Breaking News

କୃଷି ବିଭାଗ ତରଫରୁ ବ୍ଲକ ସ୍ତରୀୟ ପ୍ରଶକ୍ଷିଣ ଶିବିର ଅନୁଷ୍ଠିତ ||   (09-Aug-2026)       ||      ବିନା ପୋଷାକ ରେ ଚଳ, ପ୍ରଚଳ କରୁଥିବା ଏକ ସହର, ବିଶ୍ୱାସ ଲାଗୁନଥିଲେ ବି ସତ୍ୟ |    (09-Aug-2026)       ||      ଜାହାଜ ଆରେଷ୍ଟ ପାଇଁ ଓଡିଶା ହାଇକୋର୍ଟ ଙ୍କ ନିର୍ଦେଶ |   (08-Aug-2026)       ||      ବୃଦ୍ଧଙ୍କ ଗଳିତ ଶବ ଉଦ୍ଧାର କଲା ବୋଡେ଼ନ ଥାନା ପୋଲିସ |    (08-Aug-2026)       ||      ଅର୍ଦ୍ଧନିର୍ମିତ କୁଆଁରୀଆ ସେତୁ ଉପରେ ସର୍ବ ସାଧାରଣ ଯାତାୟତ ପାଇଁ ମନା କଲା ବ୍ଲକ ପ୍ରଶାସନ |   (08-Aug-2026)       ||      ନାରାୟଣୀ ମନ୍ଦିର କାଉଡିଆ ଛକ ନିକଟରେ ପୋଲିସ ଗାଡି ସହ ବାଇକ ମୁହାଁମୁହିଁ ଧକ୍କା    (08-Aug-2026)       ||      ପୋଲସରା ରେ ଜାତୀୟ କୃମି ନାଶକ ତାଲିମ ଶିବିର ଅନୁଷ୍ଠିତ |    (08-Aug-2026)       ||      ନାଚୁଣୀ ପୋଲିସ କୁ ବଡ଼ ସଫଳତା ,9, 250 ଗ୍ରାମ ଗଂଜେଇ ଜବତ ସହ ଜଣେ ଗିରଫ |   (08-Aug-2026)       ||      ପୋଲସରା କଲେଜରେ ଅବସର କାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ |    (08-Aug-2026)       ||      ପୋଲିସ ଗାଡି ଓ ବୁଲେଟ ମୁହାଁ ମୁହିଁ ଧକ୍କା ବୁଲେଟ ୠଦୁଇ ଓ ପୋଲିସ ର ଦୁଇ ଆହତ |   (08-Aug-2026)       ||      ସବୁ ବାଦ, ବିବାଦ ର ଅବସାନ ଘଟାଇ ବିଜୟ ଙ୍କ ବିରୋଧ ରେ ଦେଇଥିବା କୋର୍ଟ ମାମଲା କୁ ପତ୍ନୀ ସଂଗୀତାକଲେ ପ୍ରତ୍ୟାହାର |   (08-Aug-2026)       ||      ପିଏମ ଶ୍ରୀ ଗୋପବନ୍ଧୁ ଉଚ୍ଚ ବିଦ୍ୟାଳୟ କମିଟି ଓ ଅଭିଭାବକ ବୈଠକ |   (08-Aug-2026)       ||      ପିଏମ ଶ୍ରୀ ଗୋପବନ୍ଧୁ ଉଚ୍ଚ ବିଦ୍ୟାଳୟ କମିଟି ଓ ଅଭିଭାବକ ବୈଠକ ||   (08-Aug-2026)       ||      ନବମ ଶ୍ରେଣୀ ଛାତ୍ରୀ କୋମଳ ନାୟକ ଇଂରାଜୀ ରେ ରଚନା କଲେ ତିନିଗୋଟି ପୁସ୍ତକ |    (08-Aug-2026)       ||      କଲ୍ୟାଣ ସିଂହ ପୁର ବିଡ଼ିଓ ଙ୍କ ମନମୁଖୀ କାର୍ଯ୍ୟ ଯୋଗୁଁ ବଜେଡି ର ଉପଜିଲ୍ଲାପାଳ ଙ୍କୁ ଅଭିଯୋଗ ପତ୍ର ପ୍ରଦାନ |    (08-Aug-2026)       ||      ବିଶ୍ୱରେ ଚିନି ଶଙ୍କଟ , ଦର ଆକାଶ ଛୁଆଁ |    (08-Aug-2026)       ||      ରାଜନୀତି ବିଭାଗ ପକ୍ଷରୁ ନୂତନ ଅଧକ୍ଷ ଙ୍କୁ ସମ୍ବର୍ଦ୍ଧନା |    (07-Aug-2026)       ||      ସାନଟେମାରି ସରକାରୀ ଉଚ୍ଚ ବିଦ୍ୟାଳୟ ରୁ ପିଲା ଚାଲିଯିବା ଉପରେ ଜିଲ୍ଲପାଳ ଙ୍କ କଡା ଆଭିମୁଖ୍ୟ |   (07-Aug-2026)       ||      ପୂର୍ବ ଶତ୍ରୁତା କୁ କେନ୍ଦ୍ରକରି ଯୁବକଙ୍କୁ ମରଣାନ୍ତକଆକ୍ରମଣ |    (07-Aug-2026)       ||      ବ୍ରହ୍ମପୁର ମହାନଗର ନିଗମ ଅଫିସ ଆଗରେ ବକେୟା ବିଲ ପାଇବା ଦାବିରେ ଠିକାଦାର ମାନଙ୍କ ଧାରଣା |   (07-Aug-2026)       ||     

