Breaking News

କୃଷି ବିଭାଗ ତରଫରୁ ବ୍ଲକ ସ୍ତରୀୟ ପ୍ରଶକ୍ଷିଣ ଶିବିର ଅନୁଷ୍ଠିତ ||   (09-Aug-2026)       ||      ବିନା ପୋଷାକ ରେ ଚଳ, ପ୍ରଚଳ କରୁଥିବା ଏକ ସହର, ବିଶ୍ୱାସ ଲାଗୁନଥିଲେ ବି ସତ୍ୟ |    (09-Aug-2026)       ||      ଜାହାଜ ଆରେଷ୍ଟ ପାଇଁ ଓଡିଶା ହାଇକୋର୍ଟ ଙ୍କ ନିର୍ଦେଶ |   (08-Aug-2026)       ||      ବୃଦ୍ଧଙ୍କ ଗଳିତ ଶବ ଉଦ୍ଧାର କଲା ବୋଡେ଼ନ ଥାନା ପୋଲିସ |    (08-Aug-2026)       ||      ଅର୍ଦ୍ଧନିର୍ମିତ କୁଆଁରୀଆ ସେତୁ ଉପରେ ସର୍ବ ସାଧାରଣ ଯାତାୟତ ପାଇଁ ମନା କଲା ବ୍ଲକ ପ୍ରଶାସନ |   (08-Aug-2026)       ||      ନାରାୟଣୀ ମନ୍ଦିର କାଉଡିଆ ଛକ ନିକଟରେ ପୋଲିସ ଗାଡି ସହ ବାଇକ ମୁହାଁମୁହିଁ ଧକ୍କା    (08-Aug-2026)       ||      ପୋଲସରା ରେ ଜାତୀୟ କୃମି ନାଶକ ତାଲିମ ଶିବିର ଅନୁଷ୍ଠିତ |    (08-Aug-2026)       ||      ନାଚୁଣୀ ପୋଲିସ କୁ ବଡ଼ ସଫଳତା ,9, 250 ଗ୍ରାମ ଗଂଜେଇ ଜବତ ସହ ଜଣେ ଗିରଫ |   (08-Aug-2026)       ||      ପୋଲସରା କଲେଜରେ ଅବସର କାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ |    (08-Aug-2026)       ||      ପୋଲିସ ଗାଡି ଓ ବୁଲେଟ ମୁହାଁ ମୁହିଁ ଧକ୍କା ବୁଲେଟ ୠଦୁଇ ଓ ପୋଲିସ ର ଦୁଇ ଆହତ |   (08-Aug-2026)       ||      ସବୁ ବାଦ, ବିବାଦ ର ଅବସାନ ଘଟାଇ ବିଜୟ ଙ୍କ ବିରୋଧ ରେ ଦେଇଥିବା କୋର୍ଟ ମାମଲା କୁ ପତ୍ନୀ ସଂଗୀତାକଲେ ପ୍ରତ୍ୟାହାର |   (08-Aug-2026)       ||      ପିଏମ ଶ୍ରୀ ଗୋପବନ୍ଧୁ ଉଚ୍ଚ ବିଦ୍ୟାଳୟ କମିଟି ଓ ଅଭିଭାବକ ବୈଠକ |   (08-Aug-2026)       ||      ପିଏମ ଶ୍ରୀ ଗୋପବନ୍ଧୁ ଉଚ୍ଚ ବିଦ୍ୟାଳୟ କମିଟି ଓ ଅଭିଭାବକ ବୈଠକ ||   (08-Aug-2026)       ||      ନବମ ଶ୍ରେଣୀ ଛାତ୍ରୀ କୋମଳ ନାୟକ ଇଂରାଜୀ ରେ ରଚନା କଲେ ତିନିଗୋଟି ପୁସ୍ତକ |    (08-Aug-2026)       ||      କଲ୍ୟାଣ ସିଂହ ପୁର ବିଡ଼ିଓ ଙ୍କ ମନମୁଖୀ କାର୍ଯ୍ୟ ଯୋଗୁଁ ବଜେଡି ର ଉପଜିଲ୍ଲାପାଳ ଙ୍କୁ ଅଭିଯୋଗ ପତ୍ର ପ୍ରଦାନ |    (08-Aug-2026)       ||      ବିଶ୍ୱରେ ଚିନି ଶଙ୍କଟ , ଦର ଆକାଶ ଛୁଆଁ |    (08-Aug-2026)       ||      ରାଜନୀତି ବିଭାଗ ପକ୍ଷରୁ ନୂତନ ଅଧକ୍ଷ ଙ୍କୁ ସମ୍ବର୍ଦ୍ଧନା |    (07-Aug-2026)       ||      ସାନଟେମାରି ସରକାରୀ ଉଚ୍ଚ ବିଦ୍ୟାଳୟ ରୁ ପିଲା ଚାଲିଯିବା ଉପରେ ଜିଲ୍ଲପାଳ ଙ୍କ କଡା ଆଭିମୁଖ୍ୟ |   (07-Aug-2026)       ||      ପୂର୍ବ ଶତ୍ରୁତା କୁ କେନ୍ଦ୍ରକରି ଯୁବକଙ୍କୁ ମରଣାନ୍ତକଆକ୍ରମଣ |    (07-Aug-2026)       ||      ବ୍ରହ୍ମପୁର ମହାନଗର ନିଗମ ଅଫିସ ଆଗରେ ବକେୟା ବିଲ ପାଇବା ଦାବିରେ ଠିକାଦାର ମାନଙ୍କ ଧାରଣା |   (07-Aug-2026)       ||     

