାରଣ ମଣିଷର ମୂଲ୍ୟବାନ ଜୀବନ ବଂଚାଇବାରେ ପ୍ରମୁଖ ଭୂମିକା ତୁଲାଇଥାଏ । ଏପ୍ରକାର ମହତ୍ ଲକ୍ଷ୍ୟ ଆଭିମୁଖ୍ୟ ପରିପୂରଣ ପାଇଁ ଖଲ୍ଲିକୋଟ ବ୍ଲକ୍ ପଥରା ଗ୍ରାମ ପଞ୍ଚାୟତ ଅଧୀନସ୍ଥ କଣ୍ଡରାପଡା ସ୍ଥିତ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ପୂର୍ବାହ୍ନ ୧୦ ଘଣ୍ଟିକା ସମୟରେ ସ୍ଥାନୀୟ ଯୁବ ଜ୍ୟୋତି କ୍ଲବ୍ ତଥା କର୍ମଚାରୀ ସଂଘ,  ପଥରା ତରଫରୁ ଏକ ଦିବସୀୟ ରକ୍ତଦାନ ଶିବିର ଆନୁଷ୍ଠାନିକ ରୀତିରେ ଅନୁଷ୍ଠିତ ହୋଇଯାଇଛି । ଆୟୋଜିତ ଶିବିରକୁ ଖଲ୍ଲିକୋଟ ଥାନାର ଭାରପ୍ରାପ୍ତ ଅଧିକାରୀ ଶ୍ରୀଯୁକ୍ତ ରମେଶ କୁମାର ପ୍ରଧାନ, ଭେଜିପୁଟ ଫାଣ୍ଡି ଅଧିକାରୀ ଶ୍ରୀଯୁକ୍ତ ଦେବାଶିଷ ମିଶ୍ର ଶୁଭୋଦ୍ଘାଟନ କରି ସମ୍ପ୍ରତି ରକ୍ତଦାନର ମହତ୍ତ୍ୱ, ମରଣ ମୁହଁରୁ ଅନ୍ୟର ଜୀବନ ବଞ୍ଚାଇବା କ୍ଷେତ୍ରରେ ରକ୍ତର ଆବଶ୍ୟକତା କେତେ ଯେ ଗୁରୁତ୍ୱପୂର୍ଣ୍ଣ, ସେ ସମ୍ପର୍କରେ ବକ୍ତବ୍ୟରେ ଉପସ୍ଥାପନ କରିଥିଲେ । ଆୟୋଜିତ ଶିବିରରେ ଯୁବ ଜ୍ୟୋତି କ୍ଲବର ସଭାପତି ରତ୍ନାକର ବେହେରା, ଉପସଭାପତି ସୁନୀଲ ଅଧିକାରୀ, ଚମାଖଣ୍ଡି ଆଦର୍ଶ ବିଦ୍ୟାଳୟର ଅଧ୍ୟକ୍ଷ ପ୍ରମୋଦ ବେହେରା, ଆଇ. ଡି. ବି. ଆଇ.ର ଏ.ଜି.ଏମ. ଫକୀର ମୋହନ ଅଧିକାରୀ, ରାୟଗଡ଼ା ବି.ଇ.ଓ. ସୁଜନ ମଲ୍ଲିକ, ରମ୍ଭା ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ ଗୋପୀନାଥ ବେହେରା, ବାବୁଲା ଦାସ, ଗଣେଶ୍ୱର ସାହୁ, ଗୈାରହରି ଟହଲ, ଚନ୍ଦ୍ରଶେଖର ଅଧିକାରୀ, ପ୍ରଶାନ୍ତ କୁମାର ଦାସ, ସୁଶାନ୍ତ ଦାସ, ସୁଧର୍ମା ଡାଙ୍ଗୁଆ, ଅର୍ଜୁନ ଅଧିକାରୀ, ଭଗବାନ ମଲ୍ଲିକ, ଅଜୟ ବେହେରା, ସୈନିକ ଅଧିକାରୀ, ହର୍ଷ ବାଲା ପ୍ରମୁଖ ଶିକ୍ଷକଙ୍କ ସମେତ ଭାସ୍କର ବେଜ, ପ୍ରଦୀପ ମଲ୍ଲିକ, ନାରାୟଣ ମଲ୍ଲିକ, ବନମାଳୀ ବାଲା, ଅମୀୟ ଅଧିକାରୀ, ରୂପକ ଅଧିକାରୀ ଆଦି ୫୦ରୁ ଊର୍ଦ୍ଧ୍ବ ଉତ୍ସାହୀ ଯୁବକ  ଯୋଗଦେଇ ରକ୍ତଦାନ କରିବା ସହିତ କାର୍ଯ୍ୟକ୍ରମ ସୁପରିଚାଳନାରେ ସମ୍ପୂର୍ଣ୍ଣ ସହଯୋଗ କରିଥିଲେ । ବ୍ରହ୍ମପୁର ସ୍ଥିତ ମହାରାଜା କୃଷ୍ଣଚନ୍ଦ୍ର ଗଜପତି ମେଡିକାଲ କଲେଜର ବ୍ଲଡ଼ ବ୍ୟାଙ୍କର ପ୍ରତିନିଧି ସମୂହ ରକ୍ତଦାନ ଶିବିରରେ ରକ୍ତ ନମୁନା ପରୀକ୍ଷାର ସହିତ ରକ୍ତ ସଂଗ୍ରହ କରିବା କାର୍ଯ୍ୟ ସୂଚାରୁରୂପେ ସମ୍ପାଦନ କରିଥିଲେ ।

News Comment

You Might Also Like

BACK TO TOP