ହାଇୱା ଧକ୍କାରେ ଜଣେ ଛାତ୍ର, ମୃତ, ଜଣେ ଛାତ୍ରୀ ଗୁରୁତର |

28-Feb-2026

ହାଇୱା ଧକ୍କାରେ ଏନ ଆଇଟି ଛାତ୍ର  ମୃତ , ଜଣେ ଛାତ୍ରୀ ଗୁରୁତର,

 ଓଡିଶା ଜନ ମତ ବ୍ୟୁରୋ, 
 ବଣାଇଁ ଉପଖଣ୍ଡ ଲହୁଣୀପଡ଼ା ଥାନା ଅନ୍ତର୍ଗତ ୧୪୩ ନମ୍ବର ଜାତୀୟ ରାଜପଥ ରାସ୍ତା  ସମରଦରି ଛକ ନିକଟରେ  ହାଇୱା ଧକ୍କାରେ ଜଣେ ରାଉରକେଲା  ଏନଆଇଟି ରେ ପଢ଼ୁଥିବା ଜଣେ ଛାତ୍ରଙ୍କ ମୃତ୍ୟୁ ହୋଇଥିବା ବେଳେ  ଆଉ ଜଣେ ଛାତ୍ରୀ ଗୁରୁତର ଅବସ୍ଥାରେ ରାଉରକେଲା ଡାକ୍ତରଖାନାକୁ ଚିକିତ୍ସା ପଠା ଯାଇଥିବା ଜଣାପଡିଛି। ତେବେ ପାଠ ପଢୁଥିବା ଏନ ଆଇ ଟି ଛାତ୍ର ମୃତକ ଜଣକ ହେଲେ କାର୍ତ୍ତିକେୟନ ସେନଥିଲ କ୍ରିଷ୍ଣନ ଇଲୋକଟୋନିଁକ ଟେଲୀକମ୍ୟୁନିକେସନ ର ଦ୍ୱିତୀୟ ବର୍ଷର ଛାତ୍ର ଥିଲେ ।ଗୁରୁତର ଆହତ ଛାତ୍ରୀ ଜଣକ ହେଲେ ବାସନ୍ତୀ କାର୍ତିକ ନାରାୟଣ (୧୯)  ବୋଲି ଜଣାପଡିଛି ।ତେବେ ମିଳିଥିବା ସୂଚନା ଅନୁଯାୟୀ ରାଉରକେଲା NIT  କଲେଜରୁ  ୧୦ ଜଣ ପୁଅ ଏବଂ ୬ ଜଣ ଝିଅ  ଭଡାରେ ମିଳୁଥିବା ୮ ଟି ସ୍କୁଟିରେ  ଖଣ୍ଡାଧାର ଜଳପ୍ରପାତ ବୁଲି ବାକୁ  ଆସୁଥିଲେ ।ତେବେ  ସମର ଦରି ଛକ ନିକଟରେ   ରାଜାମୁଣ୍ଡା  ଆଡୁ ରଙ୍ଗ ସାଇଡରୁ ଆସୁଥିବା ଓଡି ୧୪ ଏ ଏ ଚ ୨୨୧୫  ଏକ ହାଇୱା ଗାଡ଼ି ଟି ସାମ୍ନା ପଟରୁ  ଓଡି ୧୫ ଏ ଇ ୪୬୯୫ ସ୍କୁଟିକୁ ଧକ୍କା ଦେବାରୁ ଘଟଣା ସ୍ଥଳରେ ରେ ସ୍କୁଟି ଚାଳକ କାର୍ତ୍ତିକ କେନ୍ ଓ ପଛରେ ବସିଥିବା ଛାତ୍ରୀ ବାସନ୍ତୀ ଗୁରୁତର  ହୋଇଥିଲେ। ସାଙ୍ଗରେ ଥିବା ଅନ୍ୟ ଛାତ୍ର ଛାତ୍ରୀ ମାନେ ପୁଲିସକୁ ଖବର ଦେବା ପରେ ଲହୁଣୀପଡ଼ା ପୋଲିସ ଘଟଣା ସ୍ଥଳରେ ପହଞ୍ଚି  ଗୁରୁତର ଅବସ୍ଥାରେ ଆମ୍ବୁଲାନ୍ସରେ ଲହୁଣୀପଡ଼ା ମେଡିକାଲ୍ କୁ ପଠାଇ ଥିଲେ ଡାକ୍ତର ଚିକିତ୍ସା କରୁଥିବା ବେଳେ କର୍ତିକେନ୍ କୁ ମୃତ୍ୟୁ ବୋଲି ଘୋଷଣା କରିଥିଲେ ଗୁରୁତର ଛାତ୍ରୀ ବାସନ୍ତୀକୁ ପ୍ରାଥମିକ ଚିକିତ୍ସା ପରେ ଅଧିକ ଚିକିତ୍ସା ପାଇଁ 
ଥିବାରୁ ରାଉରକେଲା କୁ ସ୍ଥାନନ୍ତରିତ କରା ଯାଇଛି। ଘଟଣା ସ୍ଥଳରେ ପୋଳିସ ହାଇୱା ଗାଡ଼ି  ଓ ସ୍କୁଟିକୁ  ଜବତ କରି ଘଟଣାର ଅଧିକ ତଦନ୍ତ ଚଳାଇଛି।

News Comment

You Might Also Like

BACK TO TOP