ବର୍ତ୍ତମାନ A I ଯୁଗରେ ବି ପୁରୁଣାକୁ ମନେ ପକାଇ ଶଗଡ଼ ରେ ଆସିଲା କନିଆଁ |

01-Mar-2026

ବ୍ୟୟବହୁଳ ବିବାହ ଉତ୍ସବ ଯୁଗରେ ସୁସଜ୍ଜିତ ଶଗଡ଼ ଗାଡ଼ିରେ ଆସିଲା କନିଆଁ,

(ଦୀର୍ଘ ବର୍ଷ ପରେ ଅଞ୍ଚଳରେ ନିଆରା ବିବାହ ଉତ୍ସବକୁପୂର୍ବର ଅନୁଭୂତି ମନେପକାଇଲେ

ଅଞ୍ଚଳବାସୀ |

     ଓଡିଶା ଜନ ମତ ବ୍ୟୁରୋ,

ଚାକ ଚକ୍ୟ ଜୀବନ ଶୈଳୀ ଆଳରେ ଆମେ ଧିରେ ଧିରେ 

ଭୁଲି ଯାଉଛେପରମ୍ପରାବର୍ତ୍ତ- ମାନ  ଏ ଆଇଯୁଗରେମଧ୍ୟ ଲୋକେ ଏବେବ  ପୁରୁଣା ଜୀବନ କୁ ଗ୍ରହଣ କରିବାକୁ ପସନ୍ଦ କଲେଣି | ବିଶେଶକରି ବିବାହ ଉତ୍ସବ ବେଳେ ବଧୂ ନିଜ ବାପା ଘରୁ ସ୍ୱାମୀ ଘରକୁ ଯିବା ପାଇଁ ପୂର୍ବରୁ ପ୍ରଚଳିତ ଶଗଡ଼ ଗାଡି କୁ ଆପଣାଉଛି ଦାମିକା ଗାଡି ଓ ବ୍ୟୟବହୁଳ ସାଜସଜ୍ଜାକୁ ଭୁଲି ଯାଇ | ହେଲେ ଆଜିବି ଅନେକ ଯୁବପିଢ଼ି ରହିଛନ୍ତି ଯେଉଁମାନେ ବ୍ୟୟବହୁଳ ବିବାହ ଉତ୍ସବ ଠାରୁ ଦୁରେଇ ରହି ନିଜ ବିବାହ କୁ ସ୍ମରଣୀୟ କରିବା ପାଇଁ କନ୍ୟାକୁ ନିଜ ଘରକୁ ଆଣିବା ଲାଗି ଆପଣାଇଛନ୍ତିପୂର୍ବପୁରୁଷମାନଙ୍କ ପଦ୍ଧତି ଶଗଡ଼ ଗାଡି l ଦେଖନ୍ତୁ କିଛି ଲୋକ ଶଗଡ଼ ଗାଡିକୁ ସାଜ ସଜ୍ଜା କରୁଛନ୍ତି | ମାଇପି ମାନେ ଝୋଟି, ଚିତା କରି ଶଗଡ଼ ଚକ ସୁନ୍ଦର କରୁଛନ୍ତି | ହୁଳହୁଳି ପକାଇ ଶଗଡକୁ ଏବଂ ଝିଅକୁ ବନ୍ଦା ପନା କରୁଛନ୍ତି |  ଗାଁ ରାସ୍ତା ରେ ଗଡୁଛି ଶଗଡ଼ ଗାଡି l ଶଗଡି ଭିତରେ ବସିଛି ନୁଆଁ କନିଆଁ |  ଆଉ ଶାଗଡିଆ ଗାଉଛି ପଦିଏମନ ଭୁଲା ଗୀତ, "ରୁପା ଶଗଡି ରେ  ସୁନା କନିଆଁ,  ନୁଆଁ ଚାନ୍ଦ ପରି ଛନ ଛନିଆ , ତାକୁ ପାଇବ ଯିଏ,  ଶଗଡ଼ିରେଯାଉଛି ସିଏ ` ଏହି ଦୃଶ୍ୟ କୌଣସି ଓଡିଆ ଚଳଚିତ୍ର କିମ୍ବା ନବେ ଦଷକ ର ଭିଡିଓ ନୁହେଁ l ବରଂ 

ଅଡି, ମର୍ଶଡ଼ିଜ,ଜାଗୁଆର, ଭିଏମ ଡବ୍ଲ୍ୟୁ, ରେଞ୍ଜ ରୋଭର, ଡିଫଣ୍ଡର ଗାଡି କୁ ଛାଡ଼ି ଏଈ ନୁଆଁ ଏ ଆଇ ଯୁଗରେ ନୁଆଁ କନିଆଁ ଆସିଛି ପୁରୁଣା ଶଗଡି ରେ l  ଏପରି ଏକ ଘଟଣା ଦେଖିବାକୁ ମିଳିଛି ଗଞ୍ଜାମ ଜିଲ୍ଲାପୋଲସରା ବ୍ଲକ କଳମ୍ବ ଗ୍ରାମରେ  | ସେହି ଗ୍ରାମର ଦେବରାଜ ପ୍ରଧାନ ଙ୍କ ଝିଅ ବର୍ଷାରାଣୀ ପ୍ରଧାନଙ୍କ ସହ କବିସୂର୍ଯ୍ୟନଗର ବ୍ଲକ ସାମନ୍ତରା

ପଲ୍ଲୀ ଗ୍ରାମର ଶନିଶ୍ଚର ପ୍ରଧାନ ଙ୍କ  ସହିତ ବିବାହ ହୋଇଛି l  ଏହି ଶଗଡ଼କୁଦେଖି ମନେ ପଡୁଛି ଏକ ପୁରୁଣା ଫିଲିମ ଜଗା ହାତରେ ପଘା ର ଗୀତ ରୁପା ଶଗଡ଼ିରେ ସୁନା କନିଆଁ |ହୁଏତ ଶଗଡ଼ ଟି ରୁପା ହୋଇ ନପାରିଲେ, ଓ କନିଆ ଟି ସୁନା ନହୋଇ ପାରିଲେ ମଧ୍ୟ ସୁନା ଭଳି ସୁନ୍ଦରଦିଶୁ ଥିବା ପିତୁଳା ଟିଏ  | ହେଲେ ଏହି ପୁରୁଣା ପରମ୍ପରା଼କୁ ଦେଖି ବିବାହ ଅଞ୍ଚଳରେ ଚର୍ଚ୍ଚା ସାଉଁଟିଛି l କାରଣ କୋଡିଏ କିଲୋମିଟର ଦୂରରୁ ବରଘରୁ ସୁସଜ୍ଜିତ ଶଗଡ଼ ଗାଡିଆସିଛି  ନବ ବଧୂକୁ ନେବା ପାଇଁ | ଆଉ ଏହି ଦୃଶ୍ୟ ଦେଖି

ବାକୁ ସବୁଠି ଲୋକଙ୍କ ଭିଡ଼ ଦେଖିବାକୁ ମିଳିଛି |  ଲୋକଙ୍କ ଭିତରେ ପୁଣି ଚର୍ଚ୍ଚା ହେଉଛି ଯେତେ  ଆଧୁନିକତାକୁମଣିଷ  ଆପଣାଇଲେ ମଧ୍ୟ ସେପୁଣି  ତାର ପୁରୁଣା ସ୍ମୃତି କୁ ସାଉଁଟି ସେହି ଦିନ କୁ ଫେରି ଆସୁଛି |

News Comment

You Might Also Like

BACK TO TOP